ଖାଉଟି ଙ୍କୁ ଝଟକା ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍....। ଖାଉଟିଙ୍କୁ ଝଟକା । ରୋଷେଇ ଘରେ ମହଙ୍ଗା ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍....। ଖାଉଟିଙ୍କୁ ଝଟକା । ରୋଷେଇ ଘରେ ମହଙ୍ଗା ମାଡ । ଗ୍ୟାସ ପରେ ବଢ଼ିଲା ଖାଇବା ତେଲ । ହାଣ୍ଡିଶାଳରେ ପଡ଼ିଲାଣି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ବଜାରରେ ବୃଦ୍ଧି ପାଉଛି ଖାଇବା ତେଲ ଦର । କିଛିଦିନ ତଳେ ରିଫାଇନ୍ ତେଲ ଲିଟର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇଦିନ ହେଲା ଲିଟର ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି।ଓଡିଶା ମାର୍କେଟରେ ଦୈନିକ ୧୦୦୦ ରୁ ୧୨୦୦ ଟନ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହୁଛି। ଦେଶଗୁଡ଼ିକରେ ଯୁଦ୍ଧ ଚାଲୁଥିବା ଯୋଗୁଁ ତେଲ ଦର ବୃଦ୍ଧି ପାଉଛି । ରାଜ୍ୟରେ ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ରିଫାଇନ୍, ପାମୋଲିନ୍ ତେଲ ବଢିବାରେ ଲାଗିଛି। ଖାଇବା ତେଲ ଦରବୃଦ୍ଧିକୁ ନେଇ ଚିନ୍ତାରେ ଅଛନ୍ତି ଖାଉଟି । ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୨୦ଦିନ ପାଇଁ ତେଲ ଷ୍ଟକ ରହିଥିବା ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି।

- ବିରାଡ଼ିଆ ନିକଟରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖାଦେଇଛି। ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ସୁଦ୍ଧାକର ନାୟକଙ୍କ ମୃତ୍ୟୁ ପରେ ଗାଁଲୋକ ରାସ୍ତାରେ ମୃତଦେହ ରଖି ପ୍ରତିବାଦ କରୁଛନ୍ତି। ଏହାର ପରିଣାମରେ କପିଳାସ–ଢେଙ୍କାନାଳ ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗତ ଦୁଇ ଦିନ ତଳେ ଘଟିଥିବା ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ଏବଂ ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି, ଯାହାକୁ ନେଇ ସ୍ଥାନୀୟ ଲୋକମାନେ ରୋଷ ପ୍ରକାଶ କରୁଛନ୍ତି। ସରକାରୀ ସହାୟତା ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ଗ୍ରାମବାସୀ ଏହି ରାସ୍ତା ରୋକ ଆନ୍ଦୋଳନ କରୁଥିବା ସୂଚନା ମିଳିଛି। ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି କଣ୍ଟ୍ରୋଲ କରିବାକୁ ଚେଷ୍ଟା କରୁଛନ୍ତି। 👉 ଏହି ଘଟଣା ଆଉଥରେ ମଣିଷ-ହାତୀ ସଂଘର୍ଷ ନେଇ ଗୁରୁତର ପ୍ରଶ୍ନ#Dhenkanal #RoadBlock #ElephantAttack #HumanElephantConflict #OdishaNews #BreakingNews #KapilasRoad #JusticeForSudhakar #VillageProtest #WildlifeConflict #SaveLives #OdishaUpdates1
- Post by Sendhavai1
- Post by News odia odisha1
- Post by Dipak Kumar Nayak1
- ଓଡ଼ିଆ ଡ୍ରାଇଭର ଭାଇ ମାନେ1
- ଏ ସିନେମାକୁ ହୃଦୟରୁ ଦେଖନ୍ତୁ, ବହୁତ କିଛି ଶିଖିପାରିବେ | ବହୁତ ବଡ଼ ମେସେଜ ଅଛି ସିନେମାରେ ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Dhenkanal News1
- Post by Amrit Prasad Das1