Shuru
Apke Nagar Ki App…
ସମଲେଶ୍ଵରୀ ଆଞ୍ଚଳିକ କୃଷକ ଏକତା ମଞ୍ଚ, କୁଚିଣ୍ଡା ପକ୍ଷରୁ ଉପଖଣ୍ଡର ମଣ୍ଡି ଗୁଡ଼ିକରେ ବିଭିନ୍ନ ସମସ୍ୟା ପଡ଼ିଥିବା ଚାଷିମାନଙ୍କ କଷ୍ଟୋର୍ପାଜିତ ଧାନକୁ ତୁରନ୍ତ କ୍ରୟ କରାଯାଉ ,କଟନି ଚଟନି ବନ୍ଦ, ଟୋକନ ମିଳି ନ ଥିବା ଚାଷୀଙ୍କୁ ତୁରନ୍ତ ଟୋକନ ପ୍ରଦାନ ଓ ଚାଷିମାନଙ୍କ ସମସ୍ତ ପଞ୍ଜିକୃତ ଚାଷ ଜମିର ବଳକା ଧାନକୁ ସରକାରଙ୍କ ଘୋଷିତ ବୋନସ୍ ଟ.୮୦୦/-ସହିତ ଧାନର ଏମ୍. ଏସ୍.ପି. ଟ. ୨୩୬୯/- ହିସାବରେ କ୍ୟୁଣ୍ଟାଲ ପ୍ରତି ସର୍ବ ମୋଟ୍ ଟ. ୩୧୬୯/ - ଦରରେ ସରକାର କିଣିବା ଦାବୀ ରେ ଶୋଭାଯାତ୍ରା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଉପ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ।
Tanaya Mahapatra

More news from Sambalpur and nearby areas
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ସହ ସୋମନାଥ ସ୍ୱାଭିମାନ ପର୍ବ ପାଳନ ଅବସରରେ ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକଙ୍କ ପ୍ରତିକ୍ରିୟା1
- Post by ଟଙ୍କଧର .ମେହେର1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- राउरकेला के कॉन्सर्ट में विमान दुर्घटना: स्थिति नियंत्रण में है। भुवनेश्वर से राउरकेला जा रहा एक निजी विमान राउरकेला के कोंसार के पास दुर्घटनाग्रस्त हो गया। सूचना मिलते ही राउरकेला और पनपोश अग्निशमन केंद्र की टीमें तुरंत मौके पर पहुंचीं। चालक दल के सदस्यों समेत छह घायल व्यक्तियों को राउरकेला सरकारी अस्पताल और जयप्रकाश अस्पताल में भर्ती कराया गया। आग लगने की कोई घटना नहीं हुई; हालांकि, विमान से ईंधन का रिसाव देखा गया, जिससे संभावित खतरा पैदा हो गया था। दमकल कर्मियों ने फोम का प्रयोग करके ईंधन के रिसाव को सफलतापूर्वक नियंत्रित किया और आग लगने से रोक दिया। #rourkelasmartcity #aeroplanecrash #rourkela #aerport1