ଜଣେ ବ୍ୟକ୍ତି ଯିଏକି ଗତ ଦୁଇ ବର୍ଷ ହେଲା ଅଷ୍ଟ୍ରେଲିଆରେ କାମ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକ ବିଶ୍ୱାସ କରୁଥିଲେ, ସିଏ ପ୍ରକୃତରେ ଦୁଇ ବର୍ଷ ତଳୁ ମୃତ ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ ଓ ପରିବାର ଲୋକଙ୍କୁ କହିଥଲେ କି ସେ ଅଷ୍ଟ୍ରେଲିଆ ଯାଇଛନ୍ତି। ଗୁଜରାଟର ଜାମ ନଗର ଅଞ୍ଚଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ପୂରା ଘଟଣାଟି ଏହିପରି। ଜିଗନେସ ମାଭାଡିଆ ନାମକ ଜଣେ ବ୍ୟକ୍ତି ଦୁଇ ବର୍ଷ ହେଲା ଅଷ୍ଟ୍ରେଲିଆରେ କାମ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକ ଭାବୁଥିଲେ। ତାଙ୍କ ସ୍ତ୍ରୀ ପୃଥ୍ବୀ ସମସ୍ତଙ୍କୁ ଏହା କହିଥିଲେ। କିନ୍ତୁ ବାସ୍ତବ ଘଟଣା କିଛି ଅଲଗା ଥିଲା। ପ୍ରକୃତରେ ଜିଗନେଶଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀ ପୃଥ୍ବୀ ନିଜ ପ୍ରେମିକ ନିଲେଶ ସହ ମିଶି ତାଙ୍କୁ ମଦରେ ସିୟାନାଇଡ ପକେଇକି ପିଇବାକୁ ଦେଇଥିଲେ। ତାଙ୍କର ମୃତ୍ୟୁ ହେବା ପରେ ଉଭୟ ତାଙ୍କ ମୃତଦେହକୁ ନେଇ ତାଙ୍କ ପରିବାର ମାଲିକାନାରେ ଥିବା ଏକ କମ୍ପାନି ପରିସରରେ ଚଟାଣ ଖୋଳି ୧୨ ଫୁଟ ତଳେ ପୋତି ଦେଇଥିଲେ। ପରିବାର ଲୋକଙ୍କୁ କିନ୍ତୁ ପୃଥ୍ବୀ ମିଛ କହିଥିଲେ କି ସ୍ୱାମୀ ଅଷ୍ଟ୍ରେଲିଆ ଯାଇଛନ୍ତି। ସେପଟେ ଦୁଇ ବର୍ଷ ହେଲା ଜିଗନେସଙ୍କ ସହ ତାଙ୍କ ପରିବାର ଲୋକ କୌଣସି ପ୍ରକାର ଯୋଗାଯୋଗ କରିପାରୁନଥିଲେ। ତାଙ୍କ ନିକଟରୁ ଫୋନ କି ଚିଠି କି ମେଲ କିଛି ଆସୁନଥିଲା। ତେଣୁ ପରିବାର ଲୋକେ ଏହାର ସତ୍ୟତା ଜାଣିବାକୁ ତାଙ୍କର ଆଉ ଜଣେ ଭାଇଙ୍କୁ ଅଷ୍ଟ୍ରେଲିଆ ପଠାଇଲେ। କିନ୍ତୁ ସେ ଜିଗନେସଙ୍କର ସେଠି କିଛି ପତ୍ତା ପାଇଲେ ନାହିଁ। ଅଷ୍ଟ୍ରେଲିଆର କୋଉଠି ସେ ରହୁଛନ୍ତି ବୋଲି ପୃଥ୍ବୀଙ୍କୁ ପଚରାଯିବାରୁ ସେ ତାହାର ସଠିକ ଉତ୍ତର ଦେଇ ପାରିନଥିଲେ। ଏହାପରେ ପରିବାର ଲୋକଙ୍କର ପୃଥ୍ବୀଙ୍କ ଉପରେ ସନ୍ଦେହ ହେଲା। ତେଣୁ ଜିଗନେସଙ୍କ ଭାଇ ଅଷ୍ଟ୍ରେଲିଆରୁ ଫେରି ଥାନାରେ ଏନେଇ ଅଭିଯୋଗ କଲେ। ପୁଲିସ ପୃଥ୍ବୀଙ୍କୁ ଏ ସମ୍ପର୍କରେ ଜେରା କରିବା ପରେ ସେ ସତ ମାନି ଯାଇଥିଲେ ଓ ଶବ ପୋତା ଯାଇଥିବା ଜାଗା ପୁଲିସକୁ ଦେଖାଇଥିଲେ। ପୁଲିସ ସେଇ ସ୍ଥାନରେ ୧୨ ଫୁଟ ତଳୁ ଏକ ମୃତଦେହର ଅବଶେଷ ଉଦ୍ଧାର କରି ଡିଏନଏ ଟେଷ୍ଟ ପାଇଁ ପଠାଇଛି। ପୃଥ୍ବୀ ଓ ତାଙ୍କ ପ୍ରେମିକ ନିଲେଶ ଉଭୟ ଗିରଫ ହୋଇଛନ୍ତି। #ଗୁଜରାଟ #ସ୍ୱାମୀ #ସ୍ତ୍ରୀ #ପୁଲିସ #ଅଷ୍ଟ୍ରେଲିଆ #ନ୍ୟୁଜ #ଓଡ଼ିଶା #ଓଡ଼ିଆ #ଖବର #ସମ୍ବାଦ #ଭାଇରାଲ ଜଣେ ବ୍ୟକ୍ତି ଯିଏକି ଗତ ଦୁଇ ବର୍ଷ ହେଲା ଅଷ୍ଟ୍ରେଲିଆରେ କାମ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକ ବିଶ୍ୱାସ କରୁଥିଲେ, ସିଏ ପ୍ରକୃତରେ ଦୁଇ ବର୍ଷ ତଳୁ ମୃତ ବୋଲି ଜଣାପଡିଛି। ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ତାଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିଲେ ଓ ପରିବାର ଲୋକଙ୍କୁ କହିଥଲେ କି ସେ ଅଷ୍ଟ୍ରେଲିଆ ଯାଇଛନ୍ତି। ଗୁଜରାଟର ଜାମ ନଗର ଅଞ୍ଚଳରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ପୂରା ଘଟଣାଟି ଏହିପରି। ଜିଗନେସ ମାଭାଡିଆ ନାମକ ଜଣେ ବ୍ୟକ୍ତି ଦୁଇ ବର୍ଷ ହେଲା ଅଷ୍ଟ୍ରେଲିଆରେ କାମ କରୁଛନ୍ତି ବୋଲି ତାଙ୍କ ପରିବାର ଲୋକ ଭାବୁଥିଲେ। ତାଙ୍କ ସ୍ତ୍ରୀ ପୃଥ୍ବୀ ସମସ୍ତଙ୍କୁ ଏହା କହିଥିଲେ। କିନ୍ତୁ ବାସ୍ତବ ଘଟଣା କିଛି ଅଲଗା ଥିଲା। ପ୍ରକୃତରେ ଜିଗନେଶଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଯାଇଥିଲା। ତାଙ୍କ ପତ୍ନୀ ପୃଥ୍ବୀ ନିଜ ପ୍ରେମିକ ନିଲେଶ ସହ ମିଶି ତାଙ୍କୁ ମଦରେ ସିୟାନାଇଡ ପକେଇକି ପିଇବାକୁ ଦେଇଥିଲେ। ତାଙ୍କର ମୃତ୍ୟୁ ହେବା ପରେ ଉଭୟ ତାଙ୍କ ମୃତଦେହକୁ ନେଇ ତାଙ୍କ ପରିବାର ମାଲିକାନାରେ ଥିବା ଏକ କମ୍ପାନି ପରିସରରେ ଚଟାଣ ଖୋଳି ୧୨ ଫୁଟ ତଳେ ପୋତି ଦେଇଥିଲେ। ପରିବାର ଲୋକଙ୍କୁ କିନ୍ତୁ ପୃଥ୍ବୀ ମିଛ କହିଥିଲେ କି ସ୍ୱାମୀ ଅଷ୍ଟ୍ରେଲିଆ ଯାଇଛନ୍ତି। ସେପଟେ ଦୁଇ ବର୍ଷ ହେଲା ଜିଗନେସଙ୍କ ସହ ତାଙ୍କ ପରିବାର ଲୋକ କୌଣସି ପ୍ରକାର ଯୋଗାଯୋଗ କରିପାରୁନଥିଲେ। ତାଙ୍କ ନିକଟରୁ ଫୋନ କି ଚିଠି କି ମେଲ କିଛି ଆସୁନଥିଲା। ତେଣୁ ପରିବାର ଲୋକେ ଏହାର ସତ୍ୟତା ଜାଣିବାକୁ ତାଙ୍କର ଆଉ ଜଣେ ଭାଇଙ୍କୁ ଅଷ୍ଟ୍ରେଲିଆ ପଠାଇଲେ। କିନ୍ତୁ ସେ ଜିଗନେସଙ୍କର ସେଠି କିଛି ପତ୍ତା ପାଇଲେ ନାହିଁ। ଅଷ୍ଟ୍ରେଲିଆର କୋଉଠି ସେ ରହୁଛନ୍ତି ବୋଲି ପୃଥ୍ବୀଙ୍କୁ ପଚରାଯିବାରୁ ସେ ତାହାର ସଠିକ ଉତ୍ତର ଦେଇ ପାରିନଥିଲେ। ଏହାପରେ ପରିବାର ଲୋକଙ୍କର ପୃଥ୍ବୀଙ୍କ ଉପରେ ସନ୍ଦେହ ହେଲା। ତେଣୁ ଜିଗନେସଙ୍କ ଭାଇ ଅଷ୍ଟ୍ରେଲିଆରୁ ଫେରି ଥାନାରେ ଏନେଇ ଅଭିଯୋଗ କଲେ। ପୁଲିସ ପୃଥ୍ବୀଙ୍କୁ ଏ ସମ୍ପର୍କରେ ଜେରା କରିବା ପରେ ସେ ସତ ମାନି ଯାଇଥିଲେ ଓ ଶବ ପୋତା ଯାଇଥିବା ଜାଗା ପୁଲିସକୁ ଦେଖାଇଥିଲେ। ପୁଲିସ ସେଇ ସ୍ଥାନରେ ୧୨ ଫୁଟ ତଳୁ ଏକ ମୃତଦେହର ଅବଶେଷ ଉଦ୍ଧାର କରି ଡିଏନଏ ଟେଷ୍ଟ ପାଇଁ ପଠାଇଛି। ପୃଥ୍ବୀ ଓ ତାଙ୍କ ପ୍ରେମିକ ନିଲେଶ ଉଭୟ ଗିରଫ ହୋଇଛନ୍ତି। #ଗୁଜରାଟ #ସ୍ୱାମୀ #ସ୍ତ୍ରୀ #ପୁଲିସ #ଅଷ୍ଟ୍ରେଲିଆ #ନ୍ୟୁଜ #ଓଡ଼ିଶା #ଓଡ଼ିଆ #ଖବର #ସମ୍ବାଦ #ଭାଇରାଲ

- ଦେବାଦେବୀଙ୍କ ପାରମ୍ପାରିକ ଆଭୂଷଣ ତିଆରି କରି ସ୍ୱାବଲମ୍ବୀ #Nabarangpur #National241
- ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ ଦରମା ଦାବିରେ ଆନ୍ଦୋଳନ, ଜୟପୁର R & B SEଙ୍କ ବୟାନରେ ଉଠିଲା ଅନେକ ପ୍ରଶ୍ନ1
- ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ1
- ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡ଼ମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ପାଳିତ ପରମ ପ୍ରେମମୟୀ ଶ୍ରୀ ଶ୍ରୀ ବଡମା'ଙ୍କ ୧୩୩ତମ ଆବିର୍ଭାବ ଦିବସ ସତସଙ୍ଗ କେନ୍ଦ୍ର ଦାମନଯୋଡି ଠାରେ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ପ୍ରଭାତରେ ଉଷା କୀର୍ତ୍ତନ, ଜନ୍ମ ଲଗ୍ନ ଘୋଷଣା ଓ ସଙ୍ଗୀତାଞଳି, ଅପରାହ୍ନରେ ମାତୃ ସମ୍ମୀଳନୀ ଏବଂ ସନ୍ଧ୍ୟାରେ ସନ୍ଧ୍ୟା ବିନତୀ,ସତସଙ୍ଗ, ଆନନ୍ଦ ବଜାର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏକ ଉତ୍ତମ ପରିବାର ଗଠନରେ ନାରୀର କର୍ତ୍ତବ୍ୟ,ସ୍ବାମୀ ସ୍ତ୍ରୀର ସମ୍ପର୍କ,ନାରୀର ନୀତି ଏବଂ ଶ୍ରୀ ଶ୍ରୀ ବଡମାଙ୍କ ବାଣୀ ଉପରେ ସଦାଲୋଚନା କରାଯାଇଥିଲା। ବିପ୍ଳବ ନାୟକ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରବୀନ୍ଦ୍ର ପାଣିଗ୍ରାହୀ,ଅଭୟ ଜେନା,ନୀଳମଣି ପଟ୍ଟନାୟକ,ହିତେନ୍ଦ୍ର ସେଠୀ,ଅଜୟ ଜେନା, ସୌରଭ ବିଶ୍ବାଳ,ସଂଗ୍ରାମ ଘଡ଼େଇ,ନୀଳମାଧବ ପାତ୍ର,ଦୁର୍ଯୋଧନ ଘଡ଼େଇ,ଜନକ ସାମଲ,ଆଲୋକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗୁରୁଭାଇ ଓ ମାଆମାନେ ଯୋଗ ଦେଇଥିଲେ।1
- ବିକାଶର ଅନେକ ଦୂରରେ କମାରଖୋଲ ଗାଁ, ନାହିଁ ନାହିଁରେ ବିତୁଛି ଅଭିଶପ୍ତ ଗାଁର ଜୀବନ I ନୂଆପଡା ଜିଲ୍ଲା ବୋଡେ଼ନ ବ୍ଳକ ଖଇରା ପଞ୍ଚାୟତର ଉପାନ୍ତ କମାର ଖୋଲ ଗାଁ ନାହିଁ ନାହିଁରେ ବିତୁଛି ଜୀବନ I1
- କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ1
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1