Shuru
Apke Nagar Ki App…
ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ସଚେତନତା ରେଲି କାର୍ଯ୍ୟକ୍ରମ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ସଚେତନତା ରେଲି କାର୍ଯ୍ୟକ୍ରମ ବରଗଡ଼ ତା: ୧୪.୦୯.୨୦୨୬ ସ୍ଥାନୀୟ ପିଏମଶ୍ରୀ ଉଚ୍ଚ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ନେତୃତ୍ୱରେ ଏକ ସ୍ବଚ୍ଛତା ସଚେତନତା ରେଲି ସହର ପରିକ୍ରମା କରିଥିଲା । ଏଥିରେ ଛାତ୍ରୀମାନେ ପୋଷ୍ଟର,ବେନର,ପ୍ଲା କାର୍ଡ ଧରି ସୁସ୍ଥ ସମାଜ ଗଠନ ପାଇଁ ସ୍ବଚ୍ଛତା ଏକାନ୍ତ ଜରୁରୀ ବୋଲି ସ୍ଲୋଗାନ ଦେଇ ସର୍ବସାଧାରଣଙ୍କୁ ସଚେତନ କରିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ଭାଗ ନେଇଥିଲେ । ସ୍ବଚ୍ଛତା ପକ୍ଷ ଅବସରରେ ହାତଧୁଆ ଦିବସ,ଶ୍ରମଦାନ ଦିବସ,ଶିକ୍ଷା ଦାନ ଦିବସ ଓ ବିଭିନ୍ନ ପ୍ରତିଯୋଗିତା ତଥା ଆହୁରି ବିଭିନ୍ନ ଦିବସ ମାନ ପାଳିତ ହୋଇଯାଇଅଛି । ଏହି ସବୁ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।
PNC MEDIA
ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ସଚେତନତା ରେଲି କାର୍ଯ୍ୟକ୍ରମ ପିଏମଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍ବଚ୍ଛତା ସଚେତନତା ରେଲି କାର୍ଯ୍ୟକ୍ରମ ବରଗଡ଼ ତା: ୧୪.୦୯.୨୦୨୬ ସ୍ଥାନୀୟ ପିଏମଶ୍ରୀ ଉଚ୍ଚ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଶାନ୍ତି ସୁନାଙ୍କ ନେତୃତ୍ୱରେ ଏକ ସ୍ବଚ୍ଛତା ସଚେତନତା ରେଲି ସହର ପରିକ୍ରମା କରିଥିଲା । ଏଥିରେ ଛାତ୍ରୀମାନେ ପୋଷ୍ଟର,ବେନର,ପ୍ଲା କାର୍ଡ ଧରି ସୁସ୍ଥ ସମାଜ ଗଠନ ପାଇଁ ସ୍ବଚ୍ଛତା ଏକାନ୍ତ ଜରୁରୀ ବୋଲି ସ୍ଲୋଗାନ ଦେଇ ସର୍ବସାଧାରଣଙ୍କୁ ସଚେତନ କରିଥିଲେ। ଏଥିରେ ସ୍କୁଲ ପରିଚାଳନା କମିଟି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ଭାଗ ନେଇଥିଲେ । ସ୍ବଚ୍ଛତା ପକ୍ଷ ଅବସରରେ ହାତଧୁଆ ଦିବସ,ଶ୍ରମଦାନ ଦିବସ,ଶିକ୍ଷା ଦାନ ଦିବସ ଓ ବିଭିନ୍ନ ପ୍ରତିଯୋଗିତା ତଥା ଆହୁରି ବିଭିନ୍ନ ଦିବସ ମାନ ପାଳିତ ହୋଇଯାଇଅଛି । ଏହି ସବୁ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ ।
More news from ଓଡ଼ିଶା and nearby areas
- ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ.... ଚାଷୀଙ୍କ ସାଥୀ - ବରଗଡ଼ ଆରଏମସି ,ସମସ୍ତ ଚାଷୀ ଭାଇ ମାନଙ୍କୁ ନୁଆଁଖାଇର ଶୁଭେଚ୍ଛା ଓ ଅଭିନନ୍ଦନ....1
- ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ସତ୍ୟରମ୍ଭା ନାଟ୍ୟ କଳା ସଂସଦର କଳାକାରଙ୍କୁ ନେଇ ନୁଆଁଖାଇ ଭେଟଘାଟ ବରପାଲି : ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତ୍ୟରମ୍ଭା ନାଟ୍ୟ କଳା ସଂସଦ, ସତଲମାର ୮୦ ଓ ୯୦ ଦଶକର ବହୁଚର୍ଚ୍ଚିତ ନାଟକ ‘ସାବତମା’ ଏବଂ ନାଟିକା ‘ମହିଷାସୁର ବଧ’ର କଳାକାରମାନଙ୍କୁ ନେଇ ଏକ ନିଆରା ନୁଆଁଖାଇ ଭେଟଘାଟ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବିଜୟ ପାତ୍ର ଓ ବିଘ୍ନେଶ ସାହୁ ଏହାର ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ। ଦିନେଶ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ପଙ୍କଜ ସାହୁ, ସରୋଜ ସାହୁ, ସଂଜୀବ ପଣ୍ଡା ଓ ସୁନୀଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏହି ଅବସରରେ ସତ୍ୟରମ୍ଭା ନାଟ୍ୟ କଳା ସଂସଦ ସହ ଜଡ଼ିତ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ପୁରୁଣା ଓ ନୂଆ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରୁଣା କଳାକାରମାନଙ୍କ ସ୍ମୃତିଚାରଣ ସହ ନାଟ୍ୟ ଜଗତରେ ସେମାନଙ୍କ ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା। ଅନ୍ୟପକ୍ଷରେ, ସତ୍ୟରମ୍ଭା ନାଟ୍ୟ କଳା ସଂସଦର ବହୁଚର୍ଚ୍ଚିତ ନାଟକ ‘ସାବତମା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଆଗାମୀ ଦିନରେ ଏହି ନାଟକକୁ ପୁଣିଥରେ ମଞ୍ଚସ୍ଥ କରିବା ନେଇ କାର୍ଯ୍ୟକ୍ରମରେ ସହମତି ପ୍ରକାଶ ପାଇଥିଲା। ଏହି ନିଷ୍ପତ୍ତି ପୁରୁଣା ନାଟ୍ୟ କଳାକାରଙ୍କ ସ୍ମୃତିକୁ ପୁନର୍ଜୀବିତ କରିବା ସହ ନୂଆ ପିଢ଼ିକୁ ମଞ୍ଚ କଳା ସହ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।1
- 📰 संबलपुर में “सेवा संकल्प अभियान” को लेकर तैयारी बैठक संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे। 17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे। अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है। स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा। सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया। 📰 संबलपुर में “सेवा संकल्प अभियान” को लेकर तैयारी बैठक संबलपुर, 14 सितंबर 2026: प्रधानमंत्री नरेंद्र मोदी के जन्मदिवस एवं सार्वजनिक जीवन में 25 वर्ष पूरे होने के अवसर पर संबलपुर में “सेवा संकल्प अभियान—नर सेवा ही नारायण सेवा” को लेकर एक महत्वपूर्ण तैयारी बैठक आयोजित की गई। बैठक की अध्यक्षता संबलपुर सांसद धर्मेंद्र प्रधान ने की। इसमें ओडिशा के ग्रामीण विकास, पंचायती राज एवं पेयजल मंत्री रवि नारायण नायक तथा संबलपुर विधायक जय नारायण मिश्रा सहित अन्य लोग मौजूद रहे। 17 सितंबर से 17 अक्टूबर तक एक महीने तक चलने वाले इस अभियान के तहत जिले के विभिन्न विधानसभा क्षेत्रों में जनसेवा से जुड़े कार्यक्रम आयोजित किए जाएंगे। अभियान के दौरान मां समलेश्वरी मंदिर में महादीप दान, घर-घर दीप प्रज्वलन, व्यापक स्वच्छता अभियान और रक्तदान शिविर आयोजित किए जाएंगे। इसके अलावा विधानसभा और ब्लॉक स्तर पर ‘सेवा सेतु’ शिविर लगाकर लोगों को सरकारी योजनाओं का सीधा लाभ दिलाने की योजना है। स्वच्छता अभियान में शैक्षणिक संस्थानों, छात्र-छात्राओं, सामाजिक संगठनों, जनप्रतिनिधियों, सेवानिवृत्त शिक्षकों और स्थानीय मातृशक्ति की भागीदारी होगी। वहीं आंगनबाड़ी कार्यकर्ता, आशा कार्यकर्ता और मातृभवन कर्मियों समेत विभिन्न क्षेत्रों में सेवा दे रही महिलाओं को सार्वजनिक रूप से सम्मानित किया जाएगा। सांसद धर्मेंद्र प्रधान ने प्रधानमंत्री के 25 वर्षों की सेवा और सुशासन की यात्रा को स्मरणीय बनाने के लिए “नर सेवा ही नारायण सेवा” के मंत्र के साथ जनसेवा में समर्पित होकर अभियान को सफल बनाने का आह्वान किया।1
- ବେଲପାହାଡ଼ ରେଳଷ୍ଟେସନସ୍ଥିତ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ। GaneshChaturthi2026 RlyStationMarket Belpahad ବେଲପାହାଡ଼ ରେଳଷ୍ଟେସନସ୍ଥିତ ଗଣେଷ ମଣ୍ଡପରେ ମହା ଆଡମ୍ବର ଏବଂ ଧୂମଧାମ ରେ ପ୍ରଭୁ ଗଜାନନଙ୍କ ପୂଜା ଅନୁଷ୍ଠିତ।1
- ବୀରମହାରାଜପୁରରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ l କଳାକାରଙ୍କ ନୃତ୍ୟ ଗୀତରେ ଦୁଲୁକିଲା ମଞ୍ଚ1
- ନୂଆଁଖାଇ ପାହୁର ଯାତ୍ରା1
- ନୁଆଁଖାଇ ସାରିଲା ପାରେସାମୁହିକ ଭାବେ ସମସ୍ତଙ୍କୁ ଜୁହାର ଜଣେଇଲେ ରଥପୁର ର ମହିଳା ମାନେ।1
- ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ............. ଭୁବନେଶ୍ୱର ,: ନୂଆଁଖାଇ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶ୍ରୀମୁଖରୁ ....... ଭୁବନେଶ୍ବରରୁ ସୁବୋଧ ସାହୁଙ୍କ ରିପୋର୍ଟ ପି ଏନ ସି1