The Samikhsya Odia Eng Home»ଆଜିର ଖବର»ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା ଆଜିର ଖବର ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା August 27, 2026No Comments1 Min Read ଭୁବନେଶ୍ବର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ (CRUT)। ରକ୍ଷାବନ୍ଧନ ଦିନ ମହିଳାମାନଙ୍କ ପାଇଁ ‘ଆମ ବସ୍’ ସେବା ସମ୍ପୂର୍ଣ୍ଣ ମାଗଣା ରହିବ। ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଯାଉଥିବା ଭଉଣୀମାନଙ୍କ ଯାତାୟାତକୁ ସହଜ କରିବା ଉଦ୍ଦେଶ୍ୟରେ CRUT ପକ୍ଷରୁ ଏହି ସ୍ବତନ୍ତ୍ର ସୁବିଧା ଘୋଷଣା କରାଯାଇଛି। CRUTର ଘୋଷଣା ଅନୁଯାୟୀ, ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝର ସଦର ଏବଂ ରାଉରକେଲାରେ ମହିଳା ଯାତ୍ରୀମାନେ ମାଗଣାରେ ‘ଆମ ବସ୍’ରେ ଯାତ୍ରା କରିପାରିବେ। ଏଥିପାଇଁ ମହିଳା ଯାତ୍ରୀଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ। ରକ୍ଷାବନ୍ଧନ ଦିନ ଭଉଣୀମାନଙ୍କ ଯାତାୟାତ ଅଧିକ ସୁବିଧାଜନକ କରିବା ସହ ସେମାନଙ୍କୁ ଆର୍ଥିକ ରିହାତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। CRUT ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ସୁବିଧା ଦ୍ବାରା ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ମହିଳା ଯାତ୍ରୀ ଉପକୃତ ହେବେ। ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀମାନେ ଭାଇଙ୍କ ନିକଟକୁ ଯିବା ସହ ନିଜ ଗନ୍ତବ୍ୟସ୍ଥଳକୁ ସୁବିଧାରେ ପହଞ୍ଚିପାରିବେ। CRUTର ଏହି ଘୋଷଣାକୁ ନେଇ ମହିଳା ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପ୍ରକାଶ ପାଇଛି। CRUT ଆମ ବସ୍ Facebook Twitter LinkedIn Email WhatsApp Copy Link Related Posts ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ August 27, 2026 ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ August 27, 2026 କ୍ୟାଶ୍ଲେସ୍ ଚିକିତ୍ସାରେ କ୍ୟାଶ୍ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ଘରୋଇ ହସ୍ପିଟାଲ? August 26, 2026 କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା August 26, 2026 Latest News ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ August 27, 2026 ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା August 27, 2026 ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ August 27, 2026 କ୍ୟାଶ୍ଲେସ୍ ଚିକିତ୍ସାରେ କ୍ୟାଶ୍ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି ଘରୋଇ ହସ୍ପିଟାଲ? August 26, 2026 ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ August 26, 2026 Load More The Samikhsya Odia Facebook X (Twitter) LinkedIn About Us Contact Details Grievance Privacy Policy Terms Of Use Chief Editor: Sarat Paikray © 2018-2026 All rights resorved by S M Network | Designed by Ratna Technology.

- . *🙏 ଶୁଭ ସନ୍ଧ୍ୟା 🙏* . *ଭଲ କର୍ମଦ୍ୱାରା ଆମ ଭାଗ୍ୟକୁ ବଦଳେଇବା। ⭕‼️⭕#jagannath #odia #devotional #motivation* . *🙏ଜୟ ଶ୍ରୀ ଜଗନ୍ନାଥ 🙏* *🙏ଜୟ ଶ୍ରୀ କୃଷ୍ଣ 🙏*1
- ବିଜେଡିକୁ ବିଜେପିର ୨୪ ବର୍ଷ ଶାସନ କ୍ଷମତା ର ଟାର୍ଗେଟ:10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ? ବିଜେଡିକୁ ବିଜେପିର ଟାର୍ଗେଟ ବୈତରଣୀରେ ବନ୍ୟା ଏବେ ସୃଷ୍ଟି କରିଛି ବଡ ବିବାଦ । ବିଜେପି ଟାର୍ଗେଟରେ 24 ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ । 10 ବର୍ଷରେ 600 କୋଟି ଟଙ୍କାର କାମ ପରେ ବନ୍ୟା କେମିତି ହେଲା ବୋଲି ପ୍ରଶ୍ନ କରିଛି ବିଜେପି ।1
- ଯାଜପୁର ଜିଲ୍ଲା କୋରେଇ ବ୍ଲକ ର କାର୍ଯ୍ୟ ରତ ଯୁବ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ। #Jajpur #Korei #Gauripur #JournalistAttack #JournalistSafety #OdishaNews #BreakingNews #CrimeNews #KoreiPolice #JajpurNews #Odisha #NewsUpdate #MediaFreedom #Journalist #news7odia1
- ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ବନ୍ତପୁଲିସକୁ ମିଳିଛି ବଡ଼ ସଫଳତା। ଗୋଟିଏ ଦିନରେ ଦୁଇଟି ପୃଥକ ମାମଲାର ପର୍ଦ୍ଦାଫାଶ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।1
- ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ। ରକ୍ଷକ ପାଇଁ ରାକ୍ଷୀ ଟିଏ। ଅମୂଲ୍ୟ ପହି +୨ ବିଦ୍ୟାଳୟର ଛାତ୍ରୀଙ୍କ ନିଆରା ପ୍ରୟାସ। ହାତରେ ରାକ୍ଷୀ ପ୍ରସ୍ତୁତ କରି ଯବାନଙ୍କ ଉଦ୍ଦେଶ୍ୟରେ ରାକ୍ଷୀ ପଠାଇଲେ ଛାତ୍ରୀ।1
- ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha1
- ରିପୋର୍ଟ କାର୍ଡ ରଖିଲେ ଅପରାଜିତା,କିଛି କାମ କରିଛୁ । ବହୁତ କାମ କରିବାରେ ଅଛି,ଏମିତି କଥା କହି ନିଜର ରିପୋର୍ଟ କାର୍ଡ ରଖିଛନ୍ତି ଅପରାଜିତା ଷଢଙ୍ଗୀ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ କାର୍ଯ୍ୟକାଳର ୭ ବର୍ଷର ରିପୋର୍ଟ କାର୍ଡ ପ୍ରକାଶ କରିଛନ୍ତି।ମୁଖ୍ୟ ତଥ୍ୟ ସେ ୬୦ ପୃଷ୍ଠା ବିଶିଷ୍ଟ ଏହି ରିପୋର୍ଟ କାର୍ଡରେ ଗତ ୭ ବର୍ଷର ବିକାଶ ଓ କାର୍ଯ୍ୟର ହିସାବ ଦେଇଛନ୍ତି ।ଶତ ପ୍ରତିଶତ ଭୁବନେଶ୍ୱର ବିକାଶ ପାଇଁ ସେ ୧୦୦ ପ୍ରତିଶତ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ।1
- ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll ବାରହା ସହ 2 ଘଣ୍ଟା ଲଢ଼େଇ ll ବିପଦରେ କୁନି ପିଲାଟିର ସାହସକୁ ଲୋକଙ୍କ ପ୍ରଶଂସା ll1