logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ମାନବ ସେବାକୁ ମାଧବ ସେବାର ପବିତ୍ର ଲକ୍ଷ୍ୟନେଇ ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ଗଠନ ମାନବ ସେବାକୁ ମାଧବ ସେବାର ପବିତ୍ର ଲକ୍ଷ୍ୟନେଇ ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ଗଠନ ଢେଙ୍କାନାଳ : ତା.୦୧.୦୪.୨୦୨୬ ରିଖ: ( ): ଆଜି ଓଡ଼ିଶା ଦିବସ ପାଳନ ଅବସରରେ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ଓଷ୍ଟା ସଭାଗୃହରେ ଢେଙ୍କାନାଳ ଜିଲ୍ଲାର ସବୁବର୍ଗର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କର ଏକ ସାଧାରଣ ବୈଠକ ସଭାପତି ସରୋଜକାନ୍ତ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇ ଓଡ଼ିଶା ଦିବସକୁ ମହାସମାରୋହରେ ପାଳନ କରାଯାଉଥିଲା। ଏହି ସଭାରେ ଉପସ୍ଥିତ ଶତାଧିକ ସଭ୍ୟା,ସଭ୍ୟଙ୍କର ଆଲୋଚନା କ୍ରମେ ଏକ କମିଟି ଗଠନ ପାଇଁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା। ଏହି କମିଟି ଗଠନ ନିମନ୍ତେ ଅଶ୍ୱିନୀ କୁମାର ରାୟ, ଧ୍ରୁବ ଚରଣ ଗଡ଼ନାୟକ, ମୁରଲୀଧର ସାହୁ, ପ୍ରଶାନ୍ତ କୁମାର ମଲ୍ଲିକ,ସଦାନନ୍ଦ ପାଢୀ ଓ ଓଷ୍ଟା ରାଜ୍ୟ ଉପସଭାପତି ପ୍ରମୋଦ କୁମାର ସ୍ୱାଇଁ,ଦୁର୍ଗା ଚରଣ ମହାପାତ୍ର, ପ୍ରଶାନ୍ତ କୁମାର ଧଳ, ସନ୍ତୋଷ କୁମାର ପାଣିଗ୍ରାହୀ ଓ ଡ଼ା. ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନା ମାଧ୍ଯମରେ ମତବ୍ୟକ୍ତ କରିଥିଲେ ଯାହାକି କରତାଳି ମାଧ୍ଯମରେ ସଭା ସ୍ୱାଗତ କରିଥିଲା। ମାନବ ସେବାକୁ ମାଧବ ସେବାର ପବିତ୍ର ଲକ୍ଷ୍ୟନେଇ ନବଗଠିତ ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘର କାର୍ଯ୍ଯକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିବାପାଇଁ ସର୍ବସମ୍ମତି କ୍ରମେ ଏକ ସ୍ଥାୟୀ କମିଟି ଗଠନ କରାଗଲା ଓ ଧ୍ଵନୀମତ ଗୃହରେ ଏହାକୁ ଗୃହୀତ କରାଗଲା।ସଭାପତି ଭାବରେ ସରୋଜକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି ଭାବରେ ଡା. ଦେବୀ ପ୍ରସାଦ ମିଶ୍ର,ଉପସଭାପତି ଭାବରେ ଧ୍ରୁବ ଚରଣ ଗଡ଼ନାୟକ, ସମ୍ପାଦକ ଭାବରେ ବିଭୂତି ସାମଲ, ଯୁଗ୍ମ ସମ୍ପାଦକ ଭାବରେ ସଦାନନ୍ଦ ସାହୁ ଓ କୃପାସିନ୍ଧୁ ବେହେରା, ଉପଦେଷ୍ଟା ଭାବରେ ଦୁର୍ଗାଚରଣ ମହାପାତ୍ର,ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଧଳ, କାର୍ଯ୍ୟକାରୀ ସଦସ୍ୟ ଭାବରେ ଅଶ୍ୱିନୀ ରାୟ, ଚତୁର୍ଭୁଜ ମଲ୍ଲିକ, ସଦାନନ୍ଦ ପାଢ଼ୀ, ପ୍ରେମାନନ୍ଦ ଜେନା ପ୍ରମୁଖ ସର୍ବ ସମ୍ମତିକ୍ରମେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିଲେ। ସଂଗଠନକୁ ଦୃଢ଼ୀଭୂତ କରିବାପାଇଁ ଓ ବ୍ଲକ୍ ସ୍ତରରେ ସଂଗଠନକୁ ମଜଭୁତ କରିବାପାଇଁ ସଭାପତି ସରୋଜକାନ୍ତ ଦାଶ ଓ ଆବାହକ ତଥା ସମ୍ପାଦକ ବିଭୂତି ସାମଲ ଓ ଡ଼ା. ଦେବୀ ପ୍ରସାଦ ମିଶ୍ର,କାର୍ଯ୍ୟକାରୀ ସଭାପତି ପ୍ରମୁଖ ସମସ୍ତ ନବନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ସମସ୍ତ ବ୍ଲକ୍ ସ୍ତରରେ ଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ଏହି ସଂଘରେ ଯୋଡ଼ି ହେବାପାଇଁ ଦୃଢ଼ ଆହ୍ବାନ ଦେବା ସଙ୍ଗେ ସଙ୍ଗେ ସମସ୍ତଂକର ସକ୍ରିୟ ସହଯୋଗ କାମନା କରିଥିଲେ। ଆଗାମୀ ଦିନରେ ସମାଜରେ ମାନବ ସେବା ହିଁ ମାଧବ ସେବାର ଲକ୍ଷ୍ୟନେଇ ବହୁମୂଖୀ କାର୍ଯ୍ୟ କରିବା ସହିତ ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନସନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ସରକାରଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ଆନ୍ଦୋଳନ କରିବାକୁ ମଧ୍ୟ ପଛଘୁଞ୍ଚା ଦେବନାହିଁ ବୋଲି ସମସ୍ତେ ବଜ୍ର ଶପଥ ଗ୍ରହଣ କରିଥିଲେ।ଉକ୍ତ ସଭାର ସାଫଲ୍ୟ ନିମନ୍ତେ ସୁଶ୍ରୀ ଶୁଭସ୍ମିତା ବେଉରା, ପ୍ରେମାନନ୍ଦ ଜେନା, ଗିରୀଶ ଚନ୍ଦ୍ର ବେହେରା ପ୍ରମୁଖ ଶତାଧିକ ସଭ୍ୟା,ସଭ୍ୟ ସକ୍ରିୟ ଅଂଶଗ୍ରହଣ କରି ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ। ପରିଶେଷରେ ଅଶ୍ୱିନୀ କୁମାର ରାୟ ଧନ୍ୟବାଦ ପ୍ରଦାନ କରିବାପରେ ସଭାର ପରିସମାପ୍ତି ଘଟିଥିଲା

16 hrs ago
user_Dipak Kumar Nayak
Dipak Kumar Nayak
Voice of people Dhenkanal Sadar, Odisha•

More news from Odisha and nearby areas
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    5 hrs ago
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମ ଦେଶରେ ମଧ୍ୟ ବହୁ ସମସ୍ୟାମାନ ଦେଖା ଦେଇଛି । ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସାଂଗକୁ ରନ୍ଧନ ଗ୍ୟାସ ନ ମିଳିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆପଣମାନେ ଦେଖୁଥିବା ଏହି ଦୃଶ୍ୟଟି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର । ଏହାକୁ ଦେଖି ଆପଣମାନେ ଆମେ କଣ କହିବାକୁ ଚାହୁଁଚୁ ଜାଣିପାରୁଥିଲେ । ଭାପୁରରେ ଗ୍ୟାସ ବିତରଣ କେନ୍ଦ୍ରରେ ଏହି ଭଳି ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଛି । ଛଦେଶବାସୀ ଗ୍ୟାସ ପାଇଁ ଦିନ ତମାମ ଗ୍ୟାସ ଟାଙ୍କିକୁ ଲାଇନରେ ରଖି ଛିଡା ହେବାକୁ ପଡୁଛି । ଶେଷରେ କିଏ ପାଉଛି ତ କିଏ ଗ୍ୟାସ ଟାଙ୍କିକୁ ମୁଣ୍ଡେଇ ମୁଣ୍ଡେଇ ହତାସ ହୋଇ ଘରକୁ ଫେରିଛନ୍ତି I ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣୀ ।
    1
    ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଆମ ଦେଶରେ ମଧ୍ୟ ବହୁ ସମସ୍ୟାମାନ ଦେଖା ଦେଇଛି । ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସାଂଗକୁ ରନ୍ଧନ ଗ୍ୟାସ ନ ମିଳିବା ଯୋଗୁଁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଆପଣମାନେ ଦେଖୁଥିବା ଏହି ଦୃଶ୍ୟଟି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳର । ଏହାକୁ ଦେଖି ଆପଣମାନେ ଆମେ କଣ କହିବାକୁ ଚାହୁଁଚୁ ଜାଣିପାରୁଥିଲେ । ଭାପୁରରେ ଗ୍ୟାସ ବିତରଣ କେନ୍ଦ୍ରରେ ଏହି ଭଳି ଦୃଶ୍ୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଛି । ଛଦେଶବାସୀ ଗ୍ୟାସ ପାଇଁ ଦିନ ତମାମ ଗ୍ୟାସ ଟାଙ୍କିକୁ ଲାଇନରେ ରଖି ଛିଡା ହେବାକୁ ପଡୁଛି । ଶେଷରେ କିଏ ପାଉଛି ତ କିଏ ଗ୍ୟାସ ଟାଙ୍କିକୁ ମୁଣ୍ଡେଇ ମୁଣ୍ଡେଇ ହତାସ ହୋଇ ଘରକୁ ଫେରିଛନ୍ତି I ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଲାଣୀ ।
    user_Amani Sahoo
    Amani Sahoo
    ଢେଙ୍କାନାଳ ସଦର, ଢେଙ୍କାନାଳ, ଓଡ଼ିଶା•
    8 hrs ago
  • Post by Dhenkanal News
    1
    Post by Dhenkanal News
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    9 hrs ago
  • Post by Tapasdas 6372788705
    2
    Post by Tapasdas 6372788705
    user_Tapasdas 6372788705
    Tapasdas 6372788705
    Photographer Gandia, Dhenkanal•
    5 hrs ago
  • କଟକ ବିଜେଡ଼ିକୁ ଶକ୍ତ ଧକ୍କା ! ପୁଣି ପ୍ରଭାତ ବିଶ୍ୱାଳଙ୍କ ମାଷ୍ଟର ଷ୍ଟ୍ରୋକ। ବିଜେଡ଼ି ଦଳ ଛାଡିଲେ ଚୌଦ୍ବାର-କଟକର ଶତାଧିକ ଯୁବ ଓ ଛାତ୍ର କର୍ମକର୍ତ୍ତା।
    1
    କଟକ ବିଜେଡ଼ିକୁ ଶକ୍ତ ଧକ୍କା !
ପୁଣି ପ୍ରଭାତ ବିଶ୍ୱାଳଙ୍କ ମାଷ୍ଟର ଷ୍ଟ୍ରୋକ। ବିଜେଡ଼ି ଦଳ ଛାଡିଲେ ଚୌଦ୍ବାର-କଟକର ଶତାଧିକ ଯୁବ ଓ ଛାତ୍ର କର୍ମକର୍ତ୍ତା।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    7 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    18 hrs ago
  • Post by Dipak Kumar Nayak
    2
    Post by Dipak Kumar Nayak
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.