logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ବାବା ବରୁଣେଶ୍ୱର ଶୈଇବ କ୍ଷେତ୍ର ଠାରେ ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ପଣାବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମଟିକୁ ବିଂଝାରପୁର ପ୍ରଖଣ୍ଡର ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ ତତ୍ୱାଅବଧାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପ୍ରଖଣ୍ଡର ଗୋ ରକ୍ଷା ପ୍ରମୁଖ କିରଣ କୁମାର ଜେନା ଓ ସହସଂଯୋଜକ ବିଶ୍ୱଜିତ ସାମଲ,ସହସଂଯୋଜକ ସୋମ୍ୟରଞ୍ଜନ ସାମଲ, ସୁରକ୍ଷା ପ୍ରମୁଖ ସୋମ୍ୟରଞ୍ଜନ ବିନ୍ଧାଣୀ, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ ଏବଂ ଶାଖା ସଂଯୋଜକ ଶଙ୍କରଷଣ ମିଶ୍ର, ଶାଖା ସଂଯୋଜକ ପ୍ରକାଶ ସାମଲ, ସୁମନ୍ତ ସ୍ୱାଇଁ ଓ ବଜରଙ୍ଗ ଦଳର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାଭାଇ ଏବଂ ସାଧରଣ କାର୍ଯ୍ୟକର୍ତ୍ତା ଭାଇ ଏତତଃ ବ୍ୟତୀତ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ଟିକିଲତା ବେହେରା ଏବଂ ଅନେକ ସମାଜସେବୀ ବୁଦ୍ଧିଜୀବି ଯୋଗଦେଇଥିଲେ ! BINJHAPUR NEWS ODIA

6 hrs ago
user_ବିଂଝାରପୁର ଖବର ଉପର ନଜର
ବିଂଝାରପୁର ଖବର ଉପର ନଜର
ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
6 hrs ago
e01f1ebd-9566-4394-899c-b9012a0c3c0c

ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ବାବା ବରୁଣେଶ୍ୱର ଶୈଇବ କ୍ଷେତ୍ର ଠାରେ ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ପଣାବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମଟିକୁ ବିଂଝାରପୁର ପ୍ରଖଣ୍ଡର ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ ତତ୍ୱାଅବଧାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପ୍ରଖଣ୍ଡର ଗୋ ରକ୍ଷା ପ୍ରମୁଖ କିରଣ କୁମାର ଜେନା ଓ ସହସଂଯୋଜକ ବିଶ୍ୱଜିତ ସାମଲ,ସହସଂଯୋଜକ ସୋମ୍ୟରଞ୍ଜନ ସାମଲ, ସୁରକ୍ଷା ପ୍ରମୁଖ ସୋମ୍ୟରଞ୍ଜନ ବିନ୍ଧାଣୀ, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ ଏବଂ ଶାଖା ସଂଯୋଜକ ଶଙ୍କରଷଣ ମିଶ୍ର, ଶାଖା ସଂଯୋଜକ ପ୍ରକାଶ ସାମଲ, ସୁମନ୍ତ ସ୍ୱାଇଁ ଓ ବଜରଙ୍ଗ ଦଳର ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତାଭାଇ ଏବଂ ସାଧରଣ କାର୍ଯ୍ୟକର୍ତ୍ତା ଭାଇ ଏତତଃ ବ୍ୟତୀତ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦ ଉପସଭାପତି ଟିକିଲତା ବେହେରା ଏବଂ ଅନେକ ସମାଜସେବୀ ବୁଦ୍ଧିଜୀବି ଯୋଗଦେଇଥିଲେ ! BINJHAPUR NEWS ODIA

More news from ଓଡ଼ିଶା and nearby areas
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    ଏରସମା, ଜଗତସିଂହପୁର, ଓଡ଼ିଶା•
    10 hrs ago
  • ଭୁବନେଶ୍ବର ଆରସିଏମ୍ କଲେଜର ଅଭିନବ ପ୍ରୟାସ | ଦକ୍ଷତା ପ୍ରଦର୍ଶନ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ ଭୁବନେଶ୍ବର, ଓଡ଼ିଶା #bhubaneswar #odisha
    1
    ଭୁବନେଶ୍ବର ଆରସିଏମ୍ କଲେଜର ଅଭିନବ ପ୍ରୟାସ | ଦକ୍ଷତା ପ୍ରଦର୍ଶନ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ
ଭୁବନେଶ୍ବର, ଓଡ଼ିଶା 
#bhubaneswar #odisha
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    5 hrs ago
  • ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    1
    ଯାଜପୁର ଗୁଳିକାଣ୍ଡର ପର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ ।  ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    12 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • Post by Dipak Kumar Nayak
    1
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    9 hrs ago
  • Post by Bikram Mohapatra
    1
    Post by Bikram Mohapatra
    user_Bikram Mohapatra
    Bikram Mohapatra
    ଏରସମା, ଜଗତସିଂହପୁର, ଓଡ଼ିଶା•
    16 hrs ago
  • ଯାଜପୁର ଗୁଳିକାଣ୍ଡର ଫର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    1
    ଯାଜପୁର ଗୁଳିକାଣ୍ଡର ଫର୍ଦାଫାସ କଲା ପୋଲିସ। ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ ଶୁଭଶ୍ରୀ । ଭଲ କରି ଦେଖନ୍ତୁ ଏ ନେଉଳି ମୁହିଁ କୁ। ସ୍ୱାମୀକୁ ହତ୍ୟା କରି କେମିତି ନାଉଲି ହେଉଥିଲା ଦେଖନ୍ତୁ। କିନ୍ତୁ ଏ ଚେହେରା ପଛରେ ଥିଲା ବଡ଼ ଷଡଯନ୍ତ୍ର।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    18 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.