ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ୧୦୨୫ କେଜି ଗଞ୍ଜେଇ ଜବତ। ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ୧୦୨୫ କେଜି ଗଞ୍ଜେଇ ଜବତ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସକୁ ବଡ଼ ସଫଳତା। MV-73 ଗାଁ ନିକଟରେ ଚଢ଼ାଉ କରି ପୁଲିସ ପ୍ରାୟ ୧୦୨୫ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। କାଲିମେଳା ଥାନା ଅଧୀନ କାଙ୍ଗୁରୁକୋଣ୍ଡା ଗ୍ରାମପଞ୍ଚାୟତର MV-73 ଗାଁ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ପୁଲିସ ସୂଚନା ଅନୁସାରେ, ୨୫ ଅଗଷ୍ଟ ସକାଳ ପ୍ରାୟ ୧୦ଟା ୩୦ରୁ ଚଢ଼ାଉ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଚାଲିଥିଲା। ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାକୁ ନେଇ କାଲିମେଳା ଥାନା କେସ୍ ନମ୍ବର ୧୯୩/୨୦୨୬, ତାରିଖ ୨୫ ଅଗଷ୍ଟ ୨୦୨୬ରେ NDPS ଆକ୍ଟର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି କାଲିମେଳା ଥାନାର SI ପି. କେ. ସାବତ, ଏବଂ ତଦନ୍ତ ଦାୟିତ୍ୱ ନେଇଛନ୍ତି ଇନ୍ସପେକ୍ଟର ପ୍ରଭୁଦତ୍ତ ବିଶ୍ୱାଳ। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନାଁ ପ୍ରକାଶ ପାଇନାହିଁ। ଏତେ ବିପୁଳ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।
ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ୧୦୨୫ କେଜି ଗଞ୍ଜେଇ ଜବତ। ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ ୧୦୨୫ କେଜି ଗଞ୍ଜେଇ ଜବତ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସକୁ ବଡ଼ ସଫଳତା। MV-73 ଗାଁ ନିକଟରେ ଚଢ଼ାଉ କରି ପୁଲିସ ପ୍ରାୟ ୧୦୨୫ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। କାଲିମେଳା ଥାନା ଅଧୀନ କାଙ୍ଗୁରୁକୋଣ୍ଡା ଗ୍ରାମପଞ୍ଚାୟତର MV-73 ଗାଁ ନିକଟରେ ଏହି ଚଢ଼ାଉ କରାଯାଇଥିଲା। ପୁଲିସ ସୂଚନା ଅନୁସାରେ, ୨୫ ଅଗଷ୍ଟ ସକାଳ ପ୍ରାୟ ୧୦ଟା ୩୦ରୁ ଚଢ଼ାଉ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଚାଲିଥିଲା। ପରେ ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାକୁ ନେଇ କାଲିମେଳା ଥାନା କେସ୍ ନମ୍ବର ୧୯୩/୨୦୨୬, ତାରିଖ ୨୫ ଅଗଷ୍ଟ ୨୦୨୬ରେ NDPS ଆକ୍ଟର ଧାରା ୨୦(b)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ମାମଲାର ଅଭିଯୋଗକାରୀ ହେଉଛନ୍ତି କାଲିମେଳା ଥାନାର SI ପି. କେ. ସାବତ, ଏବଂ ତଦନ୍ତ ଦାୟିତ୍ୱ ନେଇଛନ୍ତି ଇନ୍ସପେକ୍ଟର ପ୍ରଭୁଦତ୍ତ ବିଶ୍ୱାଳ। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନାଁ ପ୍ରକାଶ ପାଇନାହିଁ। ଏତେ ବିପୁଳ ପରିମାଣର ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।
- ମାଲକାନଗିରିରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ! ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ IED ବିସ୍ଫୋରକ ଜବତ। ମାଲକାନଗିରିରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ! ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ IED ବିସ୍ଫୋରକ ଜବତ। ମାଲକାନଗିରି ଜିଲ୍ଲାରୁ ଆସିଛି ଏକ ବଡ଼ ଖବର। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ଜେରା କରିବା ପରେ ମିଳିଥିବା ସୂଚନା ଆଧାରରେ, ମାଲକାନଗିରି DVF ଟିମ୍ ଦ୍ୱାରା ଏକ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା। ମାଥଲି ଥାନା ଅନ୍ତର୍ଗତ ଚେରକୋଟଲା, କିରମିଟି, କୋଟୱାପଦର ଓ କଡ଼ାଭାଟା ଜଙ୍ଗଲ ଅଞ୍ଚଳରେ ଆଜି ସକାଳ ପ୍ରାୟ ୫:୩୦ ମିନିଟ୍ରେ ପୋଲିସ ଚଢ଼ାଉ କରି ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ କରିଛି। ଘଟଣାସ୍ଥଳରୁ ଜବତ ହୋଇଛି ବିପୁଳ ପରିମାଣର ମାରାତ୍ମକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ୩ଟି ଦେଶୀ ବନ୍ଧୁକ ୪ଟି ପ୍ରବଳ କ୍ଷମତାସମ୍ପନ୍ନ IED ଯେଉଁଥିରେ ୫ କିଲୋ, ୩ କିଲୋ ଓ ୨ କିଲୋ ଓଜନର ବିସ୍ଫୋରକ ରହିଛି କୋଡେକ୍ସ ୱାୟାର, ବ୍ୟାଟେରୀ, ରେଡିଓ ଆଣ୍ଟେନା, ମାଓ ପୋଷାକ, ବ୍ୟାନର, ଔଷଧ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ। ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କୁ ଲକ୍ଷ୍ୟ କରି ବଡ଼ ଧରଣର ବିସ୍ଫୋରଣ ଘଟାଇବା ପାଇଁ ମାଓବାଦୀମାନେ ଏହି ବିସ୍ଫୋରକ ସାମଗ୍ରୀଗୁଡ଼ିକୁ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏହି ସମସ୍ତ ସାମଗ୍ରୀ AOBSZC କ୍ୟାଡରର ମାଓବାଦୀଙ୍କର ବୋଲି ଅନୁମାନ କରାଯାଉଛି। ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ଅନୁସାରେ ଗତ ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇସାରିଛି। ଜାନୁଆରୀ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ଆତ୍ମସମର୍ପଣ କରିଛନ୍ତି। ଭବିଷ୍ୟତରେ ଯେପରି ନକ୍ସଲ କାର୍ଯ୍ୟକଳାପ ଆଉ ମୁଣ୍ଡ ଟେକି ନପାରେ, ସେଥିପାଇଁ SOG ଓ DVF ଟିମ୍ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ନିୟମିତ କୋମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି। ବାଇଟ - ବିନୋଦ ପାଟିଲ (ଏସପି ମାଲକାନାଗିରି)1
- ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା. ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି1
- କୋଟପାଡ଼ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖି କଣ କହିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ @KotpadBreakingNews1
- ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ1
- କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପଡ଼ାପଦର ଇଜାର୍ ମାଳି/ins/କଳିଙ୍ଗ/NAD/ପୁଣି ଆସିଥିଲେ/ଗାଁ ଲୋକେ ଗେରି ପସୁରା ପସୁରି କୋଲେ1
- କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । କୋଷାଗୁମୁଡ଼ା ପଞ୍ଚାୟତ କୁ ମଦ ମୁକ୍ତ ଆଦର୍ଶ ପଞ୍ଚାୟତ ଗଢିବା ପାଇଁ ଅଣ୍ଟା କୋଶିଲେ ସ୍ତାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ।1
- MMDR ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ମଶାଲ ଶୋଭାଯାତ୍ରା କେନ୍ଦ୍ର ସରକାରଙ୍କ MMDR ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ)ସଂଶୋଧନ ଆଇନ ୨୦୨୬କୁ ନେଇ ସାରା ରାଜ୍ୟରେ ରାଜନୀତି ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଓଡ଼ିଶାର ଖଣି ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ଜନଜାଗରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଲକାନଗିରିରେ ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ କେନ୍ଦ୍ର ସରକାର ଏବଂ ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି। MMDR ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ମଶାଲ ଶୋଭାଯାତ୍ରା କେନ୍ଦ୍ର ସରକାରଙ୍କ MMDR ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ)ସଂଶୋଧନ ଆଇନ ୨୦୨୬କୁ ନେଇ ସାରା ରାଜ୍ୟରେ ରାଜନୀତି ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଓଡ଼ିଶାର ଖଣି ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ଜନଜାଗରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଲକାନଗିରିରେ ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ କେନ୍ଦ୍ର ସରକାର ଏବଂ ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି। ଓଡ଼ିଶାର ସ୍ୱାର୍ଥ ହାନି କରୁଥିବା ଏହି ସଂଶୋଧିତ MMDR ବିଲ୍ ଯୋଗୁଁ ରାଜ୍ୟ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦ ଉପରେ କବଜା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନେତାମାନେ ଦାବି କରିଛନ୍ତି। ବାଇଟ୍-୧- G . ଶ୍ରୀନିବାସ ରାଓ(ଜିଲ୍ଲା କଂଗ୍ରେସ ସଭାପତି) ରାଜ୍ୟର ଖଣି ଓ ରାଜସ୍ୱ ଅଧିକାରକୁ କେନ୍ଦ୍ର ହାତକୁ ନେଉଥିବାରୁ ଏହା ଓଡ଼ିଶାର ଆର୍ଥିକ ସ୍ୱାଧୀନତା ପ୍ରତି ଏକ ବଡ଼ ଧକ୍କା ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିଧାନସଭା ଓ ଭୁବନେଶ୍ୱର ଘେରାଉ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ବାଇଟ୍ -୨- ଗୋବିନ୍ଦ ପାତ୍ର (କଂଗ୍ରେସ ନେତା) ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହିପରି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଜନଜାଗରଣ ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିବ।1
- #କଂଗ୍ରେସ_ମଶାଲ_ଶୋଭାଯାତ୍ରା_MMDR_ଆଇନ_ବିରୋଧରେ #ପ୍ରତିବାଦ MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ମଶାଲ ଧରି କଂଗ୍ରେସ କର୍ମୀମାନେ ଆଇନ ବିରୋଧରେ ନାରାବାଜି କରି ପ୍ରତିବାଦ ଜଣାଇଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ଦଳ ପକ୍ଷରୁ MMDR ଆଇନକୁ ନେଇ ନିଜର ବିରୋଧ ପ୍ରକାଶ କରାଯାଇଛି।1
- କୋଟପାଡ଼ରେ ବନ୍ୟା ପରେ ସ୍ଥିତି ଅନୁଧ୍ୟାନ କଲା ବିଜେଡି #Kotpad #Flood #Bjd #Koraput #fbviralvideo #viralvideo #nonfollowers #foryou #Odisha #OdishaNews ଚନ୍ଦ୍ରଶେଖର ମାଝୀ Rabinarayan Nanda #kotpadbreakingnews1