logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଢେଙ୍କାନାଳସହର ନିକଟ ବୋରାପଦା ଜଙ୍ଗଲରେ ବାଘ କପିଳାଶ ମୁହାଁ ବାଘ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ହେବ ବାଘ ଆତଙ୍କ ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବାଘ ବାହାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ବେଳେ ଜିଲ୍ଲା ବାସୀ ଆତଙ୍କିତ ଭାବେ ଅଛନ୍ତି ।ଏହି ସମୟରେ ଢେଙ୍କାନାଳ ସହର ନିକଟ ବୋରାପଦା ଘଞ୍ଚ ଜଙ୍ଗଲ ମଧ୍ୟରେ ବାଘ ଦେଖିବାକୁ ମିଳିଛି । ସେହି ଜଙ୍ଗଲ ମଧ୍ୟରେ ଥିବା ରାଜପରିବାର ଲୋକ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଖବର ପାଇବାପରେ ବାଘଥିବା ଅଞ୍ଚଳରେ ପହଞ୍ଚ ଡ୍ରୋନ ମାଧ୍ୟମରେ ବାଘ ଥିବାର ଗତିବିଧିକୁ ନଜର ଦେଇଛନ୍ତି ।ପରେ କପିଳାଶ ମୁହାଁ ହୋଇଥିବା ବାଘ ର ଗତିବିଧି ରୁ ସୂଚନା ମିଳୁଛି #newsodiaodisha #tiger #public #newsupdate #newsupdate #vairalrells #facebookreel #instagramrells#dhenkanalupdate #publicnews24x7 #odisha

on 26 October
user_Tapasdas
Tapasdas
Journalist Dhenkanal•

  • user_User7583
    User7583
    Nuapada, Odisha
    🙏
    on 2 November
  • user_User4416
    User4416
    Jajapur, Odisha
    🤝
    on 30 October
  • user_Pabitra Bariha
    Pabitra Bariha
    Balangir
    🙏
    on 28 October
  • user_User2031
    User2031
    Hatibari, Sundargarh
    😤
    on 28 October
  • user_User2031
    User2031
    Hatibari, Sundargarh
    😡
    on 28 October
  • user_User5261
    User5261
    Gayatri Vihar, Brajrajnagar
    👏
    on 27 October
  • user_User5550
    User5550
    Puruna Katak, Boudh
    🙏
    on 26 October
More news from Cuttack and nearby areas
  • Post by Anwar ali khan
    1
    Post by Anwar ali khan
    user_Anwar ali khan
    Anwar ali khan
    Video Creator Cuttack•
    20 hrs ago
  • ଭୁବନେଶ୍ୱର ରେ ବଡ଼ ଟ୍ରକ୍ ACCIDENT, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଘ. ରେ ଜାତୀୟ ରାଜପଥ ୧୬ ରେ ବରମୁଣ୍ଡା ରୁ ଫ୍ଲାଇଓଭର ଦେଇ କିଛି ଦୂର ରେ ଏହି ଘଟଣା ଘଟିଥିଲା
    1
    ଭୁବନେଶ୍ୱର ରେ ବଡ଼ ଟ୍ରକ୍ ACCIDENT, ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଘ. ରେ ଜାତୀୟ ରାଜପଥ ୧୬ ରେ ବରମୁଣ୍ଡା ରୁ ଫ୍ଲାଇଓଭର ଦେଇ କିଛି ଦୂର ରେ ଏହି ଘଟଣା ଘଟିଥିଲା
    user_Thabira Majhi
    Thabira Majhi
    Khordha•
    14 hrs ago
  • Post by User5115 Susanta Kumar Pattnaik
    1
    Post by User5115 Susanta Kumar Pattnaik
    user_User5115 Susanta Kumar Pattnaik
    User5115 Susanta Kumar Pattnaik
    Journalist Khordha•
    20 hrs ago
  • ଜମି ପାଇଁ ଟାଟା ବିରୁଦ୍ଧରେ ଥାନା ଘେରାଉ କଲେ ଗ୍ରାମ ବାସି
    3
    ଜମି ପାଇଁ ଟାଟା ବିରୁଦ୍ଧରେ ଥାନା ଘେରାଉ କଲେ ଗ୍ରାମ ବାସି
    user_Kalingnagar khabar
    Kalingnagar khabar
    Jajpur•
    9 hrs ago
  • ବାଙ୍ଗାଲୋର ଯାତ୍ରା ପାର୍ଟି ହଟହଟା
    1
    ବାଙ୍ଗାଲୋର ଯାତ୍ରା ପାର୍ଟି ହଟହଟା
    user_Bharat ମାତା
    Bharat ମାତା
    Samaj Sevak Jagatsinghpur•
    13 hrs ago
  • Post by Mangu Mallik
    1
    Post by Mangu Mallik
    user_Mangu Mallik
    Mangu Mallik
    Jajpur•
    18 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Puri•
    14 hrs ago
  • ବିଜେପି କଣ ଳେଖିବି
    1
    ବିଜେପି କଣ ଳେଖିବି
    user_Anwar ali khan
    Anwar ali khan
    Video Creator Cuttack•
    23 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.