ଟୋକୋନ ଆସିଲା ଅବଧି ଶେଷ ହେବା ପୂର୍ବରୁ ଆସୁନି ମିଲର ଧାନ ମଣ୍ଡି ରେ ଚାଷୀ ରଖି ମିଲର କୁ ଚାହିଁ ବସିଛି ଚଳିତ ବର୍ଷ ଚାଷୀ ଖରିଫ ଧାନ ମଣ୍ଡି ରେ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ଆସିଛି। ହେଲେ ମିଲର୍ ଙ୍କ ଧର୍ମଘଟ ଯୋଗୁଁ ଚାଷୀ ର ଟୋକନ ଆଉ କିଛି ଦିନ ପରେ ରଦ ହୋଇଯିବ। ତେବେ ଚାଷୀ ର ଟୋକୋନ ବାତିଲ ହୋଇ ଗଲେ ମଣ୍ଡି ରେ ଧାନ ଦେବା ମୁସ୍କିଲ ହୋଈ ପଡ଼ିବ। ଟୋକୋନ ଆସିବା ପରେ ଚାଷୀ ମଣ୍ଡି ରେବସ୍ତା ବସ୍ତା ଧାନ ଗଦା କରି ରାତି ଅନିଦ୍ରା ହୋଇ ଜଗି ରହୁଛି। ଜମିରେ ବାରହା ମାନ ଙ୍କ ଦାଉରୁ ବଞ୍ଚାଇ ସାଇତ ରଖି ମଣ୍ଡି ରେ ରଖିବା ବେଳେ ଶଣ୍ଢ ଓ ଗାଈ ଙ୍କୁ ଜଗି ବାକୁ ପଡୁଛି। ମିଲର ଆସୁ ନାହିଁ କି ଧାନ ସଂଗ୍ରହ କରି ପାରୁ ନାହିଁ। ଭିଓ ୧: ଚଳିତ ବର୍ଷ ବାଙ୍କୀ ଉପଖଣ୍ଡ ଅଞ୍ଚଳ ରେ ୪୮ ଗୋଟି ସେବା ସମବାୟ ସମିତି ସହିତ ଦୁଇଟି ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ କୁ ଧାନ ସଂଗ୍ରହ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଗତ ଡ଼ିସେମ୍ବର ମାସ ୨୬ ତାରିଖ ରେ ପ୍ରଥମେ ଅତି ତରବରିଆ ଭାବେ ପାଥପୁର ସେବା ସମବାୟ ସମିତି ରେ ମାତ୍ର ୪ ଜଣ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ କରା ଯାଇ ଶୁଭାରମ୍ଭ ହୋଇଥିଲା। ତା ପର ଠାରୁ ଧାନ ମଣ୍ଡି ଖୋଲିବାର ନାଆଁ ଧରୁନୀ ନିଯୁକ୍ତି ପ୍ରାପ୍ତ ମିଲର ଙ୍କ ଦେଖା ନାହିଁ। ସେ ପଟେ ଚାଷୀ ଟୋକୋନ ପାଇ ସମିତି ବାରଣ୍ଡା ରେ ଧାନ ବସ୍ତା ରଖି ଚାହିଁ ବସିଛି ମିଲର ର ଗାଡ଼ିକୁ। ନା ଆସୁଛି ମିଲର ନା ଉଠାଣ କରୁଛି ଧାନ। ଚାଷୀ ମାନଙ୍କ ମୋବାଇଲ କୁ ମେସେଜ ଆସି ବାତିଲ ହେବାକୁ ଯାଉଛି ହେଲେ ଆସୁନି ମିଲର। ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457 odisha Bhaskar
ଟୋକୋନ ଆସିଲା ଅବଧି ଶେଷ ହେବା ପୂର୍ବରୁ ଆସୁନି ମିଲର ଧାନ ମଣ୍ଡି ରେ ଚାଷୀ ରଖି ମିଲର କୁ ଚାହିଁ ବସିଛି ଚଳିତ ବର୍ଷ ଚାଷୀ ଖରିଫ ଧାନ ମଣ୍ଡି ରେ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଟୋକୋନ ଆସିଛି। ହେଲେ ମିଲର୍ ଙ୍କ ଧର୍ମଘଟ ଯୋଗୁଁ ଚାଷୀ ର ଟୋକନ ଆଉ କିଛି ଦିନ ପରେ ରଦ ହୋଇଯିବ। ତେବେ ଚାଷୀ ର ଟୋକୋନ ବାତିଲ ହୋଇ ଗଲେ ମଣ୍ଡି ରେ ଧାନ ଦେବା ମୁସ୍କିଲ ହୋଈ ପଡ଼ିବ। ଟୋକୋନ ଆସିବା ପରେ ଚାଷୀ ମଣ୍ଡି ରେବସ୍ତା ବସ୍ତା ଧାନ ଗଦା କରି ରାତି ଅନିଦ୍ରା ହୋଇ ଜଗି
ରହୁଛି। ଜମିରେ ବାରହା ମାନ ଙ୍କ ଦାଉରୁ ବଞ୍ଚାଇ ସାଇତ ରଖି ମଣ୍ଡି ରେ ରଖିବା ବେଳେ ଶଣ୍ଢ ଓ ଗାଈ ଙ୍କୁ ଜଗି ବାକୁ ପଡୁଛି। ମିଲର ଆସୁ ନାହିଁ କି ଧାନ ସଂଗ୍ରହ କରି ପାରୁ ନାହିଁ। ଭିଓ ୧: ଚଳିତ ବର୍ଷ ବାଙ୍କୀ ଉପଖଣ୍ଡ ଅଞ୍ଚଳ ରେ ୪୮ ଗୋଟି ସେବା ସମବାୟ ସମିତି ସହିତ ଦୁଇଟି ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ କୁ ଧାନ ସଂଗ୍ରହ କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଗତ ଡ଼ିସେମ୍ବର ମାସ ୨୬ ତାରିଖ ରେ ପ୍ରଥମେ ଅତି ତରବରିଆ ଭାବେ ପାଥପୁର ସେବା ସମବାୟ ସମିତି
ରେ ମାତ୍ର ୪ ଜଣ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ କରା ଯାଇ ଶୁଭାରମ୍ଭ ହୋଇଥିଲା। ତା ପର ଠାରୁ ଧାନ ମଣ୍ଡି ଖୋଲିବାର ନାଆଁ ଧରୁନୀ ନିଯୁକ୍ତି ପ୍ରାପ୍ତ ମିଲର ଙ୍କ ଦେଖା ନାହିଁ। ସେ ପଟେ ଚାଷୀ ଟୋକୋନ ପାଇ ସମିତି ବାରଣ୍ଡା ରେ ଧାନ ବସ୍ତା ରଖି ଚାହିଁ ବସିଛି ମିଲର ର ଗାଡ଼ିକୁ। ନା ଆସୁଛି ମିଲର ନା ଉଠାଣ କରୁଛି ଧାନ। ଚାଷୀ ମାନଙ୍କ ମୋବାଇଲ କୁ ମେସେଜ ଆସି ବାତିଲ ହେବାକୁ ଯାଉଛି ହେଲେ ଆସୁନି ମିଲର। ଗଣେଶ ପାଣିଗ୍ରାହୀ ରିପୋର୍ଟ ମୋବାଇଲ 7894715457 odisha Bhaskar
- ବିବାହକୁ ମାତ୍ର ୮ ମାସ... ବୋହୂକୁ ସହ ଏମିତି କରିଦେଲେ ଶାଶୂ-ଶଶୂର... ସ୍ୱାମୀ ସବୁ ଜାଣି କରୁଛି ବାହାନା... ବିବାହ ପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା । #odisha #odishabhaskar #PoliceInvestigation #bhadrak1
- ବିବାହକୁ ମାତ୍ର ୮ ମାସ... ବୋହୂକୁ ସହ ଏମିତି କରିଦେଲେ ଶାଶୂ-ଶଶୂର... ସ୍ୱାମୀ ସବୁ ଜାଣି କରୁଛି ବାହାନା... ବିବାହ ପରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ବାପା । #odisha #odishabhaskar #PoliceInvestigation #bhadrak1
- #୧୮ରେ_ସୁଭଦ୍ରା_ଟଙ୍କା ଆସନ୍ତା ୧୮ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା #KanakNews #Odisha #SubhadraYojana #mkt1
- ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି , ୨୮ ତମ ବାର୍ଷିକ ସମ୍ମିଳନୀ1
- post,bellaguntha dist ganjam Thana bellaguntha ଦୀର୍ଘ 8ମାସ ହେବ ଏମିତି ଅଛି ସେଥିରେ ଦୁଇ ଜଣ ମହିଳା ବି ପଡ଼ି ଆଘାତ ହେଇଛନ୍ତି1
- Post by Chocolate boy Kumar1
- କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣା ନିକଟ ରେ ମାର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ଏକ ମୃତ ଚାରି ଶ୍ରମିକ ଗୁରୁତର। ପୋଲ ବୋଝେଇ ଟ୍ରାକଟର ଭାରସାମ୍ୟ ହରାଇ ଓଲଟି ପଡିଥିଲା, ସେଥିରେ ଥିବା ଜଣେ ଶ୍ରମିକ ଙ୍କ ମୃତୁ ଘଟି ଥିବାର ସୂଚନା ମିଳିଛି।1
- ଆରମ୍ଭ ହୋଇଗଲା ପ୍ଳାନ୍, ବିଜେପି ମଙ୍ଗ ଧରିବେ ନବୀନ, ହୋଇଯିବେ ପ୍ରକୃତ ରାଷ୍ଟ୍ରୀୟ ସଭାପତି #odishabhaskar #bjp #pmmodi #nitinnabingadkari1