logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ଜେଶିଆଇ ପକ୍ଷରୁ ଥଣ୍ତା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ ତାଳଚେର:- ଜୁନିଅର ଚାମ୍ୱର ଇଣ୍ଟରନେସନାଲ (ଜେସିଆଇ), ତାଳଚେର ଶାଖା ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ହାଟତୋଟା ସ୍ଥିତ ମଙ୍ଗଳ ମନ୍ଦିର ପରିସରରେ ଉଦ୍ଘାଟିତ ହୋଇଯାଇଛି l ଘଣ୍ଟା କୁ ୪୦ ଲିଟର କାପାସିଟ ଥିବା ଏହି ପ୍ରକଳ୍ପକୁ ଯେଶିଆଇ ର ନେସନାଲ ଉପାଧ୍ୟକ୍ଷ ଶୁଭମ୍ ଅଗ୍ରୱାଲ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିକାଶ ଗ୍ରୁପର ଅଧ୍ୟକ୍ଷ ଡି ମୂରଲୀ କ୍ରିଷ୍ଣା ଯୋଗ ଦେଇ ତାଳଚେର ଶାଖାର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଯେସିଆଇ ର ଜୋନ ସଭାପତି ସ୍ବରାଜ ଥାମ୍ବେ ଏବଂ ପୂର୍ବତନ ଜୋନ ଉପ ସଭାପତି ପ୍ରଣବ ଲାଠ ଓ ଉପଦେଷ୍ଟା ଡ ରଶ୍ମି ରଂଜନ ମିଶ୍ର ଯୋଗ ଦେଇ ଏହି ପ୍ରକଳ୍ପ ଦ୍ବାରା ମନ୍ଦିର କୁ ଆସୁଥିବା ସମସ୍ତ ଭକ୍ତ ତଥା ଏହା ମାର୍କେଟ ମଝିରେ ଉପସ୍ଥିତ ହୋଇଥିବାରୁ ସମସ୍ତ ବ୍ୟବସାୟୀ ମାନଙ୍କ ସଙ୍ଗେ ସଙ୍ଗେ ବଜାରକୁ ଆସୁଥିବା ଯାତ୍ରୀ ମାନେ ମଧ୍ୟ ଥଣ୍ଡା ପାଣିକୁ ଉପଭୋଗ କରି ପାରିବେ ବୋଲି କହିଥିଲେ । ଏହି ପ୍ରକଳ୍ପରେ ପାଖାପାଖି ଏକ ଲକ୍ଷ ଟଙ୍କା ବ୍ୟୟ କରାଯାଇ ହେଭି ଡ୍ୟୁଟି ମେସିନ ଲଗା ଯାଇଥିବା ତାଳଚେର ଶାଖା ର ସଭାପତି ମହେଶ ଅଗ୍ରୱାଲ ସୂଚନା ଦେବା ସହ ଏହି ପ୍ରକଳ୍ପ କୁ ସ୍ଥାନୀୟ ଯୁବ ବ୍ୟବସାୟୀ କମଳ ଅଗ୍ରୱାଲ ଏବଂ ଆଶିଷ ଅଗ୍ରୱାଲ ତାଙ୍କ ବାପା ବିଶିଷ୍ଟ ବ୍ୟବସାୟୀ ସ୍ୱର୍ଗୀୟ କୈଳାଶ ଚନ୍ଦ୍ର ଅଗ୍ରୱାଲାଙ୍କ ସ୍ମୃତିରେ ନିର୍ମାଣ କରିଥିବା ଜଣାଇ ଥିଲେ l ପ୍ରକଳ୍ପ ନିର୍ଦ୍ଦେଶକ ତଥା ପୂର୍ବତନ ସଭାପତି ବାସୁଦେବ ସାହୁ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଜେଶିଆଇ ର ପୂର୍ବତନ ସଭାପତି, ପରିଚାଳନା ବୋର୍ଡ ସଦସ୍ୟ ଏବଂ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମଙ୍ଗଳା ମନ୍ଦିର କମିଟି ତରଫରୁ ମନ୍ଦିରର ଦୀର୍ଘ ଦିନ ର ପାନୀୟ ସମସ୍ୟା କୁ ଜେଶିଆଈ ପକ୍ଷରୁ ଦୂରିଭିତ କରା ଯାଇଥିବାରୁ ବଜାର କମିଟି ତରଫ ରୁ ଜେସିଆଇ କୁ ସାଧୁବାଦ୍ ଜଣାଇ ଥିଲେ l

on 16 September
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
on 16 September
58a86ec1-a252-4fd7-95c1-9a0ffca92801

More news from Odisha and nearby areas
  • Post by ସୁବୁଦବାସକେ
    2
    Post by ସୁବୁଦବାସକେ
    SU
    ସୁବୁଦବାସକେ
    Odisha•
    11 hrs ago
  • MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate
    1
    MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    2 hrs ago
  • ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ
    1
    ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ
    user_Anwar ali khan
    Anwar ali khan
    Video Creator Cuttack Sadar, Odisha•
    6 hrs ago
  • କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ
    3
    କଟକ ବାରଙ୍ଗ  ନନ୍ଦନକାନ ରେ  ପସୁ ପକ୍ଷୀ
    user_Rajendra kumar sahoo
    Rajendra kumar sahoo
    Cuttack Sadar, Odisha•
    12 hrs ago
  • girls ହଷ୍ଟେଲ viral ଭିଡ଼ିଓ 😱
    1
    girls ହଷ୍ଟେଲ viral ଭିଡ଼ିଓ 😱
    user_Kanhu charan jena
    Kanhu charan jena
    Content Creator (YouTuber) Sarankul, Nayagarh•
    13 hrs ago
  • good morning Orissa Happy New year
    1
    good morning Orissa Happy New year
    user_Mangu Mallik
    Mangu Mallik
    Jajapur, Odisha•
    15 hrs ago
  • ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    1
    ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    11 hrs ago
  • କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews
    1
    କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ 
#boudhnews
    user_Ranjan Kumar Dash
    Ranjan Kumar Dash
    Journalist Baudh Sadar, Boudh•
    13 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.