Shuru
Apke Nagar Ki App…
#ଛାତ୍ରୀଙ୍କ_ଜୀବନ_ନେଲା_ସୁପର_ବାଇକ୍। ବଲାଙ୍ଗିର: ସୁପର ବାଇକ୍ ନେଲା ଜଣେ ଡାକ୍ତରୀ ଛାତ୍ରୀଙ୍କ ଜୀବନ। ସରକାରୀ ଆୟୁର୍ବେଦିକ କଲେଜର ପ୍ରଥମ ବର୍ଷର ଛାତ୍ରୀ ଆଖି ବୁଜିଲେ। ଗତ ଶନିବାର ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସୁପର ବାଇକ୍। ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆୟୁର୍ବେଦିକ କଲେଜରେ ଚାପା ଉତ୍ତେଜନା ଦେଖାଯାଇଛି। #ଛାତ୍ରୀଙ୍କ_ଜୀବନ_ନେଲା_ସୁପର_ବାଇକ୍। ବଲାଙ୍ଗିର: ସୁପର ବାଇକ୍ ନେଲା ଜଣେ ଡାକ୍ତରୀ ଛାତ୍ରୀଙ୍କ ଜୀବନ। ସରକାରୀ ଆୟୁର୍ବେଦିକ କଲେଜର ପ୍ରଥମ ବର୍ଷର ଛାତ୍ରୀ ଆଖି ବୁଜିଲେ। ଗତ ଶନିବାର ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସୁପର ବାଇକ୍। ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆୟୁର୍ବେଦିକ କଲେଜରେ ଚାପା ଉତ୍ତେଜନା ଦେଖାଯାଇଛି।
ଆମ ଓଡିଶା ଖବର ଓଡିଶା
#ଛାତ୍ରୀଙ୍କ_ଜୀବନ_ନେଲା_ସୁପର_ବାଇକ୍। ବଲାଙ୍ଗିର: ସୁପର ବାଇକ୍ ନେଲା ଜଣେ ଡାକ୍ତରୀ ଛାତ୍ରୀଙ୍କ ଜୀବନ। ସରକାରୀ ଆୟୁର୍ବେଦିକ କଲେଜର ପ୍ରଥମ ବର୍ଷର ଛାତ୍ରୀ ଆଖି ବୁଜିଲେ। ଗତ ଶନିବାର ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସୁପର ବାଇକ୍। ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆୟୁର୍ବେଦିକ କଲେଜରେ ଚାପା ଉତ୍ତେଜନା ଦେଖାଯାଇଛି। #ଛାତ୍ରୀଙ୍କ_ଜୀବନ_ନେଲା_ସୁପର_ବାଇକ୍। ବଲାଙ୍ଗିର: ସୁପର ବାଇକ୍ ନେଲା ଜଣେ ଡାକ୍ତରୀ ଛାତ୍ରୀଙ୍କ ଜୀବନ। ସରକାରୀ ଆୟୁର୍ବେଦିକ କଲେଜର ପ୍ରଥମ ବର୍ଷର ଛାତ୍ରୀ ଆଖି ବୁଜିଲେ। ଗତ ଶନିବାର ଡାକ୍ତରୀ ଛାତ୍ରୀଙ୍କୁ ଧକ୍କା ଦେଇଥିଲା ସୁପର ବାଇକ୍। ଗୁରୁତର ଅବସ୍ଥାରେ ବରଗଡ଼ର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଛାତ୍ରୀ। ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆୟୁର୍ବେଦିକ କଲେଜରେ ଚାପା ଉତ୍ତେଜନା ଦେଖାଯାଇଛି।
More news from ଓଡ଼ିଶା and nearby areas
- ସ୍ୱାଧୀନତା ସଂଗ୍ରାମୀ ସୃତି ସଭାଗୃହ ଉଦଘାଟିତ ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଗଦୁଲିଠାରେ ସ୍ୱାଧୀନତା ସଂଗ୍ରାମୀ ସଭାଗୃହ ଉତଘାଟିତ ହୋଇଥିଲା। ଯୋଜନା ବୋର୍ଡ଼ ଅଧକ୍ଷ ତଥା ବିଧାୟକ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସମିତି ବାଗଦୁଲି ପକ୍ଷରୁ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତି ସମିତି ସଭାପତି ବିରଞ୍ଚି ନାରାୟଣ ଷାଣ୍ଢଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ୱାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ସ୍ବର୍ଗତ କବିରାଜ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଚେଷ୍ଟାରେ କୁଶଲେଶ୍ୱର ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି, ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ୧୯୬୨ ଚୀନ ଯୁଦ୍ଧ ବେଳେ ନିଜ ଅଞ୍ଚଳରୁ ସୁନା ଓ ଟଙ୍କା ସଂଗ୍ରହ କରି ଦେଶର ଯୁଦ୍ଧ ପାଣ୍ଠିକୁ ଦାନ କରିବାରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିନ୍ଦୁ କୁମ୍ଭକାର, ସମିତିସଭ୍ୟ କୁଶଲେଶ୍ୱର ମେହେର ଯୋଗଦେଇଥିଲେ। ସ୍ମୃତି ସମିତିର ସଂଯୋଜକ ପଣ୍ଡିତ ବିଶେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଭବାନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମନୋଜ କୁମାର ପଲିଆ, ସମ୍ପାଦକ ସରୋଜ କୁମାର ମେହେର, ମିଡିଆ ସଂଯୋଜକ ରଞ୍ଜନ ହୋତା, ଉପଦେଷ୍ଟା ଅର୍ଜୁନ ମିଶ୍ର, ସିଦ୍ଧେଶ୍ୱର ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, ଗୋପାଳ ମିଶ୍ର, ଭାଗିରଥୀ କାଲସାଏ ପ୍ରମୁଖ ବହୁ ଗ୍ରାମବାସୀଙ୍କଠାରୁ ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟଦମାନେ ଯୋଗଦେଇଥିଲେ।1
- ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ଭୀମ ଆର୍ମିମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଚିରି ଅପମାନ କରିଥିବା ରୁ ଆଜି ବିରମହାରାଜପୁର ବଜରଙ୍ଗ ଦଲ ଦ୍ବାରା ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ର ପ୍ରଭାବ ଦେଖିବାକୁ ମିଲିଛେ ।1
- Post by Sonepur news khulasa1
- Post by SAHADEV MEHER1
- ଟିଟିଲାଗଡ଼ ସହର ନିକଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଗୋଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି l ଟିଟିଲାଗଡ଼ ହଳଦୀ କୁ ସଂଯୋଗ କରିଥିବା ୫୯ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀପଦର ଗାଁ ନିକଟରେ ତିନିଜଣ ଯୁବତୀ ଏକ ସ୍କୁଟି ରେ ଆସୁଥିବା ବେଳେ ସାମ୍ନା ପଟରୁ ଜଣେ ଯୁବକ ମୋଟର ସାଇକେଲ ସହ ସାମ୍ନା ସାମନି ଧକ୍କା ହୋଇଥିଲା l ଏଥିରେ ତିନିଜଣ ଯୁବତୀ ଟିଟିଲାଗଡ଼ ସହର ସର୍ଗିଗୁଡା ର ଆହତ ହୋଇଥିବା ବେଳେ ଟିଟିଲାଗଡ଼ ଥାନା ବେଲପଡା ଗାଁ ର ଦର୍ଣ ବିଶି ଙ୍କ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସାପାଇଁ ଆସିଥିବା ବେଳେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି l ଠିକ ସେହିପରି ଟିଟିଲାଗଡ଼ ଲୁଥୁରବନ୍ଦ ମୁଖ୍ୟ ରାସ୍ତା କତରକେଲା ଗାଁ ନିକଟରେ ଏକ ଟ୍ରକ ଏକ ବାଇକ କୁ ପଛପଟେ ଧକ୍କା ଦେବା ଯୋଗୁଁ ବାଇକରେ ବସିଥିବା ଘଣ୍ଟାବାହାଳୀ ଗାଁ ର ଜଣେ ଗର୍ଭବତୀ ମହିଳା ଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି l ଘଟଣା ସମ୍ପର୍କ ରେ ସୂଚନା ପାଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଘଟଣା ସ୍ଥଳରେ ପହଂଚି ସ୍ଥିତି ପରଖିବା ସହିତ ଆହତ ବ୍ୟକ୍ତି ମାନଙ୍କ ଆରୋଗ୍ୟ କାମନା କରିବା ତଥା ମୃତକ ଗର୍ଭବତୀ ମହିଳା ଙ୍କ ପ୍ରତି ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି l ଉଭୟ ଘଟଣା ରେ ଟିଟିଲାଗଡ଼ ପୋଲିସ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଶବକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l3
- 💋💋💋💋💋💋🤭💋💋💋1
- ବୀରମହାରାଜପୁର ବନ୍ଦ ସଫଳ ସୁବର୍ଣ୍ଣପୁର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବୀରମହାରାଜପୁର ୧୨ ଘଣ୍ଟିଆ ବନ୍ଦ ପାଳନ। ବୁଧବାର ଆମ୍ବେଦକର ଶୋଭାଯାତ୍ରା ବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଫଟୋ ଚିରିବା ଘଟଣାର ପ୍ରତିବାଦରେ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଥିଲା। ଜରୁରୀ ସେବା ବ୍ୟତୀତ ବୀରମହାରାଜପୁର ସହରର ଦୋକାନ ବଜାର, ସ୍କୁଲ କଲେଜ, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ସମେତ ଗାଡି ଚଳାଚଳ ବନ୍ଦ ରହିଥିଲା।1
- ଭୀମ ଆର୍ମିମାନଙ୍କ ଦ୍ଵାରା ସୁଵର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରେ ପ୍ରଭୂ ଶ୍ରୀ ରାମ ଙ୍କ ଫଟୋ କୁ ଅପମାନ । ଭିଡିଓ ଭାଇରାଲ1
- Post by BAHUJAN ADHIKAR1