logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରାତ ଡେରିରେ ପହଞ୍ଚିବାରୁ ରଣକ୍ଷେତ୍ର ପାଲଟିଲା ବାହାଘର, ଡିଜେ ବାଲା ଓ ପୋଲିସ ମିଶି ବରଯାତ୍ରୀଙ୍କୁ ଦେଲେ ନିର୍ଧୂମ ଛେଚା I ଗାଡ଼ି ପଞ୍ଚର ଯୋଗୁଁ ବରଯାତ୍ରୀ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଅନ୍ୟ ସ୍ଥାନରେ ବୁକିଂ ଥିବାରୁ ଡିଜେ ବାଲା ଗୀତ ବଜାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ଡିଜେ ବାଲା ପୋଲିସକୁ ଡାକିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲିସ ସହିତ ମିଶି ଡିଜେ ବାଲା ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟୁଛନ୍ତି ।

11 hrs ago
user_SOUMYA RANJAN
SOUMYA RANJAN
Extended stay hotel Balianta, Khordha•
11 hrs ago

ବାରାତ ଡେରିରେ ପହଞ୍ଚିବାରୁ ରଣକ୍ଷେତ୍ର ପାଲଟିଲା ବାହାଘର, ଡିଜେ ବାଲା ଓ ପୋଲିସ ମିଶି ବରଯାତ୍ରୀଙ୍କୁ ଦେଲେ ନିର୍ଧୂମ ଛେଚା I ଗାଡ଼ି ପଞ୍ଚର ଯୋଗୁଁ ବରଯାତ୍ରୀ ପ୍ରାୟ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ଅନ୍ୟ ସ୍ଥାନରେ ବୁକିଂ ଥିବାରୁ ଡିଜେ ବାଲା ଗୀତ ବଜାଇବାକୁ ମନା କରିଦେଇଥିଲେ, ଯାହାକୁ ନେଇ ବରଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲେ। ଏହାପରେ ଡିଜେ ବାଲା ପୋଲିସକୁ ଡାକିଥିଲେ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ପୋଲିସ ସହିତ ମିଶି ଡିଜେ ବାଲା ବରଯାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଲାଠିରେ ପିଟୁଛନ୍ତି ।

More news from ଓଡ଼ିଶା and nearby areas
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    24 min ago
  • Post by SOUMYA RANJAN
    1
    Post by SOUMYA RANJAN
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    37 min ago
  • ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଲାଗିଥିବା ଫଳକ ଭାଙ୍ଗିଦେଲେ ଦୁବୃତ୍ତ
    1
    ରାଜ୍ୟ ଓଡ଼ିଶା ଜିଲ୍ଲା ଖୋର୍ଦ୍ଧା ବ୍ଲକ ବାଲିଅନ୍ତା ଗ୍ରାମପଞ୍ଚାୟତ ପ୍ରତାପରୁଦ୍ର ପୁର ସେବା ସମବାୟ ସମିତି ନିକଟରେ ଲାଗିଥିବା ଫଳକ ଭାଙ୍ଗିଦେଲେ ଦୁବୃତ୍ତ
    user_KSHIROD CHANDRA PANDA
    KSHIROD CHANDRA PANDA
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    1 hr ago
  • Bangala election news
    1
    Bangala election news
    user_Suresh barik
    Suresh barik
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଜନଗଣନା ପାଇଁ ଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗାଡି ଭାଙ୍ଗିବା ସହ ସେମାନଙ୍କ ଉପରେ ଆକ୍ରମଣ
    1
    ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଜନଗଣନା ପାଇଁ ଯାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଗାଡି ଭାଙ୍ଗିବା ସହ ସେମାନଙ୍କ ଉପରେ ଆକ୍ରମଣ
    user_Odisha khabar
    Odisha khabar
    Bhubaneswar (M.Corp.), Khordha•
    5 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • Post by Brajakishore Parhi
    1
    Post by Brajakishore Parhi
    user_Brajakishore Parhi
    Brajakishore Parhi
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    43 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.