logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ୭୭ ସମସ୍ୟାର ହେଲା ସମାଧାନ* *ମାଲକାନଗିରି, ୩୦/୩/୨୬:* ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଯନ୍ତ୍ରୀ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ୨୬ ଟି ବ୍ୟକ୍ତିଗତ ଓ ୫୧ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜମି ପଟ୍ଟା ସମ୍ପର୍କିତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପାଇଁ ଆସିଥିବା ଅଭିଯୋଗର ଶୁଣାଣୀ କରାଯାଇଥିଲା । ତତ୍ ସହିତ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ଶୁଣାଣୀ କରଯାଇଥିଲା। ଜିଲ୍ଲାପାଳ କେତେକ ଗୁରୁତର ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହିତ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କ ଦୁଃଖ ବୁଝୁଥିବାରୁ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।

5 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
5 hrs ago
f369097c-ea56-4834-aadb-4d765a1acc33

ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ୭୭ ସମସ୍ୟାର ହେଲା ସମାଧାନ* *ମାଲକାନଗିରି, ୩୦/୩/୨୬:* ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଯନ୍ତ୍ରୀ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ୨୬ ଟି ବ୍ୟକ୍ତିଗତ ଓ ୫୧ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜମି ପଟ୍ଟା ସମ୍ପର୍କିତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପାଇଁ ଆସିଥିବା ଅଭିଯୋଗର ଶୁଣାଣୀ କରାଯାଇଥିଲା । ତତ୍ ସହିତ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ରାସ୍ତାଘାଟ ସମସ୍ୟାର

204857dc-e765-465d-91b0-e502fa15b20f

ସମାଧାନ ପାଇଁ ଶୁଣାଣୀ କରଯାଇଥିଲା। ଜିଲ୍ଲାପାଳ କେତେକ ଗୁରୁତର ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହିତ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କ ଦୁଃଖ ବୁଝୁଥିବାରୁ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।

More news from ଓଡ଼ିଶା and nearby areas
  • ଜୟପୁର ରାଜମହଲରେ ବିଏସଏଫ (Border Security Force) ଓ ସିଆଇଏସଏଫ (Central Industrial Security Force) ତରଫରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    1
    ଜୟପୁର ରାଜମହଲରେ ବିଏସଏଫ (Border Security Force) ଓ ସିଆଇଏସଏଫ (Central Industrial Security Force) ତରଫରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    7 hrs ago
  • କୋଟପାଡ଼ : ଢାମଣାହାଣ୍ଡି ଘଟ ମହୋତ୍ସବ l ଅଷ୍ଟମ ଦିନର କାର୍ଯ୍ୟକ୍ରମ l ଘଟଯାତ୍ରା l Ghatajatra #KotpadBreakingnews #kotpad #dhamanahandi #ghatajatra #Ghata #ghataparba #koraput #odisha #OdishaNews
    1
    କୋଟପାଡ଼ : ଢାମଣାହାଣ୍ଡି ଘଟ ମହୋତ୍ସବ l ଅଷ୍ଟମ ଦିନର କାର୍ଯ୍ୟକ୍ରମ l ଘଟଯାତ୍ରା l Ghatajatra #KotpadBreakingnews #kotpad #dhamanahandi #ghatajatra #Ghata #ghataparba #koraput #odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    18 hrs ago
  • Post by ଓମ୍ ସାଇ ରାମ୍
    1
    Post by ଓମ୍ ସାଇ ରାମ୍
    user_ଓମ୍ ସାଇ ରାମ୍
    ଓମ୍ ସାଇ ରାମ୍
    Singer Nabarangpur, Odisha•
    10 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Lawyer ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    5 hrs ago
  • ବେଦାନ୍ତ କମ୍ପାନୀର ଏକ ଛତ୍ରବାଦ ଓ ଜନବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ବିଶାଳ ବହୁଜନ ସମାବେଶ।
    1
    ବେଦାନ୍ତ କମ୍ପାନୀର ଏକ ଛତ୍ରବାଦ ଓ ଜନବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ବିଶାଳ ବହୁଜନ ସମାବେଶ।
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    54 min ago
  • ଦେଖନ୍ତୁ 🙏🙏🙏
    1
    ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    6 hrs ago
  • ବହୁଜନ ସମାଜ ପାର୍ଟି ଓଡିଶା ତରଫରୁ ଲାଞ୍ଜିଗଡ଼ ବେଦାନ୍ତ ମୁଖ୍ୟ ଗେଟ୍ ସମ୍ମୁଖ ରେ ବିଶାଳ ବହୁଜନ ସମାବେଶ। ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡା / ଲାଞ୍ଜିଗଡ :- ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲା ଭାରତ ବର୍ଷର ଏକ ପଛୁଆ ଅଞ୍ଚଳ ଅଟେ । ଏଠାରେ ସମୟ ସମୟରେ ଦୁଇଓଳା ମୁଠାଏ ଖାଦ୍ୟ ଖାଇବାକୁ ନପାଇ ନିଜର ପିଲାକୁ ମଧ୍ୟ ବିକ୍ରି କରାଯାଇଥାଏ । ଏଠାକାର ଲୋକ ଖାଇବାକୁ ନପାଇ ଏବଂ କାମଧନ୍ଦା ମଧ୍ୟ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଆନ୍ତି ଏବଂ ସେଥିମଧ୍ୟରୁ କିଛି କିଛି ଲୋକ ଶବ ହୋଇ ମଧ୍ୟ ନିଜ ଜନ୍ମମାଟିକୁ ଫେରନ୍ତି । ଆଜିଦିନରେ ମଧ୍ୟ ଏମିତି ଗାଁ ଗଣ୍ଡା ଦେଖିବାକୁ ମିଳେ ଯେଉଁ ଗାଁ ମାନଙ୍କରେ ଆମ ଲୋକଙ୍କର ରହିବା ପାଇଁ ଘରତ ଛାଡ଼ନ୍ତୁ ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଜାଗା ଖଣ୍ଡେ ନାହିଁ । ଏହାର ସ୍ଥାୟୀ ସମାଧାନ ପାଇଁ ଆମ ଅଞ୍ଚଳରେ ଥିବା ହଜାର ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ (Bauxite) କୁ ବ୍ୟବ‌ହାର କରି ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତବର୍ତ୍ତୀ ଅଞ୍ଚଳ ଅର୍ଥାତୁ ଲାଞ୍ଜିଗଡ଼ ଠାରେ ବିଗତ କୋଡ଼ିଏ ବର୍ଷ ତଳେ ବେଦାନ୍ତ ଆଲୁମିନା (Vedanta Alumina) କାରାଖାନା ଗଡ଼ିଉଠିଲା । ଯାହାଫଳରେ ସ୍ଥାନୀୟ ଲୋକ ଅର୍ଥାତ୍ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ବାସୀଙ୍କ ମନରେ ଗୋଟିଏ ପ୍ରକାର ଆଶାର ସଞ୍ଚାର ଜାଗିଉଠିଲା ଯେ, ଆମକୁ ଚାକିରୀ ମିଳିବ, ଆମକୁ ରୋଜଗାର ମିଳିବ, ଆମକୁ ଆଉ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବନି ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ବେଦାନ୍ତ କାରାଖାନା ପ୍ରତିଷ୍ଠା ହୋଇ କୋଡ଼ିଏ ବର୍ଷ ବିତିଗଲା ଆମର କଞ୍ଚାମାଲ୍ (Bauxite), ଆମର କମି, ଆମର ଜଙ୍ଗଲ, ଆମର ପାଣିକୁ ବ୍ୟବହାର କରି ବେଦାନ୍ତ ହଜାର ହଜାର କୋଟି ଟଙ୍କା ରୋଜଗାର କଲା କିନ୍ତୁ ସ୍ଥାନୀୟ ଲୋକ (ରାୟଗଡ଼ା ଏବଂ କଳାହାଣ୍ଡି)ର କୌଣସି ପ୍ରକାର ଏକଟଙ୍କାର ଲାଭ ହୋଇପାରିଲା ନାହିଁ । ବେଦାନ୍ତ ଆମର ଜମି ନେଲା କୌଣସି ଚାକିରୀ ଦେଲା ନାହିଁ, ବୈଦାନ୍ତ ଆମର ପାଣି ନେଲା କୌଣସି ରୋଜଗାର ଦେଲାନାହିଁ, ବେଦାନ୍ତ ଆମର କଞ୍ଚାମଲ (Bauxite) ନେଲା କୌଣସି ସମସ୍ୟାର ସମାଧାନ କଲାନାହିଁ । ଏଣୁ ବେଦାନ୍ତ କଂପାନୀର ଅନ୍ୟାୟ, ଅତ୍ୟାର, ମନୋମୁଖୀ ଓ ଏକଛତ୍ରବାଦ ପ୍ରତିବାଦରେ ଆସନ୍ତା ତା ୩୦.୦୩.୨୦୨୬ ରିଖ ଦିନ ଆମ ଦଳ ବହୁଜନ ସମାଜ ପାର୍ଟି ତତ୍ତ୍ବାବଧାନରେ ଦଶ ହଜାର ରୁ ଉଦ୍ଧ ଲୋକଙ୍କୁ ନେଇ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ବିରାଟ ପ୍ରତିବାଦ ସମାରୋହର ଆୟୋଜନ କରାଯାଉଅଛି । ଏଣୁ ଆପଣମାନଙ୍କୁ ବହୁଜନ ସମାଜ ପାର୍ଟି ତରଫରୁ ଆହ୍ବାନ କରାଯାଉଅଛି କି ଦଳବଳ ନିର୍ବିଶେଷରେ ସମସ୍ତ ସାମାଜିକ ସଂଗଠନ, ଶିକ୍ଷିତ ଯୁବକ ଯୁବତୀ, ନିୟମଗିରି ସୁରକ୍ଷା ସମିତି, ମାଁ ମାଟି ମାଳି ସୁରକ୍ଷା ସମିତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ହାତକୁ ହାତ ମିଶାଇ ଏହି ବିଶାଳ ବେଦାନ୍ତ ବିରୋଧୀ ଜନ ଆନ୍ଦୋଳନ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସଫଳ କରିବା ହେବେ ।ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ଏକ ହଜାର ବେକାରୀ ଶିକ୍ଷିତ ଯୁବକ ଓ ସୁବତୀ ମାନଙ୍କୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବେଦାନ୍ତ ଆଲୁମିନାରେ ଅତିଶିଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ।ରେଡ୍‌ମତ୍ ପୋଣ୍ଡ୍ ଭୁଷୁଡ଼ି କ୍ଷ୍ଯତିଗ୍ରସ୍ଥ ହୋଇଥିବା ପାଞ୍ଚସହ ଏକରରୁ ଉଦ୍ଧ ଜମିର ହିତାଧୀକାରୀଙ୍କୁ ଯଥାଶିଘ୍ର ତାଙ୍କର କ୍ଷ୍ଯତିପୂରଣ ପ୍ରଦାନ କରାଯାଉ ।ଏସ୍.ଏନ୍.ଏଲ୍ (SNL) ପୋଖରୀ ଭାଙ୍ଗିବା ଦ୍ବାରା ଦୂଷିତ ଏବଂ ଅଚିକିତ୍ସିତ କଷ୍ଟିକ ପାଣି ପାଖାପାଖି ଥିବା ୫୦୦ ଏକରରୁ ଉର୍ଦ୍ଧ୍ଵ ଋଷ ଜମିରେ ପ୍ରବେଶ କରିବା ଦ୍ବାରା ସଂପୂର୍ଣ୍ନ ଭାବେ ଜମି ନଷ୍ଟ ହୋଇଯାଇଅଛି । ଭବିଷ୍ୟତରେ ଜମି ମରୁଭୂମିରେ ପରିଣତ ହୋଇଯିବାର ସମ୍ଭାବନା ଅଛି । ଏଣୁ କଂପାନୀ କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଦୁରନ୍ତ କ୍ଷତିପୂରଣ ପ୍ରଦାନ କରୁ। ବେଦାନ୍ତ କଂପାନୀର ନିର୍ଗତ ଧୂଆଁ ଅନୁମୋଦିତ ସୀମା ଠାରୁ ଢେର୍ ଅଧିକ ହେବା ଯୋଗୁଁ ଲୋକମାନଙ୍କର ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ହାନିକାରକ ସୃଷ୍ଟି କରୁଛି । ଏହା ସଂପୂର୍ଣ ଭାବରେ ବାୟୁ ଗୁଣସ୍ତର ନିୟମକୁ ଉଲ୍ଲଘନ କରୁଛି । ଅତ୍ୟଧିକ ନିର୍ଗତ ଧୂଆଁକୁ ଦୁରନ୍ତ ବନ୍ଦ କରାଯାଉ । ବେଦାନ୍ତ କଂପାନୀ ବିନା ଅନୁମତିରେ ଫ୍ଲାଇଆସ୍ (FLY ASH) ଯେଉଁ ଅନଧିକୃତ ଜାଗାରେ ଫିଙ୍ଗିବା ଦ୍ବାରା ଜମି ଏବଂ ବାୟୁକୁ ସଂପୂର୍ଣ ଭାବେ ଦୁଷିତ କରୁଅଛି । ଏହାକୁ ତୁରନ୍ତ ବନ୍ଦ କରାଯାଉ । ବେଦାନ୍ତ ଦ୍ବାରା ଅତ୍ୟଧିକ ଶିବ୍ଦସ୍ତର ଶିଳ୍ପ ମାନଦଣ୍ଡରୁ ଯଥେଷ୍ଠ ଅଧିକ ଯୋଗୁଁ ନିକଟସ୍ଥ ଗ୍ରାମବାସୀମାନଙ୍କର ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହିତ ସ୍ଥାନୀୟ ପ୍ରାଣୀ ଓ ପରିବେଶକୁ କ୍ଷତି ଘଟାଉଛି । ଏଣୁ କାରାଖାନାର ଶବ୍ଦପ୍ତିରକୁ ନିୟନ୍ତ୍ରଣ କରାଯାଇ ଲୋକମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପ୍ରତି ତୁରନ୍ତ ଧ୍ୟାନ ଦିଆଯାଉ । ବେଦାନ୍ତ କାରାଖାନା ଗୁରିପାଖରେ ଗ୍ରୀନ୍‌ବେଲ୍‌ଟ୍ ପ୍ରର୍ଯ୍ୟାପ୍ତ ନଥିବା ଯୋଗୁଁ ଏହା ସି.ଟି.ଓ (CTO) ଏବଂ ପରିବେଶ ଅନୁମତିକୁ ସଂପୂର୍ଣ ଭାବେ ଉଇଙ୍ଘନ କରୁଅଛି । ଏଣୁ କାରାଖାନା ଗୁରିପାଖରେ ପ୍ରର୍ଯ୍ୟାପ୍ତ ଗଛ ଲଗାଯାଉ । ପରିବେଶ ନିୟମକୁ ତୁରନ୍ତ ପାଳନ କରା‌ଯାଇଁ I ବେଦାନ୍ତ କାରିଖାନା ସଭିକାରୀ ଅନୁମତି ଠାରୁ ପର୍ଯ୍ୟାପ୍ତ ଅଧିକ ପାଣି ବ୍ୟବହାର କରୁଥିବାରୁ ଏହା ଭୂତଳ ପାଣି ଉପଲବ୍ଧତାକୁ ପ୍ରଭାବିତ କରୁଛି ଏବଂ ଲୋକମାନେ ପାଣି ଅଭିବର ସମ୍ମୁଖୀନ ହେଉଛନ୍ତି । ସରକାରୀ ଅନୁମତି ଅନୁସାରେ ପାଣି ବ୍ୟବହାର କରାଯାଉ ଏବଂ ସ୍ଥାନୀୟ। ଲୋକଙ୍କ ପାଣି ଅଧିକର ସୁରକ୍ଷା କରାଯାଉ । ଆଦିତ୍ୟ ଟ୍ରାନ୍‌ସ୍ପୋର୍ଟସ୍ (Aditya Logistics) ରାୟଗଡ଼ାଇ ପରିବ‌ହନ କାମ ଦୁରନ୍ତ ରଦ୍ଧ କରି ସ୍ଥାନୀୟ ଯୋଗ୍ୟ ଠିକାଦାରଙ୍କୁ ପ୍ରଦାନ କରାଯାଉ । । ଯାହାଫଳରେ ବେଢାରୀ ସମସ୍ୟା ଦୂରିକରଣ ହୋଇପାରିବ । ରେଡମତ ପୋଣ୍ଡୁର ବିଷାକ୍ତ ପାଣି ବଂଶଧାରା ନଦୀକୁ ପ୍ରବେଶ କରିବା ଫଳରେ ଲାଞ୍ଜିଗଡ଼ ଠାରୁ ଗୁଣପୁର ପ୍ରର୍ଯ୍ୟନ୍ତ ଏହି ନଦୀ ଉପରେ ଦୈନନ୍ଦିନ ନିର୍ଭର କରୁଥିବା ହଜାର ହଜାର ଲୋକ ଚର୍ମରୋଗ ଓ ଅଜଣା ରୋଗରେ ଆକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ଅନେକ ଲୋକ ମୃତ୍ୟୁବରଣର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଗୃହପାନୀତ ପଶୁ (ଗାଇଗୋରୁ, ଛେଳିମେଣ୍ଢା) ହଜାର ହଜାର ସଂଖ୍ୟାରେ ମୃତ୍ୟୁବରଣ ହୋଇଥିବା ସତ୍ତ୍ବେ କଂପାନୀ ନିରବଦଷ୍ଟା ସାଳି ଥିବାର କାରଣ କଣ । ଅତିଶିଘ୍ର ଏହାର ନଦନ୍ତ କରି ହିତାଧିକାରୀମାନଙ୍କୁ କଂପାନୀ କ୍ଷତିପୂରଣ। ପ୍ରଦାନ କରୁ । ବେଦାନ୍ତର ପାରିପାର୍ଶ୍ବକ ଅଞ୍ଚଳରେ ପ୍ରଦୁର୍ଷଣ ମାତ୍ରା କମାଇବା ପାଇଁ ରାଜ୍ୟ ପ୍ରଦୁର୍ଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଅନୁମୋଦିତ ସ୍ୱତନ୍ତ୍ର ଯନ୍ତ୍ର ପନ୍ଦର ଦିନ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ଲଗାଯାଉ । କଂପାନୀ ପ୍ରଦୂର୍ଷଣରେ ପ୍ରଭାବିତ ହେଉଥିବା ପ୍ରତ୍ୟେକ ଗ୍ରାମରେ ପନ୍ଦର ଦିନ ଭିତରେ ଏଇର୍ ଇଣ୍ଡେକ୍ସ୍ ବୋର୍ଡ ଡିସ୍ପ୍ଲେ କରାଯାଉ । . କଳାହାଣ୍ଡି ଏବଂ ରାୟଗଡ଼ ଜିଲ୍ଲା ବାହାରୁ ଆସୁଥିବା ସମସ୍ତ ଠିକାଦାର ମାନଙ୍କୁ ପନ୍ଦର ଦିନ ମଧ୍ୟରେ ହଟାଯାଇ ତା କାମକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତି ଯୁବକ ଓ ସୁବିତୀ ମାନଙ୍କୁ ଠିକାକାମ ଯୋଗାଇ ଦିଆଯାଉ । ତାଙ୍କର ସମସ୍ତ ଠିକାଦାରୀ ।5. ବେଦାନ୍ତ ଦ୍ବାରା ନିର୍ମିତ୍ତ ରେକ ଲାଇନର ପ୍ରଭାବିତ ଲୋକମାନଙ୍କୁ ଉଚିତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । 5. ଠିବା କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ରେଣ୍ଡର ଗୁଡ଼ିକୁ ଦୁରନ୍ତ ସକ୍ରିୟ କରି ଠିକାଦାରୀ କାମ ଦେବାରେ ପ୍ରାଥମିକତା ଦିଆଯାଉ ।2. ବେଦାନ୍ତର ପାରିପାର୍ଶ୍ବକ ଅଞ୍ଚଳର ସମସ୍ତ ଗ୍ରାମପଞ୍ଚାୟତ ହେଡ୍‌କ୍ବାଟର ଓ ସାପ୍ତାହିକ ହାଟ ମାନଙ୍କରେ ହାଇମାସ୍କ ଲାଇଟ୍ ପନ୍ଦର ଦିନ ମଧ୍ୟରେ ଲଗାଯାଉ । -. ଅଞ୍ଚଳର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କୁ ଦକ୍ଷତା ବୃଦ୍ଧି ସହ ସକ୍ଷମ କରିବା ନିମନ୍ତେ କୁଟିର ଶିଳ୍ପ ବିଶେଷ ରିହାତି ମୂଲ୍ୟରେ ପ୍ରତି ଗ୍ରାମକୁ ଯୋଗାଇ ଦିଆଯାଉ I ୯. ପାନୀୟ ଜଳର ଅଭାବକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ସୋଲାର୍ ବୋଇଦେଲ୍‌ ମାଧ୍ୟମରେ ପାନୀୟ ଜଳ ଘରକୁ ଘର ସଂଯୋଗ କରାଯାଉ । 5. ରାୟଗଡ଼ା ଏବଂ କଳାହାଣ୍ଡି ଅଞ୍ଚଳର କ୍ରୀଡ଼ାର ବିକାଶ କରିବା ନିମନ୍ତେ ଲାଞ୍ଜିଗଡ଼ ଠାରେ ମୋଇଟିପୋପିନ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଓ ସବୁ ଏସି.ସି. ଓ ଏସ୍.ଟି ପିଲାମାନଙ୍କୁ ଛାତ୍ରାବାସର ବ୍ୟବସ୍ଥା କରି ମାଗଣାରେ ପ୍ରଶିକ୍ଷଣ ଦିଆଯାଉ । 2. ଲାଞ୍ଜିଗଡ଼ ସ୍ଥିତ ଡି.ଏ.ଭି ପବ୍ଲିକ୍ ସ୍କୁଲ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯାଉ । 5. ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରି ଶିକ୍ଷିତ ଏସ୍.ସି., ଏସ୍.ଟି ପିଲାମାନଙ୍କୁ ଲାଞ୍ଜିଗଡ଼ ଠାରେ ବୈଷୟିକ ଛାତ୍ରାବାସ ତିଆରି କରି ସମସ୍ତଙ୍କୁ। ମାଗଣା ତାଲିମ ଦିଆଯାଉ ଓ କଂପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ୩. ବେଦାନ୍ତ ଦ୍ବାରା ପୁରୀ ଠାରେ ହେବାକୁ ଥିବା ବିଶ୍ବ ସ୍ତରୀୟ ବିଶ୍ବବିଦ୍ୟାଳୟ ଆମ ରାୟଗଡ଼ା ଜିଲ୍ଲାରେ ଯାଥାଶିଘ୍ର ନିର୍ମାଣ କରାଯାଉ । ୪. ବେଦାନ୍ତ ଦ୍ବାରା ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ସମସ୍ତଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସ୍ଥାନୀୟ ଅଞ୍ଚଳର ପ୍ରଥମ ଶ୍ରେଣୀର ଉତ୍ତୀର୍ଣ ସମସ୍ତ ୫. ଲାଞ୍ଜିଗଡ଼ ଠାରେ ଅତିଶିଘ୍ର ବେଦାନ୍ତ ଦ୍ବାରା ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ମେଡ଼ିକାଲ ସ୍ଥାପନ କରାଯାଉ । ୬. ଶିକ୍ଷାକୁ ଉନ୍ନତ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ଗୋଟିଏ ଲେଖାଏଁ ଅତିରିକ୍ତ ଶିକ୍ଷକ କଂପାନୀ ମାଧ୍ୟମରେ ନିଯୁକ୍ତି କରାଯାଉ । ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦୦ ଟଙ୍କା ଛାଡ଼ବୃଷ୍ଟି ପ୍ରଦାନ କରାଯାଉ । ପାରିପାର୍ଶ୍ବକ ସମସ୍ତ ଗ୍ରାମରେ ଡଃ. ଅମ୍ବେଦକର ଏବଂ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି ସହିତ ପାଠାଗାର ନିର୍ମାଣ କରାଯାଉ । ଯାହାଦ୍ୱାରା ତାଙ୍କ ବିଗ୍‌ର ପ୍ରଶ୍ନର ପ୍ରସାର ହେବ। ୬. ଲାଞ୍ଜିଗଡ଼ ଠାରେ ବେଦାନ୍ତ ଦ୍ବାରା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ସହ ଉତ୍ପାଦନ ୟୁନିଟ୍ ୫୦୦ ସଂଖ୍ୟା ବିଶିଷ୍ଟ କରାଯାଉ । ଯାହାଫଳରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇପାରିବେ ନାହିଁ, ଏବଂ ଆତ୍ମନିର୍ଭରଶୀଳ ହେବେ ଓ ବାହାର ରାଜ୍ୟକୁ ଦାଦନ ଯିବା ହ୍ରାସ ହେବ ବୋଲି ଏଭଳି ୨୭ ଗୋଟି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।ଉକ୍ତ ଏହି ସମାବେଶରେ ହଯାର ହଜାର ଜନ ସମାବେଶ ହୋଇ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଏକତ୍ରିତ ହୋଇ ବେଦାନ୍ତ ବିରୋଧରେ ଗର୍ଜନ କରି ଥିଲେ। ଏହି ପରିପ୍ରେକ୍ଷୀରେ ଆବାହକ-କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ୟୁନିଟ୍ ବହୁଜନ ସମାଜ ପାର୍ଟି. ଓଡ଼ିଶା ତରଫରୁ ରାଜ୍ୟ ସଭାପତି ଶରୋଜ କୁମାର ନାଏକ,ରାଜ୍ୟ ପ୍ରଭାରୀ ଜିତୁ ଜାକେସିକା, ରାଜ୍ୟ ଜଏଣ୍ଟ ସେକ୍ରେଟାରୀ ଗଙ୍ଗାଧର ପୁଆଲା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, କଳାହାଣ୍ଡି ଜିଲ୍ଲା ସଭାପତି ,ସମ୍ମନାଥ ନାଏକ, କୋରାପୁଟ ଜିଲ୍ଲା ସଭାପତି ଘନଶ୍ୟାମ ହାଲୁବାକା, ରାଜ୍ୟ ସମ୍ପାଦକ ଶ୍ରୀମତୀ ସୁନିତା ବିଡିକା, ରାଜ୍ୟ ସମ୍ପାଦକ ଦେବୀ ଚରଣ ବାଟୀ, ରାୟଗଡ଼ା ଜୁନ ଇନ୍ ଚାର୍ଜ ଯୋଗେଶ୍ଵର ସାଗର, ରାୟଗଡ଼ା ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ, ପ୍ରମୁଖ ଉପସ୍ଥିତ ରହିଥିଲେ।
    4
    ବହୁଜନ ସମାଜ ପାର୍ଟି ଓଡିଶା ତରଫରୁ ଲାଞ୍ଜିଗଡ଼ ବେଦାନ୍ତ ମୁଖ୍ୟ ଗେଟ୍ ସମ୍ମୁଖ ରେ ବିଶାଳ ବହୁଜନ ସମାବେଶ।
ରିପୋର୍ଟର ନରୋତ୍ତମ ପାଢ଼ୀ 
ରାୟଗଡା / ଲାଞ୍ଜିଗଡ :- ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲା ଭାରତ ବର୍ଷର ଏକ ପଛୁଆ ଅଞ୍ଚଳ ଅଟେ । ଏଠାରେ ସମୟ ସମୟରେ ଦୁଇଓଳା ମୁଠାଏ ଖାଦ୍ୟ ଖାଇବାକୁ ନପାଇ ନିଜର ପିଲାକୁ ମଧ୍ୟ ବିକ୍ରି କରାଯାଇଥାଏ । ଏଠାକାର ଲୋକ ଖାଇବାକୁ ନପାଇ ଏବଂ କାମଧନ୍ଦା ମଧ୍ୟ ନପାଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଆନ୍ତି ଏବଂ ସେଥିମଧ୍ୟରୁ କିଛି କିଛି ଲୋକ ଶବ ହୋଇ ମଧ୍ୟ ନିଜ ଜନ୍ମମାଟିକୁ ଫେରନ୍ତି । ଆଜିଦିନରେ ମଧ୍ୟ ଏମିତି ଗାଁ ଗଣ୍ଡା ଦେଖିବାକୁ ମିଳେ ଯେଉଁ ଗାଁ ମାନଙ୍କରେ ଆମ ଲୋକଙ୍କର ରହିବା ପାଇଁ ଘରତ ଛାଡ଼ନ୍ତୁ ମୁଣ୍ଡ ଗୁଞ୍ଜିବା ପାଇଁ ମଧ୍ୟ ଜାଗା ଖଣ୍ଡେ ନାହିଁ । ଏହାର ସ୍ଥାୟୀ ସମାଧାନ ପାଇଁ ଆମ ଅଞ୍ଚଳରେ ଥିବା ହଜାର ହଜାର କୋଟି ଟଙ୍କାର ଖଣିଜ ପଦାର୍ଥ (Bauxite) କୁ ବ୍ୟବ‌ହାର କରି ରାୟଗଡ଼ା ଓ କଳାହାଣ୍ଡି ସୀମାନ୍ତବର୍ତ୍ତୀ ଅଞ୍ଚଳ ଅର୍ଥାତୁ ଲାଞ୍ଜିଗଡ଼ ଠାରେ ବିଗତ କୋଡ଼ିଏ ବର୍ଷ ତଳେ ବେଦାନ୍ତ ଆଲୁମିନା (Vedanta Alumina) କାରାଖାନା ଗଡ଼ିଉଠିଲା । ଯାହାଫଳରେ ସ୍ଥାନୀୟ ଲୋକ ଅର୍ଥାତ୍ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ବାସୀଙ୍କ ମନରେ ଗୋଟିଏ ପ୍ରକାର ଆଶାର ସଞ୍ଚାର ଜାଗିଉଠିଲା ଯେ, ଆମକୁ ଚାକିରୀ ମିଳିବ, ଆମକୁ ରୋଜଗାର ମିଳିବ, ଆମକୁ ଆଉ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବନି ।କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆଜକୁ ବେଦାନ୍ତ କାରାଖାନା ପ୍ରତିଷ୍ଠା ହୋଇ କୋଡ଼ିଏ ବର୍ଷ ବିତିଗଲା ଆମର କଞ୍ଚାମାଲ୍ (Bauxite), ଆମର କମି, ଆମର ଜଙ୍ଗଲ, ଆମର ପାଣିକୁ ବ୍ୟବହାର କରି ବେଦାନ୍ତ ହଜାର ହଜାର କୋଟି ଟଙ୍କା ରୋଜଗାର କଲା କିନ୍ତୁ ସ୍ଥାନୀୟ ଲୋକ (ରାୟଗଡ଼ା ଏବଂ କଳାହାଣ୍ଡି)ର କୌଣସି ପ୍ରକାର ଏକଟଙ୍କାର ଲାଭ ହୋଇପାରିଲା ନାହିଁ । ବେଦାନ୍ତ ଆମର ଜମି ନେଲା କୌଣସି ଚାକିରୀ ଦେଲା ନାହିଁ, ବୈଦାନ୍ତ ଆମର ପାଣି ନେଲା କୌଣସି ରୋଜଗାର ଦେଲାନାହିଁ, ବେଦାନ୍ତ ଆମର କଞ୍ଚାମଲ (Bauxite) ନେଲା କୌଣସି ସମସ୍ୟାର ସମାଧାନ କଲାନାହିଁ । ଏଣୁ ବେଦାନ୍ତ କଂପାନୀର ଅନ୍ୟାୟ, ଅତ୍ୟାର, ମନୋମୁଖୀ ଓ ଏକଛତ୍ରବାଦ ପ୍ରତିବାଦରେ ଆସନ୍ତା ତା ୩୦.୦୩.୨୦୨୬ ରିଖ ଦିନ ଆମ ଦଳ ବହୁଜନ ସମାଜ ପାର୍ଟି ତତ୍ତ୍ବାବଧାନରେ ଦଶ ହଜାର ରୁ ଉଦ୍ଧ ଲୋକଙ୍କୁ ନେଇ ବେଦାନ୍ତ ଆଲୁମିନା ମୁଖ୍ୟ ଫାଟକ ସମ୍ମୁଖରେ ବିରାଟ ପ୍ରତିବାଦ ସମାରୋହର ଆୟୋଜନ କରାଯାଉଅଛି । ଏଣୁ ଆପଣମାନଙ୍କୁ ବହୁଜନ ସମାଜ ପାର୍ଟି ତରଫରୁ ଆହ୍ବାନ କରାଯାଉଅଛି କି ଦଳବଳ ନିର୍ବିଶେଷରେ ସମସ୍ତ ସାମାଜିକ ସଂଗଠନ, ଶିକ୍ଷିତ ଯୁବକ ଯୁବତୀ, ନିୟମଗିରି ସୁରକ୍ଷା ସମିତି, ମାଁ ମାଟି ମାଳି ସୁରକ୍ଷା ସମିତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ହାତକୁ ହାତ ମିଶାଇ ଏହି ବିଶାଳ ବେଦାନ୍ତ ବିରୋଧୀ ଜନ ଆନ୍ଦୋଳନ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ସଫଳ କରିବା ହେବେ ।ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ଏକ ହଜାର ବେକାରୀ ଶିକ୍ଷିତ ଯୁବକ ଓ ସୁବତୀ ମାନଙ୍କୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବେଦାନ୍ତ ଆଲୁମିନାରେ ଅତିଶିଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ।ରେଡ୍‌ମତ୍ ପୋଣ୍ଡ୍ ଭୁଷୁଡ଼ି କ୍ଷ୍ଯତିଗ୍ରସ୍ଥ ହୋଇଥିବା ପାଞ୍ଚସହ ଏକରରୁ ଉଦ୍ଧ ଜମିର ହିତାଧୀକାରୀଙ୍କୁ ଯଥାଶିଘ୍ର ତାଙ୍କର କ୍ଷ୍ଯତିପୂରଣ ପ୍ରଦାନ କରାଯାଉ ।ଏସ୍.ଏନ୍.ଏଲ୍ (SNL) ପୋଖରୀ ଭାଙ୍ଗିବା ଦ୍ବାରା ଦୂଷିତ ଏବଂ ଅଚିକିତ୍ସିତ କଷ୍ଟିକ ପାଣି ପାଖାପାଖି ଥିବା ୫୦୦ ଏକରରୁ ଉର୍ଦ୍ଧ୍ଵ ଋଷ ଜମିରେ ପ୍ରବେଶ କରିବା ଦ୍ବାରା ସଂପୂର୍ଣ୍ନ ଭାବେ ଜମି ନଷ୍ଟ ହୋଇଯାଇଅଛି । ଭବିଷ୍ୟତରେ ଜମି ମରୁଭୂମିରେ ପରିଣତ ହୋଇଯିବାର ସମ୍ଭାବନା ଅଛି । ଏଣୁ କଂପାନୀ କ୍ଷତିଗ୍ରସ୍ତ ହିତାଧିକାରୀମାନଙ୍କୁ ଚିହ୍ନଟ କରି ଦୁରନ୍ତ କ୍ଷତିପୂରଣ ପ୍ରଦାନ କରୁ। ବେଦାନ୍ତ କଂପାନୀର ନିର୍ଗତ ଧୂଆଁ ଅନୁମୋଦିତ ସୀମା ଠାରୁ ଢେର୍ ଅଧିକ ହେବା ଯୋଗୁଁ ଲୋକମାନଙ୍କର ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ହାନିକାରକ ସୃଷ୍ଟି କରୁଛି । ଏହା ସଂପୂର୍ଣ ଭାବରେ ବାୟୁ ଗୁଣସ୍ତର ନିୟମକୁ ଉଲ୍ଲଘନ କରୁଛି । ଅତ୍ୟଧିକ ନିର୍ଗତ ଧୂଆଁକୁ ଦୁରନ୍ତ ବନ୍ଦ କରାଯାଉ । ବେଦାନ୍ତ କଂପାନୀ ବିନା ଅନୁମତିରେ ଫ୍ଲାଇଆସ୍ (FLY ASH) ଯେଉଁ ଅନଧିକୃତ ଜାଗାରେ ଫିଙ୍ଗିବା ଦ୍ବାରା ଜମି ଏବଂ ବାୟୁକୁ ସଂପୂର୍ଣ ଭାବେ ଦୁଷିତ କରୁଅଛି । ଏହାକୁ ତୁରନ୍ତ ବନ୍ଦ କରାଯାଉ । ବେଦାନ୍ତ ଦ୍ବାରା ଅତ୍ୟଧିକ ଶିବ୍ଦସ୍ତର ଶିଳ୍ପ ମାନଦଣ୍ଡରୁ ଯଥେଷ୍ଠ ଅଧିକ ଯୋଗୁଁ ନିକଟସ୍ଥ ଗ୍ରାମବାସୀମାନଙ୍କର ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହିତ ସ୍ଥାନୀୟ ପ୍ରାଣୀ ଓ ପରିବେଶକୁ କ୍ଷତି ଘଟାଉଛି । ଏଣୁ କାରାଖାନାର ଶବ୍ଦପ୍ତିରକୁ ନିୟନ୍ତ୍ରଣ କରାଯାଇ ଲୋକମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପ୍ରତି ତୁରନ୍ତ ଧ୍ୟାନ ଦିଆଯାଉ । ବେଦାନ୍ତ କାରାଖାନା ଗୁରିପାଖରେ ଗ୍ରୀନ୍‌ବେଲ୍‌ଟ୍ ପ୍ରର୍ଯ୍ୟାପ୍ତ ନଥିବା ଯୋଗୁଁ ଏହା ସି.ଟି.ଓ (CTO) ଏବଂ ପରିବେଶ ଅନୁମତିକୁ ସଂପୂର୍ଣ ଭାବେ ଉଇଙ୍ଘନ କରୁଅଛି । ଏଣୁ କାରାଖାନା ଗୁରିପାଖରେ ପ୍ରର୍ଯ୍ୟାପ୍ତ ଗଛ ଲଗାଯାଉ । ପରିବେଶ ନିୟମକୁ ତୁରନ୍ତ ପାଳନ କରା‌ଯାଇଁ I ବେଦାନ୍ତ କାରିଖାନା ସଭିକାରୀ ଅନୁମତି ଠାରୁ ପର୍ଯ୍ୟାପ୍ତ ଅଧିକ ପାଣି ବ୍ୟବହାର କରୁଥିବାରୁ ଏହା ଭୂତଳ ପାଣି ଉପଲବ୍ଧତାକୁ ପ୍ରଭାବିତ କରୁଛି ଏବଂ ଲୋକମାନେ ପାଣି ଅଭିବର ସମ୍ମୁଖୀନ ହେଉଛନ୍ତି । ସରକାରୀ ଅନୁମତି ଅନୁସାରେ ପାଣି ବ୍ୟବହାର କରାଯାଉ ଏବଂ ସ୍ଥାନୀୟ। ଲୋକଙ୍କ ପାଣି ଅଧିକର ସୁରକ୍ଷା କରାଯାଉ । ଆଦିତ୍ୟ ଟ୍ରାନ୍‌ସ୍ପୋର୍ଟସ୍ (Aditya Logistics) ରାୟଗଡ଼ାଇ ପରିବ‌ହନ କାମ ଦୁରନ୍ତ ରଦ୍ଧ କରି ସ୍ଥାନୀୟ ଯୋଗ୍ୟ ଠିକାଦାରଙ୍କୁ ପ୍ରଦାନ କରାଯାଉ । । ଯାହାଫଳରେ ବେଢାରୀ ସମସ୍ୟା ଦୂରିକରଣ ହୋଇପାରିବ । ରେଡମତ ପୋଣ୍ଡୁର ବିଷାକ୍ତ ପାଣି ବଂଶଧାରା ନଦୀକୁ ପ୍ରବେଶ କରିବା ଫଳରେ ଲାଞ୍ଜିଗଡ଼ ଠାରୁ ଗୁଣପୁର ପ୍ରର୍ଯ୍ୟନ୍ତ ଏହି ନଦୀ ଉପରେ ଦୈନନ୍ଦିନ ନିର୍ଭର କରୁଥିବା ହଜାର ହଜାର ଲୋକ ଚର୍ମରୋଗ ଓ ଅଜଣା ରୋଗରେ ଆକ୍ରାନ୍ତ ହେବା ସଙ୍ଗେ ସଙ୍ଗେ ଅନେକ ଲୋକ ମୃତ୍ୟୁବରଣର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଗୃହପାନୀତ ପଶୁ (ଗାଇଗୋରୁ, ଛେଳିମେଣ୍ଢା) ହଜାର ହଜାର ସଂଖ୍ୟାରେ ମୃତ୍ୟୁବରଣ ହୋଇଥିବା ସତ୍ତ୍ବେ କଂପାନୀ ନିରବଦଷ୍ଟା ସାଳି ଥିବାର କାରଣ କଣ । ଅତିଶିଘ୍ର ଏହାର ନଦନ୍ତ କରି ହିତାଧିକାରୀମାନଙ୍କୁ କଂପାନୀ କ୍ଷତିପୂରଣ। ପ୍ରଦାନ କରୁ । ବେଦାନ୍ତର ପାରିପାର୍ଶ୍ବକ ଅଞ୍ଚଳରେ ପ୍ରଦୁର୍ଷଣ ମାତ୍ରା କମାଇବା ପାଇଁ ରାଜ୍ୟ ପ୍ରଦୁର୍ଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଅନୁମୋଦିତ ସ୍ୱତନ୍ତ୍ର ଯନ୍ତ୍ର ପନ୍ଦର ଦିନ ମଧ୍ୟରେ ପ୍ରତ୍ୟେକ ଗ୍ରାମରେ ଲଗାଯାଉ । କଂପାନୀ ପ୍ରଦୂର୍ଷଣରେ ପ୍ରଭାବିତ ହେଉଥିବା ପ୍ରତ୍ୟେକ ଗ୍ରାମରେ ପନ୍ଦର ଦିନ ଭିତରେ ଏଇର୍ ଇଣ୍ଡେକ୍ସ୍ ବୋର୍ଡ ଡିସ୍ପ୍ଲେ କରାଯାଉ । . କଳାହାଣ୍ଡି ଏବଂ ରାୟଗଡ଼ ଜିଲ୍ଲା ବାହାରୁ ଆସୁଥିବା ସମସ୍ତ ଠିକାଦାର ମାନଙ୍କୁ ପନ୍ଦର ଦିନ ମଧ୍ୟରେ ହଟାଯାଇ ତା କାମକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷିତି ଯୁବକ ଓ ସୁବିତୀ ମାନଙ୍କୁ ଠିକାକାମ ଯୋଗାଇ ଦିଆଯାଉ । ତାଙ୍କର ସମସ୍ତ ଠିକାଦାରୀ ।5. ବେଦାନ୍ତ ଦ୍ବାରା ନିର୍ମିତ୍ତ ରେକ ଲାଇନର ପ୍ରଭାବିତ ଲୋକମାନଙ୍କୁ ଉଚିତ କ୍ଷତିପୂରଣ ଓ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ । 5. ଠିବା କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ରେଣ୍ଡର ଗୁଡ଼ିକୁ ଦୁରନ୍ତ ସକ୍ରିୟ କରି ଠିକାଦାରୀ କାମ ଦେବାରେ ପ୍ରାଥମିକତା ଦିଆଯାଉ ।2. ବେଦାନ୍ତର ପାରିପାର୍ଶ୍ବକ ଅଞ୍ଚଳର ସମସ୍ତ ଗ୍ରାମପଞ୍ଚାୟତ ହେଡ୍‌କ୍ବାଟର ଓ ସାପ୍ତାହିକ ହାଟ ମାନଙ୍କରେ ହାଇମାସ୍କ ଲାଇଟ୍ ପନ୍ଦର ଦିନ ମଧ୍ୟରେ ଲଗାଯାଉ । -. ଅଞ୍ଚଳର ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କୁ ଦକ୍ଷତା ବୃଦ୍ଧି ସହ ସକ୍ଷମ କରିବା ନିମନ୍ତେ କୁଟିର ଶିଳ୍ପ ବିଶେଷ ରିହାତି ମୂଲ୍ୟରେ ପ୍ରତି ଗ୍ରାମକୁ ଯୋଗାଇ ଦିଆଯାଉ I ୯. ପାନୀୟ ଜଳର ଅଭାବକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରାମରେ ସୋଲାର୍ ବୋଇଦେଲ୍‌ ମାଧ୍ୟମରେ ପାନୀୟ ଜଳ ଘରକୁ ଘର ସଂଯୋଗ କରାଯାଉ । 5. ରାୟଗଡ଼ା ଏବଂ କଳାହାଣ୍ଡି ଅଞ୍ଚଳର କ୍ରୀଡ଼ାର ବିକାଶ କରିବା ନିମନ୍ତେ ଲାଞ୍ଜିଗଡ଼ ଠାରେ ମୋଇଟିପୋପିନ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ଓ ସବୁ ଏସି.ସି. ଓ ଏସ୍.ଟି ପିଲାମାନଙ୍କୁ ଛାତ୍ରାବାସର ବ୍ୟବସ୍ଥା କରି ମାଗଣାରେ ପ୍ରଶିକ୍ଷଣ ଦିଆଯାଉ । 2. ଲାଞ୍ଜିଗଡ଼ ସ୍ଥିତ ଡି.ଏ.ଭି ପବ୍ଲିକ୍ ସ୍କୁଲ ଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ପିଲାମାନଙ୍କୁ ମାଗଣା ଶିକ୍ଷା ଦିଆଯାଉ । 5. ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରି ଶିକ୍ଷିତ ଏସ୍.ସି., ଏସ୍.ଟି ପିଲାମାନଙ୍କୁ ଲାଞ୍ଜିଗଡ଼ ଠାରେ ବୈଷୟିକ ଛାତ୍ରାବାସ ତିଆରି କରି ସମସ୍ତଙ୍କୁ। ମାଗଣା ତାଲିମ ଦିଆଯାଉ ଓ କଂପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯାଉ। ୩. ବେଦାନ୍ତ ଦ୍ବାରା ପୁରୀ ଠାରେ ହେବାକୁ ଥିବା ବିଶ୍ବ ସ୍ତରୀୟ ବିଶ୍ବବିଦ୍ୟାଳୟ ଆମ ରାୟଗଡ଼ା ଜିଲ୍ଲାରେ ଯାଥାଶିଘ୍ର ନିର୍ମାଣ କରାଯାଉ । ୪. ବେଦାନ୍ତ ଦ୍ବାରା ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ସମସ୍ତଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ସ୍ଥାନୀୟ ଅଞ୍ଚଳର ପ୍ରଥମ ଶ୍ରେଣୀର ଉତ୍ତୀର୍ଣ ସମସ୍ତ ୫. ଲାଞ୍ଜିଗଡ଼ ଠାରେ ଅତିଶିଘ୍ର ବେଦାନ୍ତ ଦ୍ବାରା ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ମେଡ଼ିକାଲ ସ୍ଥାପନ କରାଯାଉ । ୬. ଶିକ୍ଷାକୁ ଉନ୍ନତ କରିବା ପାଇଁ ପ୍ରତ୍ୟେକ ସ୍କୁଲରେ ଗୋଟିଏ ଲେଖାଏଁ ଅତିରିକ୍ତ ଶିକ୍ଷକ କଂପାନୀ ମାଧ୍ୟମରେ ନିଯୁକ୍ତି କରାଯାଉ । ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦୦ ଟଙ୍କା ଛାଡ଼ବୃଷ୍ଟି ପ୍ରଦାନ କରାଯାଉ । ପାରିପାର୍ଶ୍ବକ ସମସ୍ତ ଗ୍ରାମରେ ଡଃ. ଅମ୍ବେଦକର ଏବଂ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି ସହିତ ପାଠାଗାର ନିର୍ମାଣ କରାଯାଉ । ଯାହାଦ୍ୱାରା ତାଙ୍କ ବିଗ୍‌ର ପ୍ରଶ୍ନର ପ୍ରସାର ହେବ। ୬. ଲାଞ୍ଜିଗଡ଼ ଠାରେ ବେଦାନ୍ତ ଦ୍ବାରା ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ସହ ଉତ୍ପାଦନ ୟୁନିଟ୍ ୫୦୦ ସଂଖ୍ୟା ବିଶିଷ୍ଟ କରାଯାଉ । ଯାହାଫଳରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇପାରିବେ ନାହିଁ, ଏବଂ ଆତ୍ମନିର୍ଭରଶୀଳ ହେବେ ଓ ବାହାର ରାଜ୍ୟକୁ ଦାଦନ ଯିବା ହ୍ରାସ ହେବ ବୋଲି  ଏଭଳି ୨୭ ଗୋଟି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।ଉକ୍ତ ଏହି ସମାବେଶରେ ହଯାର ହଜାର ଜନ ସମାବେଶ ହୋଇ ବେଦାନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଏକତ୍ରିତ ହୋଇ ବେଦାନ୍ତ ବିରୋଧରେ ଗର୍ଜନ କରି ଥିଲେ। ଏହି ପରିପ୍ରେକ୍ଷୀରେ 
ଆବାହକ-କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ୟୁନିଟ୍ ବହୁଜନ ସମାଜ ପାର୍ଟି. ଓଡ଼ିଶା ତରଫରୁ ରାଜ୍ୟ ସଭାପତି ଶରୋଜ କୁମାର ନାଏକ,ରାଜ୍ୟ ପ୍ରଭାରୀ ଜିତୁ ଜାକେସିକା, ରାଜ୍ୟ ଜଏଣ୍ଟ ସେକ୍ରେଟାରୀ ଗଙ୍ଗାଧର ପୁଆଲା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, କଳାହାଣ୍ଡି ଜିଲ୍ଲା ସଭାପତି ,ସମ୍ମନାଥ ନାଏକ, କୋରାପୁଟ ଜିଲ୍ଲା ସଭାପତି ଘନଶ୍ୟାମ ହାଲୁବାକା, ରାଜ୍ୟ ସମ୍ପାଦକ ଶ୍ରୀମତୀ  ସୁନିତା ବିଡିକା, ରାଜ୍ୟ ସମ୍ପାଦକ ଦେବୀ ଚରଣ ବାଟୀ, ରାୟଗଡ଼ା ଜୁନ ଇନ୍ ଚାର୍ଜ ଯୋଗେଶ୍ଵର ସାଗର, ରାୟଗଡ଼ା ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ, ପ୍ରମୁଖ ଉପସ୍ଥିତ ରହିଥିଲେ।
    user_Narattam Kumar padhy
    Narattam Kumar padhy
    ବିଷମାକଟକ, ରାୟଗଡା, ଓଡ଼ିଶା•
    2 hrs ago
  • ଜୟପୁର ସହରରେ ପ୍ରଥମଥର ପାଇଁ BSF ପକ୍ଷରୁ ବିଶାଳ କାର୍ଯ୍ୟକ୍ରମ ଜୟପୁର ରାଜା ମହଲରେ ସାଧାରଣ ଲୋକଙ୍କ ପାଇଁ ଆୟୋଜନ କରାଯାଇଛି।
    1
    ଜୟପୁର ସହରରେ ପ୍ରଥମଥର ପାଇଁ BSF ପକ୍ଷରୁ ବିଶାଳ କାର୍ଯ୍ୟକ୍ରମ ଜୟପୁର ରାଜା ମହଲରେ ସାଧାରଣ ଲୋକଙ୍କ ପାଇଁ  ଆୟୋଜନ କରାଯାଇଛି।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    8 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.