Shuru
Apke Nagar Ki App…
ତାଳଚେରର ଓଏଏସ ପାଇଥିବା ଶଶାଙ୍କ ଶେଖର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ପୂର୍ବତନ ସାଂସଦ ମହେଶ ସାହୁ ତାଳଚେର:-ତାଳଚେରର ସୁନା ପୁଅ ଶଶାଙ୍କ ଶେଖର ସାମଲ ରାଜ୍ୟ ପ୍ରସାଶନିକ ସେବା ଓ.ଏ.ଏସ. ପରୀକ୍ଷାର କୃତକାର୍ଯ୍ୟ ହାସଲ କରି ତାଳଚେରକୁ ଗୌରବାନିତ କରିଥିବା କଙ୍କିଳି ଗ୍ରାମର ସୁଧାକର ସାମଲଙ୍କ ପୁତ୍ର ଶଶାଙ୍କ ସାମଲଙ୍କୁ ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ "ଆମ ପ୍ରତିଭା ଆମ ପରିଚୟ" ଅନୁଷ୍ଠାନ ପକ୍ଷରୁ ତାଙ୍କ କାଙ୍କିଳି ଗ୍ରାମକୁ ଯାଇ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ତାଙ୍କ ସହିତ ତାଙ୍କ ପିତା ସୁଧାକର ସାମଲ ଓ ମାତା ପରିବାର ବର୍ଗ ଉପସ୍ଥିତ ଥିଲେ l ତେବେ ଶଶାଙ୍କ ଆଗକୁ ରାଜ୍ୟର ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆହୁରି ଅଧିକ ଲୋକାଭିମୁଖୀ, ଜସ୍ଵଶି ହୁଅନ୍ତୁ ବୋଲି ଶ୍ରୀ ସାହୁ ପରାମର୍ଶ ଦେଇ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ l
Priyamadhaba Das

More news from Jajpur and nearby areas
- Orissa Subha sakal good morning1
- उत्तर प्रदेश विधान सभा के शीतकालीन सत्र-2025 से पूर्व पत्रकार बंधुओं से वार्ता #yogiadityanath #UpdateNews #UttarPradesh1
- Jay Jagannath 🙏1
- Post by Banshidhar Bemal1
- Post by Dharmu Oram1
- सोशल मीडिया पर एक मज़ेदार वीडियो तेजी से वायरल हो रहा है, जिसमें एक बिल्ली मुंह में कबूतर दबाकर सड़क पार कर रही होती है। तभी कार सवार व्यक्ति के अचानक हॉर्न बजाने से बिल्ली घबरा जाती है और उसका शिकार छूट जाता है। कबूतर उड़ जाता है, जबकि बिल्ली का गुस्से भरा रिएक्शन लोगों को खूब हंसा रहा है। #ViralVideo #FunnyAnimals #CatVideo #UnexpectedMoment #InternetLaughs #AnimalReels #TrendingNow1
- Post by Dharmu Oram1
- 155 ଜନ୍ମ ବାର୍ଷିକୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଙ୍କ1
- Post by Sandeep Barla1