logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-"ମହକ - ୨୦୨୫" ଅନୁଷ୍ଠିତ ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ଅଡିଟରିଅମରେ ଓଡ଼ିଶା ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥିବା ପିଲାମାନଙ୍କ ସକାଶେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ମହକ - ୨୦୨୫" ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ସ୍ୱାତି ଏସ କୁମାର,ମୁଖ୍ୟ ବକ୍ତା ଏଡିଏମ (ସାଧାରଣ) ନବୀନ ଚନ୍ଦ୍ର ନାୟକ, ବରେଣ୍ୟ ଅତିଥି ରାୟଗଡ଼ା ଡିଏଲଏସଏ, ସମ୍ପାଦକ ସୁବ୍ରତ ଆଚାର୍ଯ୍ୟ , ଦିଏସଡବ୍ଲୁଓ ମିନତୀ ଦେଓ,,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ ମଞ୍ଚାସିନ ରହି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଶିଶୁଙ୍କୁ ଉତ୍ସାହିତ କରାଇଥିଲେ। ଏହା ଅନୁଷ୍ଠାନିକ ଯତ୍ନରେ ଥିବା ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପର ଅଂଶ ଏବଂ ଯାହାଦ୍ଵାରା କି ପିଲାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିପାରିଛି। ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ଵଙ୍କୁ ଆତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରଥମ କାର୍ଯ୍ୟକ୍ରମ ଗୋଷ୍ଠୀ ଏବଂ ଏକକ ନୃତ୍ୟ,ଏକକ ଗୀତ,ଚିତ୍ରକଳା,ବିତର୍କ ଏବଂ କୁଇଜ୍,କ୍ରୀଡା, ଯେପରିକି ଦୌଡ଼ ଏବଂ ଡେଇଁବା,ସଂରଚନା ଏବଂ ସଂଗଠନ ଭଳି ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବା ପରେ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଚାରିଗୋଟି ଶିଶୁ ଯତ୍ନ ଅନୁଷ୍ଠାନରୁ ପ୍ରୟ ୨୦୦ ଜଣ ଅନ୍ତେବାସୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ସେବା ସମାଜ ଗୁଣପୁର, ଜବରଗୁଡା, ରାୟଗଡ଼ା ଓ ବାଳ ନିକେତନର ଲିମାମଡାର ସମସ୍ତ କର୍ମଚାରୀ ନିଜ ନିଜ ଅନ୍ତେବାସୀ ଙ୍କ ସହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ। ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାରୋଟି ଅନୁଷ୍ଠାନରୁ କୁନି କୁନି ପିଲାଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ନୃତ୍ୟଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଲିଗାଲ ଅଫିସର ଶିଶୁ ସୁରକ୍ଷା ୟୁନିଟର ଲିଗାଲ ଅଫିସର ନିରାକାର ପାଢି ଧନ୍ୟବାଦ ଅର୍ପଣ କରିଥିଲେ।

on 9 October
user_Narattam Kumar padhy
Narattam Kumar padhy
Journalist Bishamakatak, Rayagada•
on 9 October

ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ-"ମହକ - ୨୦୨୫" ଅନୁଷ୍ଠିତ ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ଅଡିଟରିଅମରେ ଓଡ଼ିଶା ମହିଳା ଏବଂ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥିବା ପିଲାମାନଙ୍କ ସକାଶେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ମହକ - ୨୦୨୫" ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସପି ସ୍ୱାତି ଏସ କୁମାର,ମୁଖ୍ୟ ବକ୍ତା ଏଡିଏମ (ସାଧାରଣ) ନବୀନ ଚନ୍ଦ୍ର

86d5bddd-ec72-457b-94d3-874e7a8bf9d6

ନାୟକ, ବରେଣ୍ୟ ଅତିଥି ରାୟଗଡ଼ା ଡିଏଲଏସଏ, ସମ୍ପାଦକ ସୁବ୍ରତ ଆଚାର୍ଯ୍ୟ , ଦିଏସଡବ୍ଲୁଓ ମିନତୀ ଦେଓ,,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ ମଞ୍ଚାସିନ ରହି ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇ ଶିଶୁଙ୍କୁ ଉତ୍ସାହିତ କରାଇଥିଲେ। ଏହା ଅନୁଷ୍ଠାନିକ ଯତ୍ନରେ ଥିବା ପିଲାମାନଙ୍କର ସାମଗ୍ରିକ ବିକାଶ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏକ ବ୍ୟାପକ ପଦକ୍ଷେପର ଅଂଶ ଏବଂ ଯାହାଦ୍ଵାରା କି ପିଲାମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ

0aa93f2f-3735-45af-b619-f17d0a3300f1

କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିପାରିଛି। ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ କୃତିତ୍ଵଙ୍କୁ ଆତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପ୍ରଥମ କାର୍ଯ୍ୟକ୍ରମ ଗୋଷ୍ଠୀ ଏବଂ ଏକକ ନୃତ୍ୟ,ଏକକ ଗୀତ,ଚିତ୍ରକଳା,ବିତର୍କ ଏବଂ କୁଇଜ୍,କ୍ରୀଡା, ଯେପରିକି ଦୌଡ଼ ଏବଂ ଡେଇଁବା,ସଂରଚନା ଏବଂ ସଂଗଠନ ଭଳି ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବା ପରେ ଏଥିରେ ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଚାରିଗୋଟି ଶିଶୁ ଯତ୍ନ ଅନୁଷ୍ଠାନରୁ ପ୍ରୟ ୨୦୦ ଜଣ ଅନ୍ତେବାସୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ।

14168bf5-070b-413a-b729-183839d993af

ସେବା ସମାଜ ଗୁଣପୁର, ଜବରଗୁଡା, ରାୟଗଡ଼ା ଓ ବାଳ ନିକେତନର ଲିମାମଡାର ସମସ୍ତ କର୍ମଚାରୀ ନିଜ ନିଜ ଅନ୍ତେବାସୀ ଙ୍କ ସହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ। ଏଥି ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାରୋଟି ଅନୁଷ୍ଠାନରୁ କୁନି କୁନି ପିଲାଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ନୃତ୍ୟଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଲିଗାଲ ଅଫିସର ଶିଶୁ ସୁରକ୍ଷା ୟୁନିଟର ଲିଗାଲ ଅଫିସର ନିରାକାର ପାଢି ଧନ୍ୟବାଦ ଅର୍ପଣ କରିଥିଲେ।

More news from Kalahandi and nearby areas
  • #କେନେଛାଡିଗଲାଗୋସୁନାଭୁଗୋମର #🌹🌹🌹🌹🌹🌹🌹🌹🌹🌹
    1
    #କେନେଛାଡିଗଲାଗୋସୁନାଭୁଗୋମର #🌹🌹🌹🌹🌹🌹🌹🌹🌹🌹
    user_Bighne Rana
    Bighne Rana
    Dancer Madanpur Rampur, Kalahandi•
    1 day ago
  • ଅଜଗର ସାପ ଉଦ୍ଧାର
    2
    ଅଜଗର ସାପ ଉଦ୍ଧାର
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    6 hrs ago
  • एक दिल छू लेने वाला वीडियो सोशल मीडिया पर तेजी से वायरल हो रहा है, जिसमें एक नन्हा पिल्ला सेब नहीं काट पाता। यह देखकर उसकी माँ खुद सेब को छोटे-छोटे टुकड़ों में काट देती है, ताकि बच्चा आसानी से खा सके। माँ की यह ममता और बिना कहे किया गया प्यार लोगों का दिल जीत रहा है और हर किसी को अपनी माँ की याद दिला रहा है। #MothersLove #UnconditionalLove #DogMom #PuppyLove #PureLove #EmotionalVideo #ViralReels #AnimalLove #HeartTouching
    1
    एक दिल छू लेने वाला वीडियो सोशल मीडिया पर तेजी से वायरल हो रहा है, जिसमें एक नन्हा पिल्ला सेब नहीं काट पाता। यह देखकर उसकी माँ खुद सेब को छोटे-छोटे टुकड़ों में काट देती है, ताकि बच्चा आसानी से खा सके। माँ की यह ममता और बिना कहे किया गया प्यार लोगों का दिल जीत रहा है और हर किसी को अपनी माँ की याद दिला रहा है।
#MothersLove #UnconditionalLove #DogMom #PuppyLove #PureLove #EmotionalVideo #ViralReels #AnimalLove #HeartTouching
    user_द संक्षेप
    द संक्षेप
    Media company Gurandi, Gajapati•
    9 hrs ago
  • Post by Udanti Live Office
    1
    Post by Udanti Live Office
    user_Udanti Live Office
    Udanti Live Office
    Reporter ସିନାପାଲି, ନୂଆପଡ଼ା, ଓଡ଼ିଶା•
    6 hrs ago
  • ओडिशा के बालासोर जिले में मंगलवार को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. कुत्तों ने नोंचा शरीर यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    1
    ओडिशा के बालासोर जिले में मंगलवार  को एक दिल दहला देने वाली घटना घटी है. यहां एक नवजात शिशु को जन्म के तुरंत बाद बेसहारा छोड़ दिया गया, जिसके बाद कुछ आवारा कुत्तों ने उसे नोंच डाला. मामला सोरो पुलिस स्टेशन के अंतर्गत चित्तल पंचायत के बालिकतिरन गांव का बताया जा रहा है. घटना को लेकर हर किसी के रोंगटे खड़े हो गए. 
कुत्तों ने नोंचा शरीर 
यह अमानवीय नजारा गांव के एक प्लेग्राउंड में देखने को मिला. गांव के कुछ लोगों ने आवारा कुत्तों के एक झुंड को मानव शरीर के अंगों को नोचते हुए देखा. करीब से देखने पबर पता चला कि यह किसी नवजात शिशु के अवशेष हैं. इस दौरान स्थानीय लोगों ने तुरंत कुत्तों को भगाकर दूर किया और शिशु के शरीर के कुछ टुकड़ों को बरामद किया. इस घटना के बाद से पूरे इलाके में गहरा सदमा छा गया है.
    user_जगदीश भाई पटेल
    जगदीश भाई पटेल
    Odisha•
    12 hrs ago
  • କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    1
    କୁଣ୍ଟାବାଞ୍ଜି ରେଲୱେଇ ଷ୍ଟେସନ ଅଟୋ ସାଙ୍ଗ
    user_Sritam Ranjan Panda
    Sritam Ranjan Panda
    Photographer Kantabanji, Balangir•
    18 hrs ago
  • ବ୍ରହ୍ମପୁର ରୁ ଚନ୍ଦନ ବିହାରର ଏକମାତ୍ର ରାସ୍ତାକୁ ନେଇ ଗୁରୁତର ସମସ୍ୟା, ବାଧା ଯୋଗୁଁ ବିକାଶ କାର୍ଯ୍ୟ ଅଟକି ରହିଥିବା ଅଭିଯୋଗ
    1
    ବ୍ରହ୍ମପୁର ରୁ ଚନ୍ଦନ ବିହାରର ଏକମାତ୍ର ରାସ୍ତାକୁ ନେଇ ଗୁରୁତର ସମସ୍ୟା, ବାଧା ଯୋଗୁଁ ବିକାଶ କାର୍ଯ୍ୟ ଅଟକି ରହିଥିବା ଅଭିଯୋଗ
    user_Live Odisha NewsUpdate District reporter
    Live Odisha NewsUpdate District reporter
    Journalist ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
    11 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.