Shuru
Apke Nagar Ki App…
#_ଲାଠୋର_ପୋଲିସ_ଦ୍ବାରା_ଜନସମ୍ପର୍କ_ଶିବିର !
KOSAL TIMES
#_ଲାଠୋର_ପୋଲିସ_ଦ୍ବାରା_ଜନସମ୍ପର୍କ_ଶିବିର !
More news from ଓଡ଼ିଶା and nearby areas
- ଜୋଙ୍କ ପୋଲିସ ଖରିଆର ରୋଡ ଦ୍ବାରା ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ। ଆଠ କେଜି ଗଞ୍ଜେଇ ଓ ଦୁଇ ମୋବାଇଲ ଜବତ। ଏନ୍ ଡି ପି ଏସ ଆକ୍ଟ ରେ କେସ ରୁଜୁ କରି ଅଭିଯୁକ୍ତ ଦ୍ବୟ ଙ୍କୁ କୋର୍ଟ ଚାଲାଣ।2
- ନୂଆପଡା ଜ଼ିଲ୍ଲା ଖଡ଼ିଆଳ ପୋଲିସ ପାଇଁ ବଡ ସଫଳତା ଗତ ସପ୍ତାହ ରାଇପୁର ର ଜଣେ ବ୍ୟାପାରୀ ଗୋବିନ୍ଦ ପ୍ରସାଦ ଜିନ୍ଦଲ ଟ୍ରକ ଯୋଗେ ୭୦୦ ବସ୍ତା ବିଗ ବୋଷ ବ୍ରାଣ୍ଡ ର ଚାଉଳ ରାଇପୁର ରୁ ବିଶାଖାପାଟଣା ନେଉଥିବା ବେଳେ ୨୮୨ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ଖଡ଼ିଆଳ ଥାନା ରେ ୦୮-୦୧-୨୬ ଦିନ ରିପୋର୍ଟ କରିଥିଲେ l ଏହି ବିଷୟ ରେ ଖଡ଼ିଆଳ ଉପଖଣ୍ଡ ଆରକ୍ଷ୍ୟ ଅଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ପ୍ରଧାନ ଙ୍କ ଦ୍ୱାରା ଖଡ଼ିଆଳ ପୋଲିସ ର ସଫଳତା ନେଇ ସାମ୍ବାଦିକ ସମ୍ମିଳନୀ1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉଦ୍ଦେଶ୍ୟରେ ବିରୋଧ ପ୍ରଦର୍ଶନ କରିଥିଲା। ଏହି ସମୟରେ ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ପ୍ରବଳ ମାଡ ହୋଇଥିଲା। ଏହାକୁ ବିରୋଧ କରି ଆଜି କୃଷକ ସଂଗଠନ ପକ୍ଷରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- ତୁମୁଡିବନ୍ଧ ଯାତ୍ରୀ ବିଶ୍ରାମ ଗୃହ ନିକଟରେ ପାନୀୟ ଜଳ ବ୍ୟବସ୍ତା ରହିଛି ସତ, ହେଲେ ଆନୁସାଙ୍ଗିକ ବ୍ୟବସ୍ତା ନଥିବାରୁ ଯାତ୍ରୀ ବାଧ୍ୟ ହୋଇ ହାତରେ ପାଣି ପିଉଛନ୍ତି1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ନୂଆପଡା ଜ଼ିଲ୍ଲା ଖଡ଼ିଆଳକୁ ପହଂଚିଲା ସୁବର୍ଣ୍ଣ କୋଦଣ୍ଡ ଧନୁଷ ରଥ, ଭବ୍ୟ ସ୍ୱାଗତ କଲେ ଅଞ୍ଚଳ ବାସୀ l1
- ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସୁବର୍ଣ୍ଣପୁର: ଗତ କାଲି ମହିମା ମହୋତ୍ସବ କାର୍ଯ୍ୟକ୍ରମରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀ ମାନଙ୍କ ସପକ୍ଷରେ ଆଜି ସହରର ଏକ ହୋଟେଲରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି ବିନୋଦ ପାତ୍ର ଏବଂ ଚାଷୀ ନେତା ପ୍ରମୋଦ ଗୁରୁ ବକ୍ତବ୍ୟ ରଖିଥିଲେ। କିଶାନ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ରାଜା ମିଶ୍ର ଓ ଓବିସି ସଭାପତି ଭାଗି ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।1
- ବାଲିଗୁଡା ପୋଲିସ କୁ ମିଳିଛି ବଡ ସଫଳତା, ଚୋରି ଗ୍ୟାଙ୍ଗ କୁ ଧରିବାରେ ସଫଳ ହେଇଛି ବାଲିଗୁଡା ପୋଲିସ1