ଉପଜିଲ୍ଲାପାଳଙ୍କ ମହାନତା ନିଜ ଗାଡି ରେ ପଠାଇଲେ 2 ପରୀକ୍ଷାତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ ମହାନତା ନିଜ ଗାଡି ରେ ପଠାଇଲେ 2 ପରୀକ୍ଷାତ୍ରୀଙ୍କୁ ଭୁବନ ତା 19.2 ଅଧା ରୁ ପାଠ ଛାଡିଥିବା ବିଦ୍ୟାର୍ଥୀ ଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ଭୁବନ କେନ୍ଦ୍ର ର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ ରେ ବସି କାମାକ୍ଷା ନଗର ବସ ଷ୍ଟାଣ୍ଡ ରେ ଏଣେ ତେଣେ ବୁଲୁଥିବା ସମୟରେ ହାବୁଡେ ପଡନ୍ତି କଙ୍କଡ଼ାହାଡ଼ ର ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣ ଚନ୍ଦ୍ର ସାହୁ। ସମୟ ପ୍ରାୟ 8.20। ପରୀକ୍ଷା ସକାଳ 9 ଟା। ତାହା ପୁଣି 35 କିମି ଦୂର ଢେଙ୍କାନାଳ ଟାଉନ ର କୋରିଆଁ ସ୍ଥିତ ଭାନିରାମ ଉଚ୍ଚ ବିଦ୍ୟାଳୟ। ତତକ୍ଷଣାତ କୃଷ୍ଣ ଚନ୍ଦ୍ର 2 ଛାତ୍ରୀ ଙ୍କୁ ଧରି କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ କ୍ଵାଟର କୁ ଗଲେ ସମସ୍ତ ବିଷୟ ଜଣାଇଲେ। ଉପଜିଲ୍ଲାପାଳ ଦିନମଣି ନାୟକ ନିଜ ସରକାରୀ ଗାଡ଼ିରେ ପରୀକ୍ଷାତ୍ରୀଙ୍କୁ ପଠାଇଲେ ସମୟ ପ୍ରାୟ 9 ଟା। ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ। ପ୍ରାୟ 9.35ରେ ୨ ବିଦ୍ୟାର୍ଥୀ ପହଂଚି ପରୀକ୍ଷା ଦେବାରୁ ସୁଯୋଗ ପାଇଲେ। ଉପ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଦେଲେ।
ଉପଜିଲ୍ଲାପାଳଙ୍କ ମହାନତା ନିଜ ଗାଡି ରେ ପଠାଇଲେ 2 ପରୀକ୍ଷାତ୍ରୀଙ୍କୁ ଉପଜିଲ୍ଲାପାଳଙ୍କ ମହାନତା ନିଜ ଗାଡି ରେ ପଠାଇଲେ 2 ପରୀକ୍ଷାତ୍ରୀଙ୍କୁ ଭୁବନ ତା 19.2 ଅଧା ରୁ ପାଠ ଛାଡିଥିବା ବିଦ୍ୟାର୍ଥୀ ଙ୍କୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ଜରିଆରେ ସିଧାସଳଖ ମାଟ୍ରିକ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଛି। ଭୁବନ କେନ୍ଦ୍ର ର ୨ ବିଦ୍ୟାର୍ଥୀ ନିଜ ଆଡମିଟ କାର୍ଡ ଧରି ବସ ରେ ବସି କାମାକ୍ଷା ନଗର
ବସ ଷ୍ଟାଣ୍ଡ ରେ ଏଣେ ତେଣେ ବୁଲୁଥିବା ସମୟରେ ହାବୁଡେ ପଡନ୍ତି କଙ୍କଡ଼ାହାଡ଼ ର ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣ ଚନ୍ଦ୍ର ସାହୁ। ସମୟ ପ୍ରାୟ 8.20। ପରୀକ୍ଷା ସକାଳ 9 ଟା। ତାହା ପୁଣି 35 କିମି ଦୂର ଢେଙ୍କାନାଳ ଟାଉନ ର କୋରିଆଁ ସ୍ଥିତ ଭାନିରାମ ଉଚ୍ଚ ବିଦ୍ୟାଳୟ। ତତକ୍ଷଣାତ କୃଷ୍ଣ ଚନ୍ଦ୍ର 2 ଛାତ୍ରୀ ଙ୍କୁ ଧରି କାମାକ୍ଷାନଗର ଉପଜିଲ୍ଲାପାଳ
ଙ୍କ କ୍ଵାଟର କୁ ଗଲେ ସମସ୍ତ ବିଷୟ ଜଣାଇଲେ। ଉପଜିଲ୍ଲାପାଳ ଦିନମଣି ନାୟକ ନିଜ ସରକାରୀ ଗାଡ଼ିରେ ପରୀକ୍ଷାତ୍ରୀଙ୍କୁ ପଠାଇଲେ ସମୟ ପ୍ରାୟ 9 ଟା। ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଫୋନ ଯୋଗେ ସମସ୍ତ ଘଟଣା ଜଣାଇଥିଲେ। ପ୍ରାୟ 9.35ରେ ୨ ବିଦ୍ୟାର୍ଥୀ ପହଂଚି ପରୀକ୍ଷା ଦେବାରୁ ସୁଯୋଗ ପାଇଲେ। ଉପ ଜିଲ୍ଲାପାଳ ଙ୍କୁ ଧନ୍ୟବାଦ ଦେଲେ।
- ଢେଙ୍କାନାଳ 95 କେନ୍ଦ୍ରରେ ପରିକ୍ଷା ଦେଉଛନ୍ତି 16777 50 ସମ୍ବେଦନଶୀଳ, ବରୋକିବାକୁ ୪ ସ୍ତ୍ରରୀୟ ସ୍କାଡ ବ୍ୟବସ୍ଥା2
- ଆଜିଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାରେ ମୋଟ ୯୫ଟି ପରୀକ୍ଷା କେନ୍ଦ୍ରରେ ୧୬, ୭୭୭ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ସକାଳ ସାଢେ ୭ଟାରେ ସମସ୍ତ ପରୀକ୍ଷା କେନ୍ଦ୍ର ପରୀକ୍ଷାର୍ଥୀମାନେ ପ୍ରବେଶ କରିଛନ୍ତି। ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ । କପି ରୋକିବା ପାଇଁ ମଧ୍ଯ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପକ୍ଷରୁ କପି ରୋକିବା ପାଇଁ ୩ଟି ସ୍ପାଡ ଗଠନ ହୋଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି। ଜିଲ୍ଲାର ଭୁବନ ବ୍ଲକରେ ୧୧ଟି, ଢେଙ୍କାନାଳରେ ୧୬ଟି, ଗଁଦିଆ, ହିନ୍ଦୋଳ ଓ କାମାକ୍ଷାନଗରରେ ୧୨ଟି ଲେଖାଏଁ, କଙ୍କଡ଼ାହାଡ଼ରେ ୯ଟି, ଓଡ଼ାପଡ଼ା ବ୍ଲକରେ ୧୩ଟି ଓ ପରଜଙ୍ଗବ୍ଲକରେ ୧୦ଟିକୁ ମିଶାଇ ମୋଟ ୯୫ଟି ପରୀକ୍ଷା କେନ୍ଦ୍ର ରହିଛି। ସେହିପରି ଜିଲାରେ ୨୬୯ଟି ହାଇସ୍କୁଲର ମୋଟ ରେଗୁଲାର ୧୬୬୦୮ ପରୀକ୍ଷାର୍ଥୀ, ପତ୍ର ବିନିମୟରେ ୧୦ଜଣ ଓ ଏସ୍ଓଏସ୍ଇରେ ୧୫୯ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପ୍ରଶ୍ନପତ୍ର ରଖୁବା ପାଇଁ ୧୦ଟି ନୋଡାଲ Iଲ ସେଣ୍ଟର କରାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ବେସ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି |1
- ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ଶହଶହ ଛଦେଶବାସୀ ଆଜି ଭାପୁରଠାରେ ରାସ୍ତାରୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଛଦେଶ ବ୍ଲକ ଗଠନ ମୁଖ୍ୟ ଦାବି ଥିବାବେଳେ ଅଞ୍ଚଳର ଉନ୍ନତି ତଥା ଭାପୁର ଫାଣ୍ତି ଥାନାରେ ପରିଣତ କରିବା। ଦମକଳ କେନ୍ଦ୍ର ସ୍ଥାପନ,ଚିକିତ୍ସାଳୟରେ ବିଭିନ୍ନ ଚିକିତ୍ସା ସୁବିଧା ଆଦି ଦାବିଗୁଡିକୁ ନେଇ ବନ୍ଦ କରାଯାଇଥିଲା। ଜିଲ୍ଲାପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଥିଲା। ଶେଷରେ ଅତିରିକ୍ତ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏସଡିପିଓ ଏବଂ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।1
- Post by Dhenkanal News1
- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ 2026 ମସିହା ମାଟ୍ରିକ ପରୀକ୍ଷା ଆଜଠାରୁ ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି। ଚଳିତ ବର୍ଷ ପରୀକ୍ଷାକୁ ତ୍ରୁଟି ଶୂନ୍ୟ ଏବଂ ସ୍ବଚ୍ଛତା ଓ ନିରପେକ୍ଷ ଭାବରେ ପରିଚାଳନା ପାଇଁ ଉଦ୍ୟମ କରାଯାଇଛି। ଚଳିତ ବର୍ଷ ରାଜ୍ୟରେ 5 ଲକ୍ଷ 61 ହଜାର 979 ଜଣ ଛାତ୍ର ଛାତ୍ରୀ 3082 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ 37 ଟି ସ୍ଵତନ୍ତ୍ର ସ୍ୱାଡ ଗଠନ କରାଯାଇଛି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ମାନଙ୍କରେ ସି ସି ଟି ଭି ଓ ଏ ଆଇ କ୍ୟାମେରା ଖଞ୍ଜା ଯାଇଛି। ପରୀକ୍ଷା ସୁପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଆଜି ସକାଳୁ କଡ଼ା ସୁରକ୍ଷା ମଧ୍ୟ ରେ ନୋଡାଲ କେନ୍ଦ୍ର ମାନଙ୍କ ରୁ ପ୍ରଶ୍ନ ପତ୍ର ପରୀକ୍ଷା କେନ୍ଦ୍ର ମାନଙ୍କୁ ପଠା ଯାଇଛି। ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରବେଶ ସମୟରେ ଛାତ୍ର ଛାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଛଡ଼ା ଯାଇଥିଲା। ସକାଳ 9 ଟା ରୁ ପରୀକ୍ଷା ଆରମ୍ଭ ହୋଇ 110.30 ପର୍ଯ୍ୟନ୍ତ ଚାଲିବ।1
- ଭୁବନେଶ୍ୱରରେ ଖୋଲିଲା ସ୍ଲିପ ୱେଲ୍ ସୋରୁମ୍ | ଶାନ୍ତି ଓ ଆରାମଦାୟକ ଅନୁଭୂତି ପାଇଁ ଥରୁଟିଏ ଆସନ୍ତୁ | ସୁଲଭ ମୂଲ୍ୟ ଓ ଆକର୍ଷଣୀୟ ଡିଜାଇନ୍ ନିଶ୍ଚୟ ମନ ମୋହିନେବ | ଭୁବନେଶ୍ୱର, ଓଡ଼ିଶା #bhubaneswar #odisha1
- କଟକ ନୂଆପଡ଼ା ପ୍ରେସ କଲୋନୀରେ ଗୁଳିକାଣ୍ଡ ଘଟିଥିବା ଘରର ତାଲା ଭାଙ୍ଗି ଘର ଭିତରେ ପଶିଲେ ସାଇଣ୍ଟଫିକ ଟିମ୍ ଓ ପୋଲିସ।1
- ଢେଙ୍କାନାଳ ର ବିବି ହାଇସ୍କୁଲ, ସରକାରୀ ବାଳିକା ବିଦ୍ୟାଳୟ, ବଳରାମ ହାଇସ୍କୁଲ, ଦାଣ୍ଡିମାଳ ହାଇସ୍କୁଲ, ଲକ୍ଷ୍ମୀଧର ହାଇସ୍କୁଲ ଏହିପରି ବିଭିନ୍ନ ହାଇସ୍କୁଲ ରେ ଆଜିଠାରୁ ମାଟ୍ରିକ ପରିକ୍ଷା ଏହି ଅବସରରେ ସମସ୍ତ ପରିକ୍ଷାଥି ଙ୍କୁ ସୁରୁ ଆପ୍ ତରଫ ରୁ ହାଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା4