logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅନୁଗୋଳ ଓ.ପି. ଜିନ୍ଦଲ ସ୍କୁଲ୍ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ଅନୁଗୁଳ/ତାଳଚେର:-ଅନୁଗୋଳ ଜିନ୍ଦଲ ନଗର ସ୍ଥିତ ସ୍ପୋର୍ଟ୍ସ କଂପ୍ଲେକ୍ସରେ ଉତ୍ସାହ ଓ ଉଦ୍ଦିପନାର ସହ ଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ ୨୦୨୫-୨୬ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ମହୋତ୍ସବରେ ଜିନ୍ଦଲ ଷ୍ଟିଲ ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଅନୁଗୁଳ ମୁଖ୍ୟ ପଙ୍କଜ ମାଲହାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିନ୍ଦଲ ଷ୍ଟିଲ ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଏବଂ ଆଇରନ୍ ଜୋନ୍) ଦାମୋଦର ମିତ୍ତଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ଅତିଥି ସମର୍ପଣ, ଶୃଙ୍ଖଳା ଏବଂ କ୍ରୀଡା ମନୋଭାବର ଗୁରୁତ୍ୱ ଉପରେ ଅଲୋକପାତ କରିଥିଲେ । ଏଭଳି ସବୁ ଗୁଣ ପ୍ରକୃତ ଚାମ୍ପିଅନଙ୍କୁ ଗଠନ କରିଥାଏ ଏବଂ ସେମାନଙ୍କୁ ସଫଳତା ଆଡକୁ ଆଗଇ ନେଇଥାଏ । ଜିନ୍ଦଲ ମହିଳା ସମିତିର ସଭାପତି ସୀମା ମାଲହାନ ଏବଂ ଅନିତା ମିତ୍ତଲଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ମଧ୍ୟ ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ପ୍ରତ୍ୟୁଷରୁ, ଏସଏଫଏସଏସର ମୁଖ୍ୟ ବ୍ରିଗେଡିୟର ଦିନେଶ ଶର୍ମା ଏହି କ୍ରୀଡ଼ା ଉତ୍ସବକୁ ଉଦଘାଟନ କରିଥିଲେ ଏବଂ ସ୍କୁଲ ସଂଗୀତ, ମାର୍ଚ୍ଚ ପାଷ୍ଟ, ମଶାଲ ପ୍ରଜ୍ଜ୍ୱଳନ ଓ ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ l ସ୍କୁଲର ଚାରୋଟି ହାଉସ୍ ଯଥା- ଆଜାଦ, ରମଣ, ରାମାନୁଜନ ଏବଂ ସରୋଜିନୀ ସେମାନଙ୍କର ହାଉସ୍ କ୍ୟାପ୍ଟେନ୍, ସ୍କୁଲ୍ ପ୍ରିଫେକ୍ଟ ଏବଂ ହାଉସ୍ ମାଷ୍ଟର୍ସଙ୍କ ନେତୃତ୍ୱରେ ଏକ ପ୍ରଭାବଶାଳୀ ମାର୍ଚ୍ଚ ପାଷ୍ଟ କରିଥିଲେ l ଆଜାଦ ହାଉସ୍ ମାର୍ଚ୍ଚ ପାଷ୍ଟରେ ଶ୍ରେଷ୍ଠ ହାଉସ୍ ବିଜେତା ହୋଇଥିବା ବେଳେ ରାମାନୁଜନ ହାଉସ୍ କ୍ରୀଡାରେ ଶ୍ରେଷ୍ଠ ହାଉସ୍ ଭାବେ ଘୋଷିତ ହୋଇଥିଲା l ଏହି ଅବସରରେ ଜୁନିଅର ଏବଂ ସିନିୟର ବର୍ଗର ଶ୍ରେଷ୍ଠ ଖେଳାଳିମାନଙ୍କୁ ସମ୍ମାନିତ କରାଯାଇଥିଲା । ନିକୁନ ବେହେରା ଏବଂ ଦିବ୍ୟଶ୍ରୀ ସାହୁ (୬ ରୁ ୮ ଶ୍ରେଣୀ ବର୍ଗ) ଏବଂ ତମୋଜିତ ସାହୁ ଏବଂ ରିଆ ଦତ୍ତ (୯ ର ୧୨ ଶ୍ରେଣୀ ବର୍ଗ)ରେ ସମ୍ମାନିତ ହୋଇଥିଲେ । ସେହିପରି ସମସ୍ତ ବିଜେତାଙ୍କୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ପଦକ ପ୍ରଦାନ କରାଯାଇଥିଲା। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ଛାତ୍ରଛାତ୍ରୀଙ୍କ ଉତ୍ସାହୀ ଅଂଶଗ୍ରହଣ ଏହି କ୍ରୀଡ଼ା ମହୋତ୍ସବର ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦେଇଥିଲା । ବାର୍ଷିକ କ୍ରୀଡ଼ା ଉତ୍ସବର ଅଭୁତପୂର୍ବ ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଡକ୍ଟର ଅଶ୍ୱିନୀ କୁମାର ସାହୁ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ l

2 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
2 hrs ago
edbd4618-0a4d-4b72-ad36-5bf9b721055b

More news from Jharsuguda and nearby areas
  • 28 साल की इस बिल्ली ने दुनिया का ध्यान खींच लिया है। गिनीज वर्ल्ड रिकॉर्ड्स के अनुसार, वह दुनिया की सबसे उम्रदराज़ जीवित बिल्ली बन गई है। उम्र इंसानी हिसाब से देखें तो करीब 150 साल के बराबर होती! इतनी लंबी उम्र ने वैज्ञानिकों और पालतू प्रेमियों दोनों को चौंका दिया है। लोग उसके देखभाल के रहस्य जानने को उत्सुक हैं।#ViralNews #AmazingFacts #RecordBreaker #OldestCat #TrendingNow
    1
    28 साल की इस बिल्ली ने दुनिया का ध्यान खींच लिया है। गिनीज वर्ल्ड रिकॉर्ड्स के अनुसार, वह दुनिया की सबसे उम्रदराज़ जीवित बिल्ली बन गई है। उम्र इंसानी हिसाब से देखें तो करीब 150 साल के बराबर होती! इतनी लंबी उम्र ने वैज्ञानिकों और पालतू प्रेमियों दोनों को चौंका दिया है। लोग उसके देखभाल के रहस्य जानने को उत्सुक हैं।#ViralNews #AmazingFacts #RecordBreaker #OldestCat #TrendingNow
    user_द संक्षेप
    द संक्षेप
    Media company Belpahar, Jharsuguda•
    22 hrs ago
  • Post by P S BADAL
    1
    Post by P S BADAL
    user_P S BADAL
    P S BADAL
    Electrician Kinjirkela, Sundargarh•
    18 min ago
  • ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ
    1
    ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    10 hrs ago
  • Post by Sandeep Barla
    1
    Post by Sandeep Barla
    SB
    Sandeep Barla
    Talasara, Sundargarh•
    12 hrs ago
  • #ସ୍ୱର ସତୀ ମୁହା ଳଖିମି
    1
    #ସ୍ୱର ସତୀ ମୁହା ଳଖିମି
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    13 hrs ago
  • ମୋରଡା ମତ୍ସ୍ୟ ଓ ପଶୁସମ୍ପଦ କର୍ମଚାରୀ ଙ୍କ ଅବହେଳା ପାଇଁ ଉଦବେଗ ପ୍ରକାଶ କଲେ ଭିନ୍ନକ୍ଷମ ପଶୁ ପାଳକ ଚାଷୀ ଦିବ୍ୟପ୍ରକାଶ ପଟ୍ଟନାୟକ
    1
    ମୋରଡା ମତ୍ସ୍ୟ ଓ ପଶୁସମ୍ପଦ କର୍ମଚାରୀ ଙ୍କ ଅବହେଳା ପାଇଁ ଉଦବେଗ ପ୍ରକାଶ କଲେ ଭିନ୍ନକ୍ଷମ ପଶୁ ପାଳକ ଚାଷୀ ଦିବ୍ୟପ୍ରକାଶ ପଟ୍ଟନାୟକ
    user_SPOT NEWS CREATION,,Tusar kanta Behera
    SPOT NEWS CREATION,,Tusar kanta Behera
    Journalist Muruda, Mayurbhanj•
    1 hr ago
  • टेक्नोलॉजी ने एक बार फिर दुनिया को चौंका दिया! अमेरिका के The Cosm में दिखा Daytona 500 का नज़ारा लोगों को इतना रियल लगा कि किसी को यकीन ही नहीं हुआ कि ये सब सिर्फ एक 8K स्क्रीन थी। 87 फुट के इस कर्व्ड LED डोम ने दर्शकों को ऐसा भ्रम दिया जैसे वे सच में रेस ट्रैक के बीच खड़े हों। लाइव स्पोर्ट्स का भविष्य यहीं से बदल रहा है! #Daytona500 #NASCAR #TheCosm #Texas #Innovation #SportsTech #Experience #Racing
    1
    टेक्नोलॉजी ने एक बार फिर दुनिया को चौंका दिया! अमेरिका के The Cosm में दिखा Daytona 500 का नज़ारा लोगों को इतना रियल लगा कि किसी को यकीन ही नहीं हुआ कि ये सब सिर्फ एक 8K स्क्रीन थी। 87 फुट के इस कर्व्ड LED डोम ने दर्शकों को ऐसा भ्रम दिया जैसे वे सच में रेस ट्रैक के बीच खड़े हों। लाइव स्पोर्ट्स का भविष्य यहीं से बदल रहा है!
#Daytona500 #NASCAR #TheCosm #Texas #Innovation #SportsTech #Experience #Racing
    user_द संक्षेप
    द संक्षेप
    Media company Baleshwar (M), Odisha•
    32 min ago
  • Post by P S BADAL
    1
    Post by P S BADAL
    user_P S BADAL
    P S BADAL
    Electrician Kinjirkela, Sundargarh•
    18 min ago
  • Titilagth re mahila mane chasi manaku maganare kada deuthile
    1
    Titilagth re mahila mane chasi manaku maganare kada deuthile
    SR
    Sritam Ranjan Panda
    Photographer Kantabanji, Balangir•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.