logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

(anchalik news nuapada) *ଭୁବନେଶ୍ୱର ୧୯/୦୯: ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୯ ଗୋଟି ସ୍ଥାନରେ ରେଡ୍ ଚାଲିଛି ।* *ତାଙ୍କ କାଶିପୁର କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବାସଭବନ, ବାଲିଗୁଡା, ନୟାଗଡ଼, ସାଇ କେତା, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁରରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି। ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି । ୯ ଗୋଟି ଗୋଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି।*

on 19 September
user_Mukesh tiwari
Mukesh tiwari
Social worker Nuapada, Odisha•
on 19 September
8b9eb0c9-2b1f-4351-a9c5-022c24c5f89b

(anchalik news nuapada) *ଭୁବନେଶ୍ୱର ୧୯/୦୯: ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୯ ଗୋଟି ସ୍ଥାନରେ ରେଡ୍ ଚାଲିଛି ।* *ତାଙ୍କ କାଶିପୁର କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବାସଭବନ, ବାଲିଗୁଡା, ନୟାଗଡ଼, ସାଇ କେତା, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁରରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି। ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି । ୯ ଗୋଟି ଗୋଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି।*

More news from ଓଡ଼ିଶା and nearby areas
  • #ଭେଜିଗୁଡା_ଗ୍ରାମ_ରେ_ଟୋକି_ପର୍ବ_ଅନୁଷ୍ଠିତ !
    1
    #ଭେଜିଗୁଡା_ଗ୍ରାମ_ରେ_ଟୋକି_ପର୍ବ_ଅନୁଷ୍ଠିତ !
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • Bandamunda
    1
    Bandamunda
    user_Odisha public news
    Odisha public news
    Waiter/Waitress Tarbha, Sonepur•
    4 hrs ago
  • ଖ୍ରୀଷ୍ଟିଆନ ଗୋଟେ ଧର୍ମ ନାହିଁ ଯୀଶୁଖ୍ରୀଷ୍ଟ ଏହୁଛି କୁ ଧର୍ମ ବି ନାହିଁ ଆସନ୍ତୁ ଜାଣିବା
    1
    ଖ୍ରୀଷ୍ଟିଆନ ଗୋଟେ ଧର୍ମ ନାହିଁ ଯୀଶୁଖ୍ରୀଷ୍ଟ ଏହୁଛି କୁ ଧର୍ମ ବି ନାହିଁ ଆସନ୍ତୁ ଜାଣିବା
    user_Ajaya Kumar khemundu
    Ajaya Kumar khemundu
    Grain Wholesaler Jeypore, Koraput•
    15 hrs ago
  • Post by AK14TV
    1
    Post by AK14TV
    user_AK14TV
    AK14TV
    Journalist ପାରଳାଖେମୁଣ୍ଡି, ଗଜପତି, ଓଡ଼ିଶା•
    16 hrs ago
  • ବାପି ବାବୁଙ୍କ ସ୍ମୃତିକୁ ନେଇ ମଣିବାବୁ ଗାଇଲେ ଗୀତ #live_odisha_news_update #published_from #Brahamapur #kukudakhandi
    1
    ବାପି ବାବୁଙ୍କ ସ୍ମୃତିକୁ ନେଇ ମଣିବାବୁ ଗାଇଲେ ଗୀତ 
#live_odisha_news_update #published_from #Brahamapur #kukudakhandi
    user_Live Odisha NewsUpdate District reporter
    Live Odisha NewsUpdate District reporter
    Journalist Brahmapur Sadar, Ganjam•
    8 hrs ago
  • Post by Jay kala _ jay Kalinga
    1
    Post by Jay kala _ jay Kalinga
    user_Jay kala _ jay Kalinga
    Jay kala _ jay Kalinga
    କୋଡ଼ାଳା, ଗଞ୍ଜାମ, ଓଡ଼ିଶା•
    16 hrs ago
  • ପ୍ରେସ କ୍ଲବ ପାଟଣାଗଡ଼ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ।
    1
    ପ୍ରେସ କ୍ଲବ ପାଟଣାଗଡ଼ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    22 hrs ago
  • #ଗ୍ରାମବାସୀଙ୍କୁ_ଜଙ୍ଗଲ_ଜମି_ଦେବା_ନାଁରେ_ଟଙ୍କା_ଆଦାୟ #କଳାହାଣ୍ଡି_ଜିଲ୍ଲା #ପ୍ରଧାନ_ଏଞ୍ଜିଓ  #ଗାଁର_ଗ୍ରାମବାସୀ #ଫରେଷ୍ଟ_ରେଞ୍ଜ #ଜବର୍ଦ_ଖଲ #ଜୟପାଟଣା_ବ୍ଲକ #ଧନସୁଲି_ପଞ୍ଚାୟତ #ରଭାଟିଫାସ  # ଦୁଇ_ହଜାର_ଟଙ୍କା
    1
    #ଗ୍ରାମବାସୀଙ୍କୁ_ଜଙ୍ଗଲ_ଜମି_ଦେବା_ନାଁରେ_ଟଙ୍କା_ଆଦାୟ #କଳାହାଣ୍ଡି_ଜିଲ୍ଲା #ପ୍ରଧାନ_ଏଞ୍ଜିଓ  #ଗାଁର_ଗ୍ରାମବାସୀ #ଫରେଷ୍ଟ_ରେଞ୍ଜ #ଜବର୍ଦ_ଖଲ #ଜୟପାଟଣା_ବ୍ଲକ #ଧନସୁଲି_ପଞ୍ଚାୟତ #ରଭାଟିଫାସ  # ଦୁଇ_ହଜାର_ଟଙ୍କା
    user_KOSAL TIMES
    KOSAL TIMES
    Journalist ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    5 hrs ago
  • Post by Odisha public news
    1
    Post by Odisha public news
    user_Odisha public news
    Odisha public news
    Waiter/Waitress ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.