Shuru
Apke Nagar Ki App…
ଲଗାଣ ବର୍ଷାରେ ନଷ୍ଟ ହେଇଯାଇଛି ବହୁ ଚଷି ଧାନ ସେଥି ପ୍ରତି ସରକାର ଙ୍କ ପଦକ୍ଷେପ ଗୁଡ଼ିକ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝି
Prime time press
ଲଗାଣ ବର୍ଷାରେ ନଷ୍ଟ ହେଇଯାଇଛି ବହୁ ଚଷି ଧାନ ସେଥି ପ୍ରତି ସରକାର ଙ୍କ ପଦକ୍ଷେପ ଗୁଡ଼ିକ କହିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ମୋହନ ଚରଣ ମାଝି
More news from Bhubaneswar and nearby areas
- ଶେଷ ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ୱାଗତ କରିବାକୁ ଲୋକଙ୍କ ଭିତରେ ଉତ୍ସାହ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଇଂରାଜୀ ନବବର୍ଷ। ନୂଆବର୍ଷ ସୁଖ ଓ ସମୃଦ୍ଧିର ବର୍ଷ କାମନା କରି ମନ୍ଦିରରେ ଦର୍ଶନ କରୁଛନ୍ତି ଲୋକେ। ରାଜ୍ୟରୁ ତଥା ରାଜ୍ୟ ବାହାରୁ ଅନେକ ଲୋକେ ଭୁବନେଶ୍ୱର ରାମ ମନ୍ଦିରରେ ଦର୍ଶନ କରିଛନ୍ତି।1
- ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ ବର୍ଷା ଦିଦି ଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କର ପରିବାର କୁ ଭଲରେ ରଖନ୍ତୁ। ତାଙ୍କ ଜନ୍ମଦିନ ରେ ସେ ପ୍ରତେକ ବର୍ଷ ସାଥି ମାନଙ୍କ ସହ ଜନ୍ମଦିନ ପାଳନ କରନ୍ତି। ଚଳିତବର୍ଷ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ବିକାଶ ପୃଷ୍ଟି ଭାଇ କ ସହ କଥାବାର୍ତ୍ତା ହୋଇ ଜନ୍ମଦିନ ରେ ସେ ଏକ ବୃଦ୍ଧା ଆଶ୍ରମ ରେ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଭୁବନେଶ୍ୱର ସ୍ଥିତ ନନ୍ଦନ ବିହାର ଠାରେ ରିଓ ଚାରିଟେବଲ୍ ଟ୍ରଷ୍ଟ ର ବୃଦ୍ଧା ଆଶ୍ରମ ରେ ବାପା, ମା ମାନଙ୍କୁ ଜଳଖିଆ ଦେଇ କେକ୍ cutting କରିଥିଲେ। ଏହି କାର୍ୟ୍ଯକ୍ରମ ରେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ସଭ୍ୟ ସଭ୍ୟା ସମସ୍ତେ ଉପସ୍ଥିତ ରହି ସାହାୟ୍ଯ ସହଯୋଗ କରି କାର୍ୟ୍ଯକ୍ରମ କୁ ଭଲରେ ଭଲରେ ସଫଳ କରିଥିଲେ।1
- #ସକାଳୁ_ମନ୍ଦିରରେ_ଭିଡ ନୂଆବର୍ଷର ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭିଡ । ଯାଜପୁର ବିରଜା ସହ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଗହଳି ।1
- ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି କାଳାଞ୍ଜଳି folk festivals 2024 !1
- #SBI_ତରଫରୁ_ସ୍କୁଲ_ବସ_ପ୍ରଦାନ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସ୍କୁଲ ବସ ପ୍ରଦାନ । ଭୁବନେଶ୍ୱର ୱେଲକମ ହୋଟେଲ ଠାରେ ଏସଵିଆଇ ପକ୍ଷରୁ ଏକ ଡୋନେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜି ନିଜର ସିଏସଆର ପାଣ୍ଠିରୁ ଗୋଟିଏ ବସ ଆଉ ଗୋଟେ ବୋଲେରୋ ପ୍ରଦାନ କରଯାଇଛି ।1
- ଭୁବନେଶ୍ୱର : ନାଁ ନନେଇ ବିଜେଡି ଓ ପାଣ୍ଡିଆନଙ୍କୁ ଧୋଇଦେଲେ ଉଚ୍ଚ ଶିକ୍ଷା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।1
- ଜୟଦେବ ବାଟିକା ପାର୍କ. ଖଣ୍ଡଗିରି full video1