Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ସ୍କୁଲ ପାଖରେ ଥିବା ଟ୍ରାନସଫର୍ମର ଟି ଏବେ ଗଛ ଲତା ରେ ପରିପୂର୍ଣ୍ଣ ହୋଇଛି। ଫଳରେ ଏହା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ସଫା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ଵ ଦେଉ ନାହାନ୍ତି। ତେଣୁ ତୁରନ୍ତ ଏହି ଟ୍ରାନସଫର୍ମର କୁ ସଫା କରିବାକୁ ଦାବି ହେଉଛି
Pitambar Sahu
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ସ୍କୁଲ ପାଖରେ ଥିବା ଟ୍ରାନସଫର୍ମର ଟି ଏବେ ଗଛ ଲତା ରେ ପରିପୂର୍ଣ୍ଣ ହୋଇଛି। ଫଳରେ ଏହା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏହାକୁ ସଫା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଏଥି ପ୍ରତି ଗୁରୁତ୍ଵ ଦେଉ ନାହାନ୍ତି। ତେଣୁ ତୁରନ୍ତ ଏହି ଟ୍ରାନସଫର୍ମର କୁ ସଫା କରିବାକୁ ଦାବି ହେଉଛି
More news from ଓଡ଼ିଶା and nearby areas
- ଚାରଭଟା ରେ ରେଲି ସହିତ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲା ଭୀମ ଆର୍ମୀ ତରଭା।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ରାମେଶ୍ୱର ମନ୍ଦିର ଠେଙ୍ଗୋଡ୍ୟାମ ଠାରେ ରାମେଶ୍ୱର ବାବା ଙ୍କର ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଛି। ସେହିପରି ଅଞ୍ଚଳର ବିଭିନ୍ନ ଶୈବପୀଠ ରେ ଶତାଧିକ ପୁରୁଷ ବ୍ରତ ଧାରି ସାମିଲ ହୋଇଥିବା ବେଳେ ଏଠାରେ ୩୦ ରୁ ଉର୍ଦ୍ଧ ମହିଳା ପୁରୁଷ ଅଧିଆ ପଡିଥିଲେ। ଏହି ଯାତ୍ରାକୁ ଦେଖିବା ପାଇଁ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହି ଦଣ୍ଡ ଯାତ୍ରା ଶୈବଶକ୍ତ ଉପାସନା ସହ ମନୋରଞ୍ଜନ ର ମାଧ୍ୟମ ଅଟେ। ଏହି ଯାତ୍ରା ବିଶେଷତଃ କୃଷି ଉପରେ ଆଧାରିତ ଓ ସମାଜକୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥାଏ। ସେହିପରି ବାବା ଗୋଧନେଶ୍ଵର, ସ୍ଵପ୍ନେଶ୍ଵରଙ୍କ ସହ କେଶଲଗା ଶୈବପୀଠ, ବଡ଼ମାଳ ମହାରପଡା, ତେନ୍ତୁଳିମହଦା, ସୁନାରିବେର୍ଣ୍ଣି, ଗୌଡ଼ଗାଡ଼, ଦଣ୍ଡ ଯାତ୍ରା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ସମ୍ପନ୍ନ ହୋଇଛି। ଏହି ମେରୁ ଯାତ୍ରା ର ଅନ୍ୟ ଏକ ଆକର୍ଷଣ ହେଉଛି ଝାମୁଯାତ୍ରା। ମାନସିକଧାରୀ ମାନେ ନିର୍ଜଳା ଉପବାସ ରହି ମହାଦେବ ଙ୍କୁ ଆରାଧନା କରିଥାନ୍ତି। ଏବଂ ପ୍ରଚଣ୍ଡ ଖରାରେ ନିଜକୁ କଷ୍ଟସାଧ୍ୟ ଦେଇ ପାଣି ଦଣ୍ଡ,ଧୁଲି ଦଣ୍ଡ ରେ ସାମିଲ ହୋଇ ମହାଦେବଙ୍କୁ ସନ୍ତୁଷ୍ଟ କରିଥାନ୍ତି। ଫଳରେ ଏଭଳି କରିବା ଦ୍ୱାରା ମାନସିକ ପୂରଣ ହୁଏ ବୋଲି ପୂର୍ବରୁ ବିଶ୍ବାସ ରହିଛି। ଏହି ଅବସରରେ ହଜାର ହଜାର ଭକ୍ତ ଓ ମାନସିକଧାରୀ ମେରୁଯାତ୍ରା ରେ ସାମିଲ ହୋଇଥିଲେ। ରାମେଶ୍ୱର ମନ୍ଦିର ପରିଚାଳନା କମିଟି, ଠେଙ୍ଗୋଡ୍ୟାମ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସର୍ବତ,ପଣାପାଣି ବଣ୍ଟନ ଓ ଅନ୍ନ ଛତ୍ର ର ବ୍ୟବସ୍ତା କରାଯାଇଥିଲା ।2
- Post by Pitambar Sahu2
- ସୁବର୍ଣ୍ଣପୁର: ଆମ ପରମ୍ପରା ଆମ ସଂସ୍କୃତି ଆମ ଭାଷା ଆମ ବେଶଭୂଷା ନିଶ୍ଚିତ ଭାବରେ ଅନନ୍ୟ ଓଡ଼ିଆ ପକ୍ଷ ପାଳନର ଶେଷ ଦିନରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ।1
- Post by Sonepur news khulasa1
- Post by SONEPUR NEWS1
- ସସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଵ୍ଳକ କଲାପଥର ଵଜରଙ୍ଗ ଦଲ ଦ୍ଵାରା ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ ବିଶାଳ ବାଇକ ରେଲି ଶହ ଶହ କର୍ମୀ ଯୋଗଦେଲେ ।2
- Post by BAHUJAN ADHIKAR1