Shuru
Apke Nagar Ki App…
ହିମନ୍ତ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ ୧୨ ତାରିଖରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶପଥ ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି
Public demand news 24/7
ହିମନ୍ତ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ ଆସାମ ବିଜେପି ବିଧାୟକ ଦଳ ନେତା ଭାବେ ହିମନ୍ତ ବିଶ୍ବଶର୍ମା ନିର୍ବାଚିତ ୧୨ ତାରିଖରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶପଥ ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି
More news from ଓଡ଼ିଶା and nearby areas
- Aaj Tak in officers ko Dand nehi mila jinho ne Bekasur ko muzrim karar de diye1
- କୋରାପୁଟର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଏନ୍ସିସି କ୍ୟାଡେଟମାନେ 'ଅପରେସନ୍ ସିନ୍ଦୂର' ଅବସରରେ ବିତର୍କ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।1
- କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ରରେ ୨୧ ଦିନିଆ ଚଳିତ ବର୍ଷର ଚନ୍ଦନ ଯାତ୍ରା ସମାପ୍ତ ହୋଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ପ୍ରତିଦିନ ସନ୍ଧ୍ୟାରେ ଚନ୍ଦନ ପୋଖରୀରେ ଠାକୁରମାନେ ଚାପ ଖେଳିଥିଲେ। ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ଓ ଭକ୍ତିମୟ ହୋଇଉଠିଥିଲା।1
- ଦେଖନ୍ତୁ 🙏🙏🙏1
- ଓଡ଼ିଶାର କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଝଲାଗୁଡା ଗ୍ରାମବାସୀ ମାଇନ୍ସ ରାସ୍ତା ବନ୍ଦ କରିଛନ୍ତି। କାମ ଓ ଭତ୍ତା ଟଙ୍କା ନମିଳିବାରୁ ସେମାନେ ଏହି ପଦକ୍ଷେପ ନେଇଛନ୍ତି। ଏହାଦ୍ୱାରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।1
- ଓଡ଼ିଶାର ମାଲକାନଗିରି ଜିଲ୍ଲା ମାଥିଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ନିର୍ବନ୍ଧ କାର୍ଯ୍ୟରୁ ଫେରୁଥିବା ଏକ ପରିବାରର କାର୍ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେବାରୁ ଜଣେ ଶିଶୁ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇ ମାଥିଲି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।1
- - କଂଗ୍ରେସ ପକ୍ଷରୁ ପୂର୍ବତନ ସରପଞ୍ଚଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ - କୁନ୍ଦୁରା ବିଜୁ ଜନତା ଦଳର ବିଶାଳ ମହିଳା ସମାବେଶ1
- ଉତ୍ତର ପ୍ରଦେଶରେ ହିନ୍ଦୁ ଦେବତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହା ରାଜ୍ୟରେ ଅପରାଧ ନିୟନ୍ତ୍ରଣ କରିବା ସହ ଧାର୍ମିକ ଭାବନାକୁ ସୁରକ୍ଷା ଦେବା ପାଇଁ ଏକ ଦୃଢ଼ ପଦକ୍ଷେପ।1
- କୋରାପୁଟ ଜିଲ୍ଲାରେ ତ୍ରୟବାର୍ଷିକ ସମ୍ମିଳନୀ ଆୟୋଜନକୁ ନେଇ ଏକ ବଡ଼ ଚକ୍ରାନ୍ତ ରଚାଯାଉଛି। ଏହି ଘଟଣା ସ୍ଥାନୀୟ ମହଲରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଛି।1