logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାଷୀ ଙ୍କ ଟଙ୍କା ହଡ଼ପ ନେଇ ଗୀରଫ ହେଲେ ଧୂମଭଟା ଗ୍ରାମ ପଞ୍ଚାୟତ ଫ୍ୟାକ୍ସ୍ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ।

8 hrs ago
user_BHOJARAJ DANDASENA
BHOJARAJ DANDASENA
Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
8 hrs ago
de8b9e01-8e96-4972-a191-547cf0ddc337

ଚାଷୀ ଙ୍କ ଟଙ୍କା ହଡ଼ପ ନେଇ ଗୀରଫ ହେଲେ ଧୂମଭଟା ଗ୍ରାମ ପଞ୍ଚାୟତ ଫ୍ୟାକ୍ସ୍ ସମ୍ପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ।

More news from ଓଡ଼ିଶା and nearby areas
  • ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    1
    ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
    1
    ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    17 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    2 hrs ago
  • ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ । ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର । BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    1
    ଆଜିର ସମାଚାର ରେ ଆଜିର ତାଜା ଖଵର ଫଟାଫଟ ।  ତାରିଖ -୩୧/୦୩/୨୦୨୬ ମଙ୍ଗଲବାର । ଦିନର ୧୨ ଵଜେର ସମାଚାର ଦେଖନ୍ତୁ ଦେଶ ବିଦେଶର ସମାଚାର ତଥା ଓଡିଶା ର ବିଭିନ୍ନ ଜିଲ୍ଲା ର ସମାଚାର ।
BREAKING NEWS ଆଜିର ସମାାଚାର ଆମ ତ୍ୟାନେଲ କୁ ଲାଇକ,ସସ୍କ୍ରାଇବ,ସେୟାର କରନ୍ତୁ ନୂଆଁ ନୂଆଁ ସମାଚାର ଜାଣନ୍ତୁ । ।
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    4 hrs ago
  • Post by Sonepur news khulasa
    1
    Post by Sonepur news khulasa
    user_Sonepur news khulasa
    Sonepur news khulasa
    Video Creator ସୋନପୁର, ସୋନପୁର, ଓଡ଼ିଶା•
    8 hrs ago
  • ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    1
    ୧୦ କୋଟି ଟଙ୍କାର ଗଞ୍ଜେଇ ଜବତ
ସୁବର୍ଣ୍ଣପୁର: ଏକ ଚଉଦ ଚକିଆ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ସୋନପୁର ପୋଲିସ। ବୌଦ୍ଧ ଜିଲ୍ଲାରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ବୁଢ଼ାରଜା ଛକରେ ଟ୍ରକଟିକୁ ଅଟକ ରଖିଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତନଖି କରାଯାଇଥିଲା। ୧୦.୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ବଜାର ଦର ପ୍ରାୟ ଦଶ କୋଟି ହେବ ବୋଲି ଜଣାଯାଇଛି। ଟ୍ରକ ସହ ଡ୍ରାଇଭର ଲକ୍ଷ୍ମଣ ଯାଦବ(୫୯) ଏବଂ ହେଲ୍ପର ଲକ୍ଷ୍ମଣ ଯାଦବ (୨୯) ଙ୍କୁ ଗିରଫ କରିଛି। ସେହିପରି ବିନିକା ଥାନା ଦାନିପାଲି ଛକରୁ ୩.୭୨୦ ଏବଂ ବୀରମହାରାଜପୁରରୁ ୩୭.୪୫୦ କେଜି ମୋଟ ୧୦୯୧ କେଜି ଗଞ୍ଜେଇ ଜବତ କରିଛି ପୁଲିସ।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    16 hrs ago
  • ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    1
    ବ୍ୟାସନଗରରେ ଶ୍ରୀ ରାମଲାଲା ଙ୍କ ଭଷାଣୀ ଉତ୍ସବ ପାଳନ !
    user_KOSAL TIMES
    KOSAL TIMES
    ପାଟଣାଗଡ଼, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • Post by BAHUJAN ADHIKAR
    1
    Post by BAHUJAN ADHIKAR
    user_BAHUJAN ADHIKAR
    BAHUJAN ADHIKAR
    Local News Reporter Sonapur, Sonepur•
    7 hrs ago
  • ଉଲୁଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଗତକାଲି ବିଳମ୍ବିତ ରାତି ଯାଏ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷ ସୁଶାନ୍ତ ଘିବିଲାଙ୍କ ସଭାପତିତ୍ବରେ ଆୟୋଜିତ ସଭାକୁ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ l ବକ୍ତା ଭାବରେ ଶାନ୍ତି ଜୋନ୍ ସଂଯୋଜକ ମଦନ ମୋହନ ଦାନି ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପାଠଚକ୍ରର ସଂଯୋଜକ ସୁଧାଂଶୁ ଲୁହା, ଜିଲ୍ଲା ପରିଷଦ ସଦସ୍ୟା ବିଜୟଲକ୍ଷ୍ମୀ ତରାଇ, ବିଶିଷ୍ଟ ସମାଜସେବୀ ଆଦିକନ୍ଦ ବାବୁ,ସମିତି ସଭ୍ୟା ସନ୍ତୋଷୀନି ଭୋଇ ଯୋଗଦେଇ ମଞ୍ଚାସିନ ହୋଇଥିଲେ l ତେବେ ଅତିଥି ଗଣ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହେବା ପାଈଁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ l ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ପ୍ରତିଭା ମାନକୁ ଙ୍କୁ ଅତିଥି ଗଣ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ପରେ ପ୍ରକୃତ ସାହସ ଉପରେ ଏକ ଡ୍ରାମା ପରିବେଷଣ ହୋଇଥିଲା l ଶ୍ୟାମ ସୁନ୍ଦର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶଙ୍କର ଥାନାପତି ଧନ୍ୟବାଦ୍ ଦେଇଥିଲେ l ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l
    1
    ଉଲୁଣ୍ଡା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଗତକାଲି ବିଳମ୍ବିତ ରାତି ଯାଏ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷ ସୁଶାନ୍ତ ଘିବିଲାଙ୍କ ସଭାପତିତ୍ବରେ ଆୟୋଜିତ ସଭାକୁ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ l ବକ୍ତା ଭାବରେ ଶାନ୍ତି ଜୋନ୍ ସଂଯୋଜକ ମଦନ ମୋହନ ଦାନି ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପାଠଚକ୍ରର ସଂଯୋଜକ ସୁଧାଂଶୁ ଲୁହା, ଜିଲ୍ଲା ପରିଷଦ ସଦସ୍ୟା ବିଜୟଲକ୍ଷ୍ମୀ ତରାଇ, ବିଶିଷ୍ଟ ସମାଜସେବୀ ଆଦିକନ୍ଦ ବାବୁ,ସମିତି ସଭ୍ୟା ସନ୍ତୋଷୀନି ଭୋଇ ଯୋଗଦେଇ ମଞ୍ଚାସିନ ହୋଇଥିଲେ l ତେବେ ଅତିଥି ଗଣ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ ହେବା ପାଈଁ ପରାମର୍ଶ ଦେବା ସହ ଉତ୍ସାହିତ କରିଥିଲେ l ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ପ୍ରତିଭା ମାନକୁ ଙ୍କୁ ଅତିଥି ଗଣ ସମ୍ବର୍ଦ୍ଧିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା l ପରେ ପ୍ରକୃତ ସାହସ ଉପରେ ଏକ ଡ୍ରାମା ପରିବେଷଣ ହୋଇଥିଲା l ଶ୍ୟାମ ସୁନ୍ଦର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଶଙ୍କର ଥାନାପତି ଧନ୍ୟବାଦ୍ ଦେଇଥିଲେ l ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା l
    user_Ajira Samachar
    Ajira Samachar
    Photographer ସୋନପୁର, ସୋନପୁର, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.