logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲ୍ୟବିବାହ ରୋକିବାକୁ କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାଲ୍ୟବିବାହ ରୋକିବାକୁ ଆଜି କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଏକ ଶୋଭାଯାତ୍ରା କରଞ୍ଜିଆ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି।

19 hrs ago
user_Partha Prasanna Mishra
Partha Prasanna Mishra
Journalist Karanjia, Mayurbhanj•
19 hrs ago

ବାଲ୍ୟବିବାହ ରୋକିବାକୁ କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ବାଲ୍ୟବିବାହ ରୋକିବାକୁ ଆଜି କରଞ୍ଜିଆ ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ଏକ ଶୋଭାଯାତ୍ରା କରଞ୍ଜିଆ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି।

More news from ଓଡ଼ିଶା and nearby areas
  • #ଆଜି_୭୭ତମ_ଗଣତନ୍ତ୍ର_ଦିବସ_ଅବସରରେ_ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ଆଧୁନିକ ବିକାଶର ଝଲକ ଦେଖି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଗର୍ବରେ ଫୁଲି ଉଠିଛି। #ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା ନାଚର ଚମତ୍କାରୀ ପ୍ରଦର୍ଶନ, ସୁଗନ୍ଧିତ ଓ ସୁସ୍ୱାଦୁ କୋରାପୁଟ କଫି, ଆଧୁନିକ ଭାରତର ପ୍ରତୀକ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆମର ଅନନ୍ୟ ହସ୍ତତନ୍ତ ଶିଳ୍ପ ଏବଂ ପିପିଲିର ପାରମ୍ପରିକ ଚାନ୍ଦୁଆ କଳା - ଏସମସ୍ତ ଜାତୀୟ ମଞ୍ଚରେ ପ୍ରଦର୍ଶିତ ହେବା ଓଡ଼ିଶାର ପରମ୍ପରା ଓ ପ୍ରଗତିର ସୁନ୍ଦର ସମନ୍ୱୟର ପ୍ରମାଣ। ଏହା ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭାବନା ସାକାର ହେଉଛି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିଜର ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖି ଆଧୁନିକୀକରଣର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। #RepublicDay
    1
    #ଆଜି_୭୭ତମ_ଗଣତନ୍ତ୍ର_ଦିବସ_ଅବସରରେ_ଦିଲ୍ଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ଆଧୁନିକ ବିକାଶର ଝଲକ ଦେଖି ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟ ଗର୍ବରେ ଫୁଲି ଉଠିଛି।
#ଆମର ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟର ମନମୋହକ ପରିବେଷଣ, ପାରମ୍ପରିକ ଘୋଡ଼ା ନାଚର ଚମତ୍କାରୀ ପ୍ରଦର୍ଶନ, ସୁଗନ୍ଧିତ ଓ ସୁସ୍ୱାଦୁ କୋରାପୁଟ କଫି, ଆଧୁନିକ ଭାରତର ପ୍ରତୀକ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ, ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଆମର ଅନନ୍ୟ ହସ୍ତତନ୍ତ ଶିଳ୍ପ ଏବଂ ପିପିଲିର ପାରମ୍ପରିକ ଚାନ୍ଦୁଆ କଳା - ଏସମସ୍ତ ଜାତୀୟ ମଞ୍ଚରେ ପ୍ରଦର୍ଶିତ ହେବା ଓଡ଼ିଶାର ପରମ୍ପରା ଓ ପ୍ରଗତିର ସୁନ୍ଦର ସମନ୍ୱୟର ପ୍ରମାଣ।
ଏହା ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭାବନା ସାକାର ହେଉଛି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନିଜର ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖି ଆଧୁନିକୀକରଣର ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି।
#RepublicDay
    user_KSHIROD CHANDRA DAS
    KSHIROD CHANDRA DAS
    Journalist ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ଯାଜପୁର ଜିଲ୍ଲା କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ରୟାଲ କଳିଙ୍ଗ ୟୁଥ କ୍ଳବ ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି #republicday #Kaliapani #odisha #celebration #kalingayouthclub
    1
    ଯାଜପୁର ଜିଲ୍ଲା କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ରୟାଲ କଳିଙ୍ଗ ୟୁଥ କ୍ଳବ ପକ୍ଷରୁ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି #republicday #Kaliapani #odisha #celebration #kalingayouthclub
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    19 hrs ago
  • भारत की संस्कृति और हिंदी भाषा ने अंतरिक्ष में ऐतिहासिक पहचान बनाई 🇮🇳🚀।1931 की फ़िल्म आलम आरा का गीत “जात कहाँ हो” दुनिया का एकमात्र हिंदी गीत है, जो धरती से निकलकर हमारे सौरमंडल के बाहर पहुंच चुका है। यह गीत वॉयेजर-1 के गोल्डन रिकॉर्ड के साथ आज भी अंतरतारकीय अंतरिक्ष में तैर रहा है, जहां भारत की आवाज़ सितारों के बीच गूंज रही है 🎵🌌। #HindiPride #IndianCulture #Voyager1 #GoldenRecord #SpaceHistory #DesiPride #IndiaInSpace #MusicInSpace #Explore
    1
    भारत की संस्कृति और हिंदी भाषा ने अंतरिक्ष में ऐतिहासिक पहचान बनाई 🇮🇳🚀।1931 की फ़िल्म आलम आरा का गीत “जात कहाँ हो” दुनिया का एकमात्र हिंदी गीत है, जो धरती से निकलकर हमारे सौरमंडल के बाहर पहुंच चुका है। यह गीत वॉयेजर-1 के गोल्डन रिकॉर्ड के साथ आज भी अंतरतारकीय अंतरिक्ष में तैर रहा है, जहां भारत की आवाज़ सितारों के बीच गूंज रही है 🎵🌌।
#HindiPride #IndianCulture #Voyager1 #GoldenRecord #SpaceHistory #DesiPride #IndiaInSpace #MusicInSpace #Explore
    user_द संक्षेप
    द संक्षेप
    Media company Baleshwar (M), Odisha•
    8 hrs ago
  • Post by ଟଙ୍କଧର .ମେହେର
    1
    Post by ଟଙ୍କଧର .ମେହେର
    user_ଟଙ୍କଧର .ମେହେର
    ଟଙ୍କଧର .ମେହେର
    Video Creator କୋଲିୟରୀ, ଅନୁଗୁଳ, ଓଡ଼ିଶା•
    10 hrs ago
  • ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
    1
    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
    user_Pradeep Jena 9090008815
    Pradeep Jena 9090008815
    ଜଳେଶ୍ୱର, ବାଲେଶ୍ୱର, ଓଡ଼ିଶା•
    12 hrs ago
  • #ଏକ_ନମ୍ବର_କିଛି_ନାହିଁ ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ ଯାତ୍ରା କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି।ତେବେ ଏକ ନମ୍ବର କୁ ନେଇ କିଛି ଏଭଳି କହିଛନ୍ତି ଅଭିନେତା କାହ୍ନା ସ୍ବାଇଁ। #BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    1
    #ଏକ_ନମ୍ବର_କିଛି_ନାହିଁ 
ବରୁଣେଶ୍ୱର ମେଳାରେ ଅପେରା ଶ୍ରୀମନ୍ଦିର ଏବଂ ସିଂହ ବାହିନୀକୁ ଯାତ୍ରା କମିଟି ପକ୍ଷରୁ  ସମ୍ବର୍ଦ୍ଧନା କରାଯାଇଛି।ତେବେ ଏକ ନମ୍ବର କୁ ନେଇ କିଛି ଏଭଳି କହିଛନ୍ତି ଅଭିନେତା କାହ୍ନା ସ୍ବାଇଁ।
#BaruneswarMela #Jajpur #Srimandira #Singhabahini #ActorKahna #PiyushTripathy
    user_Parthasarathi Barik
    Parthasarathi Barik
    Journalist ବିଞ୍ଝାରପୁର, ଯାଜପୁର, ଓଡ଼ିଶା•
    18 hrs ago
  • ୭୭-ତମ ସାଧାରଣତନ୍ତ୍ର ଦିବସ ୨୦୨୬-ର ଅଭିନନ୍ଦନ🙏
    1
    ୭୭-ତମ ସାଧାରଣତନ୍ତ୍ର ଦିବସ ୨୦୨୬-ର ଅଭିନନ୍ଦନ🙏
    user_KSHIROD CHANDRA DAS
    KSHIROD CHANDRA DAS
    Journalist ଝରପୋଖରିଆ, ମୟୂରଭଞ୍ଜ, ଓଡ଼ିଶା•
    15 hrs ago
  • ଛୋଟ ଛୁଆ ଙ୍କୁ ଗାଡି ଦିଅନ୍ତୁ ନାହିଁ, କାରଣ ରାସ୍ତା ରେ ଅଘଟଣ ଘଟିବାର ସମ୍ଭାବନା ଥାଏ #socialmessage #bike #road #jajpur #tomka
    1
    ଛୋଟ ଛୁଆ ଙ୍କୁ ଗାଡି ଦିଅନ୍ତୁ ନାହିଁ, କାରଣ ରାସ୍ତା ରେ ଅଘଟଣ ଘଟିବାର ସମ୍ଭାବନା ଥାଏ #socialmessage #bike #road #jajpur #tomka
    user_RAJENDRA MAHANTA
    RAJENDRA MAHANTA
    Journalist କାଳିଆପାଣି, ଯାଜପୁର, ଓଡ଼ିଶା•
    20 hrs ago
  • ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦୀବସ ରାଜ୍ୟ ସରକାର ଆଇନମନ୍ତ୍ରୀ, ପୣଥିରାଜ ହରିଚନ୍ଦନ ପତକା ଉତ୍ତୋଳନ କରି ନଜ ଅଭିଭାଷଣ ରଖିଥିଲେ
    2
    ଢେଙ୍କାନାଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦୀବସ
ରାଜ୍ୟ ସରକାର ଆଇନମନ୍ତ୍ରୀ, ପୣଥିରାଜ ହରିଚନ୍ଦନ ପତକା ଉତ୍ତୋଳନ କରି ନଜ ଅଭିଭାଷଣ ରଖିଥିଲେ
    user_Dipak Kumar Nayak
    Dipak Kumar Nayak
    Voice of people ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    21 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.