logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ନୂଆପଡା ପି.ଏମ.ଶ୍ରୀ ନେସନାଲ ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ । ନୂଆପଡା - ୧୩/୧ ସ୍ବାମୀ ବିବୋନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ୨୦୨୬ ସ୍ଥାନୀୟ ପି. ଏମ. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ରେ ଥିବା ମଣ୍ଡପରେ ଗତକାଲି ମହା ସମାରୋହରେ ପାଳନ ହୋଇଯାଇଛି l ସର୍ବ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , କ୍ରୀଡାବିତ୍ ଏବଂ କ୍ରୀଡା ସଂଗଠକ ଯୋଗଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା l ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

20 hrs ago
user_Surendra Tiwari
Surendra Tiwari
Journalist ନୂଆପଡା, ନୂଆପଡ଼ା, ଓଡ଼ିଶା•
20 hrs ago
3999ed35-6b69-450c-87ae-fd18458064c3
eeda9494-3513-4aae-9e7a-e4a8a00232e9
cc68b0aa-e8f7-4aae-8837-967c6fdc6777

ନୂଆପଡା ପି.ଏମ.ଶ୍ରୀ ନେସନାଲ ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ । ନୂଆପଡା - ୧୩/୧ ସ୍ବାମୀ ବିବୋନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ୨୦୨୬ ସ୍ଥାନୀୟ ପି. ଏମ. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ରେ ଥିବା ମଣ୍ଡପରେ ଗତକାଲି ମହା ସମାରୋହରେ ପାଳନ ହୋଇଯାଇଛି l ସର୍ବ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ , କ୍ରୀଡାବିତ୍ ଏବଂ କ୍ରୀଡା ସଂଗଠକ ଯୋଗଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା l ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ସାହୁ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

More news from Odisha and nearby areas
  • Post by Hareram karuan
    1
    Post by Hareram karuan
    user_Hareram karuan
    Hareram karuan
    Reporter Nuapada, Odisha•
    10 hrs ago
  • #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !
    1
    #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ  !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    2 hrs ago
  • सड़क किनारे का यह अनोखा नज़ारा सोशल मीडिया पर तेज़ी से वायरल हो रहा है। वीडियो में कुछ कुत्ते एक कुत्ते के सामने बैठकर ऐसे दिखाई दे रहे हैं जैसे आशीर्वाद ले रहे हों। लोग इसे मज़ाक में “बाबा डॉगेश्वर जी” कह रहे हैं। मासूमियत और भावनाओं से भरा यह दृश्य लोगों को खूब पसंद आ रहा है और इंटरनेट पर हंसी के साथ पॉजिटिव वाइब्स फैला रहा है। #ViralVideo #DogLovers #InternetSensation #FunnyReels #CuteAnimals #WholesomeContent
    1
    सड़क किनारे का यह अनोखा नज़ारा सोशल मीडिया पर तेज़ी से वायरल हो रहा है। वीडियो में कुछ कुत्ते एक कुत्ते के सामने बैठकर ऐसे दिखाई दे रहे हैं जैसे आशीर्वाद ले रहे हों। लोग इसे मज़ाक में “बाबा डॉगेश्वर जी” कह रहे हैं। मासूमियत और भावनाओं से भरा यह दृश्य लोगों को खूब पसंद आ रहा है और इंटरनेट पर हंसी के साथ पॉजिटिव वाइब्स फैला रहा है।
#ViralVideo #DogLovers #InternetSensation #FunnyReels #CuteAnimals #WholesomeContent
    user_द संक्षेप
    द संक्षेप
    Media company Golamunda, Kalahandi•
    20 hrs ago
  • ରାଜ୍ୟ ସରକାର ଙ୍କ ପଂଚାୟତ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଟିଟିଲାଗଡ଼ ବ୍ଲକ ଗସ୍ଥ କରିବା ସହିତ ଅନେକ ପଂଚାୟତ କୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଗ୍ରାମାଞ୍ଚଳ ର ଲୋକେ ପାନୀୟଜଳ ସମସ୍ୟା ନେଇ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଓଭରହେଡ଼ ଟ୍ୟାଙ୍କ ନିର୍ମାଣ ହୋଇ ବର୍ଷ ବର୍ଷ ଗଡୁଥିଲେ ମଧ୍ୟ ଲୋକେ ପାଣି ପାଉନଥିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହିତ ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି.
    5
    ରାଜ୍ୟ ସରକାର ଙ୍କ ପଂଚାୟତ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଟିଟିଲାଗଡ଼ ବ୍ଲକ ଗସ୍ଥ କରିବା ସହିତ ଅନେକ ପଂଚାୟତ କୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଗ୍ରାମାଞ୍ଚଳ ର ଲୋକେ ପାନୀୟଜଳ ସମସ୍ୟା ନେଇ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଓଭରହେଡ଼ ଟ୍ୟାଙ୍କ ନିର୍ମାଣ ହୋଇ ବର୍ଷ ବର୍ଷ ଗଡୁଥିଲେ ମଧ୍ୟ ଲୋକେ ପାଣି ପାଉନଥିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହିତ ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି.
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    7 hrs ago
  • gdjkjdkndd
    3
    gdjkjdkndd
    user_Raghab Chhura
    Raghab Chhura
    କେସିଙ୍ଗା, କଳାହାଣ୍ଡି, ଓଡ଼ିଶା•
    4 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି
    1
    ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି
    user_SONEPUR NEWS
    SONEPUR NEWS
    Journalist Sonapur, Sonepur•
    4 hrs ago
  • jay hind 🙏
    1
    jay  hind 🙏
    user_ସମାଜସେବା ସୁବର୍ଣ୍ଣପୁର news 89
    ସମାଜସେବା ସୁବର୍ଣ୍ଣପୁର news 89
    Grain Exporter ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.