ଅଁଳାଝରି ଛାତ୍ରୀ ନିର୍ଯାତନା ଘଟଣା ●ଜିଲାପାଳଙ୍କୁ ସାକ୍ଷାତ କଲେ ପୀଡିତା ●ଏସ .ପିଙ୍କ ନିର୍ଦ୍ଦେଶ କ୍ରମେ ଏତଲା ●ଫୋନ ଟ୍ରାକିଙ୍ଗ ପରେ ଶିକ୍ଷକ ଅଟକ●ହେଲପ ଲାଇନ୍ କାହା ପାଇଁ ●ଶିକ୍ଷା ବିଭାଗ ନିଦରେ ● ସଲାସୁତରା ପାଇଁ ଡି ଇ ଓ ଅଫିସ ଯାଇଥିଲେ ଭୁବନ ତା 8.8.2025 ରଶିକିୟା ଶିକ୍ଷକର ନିର୍ଯ୍ୟାତନା ବିରୁଦ୍ଧରେ ମୁହଁ ଖୋଲିଲେ ନବମ ଶ୍ରେଣୀ ଛାତ୍ରୀ । ଜିଲାପାଳଙ୍କ ଅଭିଯୋଗ କ୍ରମେ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନ ଥାନାରେ ଗୁରୁବାର ସନ୍ଧ୍ୟାରେ ଏତଲା ଦାୟାର କରାଯାଇଛି। ତେବେ ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ 3 ଜଣିଆ ପୁଲିସ ଟିମ୍ ଶିକ୍ଷକଙ୍କ ଫୋନ ଟ୍ରାକିଂ କରାଯାଇଥିଲା। ତାଙ୍କୁ ଢେଙ୍କାନାଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଭୁବନ ଥାନାକୁ ଅଣାଯାଇଥିଲା। ପୀଡିତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ମୁହଁ ପୋଛିବା ପାଇଁ ଶିକ୍ଷକ ମାଗନ୍ତି ଝିଅଙ୍କ ଓଡ଼ଣୀ । ଛାତ୍ରୀଙ୍କୁ କୁହନ୍ତି କୁକୁଡ଼ା ଭଳି ଅଣ୍ଡା ତମେ କେବେ ଦେବ ।କେତେ ଟଙ୍କା ନେଲେ ମତେ ଭଲ ପାଇବ।ନିର୍ଯ୍ୟାତନା ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଜଣାଇଲେ ଛାତ୍ରୀ ।ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଲେ ପରିବାର ଲୋକେ । 30 ଜୁଲାଇ ରେ ବସିଲା ସ୍କୁଲ ପରିଚାଳନା କମିଟି ଜରୁରୀ କାଳୀନ ବୈଠକ ।୮(ଆଠ) ଦିନ ତଳେ କେବଳ 'ସମ୍ବାଦ ରେ ଖବର ପ୍ରକାଶିତ ହୋଇଥିଲା। କାହା ଚାପରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ ଶିକ୍ଷା ପ୍ରଶାସନ । ଅନ୍ୟ ଉପାୟ ନପାଇ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ପରିବାର ।ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମୂଦଙ୍ଗା ପଞ୍ଚାୟତ ଅନ୍ତର୍ଗତ ଅଁଳାଝରି ଗ୍ରାମର ଜମେଶ୍ୱର ଉଚ୍ଚ ବିଦ୍ୟାଳୟର ସହକାରୀ । ଏନେଇ ଭୁବନ ଥାନାରେ 366/ 2025 ରେ ମାମଲା ରୁଜ୍ଜୁ କରାଯାଇଛି

- Jay Jagannath 🙏1
- ବୌଦ୍ଧରେ ଚାଲିଥିଲା ନିଯୁକ୍ତି, ମେଳା ଆବେଦନ କରିଲେ କେତେ, ପାଇଲେ କେତେ ? @ranjankumardash #boudhnews #ntvodia1
- 155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ1
- उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh1
- Post by Banshidhar Bemal1
- ନେସନାଲ ହରେଲ୍ଡ ମିଛ ମାମଲା ରେ ଦିଲ୍ଲୀ ଅଦାଲତ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ କ୍ଲିନ୍ ଚିଟ୍ ଦେବାପରେ, କଂଗେସ ଦଳର ନୈତିକ ବିଜୟ ହୋଇଛି,, ବିଜେପି ର ଏହି ମିଛ ମାମଲା ଓ ଚକ୍ରାନ୍ତ ବିରୋଧରେ କଂଗ୍ରେସ ଦଳ ବାରିପଦା ବିଜେପି ର କାର୍ଯ୍ୟ।ଳୟ ସମ୍ମୁଖରୁ ବିକ୍ଷୋଭ ପ୍ରଦର୍ଶନ କରିଛି।1
- Post by Dharmu Oram1
- ଆମେଯାକେ ର୍ଥ ରେ ଜୀବନ ରସୁ #♥️🤭🤭🤭🤭🤭🤭🤭🤭🤭🤭1
- सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow1