ମା ଗ୍ରାମ୍ୟଶ୍ରୀ କଲେଜ ରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ କେନ୍ଦୁଝର:୨୮।୮(ଦୁର୍ଯ୍ୟୋଧନ ପାତ୍ର):ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଠାରେ ଥିବା ମା' ଗ୍ରାମ୍ୟଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଦ୍ଵିତୀୟ ବାର୍ଷିକ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନବାଗତ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଧ୍ଯକ୍ଷ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମା' ତାରିଣୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜେ ନିଜର ବ୍ୟକ୍ତବ ରଖିଥିଲେ।ଏହାପରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜୟନ୍ତ କୁମାର ବେହେରା, ଯଯାତିକେଶରୀ ରାଉତ,ବାଦଲ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର ସହିତ ବିଦ୍ୟାକୁ ସଠିକ୍ ଭାବେ ଅଧ୍ୟୟନ କଲେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ଗଢି ପାରିବେ ବୋଲି ବୁଝାଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟାପକ ସୁଶୀଲ କୁମାର ମହାନ୍ତ ଙ୍କ ସମେତ ସମସ୍ତ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତରହିଥିଲେ।
ମା ଗ୍ରାମ୍ୟଶ୍ରୀ କଲେଜ ରେ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ କେନ୍ଦୁଝର:୨୮।୮(ଦୁର୍ଯ୍ୟୋଧନ ପାତ୍ର):ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନାରଦପୁର ଠାରେ ଥିବା ମା' ଗ୍ରାମ୍ୟଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଦ୍ଵିତୀୟ ବାର୍ଷିକ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନବାଗତ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଧ୍ଯକ୍ଷ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମା' ତାରିଣୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।ଛାତ୍ରୀ ମାନଙ୍କ ପକ୍ଷରୁ ସ୍ୱାଗତ
ସଙ୍ଗୀତ ଗାନ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଜେ ନିଜର ବ୍ୟକ୍ତବ ରଖିଥିଲେ।ଏହାପରେ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଜୟନ୍ତ କୁମାର ବେହେରା, ଯଯାତିକେଶରୀ ରାଉତ,ବାଦଲ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ବ୍ୟବହାର ସହିତ ବିଦ୍ୟାକୁ ସଠିକ୍ ଭାବେ ଅଧ୍ୟୟନ କଲେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ଗଢି ପାରିବେ ବୋଲି ବୁଝାଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟାପକ ସୁଶୀଲ କୁମାର ମହାନ୍ତ ଙ୍କ ସମେତ ସମସ୍ତ କର୍ମଚାରୀ ଓ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତରହିଥିଲେ।
- ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ3
- ମୁହଁ ଦେଖିକି ଧରିବ ପୋଲିସ ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।1
- ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia1
- ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍ଙ୍କୁ ଗିରଫ କରାଯାଇଛି।1
- ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l1
- ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ4
- #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।1
- ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ1