Shuru
Apke Nagar Ki App…
ଗତକାଲି ସମ୍ବଲପୁର ଜିଲ୍ଲା ର ଜମନକିରା ଠାରୁ ବଡରମା ମଧ୍ୟରେ ରେ ଥିବା ଦିମିରି ମୁଣ୍ଡା ଛକ ଠାରେ କଣ୍ଟେନର ସହ ବାଇକ ଧକ୍କା ଦେଇଥିଲା ଫଳରେ ବାଇକ୍ ତିନିଜଣ ମୃତ୍ୟୁ ବରଣ କରିଥିଲେ । ବାଇକ ଏତେ ଜୋରରେ ଧକା ହେବାପରେ ବାଇକ ରେ ନିଆଁ ଲାଗି ଯାଇଥିଲା କଣ୍ଟେନର ଆଗଭାଗ ସମ୍ପୁର୍ଣ୍ଣ ଭାବରେ ପୋଡ଼ି ଯାଇଥିବା ବେଳେ ବାଇକ ମଧ୍ୟ ଜଳି ପାଉଁଶ ହୋଇଗଲା ଜମନକିରା ର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ।
Ghana Shyam Rana Digital Art

- User3851Burla, Sambalpur💣on 10 March
More news from ଓଡ଼ିଶା and nearby areas
- ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଉତ୍ସବ ଭବ୍ୟ ଆଡମ୍ବରରେ ପାଳିତ ।1
- Post by Biswanath Patel1
- କୁଚିଣ୍ଡା ଉପଖଣ୍ଡରେ ବିକାଶର ନୂଆ ଅଧ୍ୟାୟ। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ୭୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସକାଳୁ କୁଚିଣ୍ଡାରେ ବିଭିନ୍ନ ଭିତ୍ତିଭୂମିର ଉଦଘାଟନ ପରେ ବାମରା ମକର ମେଳଣ ପଡିଆରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିଛନ୍ତି ମନ୍ତ୍ରୀ। 📌 ଖବରର ମୁଖ୍ୟ ବିନ୍ଦୁ: ✅ ୩୭୫ କୋଟି ଟଙ୍କାର ନିବେଶ। ✅ ୭୮ଟି ନୂଆ ବିକାଶମୂଳକ ପ୍ରକଳ୍ପ। ✅ କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକର ହେବ କାୟାକଳ୍ପ। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଏବଂ ନିଜର ମତାମତ ଦିଅନ୍ତୁ।1
- बामरा में लखपति दीदी के तहत कई महिलाओं को आर्थिक सहायता1
- It's been closed for two years. The administration refuses to listen even when I speak to them. That's why I'm leaving the news channel location chiplima chubdipada nf colony1
- Jharsuguda Day 2026 was celebrated with great pomp. For the first time, the birthday of former Speaker, founder of Jharsuguda district and Vishwakarma veteran Shri Kishore Mohanty was celebrated as Jharsuguda Day by Sambalpuriya Youth Association at Jharsuguda MCL Auditorium.1
- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1
- ଓଡ଼ିଆ ନବବର୍ଷ ର ଅଭିନନ୍ଦନ।1