logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

#କୋଟପାଡ଼_ମେଡିକାଲରେ_ଗାର୍ଡଙ୍କ_ମୃତ୍ୟୁ କୋଟପାଡ଼ ମେଡିକାଲରେ ଡ୍ୟୁଟିରେ ଥିବା ଗାର୍ଡଙ୍କ ମୃତ୍ୟୁ,ସୂଚନା ଅନୁଯାଇ ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଥିଲେ,ମୃତକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ #kotpad #medicalguarddeath #koraput #sadnews #koraput #fbviralvideo #viralvideo Bdo Kotpad CMO Odisha #nonfollowers #odisha #OdishaNews #kotpadbreakingnews

8 hrs ago
user_Kopad Breaking News
Kopad Breaking News
କୋଟପାଡ, କୋରାପୁଟ, ଓଡ଼ିଶା•
8 hrs ago

#କୋଟପାଡ଼_ମେଡିକାଲରେ_ଗାର୍ଡଙ୍କ_ମୃତ୍ୟୁ କୋଟପାଡ଼ ମେଡିକାଲରେ ଡ୍ୟୁଟିରେ ଥିବା ଗାର୍ଡଙ୍କ ମୃତ୍ୟୁ,ସୂଚନା ଅନୁଯାଇ ଗଣେଶ ବିସର୍ଜନ ଚାଲିଥିବା ସମୟରେ ହଠାତ୍ ଟଳିପଡ଼ିଥିଲେ,ମୃତକ ଦଶମନ୍ତପୁର ଅଞ୍ଚଳର ପିଙ୍କୁ ପ୍ରଧାନୀ #kotpad #medicalguarddeath #koraput #sadnews #koraput #fbviralvideo #viralvideo Bdo Kotpad CMO Odisha #nonfollowers #odisha #OdishaNews #kotpadbreakingnews

More news from ଓଡ଼ିଶା and nearby areas
  • ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ ୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    1
    ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
ଧର୍ମ ପରିବର୍ତ୍ତନକୁ ନେଇ ଶବକୁ ମିଳିଲାନି ଗାଁ ଶ୍ମଶାନ
୪୫ ଘଣ୍ଟା ପରେ ରାଇଘରରୁ ନବରଙ୍ଗପୁର ନେଇ ଶବ ସତ୍କାର
    user_Dinu kuldeep
    Dinu kuldeep
    ରାୟଘର, ନବରଙ୍ଗପୁର, ଓଡ଼ିଶା•
    7 hrs ago
  • #ମାଲକାନଗିରିରେ_ଏକ_ପେଡ୍_ମା_କେ_ନାମ୍_ଓ_ସେବା_ସଂକଳ୍ପ #ଅଭିଯାନ_ଶୁଭାରମ୍ଭ।​ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବ୍ୟାପକ ବୃକ୍ଷରୋପଣ; ଆରମ୍ଭ ହେଲା 'ବରଗଛ ବନ୍ଧୁ ଅଭିଯାନ'#AdarshNewsLive
    1
    #ମାଲକାନଗିରିରେ_ଏକ_ପେଡ୍_ମା_କେ_ନାମ୍_ଓ_ସେବା_ସଂକଳ୍ପ #ଅଭିଯାନ_ଶୁଭାରମ୍ଭ।​ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବ୍ୟାପକ ବୃକ୍ଷରୋପଣ; ଆରମ୍ଭ ହେଲା 'ବରଗଛ ବନ୍ଧୁ ଅଭିଯାନ'#AdarshNewsLive
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    49 min ago
  • ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    1
    ଢୋଲ ବାଜା ର ତାଲେ ତାଲେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ ଆସା ଦେଖମା 
ନୂଆ ଖାଇ ଗୀତର ଢୋଲ ବାଜା ତାଳେ ତାଳେ ନାଚଲେ ଗାୟକ ସର୍ବେଶ୍ଵର ଭୋଇ
    user_Jagulal Majhi
    Jagulal Majhi
    Local News Reporter ନାରଲା, କଳାହାଣ୍ଡି, ଓଡ଼ିଶା•
    7 hrs ago
  • ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    1
    ଅଶୁର୍ଲା ଗାଁରେ ଆମ୍ବେଦକର କ୍ଳବ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ
    user_HULESWAR HANS YADAV
    HULESWAR HANS YADAV
    Local News Reporter କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    18 hrs ago
  • ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    1
    ନୂଆଁଖାଇ ସାରିବା ପରେ ଗାଁରେ ଘରକୁ ଘର ବୁଲି ବଡ଼ ମାନଙ୍କ ଠାରୁ ଆଶୀର୍ବାଦ ନେଉଛନ୍ତି ଏବଂ ସାନ ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବଲାଙ୍ଗୀର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ।
    user_Parthaba Bhue
    Parthaba Bhue
    Court reporter Khaprakhol, Balangir•
    3 hrs ago
  • ମୋହନା ମିଶନ ଶକ୍ତି ଗୃହ ଠାରେ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେକ କାଟିବା ସହ ଝୁଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ପରେ ମହିଳା ଙ୍କୁ ପୁରସ୍କାର ପ୍ରଦାନ କରାଯଇଛି
    4
    ମୋହନା ମିଶନ ଶକ୍ତି ଗୃହ ଠାରେ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ 
ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥାନୀୟ ମିଶନ ଶକ୍ତି ଗୃହ ଠାରେ ମହିଳା ମାନଙ୍କୁ ନେଇ ସୁଭଦ୍ରା ଯୋଜନା ର ପ୍ରତିଷ୍ଠା ଦିବସ ଓ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ଅବସର ରେ କେକ କାଟିବା ସହ ଝୁଟି ପ୍ରତିଯୋଗିତା ଅନୁଷ୍ଠିତ ହେଇଥିଲା ପରେ ମହିଳା ଙ୍କୁ ପୁରସ୍କାର ପ୍ରଦାନ କରାଯଇଛି
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    32 min ago
  • #ମାଲକାନଗିରି_ଜିଲ୍ଲା_କାରାଗାରରେ_ଜଣେ_ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟରେ ଉତ୍ତେଜନା ଘଟଣା ପରିବାର ଲୋକଙ୍କୁ ବୁଝାଇବାରେ ଲାଗିଛି ପୋଲିସ ..
    1
    #ମାଲକାନଗିରି_ଜିଲ୍ଲା_କାରାଗାରରେ_ଜଣେ_ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟରେ ଉତ୍ତେଜନା ଘଟଣା ପରିବାର ଲୋକଙ୍କୁ ବୁଝାଇବାରେ ଲାଗିଛି ପୋଲିସ ..
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    3 hrs ago
  • ମୁଠାଗୁଡା ଛକ ରୁ ଦୁଇ ବସ୍ତା ଗଞ୍ଜେଇ ସହ ସ୍କୁଟି ଜବତ ଜଣେ ଗିରଫ ଅଡବା ପୋଲିସ ଖବର ପାଇ ଗୁଲୁବା ଅଂଚଳ ରେ ବୁଧୁବାର ସନ୍ଧ୍ୟା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ମୁଠାଗୁଡା ଗ୍ରାମ ର ନରସିଂହ ମାଳି କୁ ଅଟକାଇ ସ୍କୁଟି ରେ ଥିବା ଦୁଇ ବସ୍ତା ଯାଞ୍ଚ କରିବାରୁ ସେଥିରୁ 40କିଲ ଗଞ୍ଜେଇ ଜବତ କରିଛି ପୋଲିସ ଜଣେ ଗିରଫ
    1
    ମୁଠାଗୁଡା ଛକ ରୁ ଦୁଇ ବସ୍ତା ଗଞ୍ଜେଇ ସହ ସ୍କୁଟି ଜବତ ଜଣେ ଗିରଫ 
ଅଡବା ପୋଲିସ ଖବର ପାଇ ଗୁଲୁବା ଅଂଚଳ ରେ ବୁଧୁବାର ସନ୍ଧ୍ୟା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ମୁଠାଗୁଡା ଗ୍ରାମ ର ନରସିଂହ ମାଳି କୁ ଅଟକାଇ ସ୍କୁଟି ରେ ଥିବା ଦୁଇ ବସ୍ତା ଯାଞ୍ଚ କରିବାରୁ ସେଥିରୁ 40କିଲ ଗଞ୍ଜେଇ ଜବତ କରିଛି ପୋଲିସ ଜଣେ ଗିରଫ
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    4 hrs ago
  • *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*। *ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*। *ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*। *ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*। *ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।
    4
    *ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*।

*ଟିଟିଲାଗଡ଼ରେ ମାଙ୍କଡ଼ ପଲ, କ୍ଷୟକ୍ଷତି ସହ ହତା, ହତ ସତ୍ୱେ ପ୍ରଶାସନ ନୀରବ*।
*ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ରେ ସହରମୁଖା ହାତୀ ପଲ ପରେ ଏବେ ମାଙ୍କଡ଼ ପଲ ଆସି ତିନି ଦିନ ହେଲା ବ୍ୟାପକ କ୍ଷୟ, କ୍ଷତି ସହ ସାଧାରଣ  ତାଙ୍କ ଦ୍ୱାରା ହତାହତ ହୋଇ ଭୟଭୀତ ଥିବା ବେଳେ ବିଭାଗୀୟ ପ୍ରଶାସନ ନୀରବ ରହିଛି*।
*ପ୍ରକାଶ ଯେ,ଜଙ୍ଗଲ ରୁ କୌଣସି କାରଣ ବଶତଃ ସହର ମୁଖା ପ୍ରାୟ ତିରିଶ ଗୋଟି ଏହି ମାଙ୍କଡ଼ ଦଳ ଟିଟିଲାଗଡ଼ ସହର ର ବିଭିନ୍ନ ଅଞ୍ଚଳ ରେ ତ୍ରାହି, ତ୍ରାହି ସୃଷ୍ଟି କରିଥିବା ବେଳେ ଛଅ ଜଣ ଆକ୍ରାନ୍ତ ହୋଇଥିବା ଜଣା ପଡିଛି*।
*ବନ ବିଭାଗ ଗୋଚରରେ ଏହି ସମସ୍ୟା ଉପୁଜିଥିବା ବେଳେ ଆଖ, ପାଖ ଗ୍ରାମାଞ୍ଚଳ ରେ ମାତ୍ରାଧିକ ଦୁର୍ଦଶା ଭୋଗୀ ଆସୁଛନ୍ତି*।
*ସିକେର ଫରେଷ୍ଟ ଡିଭିଜନ ର ଜଣେ ଫରେଷ୍ଟ ଗାର୍ଡ ଙ୍କ ଉପସ୍ଥିତି ରେ ଜଙ୍ଗଲ ରେ ନିଆଁ ଲଗେଇ କୋଇଲା ସଂଗ୍ରହ ଯୋଗୁଁ ଏଇ ସ୍ଥିତି ସୃଷ୍ଟି ହେଉଥିବା ବେଳେ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉ*।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.