ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା ସୁନା-ରୁପା ଦରରେ ଲଗାତର ବ୍ରେକ୍। ଆହୁରି ଶସ୍ତା ହେଲା ରୁପା। ଖସିଲା ହଳଦିଆ ଧାତୁର ଚମକ। ସୋମବାର ସୁନା-ରୁପା ଦରରେ ବଡ଼ ହ୍ରାସ ହୋଇଥିଲା। ମଙ୍ଗଳବାର ମଧ୍ୟ ବଜାରରେ ଏହି ଟ୍ରେଣ୍ଡ୍ ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବଜାର ଖୋଲୁ ଖୋଲୁ ରୁପା ଦର ୪ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି। ହାଇ ଲେବୁଲରୁ ରୁପା ଏବେ ଲକ୍ଷେ ୮୦ ହଜାର ଶସ୍ତାରେ ବିକ୍ରି ହେଉଛି। ସେହିପରି ସୁନା ୩୮ ହଜାର ଟଙ୍କା ଶସ୍ତା ହୋଇଛି। ସୂଚନା ଥାଉକି, ଜାନୁଆରୀ ୨୯ରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପ୍ରତି ୪ ଲକ୍ଷ ପାର୍ କରିଥିଲା। ରୁପା ଦର ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚିଥିଲା। ଏହି ହାଇ ଲେବୁଲରୁ ରୁପା ଏବେ ସୁଦ୍ଧା ଲକ୍ଷେ ୮୦ ହଜାର ୧୫୭ ଟଙ୍କା ଶସ୍ତା ହୋଇଛି। ମଙ୍ଗଳବାର ମଧ୍ୟ ବଜାର ଖୋଲୁ ଖୋଲୁ ରୁପା ଦରରେ ହ୍ରାସ ହୋଇଛି। ସୋମବାର ମାର୍ଚ୍ଚ ୫ରେ ଅବଧି ଶେଷ ହେଉଥିବା ରୁପା ସୋମବାର ପ୍ରତି କିଲୋଗ୍ରାମ ୨,୩୯,୮୯୧ରେ ବନ୍ଦ ହୋଇଥିଲା। ତା'ପରେ ବଜାର ଖୋଲିବା ସମୟରେ ୨,୩୫,୨୦୬ ଟଙ୍କାକୁ ହ୍ରାସ ପାଇଥିଲା। ସେହିପରି ସୁନା ଦରରେ ମଧ୍ୟ ଲଗାତାର ହ୍ରାସ ଘଟୁଛି। ମଙ୍ଗଳବାର ଏପ୍ରିଲ ୨ରେ ଅବଧି ଶେଷ ହେଉଥିବା ସୁନା ଏହାର ପୂର୍ବ ବନ୍ଦ ମୂଲ୍ୟ ୧,୫୪,୭୬୦ ରୁ ପ୍ରତି ୧୦ ଗ୍ରାମ ପିଛା ୧,୫୩,୫୫୦କୁ ହ୍ରାସ ପାଇଛି। ଅର୍ଥାତ୍ MCX ସୁନା ଦର ୧୨୧୦ ଟଙ୍କା ଶସ୍ତା ହୋଇଛି। ଜାନୁଆରୀ ୨୯ ତାରିଖରେ ସୁନା ଦର ମଧ୍ୟ ରୂପା ସହିତ ତାଳ ଦେଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୯୩,୦୯୬ରେ ପହଞ୍ଚିଥିଲା।ଏହାପରେ ଲଗାତର କ୍ରାସ୍ ହେଉଛି। ସୁନା ଏବେ ସୁଦ୍ଧା ହାଇ ଲେବୁଲରୁ ୩୮ ହଜାର ୩୩୬ ଟଙ୍କା ଶସ୍ତା ହୋଇଛି।
ଭାଙ୍ଗିଲା ସୁନା-ରୁପାର ଅହଙ୍କାର: ହାଇ ଲେବୁଲରୁ ଚାନ୍ଦି ଲକ୍ଷେ ୮୦ ହଜାର ଶସ୍ତା ସୁନା-ରୁପା ଦରରେ ଲଗାତର ବ୍ରେକ୍। ଆହୁରି ଶସ୍ତା ହେଲା ରୁପା। ଖସିଲା ହଳଦିଆ ଧାତୁର ଚମକ। ସୋମବାର ସୁନା-ରୁପା ଦରରେ ବଡ଼ ହ୍ରାସ ହୋଇଥିଲା। ମଙ୍ଗଳବାର ମଧ୍ୟ ବଜାରରେ ଏହି ଟ୍ରେଣ୍ଡ୍ ଜାରି ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ବଜାର ଖୋଲୁ ଖୋଲୁ ରୁପା ଦର ୪ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି। ହାଇ ଲେବୁଲରୁ
ରୁପା ଏବେ ଲକ୍ଷେ ୮୦ ହଜାର ଶସ୍ତାରେ ବିକ୍ରି ହେଉଛି। ସେହିପରି ସୁନା ୩୮ ହଜାର ଟଙ୍କା ଶସ୍ତା ହୋଇଛି। ସୂଚନା ଥାଉକି, ଜାନୁଆରୀ ୨୯ରେ ପ୍ରଥମ ଥର ପାଇଁ ରୁପା ଦର କିଲୋ ପ୍ରତି ୪ ଲକ୍ଷ ପାର୍ କରିଥିଲା। ରୁପା ଦର ୪ ଲକ୍ଷ ୨୦ ହଜାର ୪୮ ଟଙ୍କାରେ ପହଞ୍ଚିଥିଲା। ଏହି ହାଇ ଲେବୁଲରୁ ରୁପା ଏବେ ସୁଦ୍ଧା ଲକ୍ଷେ ୮୦ ହଜାର ୧୫୭ ଟଙ୍କା ଶସ୍ତା ହୋଇଛି।
ମଙ୍ଗଳବାର ମଧ୍ୟ ବଜାର ଖୋଲୁ ଖୋଲୁ ରୁପା ଦରରେ ହ୍ରାସ ହୋଇଛି। ସୋମବାର ମାର୍ଚ୍ଚ ୫ରେ ଅବଧି ଶେଷ ହେଉଥିବା ରୁପା ସୋମବାର ପ୍ରତି କିଲୋଗ୍ରାମ ୨,୩୯,୮୯୧ରେ ବନ୍ଦ ହୋଇଥିଲା। ତା'ପରେ ବଜାର ଖୋଲିବା ସମୟରେ ୨,୩୫,୨୦୬ ଟଙ୍କାକୁ ହ୍ରାସ ପାଇଥିଲା। ସେହିପରି ସୁନା ଦରରେ ମଧ୍ୟ ଲଗାତାର ହ୍ରାସ ଘଟୁଛି। ମଙ୍ଗଳବାର ଏପ୍ରିଲ ୨ରେ ଅବଧି ଶେଷ ହେଉଥିବା ସୁନା ଏହାର ପୂର୍ବ ବନ୍ଦ ମୂଲ୍ୟ ୧,୫୪,୭୬୦ ରୁ ପ୍ରତି
୧୦ ଗ୍ରାମ ପିଛା ୧,୫୩,୫୫୦କୁ ହ୍ରାସ ପାଇଛି। ଅର୍ଥାତ୍ MCX ସୁନା ଦର ୧୨୧୦ ଟଙ୍କା ଶସ୍ତା ହୋଇଛି। ଜାନୁଆରୀ ୨୯ ତାରିଖରେ ସୁନା ଦର ମଧ୍ୟ ରୂପା ସହିତ ତାଳ ଦେଇ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୯୩,୦୯୬ରେ ପହଞ୍ଚିଥିଲା।ଏହାପରେ ଲଗାତର କ୍ରାସ୍ ହେଉଛି। ସୁନା ଏବେ ସୁଦ୍ଧା ହାଇ ଲେବୁଲରୁ ୩୮ ହଜାର ୩୩୬ ଟଙ୍କା ଶସ୍ତା ହୋଇଛି।
- Post by Jay kala _ jay Kalinga1
- ସ୍ଥାନୀୟ ପୋଲିସ ପଡ଼ିଆ ଏନ୍ଏସି କଲ୍ୟାଣ ମଣ୍ଡପଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନୂତନ କର୍ମକର୍ତ୍ତାଙ୍କ ସମ୍ବର୍ଦ୍ଧନା1
- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ଘଣ୍ଟେଶ୍ୱରୀ ଜଙ୍ଗଲ ଭିତରେ ମାଁ ବନଦୂର୍ଗା ମନ୍ଦିର: ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ମୁଖ୍ୟ ସମସ୍ୟା !1