Shuru
Apke Nagar Ki App…
ବୀରମହାରାଜପୁର ମାଲେଶ୍ରୀ ମହୋତ୍ସବରେ ଯୋଗଦେବାକୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ଭେଟି ସମ୍ମତି ପତ୍ର ପ୍ରଦାନ କଲେ କମିଟି ର କର୍ମକର୍ତ୍ତା
SONEPUR NEWS
ବୀରମହାରାଜପୁର ମାଲେଶ୍ରୀ ମହୋତ୍ସବରେ ଯୋଗଦେବାକୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କୁ ଭେଟି ସମ୍ମତି ପତ୍ର ପ୍ରଦାନ କଲେ କମିଟି ର କର୍ମକର୍ତ୍ତା
More news from ଓଡ଼ିଶା and nearby areas
- Post by Sonepur news khulasa1
- ସୁବର୍ଣ୍ଣପୁର ଜିଲ୍ଲା ର ଳଚ୍ଛିପୁର ଗାଁର ଭାଷ୍କର ଷଣ୍ଢଙ୍କ ପାଇଁ ଆଜି ବି ସରକାରୀ ଯୋଜନା ସତ ସପନ l କେନାଲ ହିଡ଼ରେ ଝାଟି ମାଟି ଘରେ ଅବିବାହିତ ଝିଅ ଓ ନାତିକୁ ନେଇ 29 ବର୍ଷ ହେଲା ସେ ରହି ଆସୁଥିଲେବି ତାଙ୍କ ପ୍ରତି କାହାରି ଦୃଷ୍ଟି ପଡୁନାହିଁ l ଏକ ହଜାର ଟଙ୍କା ଭତ୍ତାକୁ ଛାଡିଦେଲେ ପଞ୍ଚାୟତରୁ ରାସନ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି1
- Post by Ranjan hota1
- ଆଜିର ସମାଚାର ରେ ଆଜିର ତାଜା ଖଵର ଦେଖନ୍ତୁ । ଟପହେଡଲାଇନ ଖବର ଫଟାଫଟ ।1
- ବୀରମହାରାଜପୁର - ଚାରମାଳ ରାସ୍ତାର ଅମରପାଲି ନିକଟରେ ରାସ୍ତାରେ ଖାଲ ଥିଲା। ତେଣୁ ଅନେକ ସମୟରେ ଦୁର୍ଘଟଣା ହେଉଥିଲା। ଏନେଇ ବିଭାଗ ତରଫରୁ କୌଣସି ପ୍ରକାର ମରାମତି କରାଯାଉ ନ ଥିଲା। ଆଜି ଅମରପାଲି ଗ୍ରାମର ୱାର୍ଡସଭ୍ୟ ସଦାନନ୍ଦ ସେଠୀ ନିଜେ ଉକ୍ତ ଖାଲ କୁ ମରାମତି କରିଛନ୍ତି। ତାଙ୍କର ଏହି କାମକୁ ଅଞ୍ଚଳରେ ଖୁବ୍ ପ୍ରଶଂସା କରାଯାଉଛି।1
- ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଜଗତୀ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଦେବାର୍ଚ୍ଚନ ଚାଉଳିଆଙ୍କ ସଭାପତିତ୍ୱରେ ପ୍ରଥମ ରାଜ୍ୟ ସ୍ତରୀୟ ଡ଼ୁମାଳ ବିକାଶ ସମାବେଶ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ବିଧାୟକ କହ୍ନେଇ ଚରଣ ଡାଙ୍ଗ1
- Post by Mangulu Sahu1
- ଆସନ୍ତା 20 ତାରିଖରୁ ଆରମ୍ଭ ହେବ ବୀରମହାରାଜପୁର ଲୋକ ମହୋତ୍ସବ ମଲେଶ୍ରୀ ଳ ମହୋତ୍ସବ ପାଇଁ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଶୁଭ ସ୍ତମ୍ଭ ସ୍ଥାପିତ ହୋଇଯାଇଛି1