Shuru
Apke Nagar Ki App…
ସରକାର ଦେଇଥିବା ପ୍ରତିଶୃତି ପୂରଣ ରେ ଫେଲ ପ୍ରତି ଗଳି କନ୍ଦି ରାସ୍ତା କାମ ରେ ଲାଗୁନି ଫଳକ କିଛି ରାଜନୈତିକ ଦଳର ଲୋକ ଙ୍କ ପ୍ରାଦୁର୍ଭାବ ଯୋଗୁଁ ଲୋକ ଙ୍କୁ ଭୋଗିବାକୁ ପଡ଼ୁଚି ସମସ୍ୟା । ତା ସହିତ ଦଳୀୟ ପ୍ରଚାର ପ୍ରସାର ନିମନ୍ତେ ବ୍ୟବହାର ହେଉଛି ମନ୍ଦିର ଏହି ଘଟଣା ଟି ବାରିପଦା ୱାର୍ଡ଼ ନମ୍ବର ୨୭ସାଇ ମନ୍ଦିର ର ଦୃଶ୍ୟ ବିଜେଡି ର ପ୍ରତିଷ୍ଠା ଦିବସ ରେ ଲୋକାଲ କାଉସିଲର ଆଉ କର୍ମୀ ମିଶି ସ୍ଥାନୀୟ ସାଇ ମନ୍ଦିର ରେ କେକ୍ କଟା ଯାଉଚି ଏହା ସବୁ ସ୍ଥାନୀୟ ବିଜେପି କର୍ମୀ ଜାଣି ମଧ୍ଯ ପ୍ରସୟ ଦେଉଛନ୍ତି ବୋଲି ସୂଚନା ହସ୍ତ ଗତ ସୂଚନା ଥାଉ କି ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଙ୍କ ନାମ କୁ ବ୍ୟବାହର କରି କିଛି ଦିନ ତଳେ ଉକ୍ତ ମନ୍ଦିର କୁ ଜବରଦସ୍ତ ବିଜେଡି କର୍ମୀ ପୁରୁଣା କମିଟି ଠାରୁ ଛଡ଼ାଇ ନେଇଥିବା ଅଭିଯୋଗ ମିଳିଛି ।
ଶୁଶାନ୍ତ କୁମାର ନାୟକ Prime time press

More news from ଓଡ଼ିଶା and nearby areas
- https://youtu.be/ZbogRnahxRc?si=TjOtwHxX5f2WHwKq1
- ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଏ କି ପ୍ରକାର ଆଚରଣ ମହିଳାଙ୍କ ପ୍ରତି। ସରକାର କହୁଛନ୍ତି ମହିଳାଙ୍କୁ ସମ୍ମାନ ସମ୍ମାନ କିନ୍ତୁ ଏଠି ଛି ଛାକର କରି ତୋଡ଼ି ଦେଉଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପକଣ୍ଠ ରାଇରଙ୍ଗପୁର ଠାରେ।1
- ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଙ୍କ ଅଧ୍ୟକ୍ଷତା ରେ MGNREGA ଯୋଜନ। ରୁ ମହାତ୍ମା ଗାନ୍ଧୀ ଙ୍କ ନାମ ପରିବର୍ତନ କୁ ବିରୋଧ କରି ପି ସି ସି ପର୍ଯବେକ୍ଷକ ଡକ୍ଟର ଦେବାଶିଷ ଭୂୟାଁ ଙ୍କ ସାମ୍ୱାଦିକ ସମ୍ମିଳନୀ।1
- ବାଲେଶ୍ବର ରେ ଖୋଲିଲା ପର୍ପଲ cosmetics ଶୋ ରୁମ।1
- Post by Pradeep Jena 90900088151
- उड़ीसा प्लेन क्रैश, 6 लोगों का क्या हुआ?1
- ଅତି ସୁନ୍ଦର ପରିବେଶରେ ଅସୁରାଳୀ ଗୌଶାଳାରେ ଗୌମାତାଙ୍କ ସେବା କରାଯାଉଛି1
- CM ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡିଶା ଦକ୍ଷତା ପ୍ରତିଯୋଗିତାର ଉଦ୍ଯାପନୀ1