ବରପାଲିରେ ସ୍ଵଭାଵ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବଚାରିଜଣ ସାରସ୍ୱତ ସାଧକ ପାଇବେ ଗଙ୍ଗାଧର ସାରସ୍ୱତ ସମ୍ମାନ ବରଗଡ଼ ଜିଲ୍ଲା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ କବିତୀର୍ଥ ବରପାଲିରେ ଆଗାମୀ ଅଗଷ୍ଟ 28 ତାରିଖ ଦିନ କବିଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ଚାରିଜଣ ସାରସ୍ୱତ ସାଧକ ଶିକ୍ଷାବିତ ଭୋଜରାଜ ସ୍ୱାଇଁ, ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ, ବିଶିଷ୍ଟ ନାଟ୍ୟକାର ଅଶୋକ ବହିଦାର, ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆ ଚଳିତ ବର୍ଷ "ଗଙ୍ଗାଧର ସାରସ୍ୱତ ସମ୍ମାନ " ପ୍ରଦାନ କରାଯିବ ବୋଲି ଗଙ୍ଗାଧର ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ଶୁକମୁନି ମେହେର ସୂଚନା ପ୍ରଦାନ କରିଛନ୍ତି।ଶ୍ରୀଯୁକ୍ତ ଭୋଜରାଜ ସ୍ୱାଇଁ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ ଓ ସୁସାହିତ୍ୟିକ ଭାବରେ ପରିଚିତ। "ଗଙ୍ଗାଧର ସାହିତ୍ୟରେ ବିଜ୍ଞାନ " ତାଙ୍କର ଏକ ଉଲ୍ଲେଖ ନୀୟ ପୁସ୍ତକ। ସେହିଭଳି କେଶରଞ୍ଜନ ପ୍ରଧାନ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଭାବରେ ସୁଖ୍ୟାତ.,। କୁଇଲି କୁଇଲି କିଏ ରଜା, ଅମ୍ବା, ରାଏମତିର ବାଏର ଓ ତପସ୍ୱିନୀ କାବ୍ୟ ଆଧାରିତ ଡ୍ୟାନ୍ସ ଡ୍ରାମା ତାଙ୍କର ଏକ ଉଲ୍ଲେଖଯୋଗ୍ୟ କୃତି. ପୁଣି ଅଶୋକ ବହିଦାର ନାଟ୍ୟକାର ଭାବରେ ଏକ ସ୍ୱତନ୍ତ୍ର ସମ୍ମାନ ର ଅଧିକାରୀ...। ବା, ଘା, ତୋର ପାର କେ ମୋର ପାହା, ଲକ୍ଷ୍ମୀ ଇନ ସରସ୍ବତୀ ଆଉଟ ଭଳି ନାଟକ ତାଙ୍କୁ ଯଶସ୍ବୀ କରିଛି...। କବିତା କ୍ଷେତ୍ରରେ ସୌଦାମିନୀ ଖଟୁଆ ବେଶ ସୁଖ୍ୟାତି ଅର୍ଜନ କରିଥିବା ଜଣେ କବୟିତ୍ରୀ..। କବିତୀର୍ଥ ବରପାଲିରେ ଗଙ୍ଗାଧର ସାରସ୍ୱତ ସମ୍ମାନ ପାଇଁ ଉପରୋକ୍ତ ୪ ଜଣ ସାରସ୍ୱତ ସାଧକ ମନୋନୀତ ହେବା ସମସ୍ତଙ୍କ ମଧ୍ୟରେ ହର୍ଷ ଉଲ୍ଲାସ ସୃଷ୍ଟି ହୋଇଛି....।
ବରପାଲିରେ ସ୍ଵଭାଵ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବଚାରିଜଣ ସାରସ୍ୱତ ସାଧକ ପାଇବେ ଗଙ୍ଗାଧର ସାରସ୍ୱତ ସମ୍ମାନ ବରଗଡ଼ ଜିଲ୍ଲା ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ କବିତୀର୍ଥ ବରପାଲିରେ ଆଗାମୀ ଅଗଷ୍ଟ 28 ତାରିଖ ଦିନ କବିଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଶାର ଚାରିଜଣ ସାରସ୍ୱତ ସାଧକ ଶିକ୍ଷାବିତ ଭୋଜରାଜ ସ୍ୱାଇଁ, ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ କେଶରଞ୍ଜନ ପ୍ରଧାନ, ବିଶିଷ୍ଟ ନାଟ୍ୟକାର ଅଶୋକ
ବହିଦାର, ବିଶିଷ୍ଟ କବୟିତ୍ରୀ ସୌଦାମିନୀ ଖଟୁଆ ଚଳିତ ବର୍ଷ "ଗଙ୍ଗାଧର ସାରସ୍ୱତ ସମ୍ମାନ " ପ୍ରଦାନ କରାଯିବ ବୋଲି ଗଙ୍ଗାଧର ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ଶୁକମୁନି ମେହେର ସୂଚନା ପ୍ରଦାନ କରିଛନ୍ତି।ଶ୍ରୀଯୁକ୍ତ ଭୋଜରାଜ ସ୍ୱାଇଁ ଜଣେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ ଓ ସୁସାହିତ୍ୟିକ ଭାବରେ ପରିଚିତ। "ଗଙ୍ଗାଧର ସାହିତ୍ୟରେ ବିଜ୍ଞାନ " ତାଙ୍କର ଏକ ଉଲ୍ଲେଖ ନୀୟ ପୁସ୍ତକ।
ସେହିଭଳି କେଶରଞ୍ଜନ ପ୍ରଧାନ ଜଣେ ଛାତ୍ର ବତ୍ସଳ ଅଧ୍ୟାପକ, ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଭାବରେ ସୁଖ୍ୟାତ.,। କୁଇଲି କୁଇଲି କିଏ ରଜା, ଅମ୍ବା, ରାଏମତିର ବାଏର ଓ ତପସ୍ୱିନୀ କାବ୍ୟ ଆଧାରିତ ଡ୍ୟାନ୍ସ ଡ୍ରାମା ତାଙ୍କର ଏକ ଉଲ୍ଲେଖଯୋଗ୍ୟ କୃତି. ପୁଣି ଅଶୋକ ବହିଦାର ନାଟ୍ୟକାର ଭାବରେ ଏକ ସ୍ୱତନ୍ତ୍ର ସମ୍ମାନ ର ଅଧିକାରୀ...। ବା, ଘା, ତୋର ପାର
କେ ମୋର ପାହା, ଲକ୍ଷ୍ମୀ ଇନ ସରସ୍ବତୀ ଆଉଟ ଭଳି ନାଟକ ତାଙ୍କୁ ଯଶସ୍ବୀ କରିଛି...। କବିତା କ୍ଷେତ୍ରରେ ସୌଦାମିନୀ ଖଟୁଆ ବେଶ ସୁଖ୍ୟାତି ଅର୍ଜନ କରିଥିବା ଜଣେ କବୟିତ୍ରୀ..। କବିତୀର୍ଥ ବରପାଲିରେ ଗଙ୍ଗାଧର ସାରସ୍ୱତ ସମ୍ମାନ ପାଇଁ ଉପରୋକ୍ତ ୪ ଜଣ ସାରସ୍ୱତ ସାଧକ ମନୋନୀତ ହେବା ସମସ୍ତଙ୍କ ମଧ୍ୟରେ ହର୍ଷ ଉଲ୍ଲାସ ସୃଷ୍ଟି ହୋଇଛି....।
- ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା .. Bargarhnews ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରତିକ୍ରୀୟା ..1
- ସୁବର୍ଣ୍ଣପୁର ଜିଲ୍ଲା ବାଙ୍କ ବୀଜା ଗ୍ରାମରେ ସରକାରୀ ଜମିକୁ ଜବରଦଖଲ କରିଥିବା ଲାଲବାବୁ ବାଘ ଙ୍କର ଘର ଭାଙ୍ଗିବା ପାଇଁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଫଳରେ ଜିଲ୍ଲାପାଳ ମହୋଦୟ ନିଜେ ଆସି ତଦାରଖ କଲାପରେ 24 ଘଣ୍ଟାରେ ପୋଲିସ ପ୍ରଶାସନ ଏବଂ ରାଜସ୍ୱୟ ନିରୀକ୍ଷକ ଆସି ମାପିବା ଆରହମ୍ଭ କରିଥିଲେ ଏବଂ ଆସନ୍ତା 7 ଦିନ ଭିତରେ ଭାଙ୍ଗିବା ପାଇଁ ନିଷ୍ପତି ନେଇଛନ୍ତି ll ପ୍ରଶାସନ ଙ୍କୁ ବାଙ୍କାବିଜା ଗ୍ରାମବାସୀ ପ୍ରଶଂସା କରିଛନ୍ତି1
- -: ମହମ୍ମଦ ଜୟନ୍ତୀ ଅବସରରେ ବିଶାଳ ଶୋଭାଯାତ୍ରା :- -: ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବର ବାର୍ତ୍ତା ଦେଲେ ମୁସଲ୍ମାନ୍ ଭାଇ :- ତା: ୨୬।୮।୨୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ବେଲପାହାଡ଼ ରାଜା ମସ୍ଜିତ୍, ଖ୍ବାଜା ଗରିବ ନୱାଜ କମିଟି ଓ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମହାପୁରୁଷ ମହମ୍ମଦଙ୍କ ୧୫୦୧ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ରାଜା ମସ୍ଜିତ୍ ଓ ନୁରୀ ଜାମା ମସ୍ଜିତ୍ କମିଟି ପକ୍ଷରୁ ମସ୍ଜିତରୁ ଆଜି ବୁଧବାର ସନ୍ଧ୍ୟାରେ ବେଲପାହାଡ଼ ଫାଟକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରିବା ପରେ ନୁରୀ ଜାମା ମସ୍ଜିତରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା। ସେଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶତାଧିକ ମୁସଲ୍ମାନ୍ ଭାଇ ଓ ଭଉଣୀ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଦେଶରେ ଶାନ୍ତି, ଦେଶପ୍ରେମ, ଭାତ୍ରୁଭାବ ବଜାୟ ରଖିବାକୁ ବାର୍ତ୍ତା ଦେଇଥିଲେ। ମୁସଲ୍ମାନ୍ ଭାଇ ଓ ଭଉଣୀମାନେ ନୂତନ ପୋଷାକ ପରିଧାନ କରି ଏକତ୍ରିତ ହୋଇ ପରଷ୍ପର ମଧ୍ୟରେ ହାତକୁ ହାତ ମିଲାଇ, ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏପରିକି ଅନ୍ୟ ସମ୍ପ୍ରଦାୟର ଲୋକେ ମଧ୍ୟ ସେମାନଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଆୟୋଜକ ଗୁମାଡେରା ନୁରୀ ଜାମା ମସ୍ଜିତ୍ କମିଟିର ମକ୍ସୁଦ୍ ଆଲମ୍, ଅମଜଦ୍ ଅହମ୍ମଦ, ମହମ୍ମଦ ଇଯାଜ୍, ଇମାମ୍ ଅଲ୍ଲୀ କ୍ୟୁରେସି, ଏହେଶାନ ଖାନ, ଏମଡି ଅନିରୁଦ୍ଦିନ, ଇର୍ଫାନ ଖାନ, ଅସ୍ଲମ ଖାନ, ଅବଦୁଲ୍ ଜଲିଲ, ହାଜି ଉସ୍ମାନ, ହାଜି ସୁଲେମାନ, ମହମ୍ମଦ ସମସାଦ୍, ମହମ୍ମଦ ଶିରାଜ୍, ଇଯାଜ୍ ଅହମ୍ମଦ, ନଉଶାଦ୍ ଅହମ୍ମଦ, ଏମଡି ସିରଜ, ଗୁଲଜାର ଅହମ୍ମଦ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ସେହିପରି ବେଲପାହାଡ଼ ଖ୍ବାଜା ଗରିବ ନୱାଜ କମିଟି ପକ୍ଷରୁ ପୃଥକ ଭାବେ ଏକ ଭବ୍ୟ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇଥିଲା। ଆୟୋଜକ ଖ୍ବାଜା ଗରିବ ନୱାଜ କମିଟିର ଅମଜଦ ଖାନ, ଏମଡି ଅନୱର, ଅମିନ ହୁସେନ, ସଲମାନ ଖାନ, ଏମଡି ଅମିରଉଲ୍ଲା, ଅବଦୁଲ୍ ଇବ୍ରାହିମ, ଏମଡି ହାକିମ୍, ଏମଡି ସୁଲେମାନ ପ୍ରମୁଖ ସମସ୍ତ ସଦସ୍ୟ ଆୟୋଜନରେ ସହଯୋଗ କରିଥିଲେ। ବେଲପାହାଡ଼ ଥାନାଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମତୟନ କରାଯାଇଥିଲା।2
- 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews 🚨 आंबेडकर प्रतिमा को लेकर सीकरी गांव में तनाव, भारी पुलिस बल तैनात बदायूं: फैजगंज बेहटा क्षेत्र के सीकरी गांव में ग्राम समाज की भूमि पर आंबेडकर प्रतिमा स्थापित करने को लेकर मंगलवार को हंगामा हो गया। ग्रामीणों ने पुलिसकर्मियों पर प्रतिमा गिराकर क्षतिग्रस्त करने का आरोप लगाते हुए धरना शुरू कर दिया। मामले की सूचना मिलते ही अधिकारी मौके पर पहुंचे और स्थिति को संभाला। संवेदनशीलता को देखते हुए तीन थानों की पुलिस फोर्स तैनात की गई है। हालांकि, ग्रामीणों द्वारा लगाए गए आरोपों की प्रशासन की ओर से अभी पुष्टि नहीं की गई है। फिलहाल पुलिस-प्रशासन स्थिति पर नजर बनाए हुए है। #Badaun #Sikri #AmbedkarStatue #FaizganjBehta #UPNews #BreakingNews #P24NewsExpress #LatestNews1
- Post by Dharmu Oram1
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି 🚩 ଜୟ ଗୁରୁ ରବିଦାସ 🚩 ସୁବର୍ଣ୍ଣପୁର ଜିଲ୍ଲା ଉଲଣ୍ଡା ବ୍ଲକ ଜଉଁରାଭଉଁରା ଗ୍ରାମ ରେ ଆଜି ତା-୨୬/୦୮/୨୬ ସକାଳ 12.30ରେପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦ୍ୟସ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା ଉପସ୍ଥିତ ଥିଲେ1
- ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee ଏନ୍ତା କହେଲେ ସମ୍ବଲପୁରୀ ସିଙ୍ଗର୍ ଚୁମକୀ ପାଢ଼ୀ .. #Pressmeet #Popa #Singer #Chumkipadhee #bargarh #controversy #Singing #westernodisha #Sambalpurinews1