logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଗଞ୍ଜେଇ ଓ କାରକୁ ଛାଡି ମାଫିଆ ଫେରାର l ମାଫିଆକୁ ଖୋଜୁଛି ପୋଲିସ

2 hrs ago
user_SONEPUR NEWS
SONEPUR NEWS
ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
2 hrs ago

ଗଞ୍ଜେଇ ଓ କାରକୁ ଛାଡି ମାଫିଆ ଫେରାର l ମାଫିଆକୁ ଖୋଜୁଛି ପୋଲିସ

More news from ଓଡ଼ିଶା and nearby areas
  • Post by Priya brata sahoo
    1
    Post by Priya brata sahoo
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    9 hrs ago
  • ସବୁ ଠିକ୍ ଚାଲିଛି କହି ଫାଙ୍କୁ ଥିଲେ ବୌଦ୍ଧ ସଦର ବାଉଁଶୁଣି ମେଡିକାଲ ଅଫିସର୍ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ହଠାତ୍ କଲେ ମେଡିକାଲ ପରିଦର୍ଶନ । ଜଳ ସମସ୍ୟା, ଏସି, ଅଚଳ ଦେଖି ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।
    1
    ସବୁ ଠିକ୍ ଚାଲିଛି କହି ଫାଙ୍କୁ ଥିଲେ ବୌଦ୍ଧ ସଦର ବାଉଁଶୁଣି ମେଡିକାଲ ଅଫିସର୍ । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ହଠାତ୍ କଲେ ମେଡିକାଲ ପରିଦର୍ଶନ । ଜଳ ସମସ୍ୟା, ଏସି, ଅଚଳ ଦେଖି ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ।
    user_Ranjan Kumar Dash
    Ranjan Kumar Dash
    ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    23 hrs ago
  • Post by Ramachandraswain
    1
    Post by Ramachandraswain
    user_Ramachandraswain
    Ramachandraswain
    ଆଠମଲ୍ଲିକ, ଅନୁଗୁଳ, ଓଡ଼ିଶା•
    10 hrs ago
  • ବରଗଡ କୁ ଅଣ ଦେଖା କାହିଁକି କରୁଛି ଡବଲ ଇଂଜିନ ସରକାର! ବରଗଡ଼ :ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ ୧୨ ଦଫା ଦାବୀ ଜିଲ୍ଲା ପ୍ରଶାସନ କୁ ଆମ୍ ଆଦମୀ ପାର୍ଟି ପ୍ରଦାନ କରିଛି। ଗ୍ରୀଷ୍ମ ପ୍ରବାହ ର ପ୍ରକୋପ ବଢ଼ିବା ରେ ଲାଗି ଥିବା ବେଳେ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳୁ ନାହିଁ ତେଣୁ ଏହା କୁ ଧ୍ୟାନ ରେ ରଖି ଜଳ ଛତ୍ର, ଟ୍ରାଫିକ ପୋଷ୍ଟ ରେ ଛାଉଣୀ ଟେଣ୍ଟ ବ୍ୟବସ୍ଥା,ଚାଷ କୁ ଦୃଷ୍ଟି ରେ ରଖି କେନାଲ ପାଣି ମଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିବା, ଜବର ଦଖଲ ଉଛେଦ କରିବା ପୂର୍ବରୁ ଭୂମିହୀନ ମାନଙ୍କୁ ଥଇଥାନ କରାଯାଉ,ବରଗଡ ସହର ରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରାଯାଉ, ଅହେତୁକ ବିଳମ୍ବ ହେଉଥିବା ବରଗଡ଼ - ଭେଡେନ କେନାଲ ରାସ୍ତା ନିର୍ମାଣ କୁ ଶୀଘ୍ର ସମ୍ପନ୍ନ କରାଯାଉ,ବରଗଡ ସହର ରେ ହେଉଥିବା ଅଙ୍କା ବଙ୍କା ଡ୍ରେନ ନିର୍ମାଣ ର ତଦାରଖ କରି ଠିକ କରାଯାଉ,ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି କ୍ଷତି ହୋଇ ଥିବା ସ୍ପ୍ରିଙ୍କଲର ଓ ଅନ୍ୟ ସାମଗ୍ରୀ ର ତଦନ୍ତ କରା ଯାଉ, ପୂର୍ତ୍ତ ବିଭାଗ ର ତୋରଣ ନିର୍ମାଣ ରେ ହେଉଥିବା ଦୁର୍ନୀତି ର ବିଭାଗୀୟ ତଦନ୍ତ, ବରଗଡ଼ ସହର ପାଇଁ ଏକ ସ୍ଥାୟୀ ଡମ୍ପିଙ୍ଗୟାର୍ଡ଼ ର ବ୍ୟବସ୍ଥା କରାଯାଉ, କେନାଲ ରେ ପଡ଼ୁ ଥିବା ଡ୍ରେନ ଯୋଗୁଁ ପ୍ରଦୂଷଣ ବଡୁଛି ତେଣୁ ଏହାର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉ,ବୁଲା ଗାଈ ଗୋରୁ ଙ୍କ ପାଇଁ ଉପୁଜୁ ଥିବା ଟ୍ରାଫିକ ସମସ୍ୟା ର ସମାଧାନ ସହ କାଞ୍ଜି ହାଉସ ର ବ୍ୟବସ୍ଥା,ଅନ୍ଧାରୁଆ ରାସ୍ତାରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ସହ ଟାଟା ପାୱାର ର ଘନ ଘନ ପାୱାର କଟ କୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ରାଜ୍ୟ ସମ୍ପାଦକ ଭବାନୀ ସାହୁ, ମହିଳା ନେତ୍ରୀ ମାରୀୟମ ବାର୍ଲା, ଅସିତ ସାହୁ, ଆଇନଜୀବି ଏମଡି ମୋଇନ ଉପସ୍ଥିତ ହୋଇ ଦାବୀ କରିଛନ୍ତି, ଏହାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
    1
    ବରଗଡ କୁ ଅଣ ଦେଖା କାହିଁକି କରୁଛି ଡବଲ ଇଂଜିନ ସରକାର!
ବରଗଡ଼ :ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ ୧୨ ଦଫା ଦାବୀ ଜିଲ୍ଲା ପ୍ରଶାସନ କୁ ଆମ୍ ଆଦମୀ ପାର୍ଟି ପ୍ରଦାନ କରିଛି। ଗ୍ରୀଷ୍ମ ପ୍ରବାହ ର ପ୍ରକୋପ ବଢ଼ିବା ରେ ଲାଗି ଥିବା ବେଳେ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳୁ ନାହିଁ ତେଣୁ ଏହା  କୁ ଧ୍ୟାନ ରେ ରଖି ଜଳ ଛତ୍ର, ଟ୍ରାଫିକ ପୋଷ୍ଟ ରେ ଛାଉଣୀ ଟେଣ୍ଟ ବ୍ୟବସ୍ଥା,ଚାଷ କୁ ଦୃଷ୍ଟି ରେ ରଖି କେନାଲ ପାଣି ମଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିବା, ଜବର ଦଖଲ ଉଛେଦ କରିବା ପୂର୍ବରୁ ଭୂମିହୀନ ମାନଙ୍କୁ ଥଇଥାନ କରାଯାଉ,ବରଗଡ ସହର ରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରାଯାଉ, ଅହେତୁକ ବିଳମ୍ବ ହେଉଥିବା ବରଗଡ଼ - ଭେଡେନ କେନାଲ ରାସ୍ତା ନିର୍ମାଣ କୁ ଶୀଘ୍ର ସମ୍ପନ୍ନ କରାଯାଉ,ବରଗଡ ସହର ରେ ହେଉଥିବା ଅଙ୍କା ବଙ୍କା ଡ୍ରେନ ନିର୍ମାଣ ର ତଦାରଖ କରି ଠିକ କରାଯାଉ,ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି କ୍ଷତି ହୋଇ ଥିବା ସ୍ପ୍ରିଙ୍କଲର ଓ ଅନ୍ୟ ସାମଗ୍ରୀ ର ତଦନ୍ତ କରା ଯାଉ, ପୂର୍ତ୍ତ ବିଭାଗ ର ତୋରଣ ନିର୍ମାଣ ରେ  ହେଉଥିବା ଦୁର୍ନୀତି ର ବିଭାଗୀୟ ତଦନ୍ତ, ବରଗଡ଼ ସହର ପାଇଁ ଏକ ସ୍ଥାୟୀ ଡମ୍ପିଙ୍ଗୟାର୍ଡ଼ ର ବ୍ୟବସ୍ଥା କରାଯାଉ, କେନାଲ ରେ ପଡ଼ୁ ଥିବା ଡ୍ରେନ ଯୋଗୁଁ ପ୍ରଦୂଷଣ ବଡୁଛି ତେଣୁ ଏହାର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉ,ବୁଲା ଗାଈ ଗୋରୁ ଙ୍କ ପାଇଁ ଉପୁଜୁ ଥିବା ଟ୍ରାଫିକ ସମସ୍ୟା ର ସମାଧାନ ସହ କାଞ୍ଜି ହାଉସ ର ବ୍ୟବସ୍ଥା,ଅନ୍ଧାରୁଆ ରାସ୍ତାରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ସହ ଟାଟା ପାୱାର ର ଘନ ଘନ ପାୱାର କଟ କୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ରାଜ୍ୟ ସମ୍ପାଦକ ଭବାନୀ ସାହୁ, ମହିଳା ନେତ୍ରୀ ମାରୀୟମ ବାର୍ଲା, ଅସିତ ସାହୁ, ଆଇନଜୀବି ଏମଡି ମୋଇନ ଉପସ୍ଥିତ ହୋଇ ଦାବୀ କରିଛନ୍ତି, ଏହାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    21 hrs ago
  • #कोलकाता: #विधानसभा_चुनाव2026 के दूसरे चरण के लिए भाजपा नेता मिथुन चक्रवर्ती ने वोट डाला। उन्होंने कहा कि 90 प्रतिशत से अधिक मतदान होने की उम्मीद है। #WBLA2026 #Phase2 #WestBengalElections2026 #AssemblyElection2026
    1
    #कोलकाता: #विधानसभा_चुनाव2026 के दूसरे चरण के लिए भाजपा नेता मिथुन चक्रवर्ती ने वोट डाला। उन्होंने कहा कि 90 प्रतिशत से अधिक मतदान होने की उम्मीद है। 
#WBLA2026 #Phase2 #WestBengalElections2026 #AssemblyElection2026
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
  • ବିଶ୍ଵରେ No1
    1
    ବିଶ୍ଵରେ No1
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    1 hr ago
  • Post by Satyajit Panda
    1
    Post by Satyajit Panda
    user_Satyajit Panda
    Satyajit Panda
    Journalist ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    24 min ago
  • ଇଏ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା। ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି। ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଉଛୁ। ଗରିବ ଲୋକଟିଏ ପାଇଁ କିନ୍ତୁ କରାଯାଇ ପାରିଲା ନାହିଁ। source_social media #dead #bank #brother #odisha
    1
    ଇଏ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା। ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି। ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଉଛୁ। ଗରିବ ଲୋକଟିଏ ପାଇଁ କିନ୍ତୁ କରାଯାଇ ପାରିଲା ନାହିଁ। source_social media #dead #bank #brother #odisha
    user_Ramachandraswain
    Ramachandraswain
    ଆଠମଲ୍ଲିକ, ଅନୁଗୁଳ, ଓଡ଼ିଶା•
    10 hrs ago
  • बस और ट्रक की आपस में टक्कर जिससे पूरी तरह से तबाह हो गए दोनों गाड़ियां। हादसे में मरने वालों की संख्या बढ़कर 4 हो गई है, जबकि 20 यात्रियों का अभी भी राउरकेला सरकारी अस्पताल और दूसरे अस्पतालों में इलाज चल रहा है। गौरतलब है कि यह भयानक हादसा कल रात 9 बजे राउरकेला में चांदीपोस के पास नेशनल हाईवे नंबर 143 पर हुआ। #प्रमिला बस, जो राउरकेला से जाजपुर जा रही थी, उसे एक ट्रक ने टक्कर मार दी। #राउरकेला #ओडिशा
    1
    बस और ट्रक की आपस में टक्कर जिससे पूरी तरह से तबाह हो गए दोनों गाड़ियां। हादसे में मरने वालों की संख्या बढ़कर 4 हो गई है, जबकि 20 यात्रियों का अभी भी राउरकेला सरकारी अस्पताल और दूसरे अस्पतालों में इलाज चल रहा है। गौरतलब है कि यह भयानक हादसा कल रात 9 बजे राउरकेला में चांदीपोस के पास नेशनल हाईवे नंबर 143 पर हुआ। #प्रमिला बस, जो राउरकेला से जाजपुर जा रही थी, उसे एक ट्रक ने टक्कर मार दी। #राउरकेला #ओडिशा
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.