logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତା ରୁ ୫ ଫୁଟର କୁମ୍ଭୀର ଉଦ୍ଧାର ଘାଟି ରାସ୍ତା ରୁ ୫ ଫୁଟର କୁମ୍ଭୀର ଉଦ୍ଧାର ​ ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀର ଦେଖିବାକୁ ମିଳିଛି। ସୋମବାର ରାତିରେ ସ୍ଥାନୀୟ ଲୋକେ ଘାଟି ନିକଟରେ କୁମ୍ଭୀରଟି ବୁଲୁଥିବାର ଦେଖିବା ପରେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ​ଖବର ପାଇ ବନ ବିଭାଗର ସ୍ପେଶାଲ ଫିଲ୍ଡ ଷ୍ଟାଫ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ପରେ ବନ କର୍ମଚାରୀମାନେ କୁମ୍ଭୀରଟିକୁ କୌଣସି କ୍ଷତି ନପହଞ୍ଚାଇ ଅତି ସୁରକ୍ଷିତ ଭାବେ କାବୁ କରିବାରେ ସଫଳ ହୋଇଛନ୍ତି। ​ଉଦ୍ଧାର କୁମ୍ଭୀରଟିକୁ ବର୍ତ୍ତମାନ ବନ ବିଭାଗର ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି। ସରକାରୀ ନିୟମ ଓ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଅନୁଯାୟୀ, ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। କୁମ୍ଭୀରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ପ୍ରମାଣିତ ହେବା ପରେ ତାକୁ ପୁଣି ଥରେ ନିରାପଦ ପ୍ରାକୃତିକ ପରିବେଶକୁ ଛାଡ଼ିଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଘାଟି ଭଳି ଜନବସତି ନିକଟତର ସ୍ଥାନକୁ କୁମ୍ଭୀରଟି କିପରି ଆସିଲା l ତାହାକୁ ନେଇ ଚିନ୍ତା ରେ ଅଂଚଳ ବାସୀ l

11 hrs ago
user_Malkangiri Update news
Malkangiri Update news
ମାଲକାନଗିରି, ମାଲକାନଗିରି, ଓଡ଼ିଶା•
11 hrs ago
9310d328-81c4-4969-92f9-896e716a9e93

More news from ଓଡ଼ିଶା and nearby areas
  • MMDR ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ମଶାଲ ଶୋଭାଯାତ୍ରା ​ କେନ୍ଦ୍ର ସରକାରଙ୍କ MMDR ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ)ସଂଶୋଧନ ଆଇନ ୨୦୨୬କୁ ନେଇ ସାରା ରାଜ୍ୟରେ ରାଜନୀତି ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଓଡ଼ିଶାର ଖଣି ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ଜନଜାଗରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଲକାନଗିରିରେ ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ କେନ୍ଦ୍ର ସରକାର ଏବଂ ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି। MMDR ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ମଶାଲ ଶୋଭାଯାତ୍ରା ​ କେନ୍ଦ୍ର ସରକାରଙ୍କ MMDR ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ)ସଂଶୋଧନ ଆଇନ ୨୦୨୬କୁ ନେଇ ସାରା ରାଜ୍ୟରେ ରାଜନୀତି ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଓଡ଼ିଶାର ଖଣି ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ଜନଜାଗରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଲକାନଗିରିରେ ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ କେନ୍ଦ୍ର ସରକାର ଏବଂ ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି। ଓଡ଼ିଶାର ସ୍ୱାର୍ଥ ହାନି କରୁଥିବା ଏହି ସଂଶୋଧିତ MMDR ବିଲ୍ ଯୋଗୁଁ ରାଜ୍ୟ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦ ଉପରେ କବଜା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନେତାମାନେ ଦାବି କରିଛନ୍ତି। ​ବାଇଟ୍-୧- G . ଶ୍ରୀନିବାସ ରାଓ(ଜିଲ୍ଲା କଂଗ୍ରେସ ସଭାପତି) ​ ରାଜ୍ୟର ଖଣି ଓ ରାଜସ୍ୱ ଅଧିକାରକୁ କେନ୍ଦ୍ର ହାତକୁ ନେଉଥିବାରୁ ଏହା ଓଡ଼ିଶାର ଆର୍ଥିକ ସ୍ୱାଧୀନତା ପ୍ରତି ଏକ ବଡ଼ ଧକ୍କା ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିଧାନସଭା ଓ ଭୁବନେଶ୍ୱର ଘେରାଉ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି। ​ବାଇଟ୍ -୨- ଗୋବିନ୍ଦ ପାତ୍ର (କଂଗ୍ରେସ ନେତା) ​ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହିପରି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଜନଜାଗରଣ ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିବ।
    1
    MMDR ସଂଶୋଧନ ଆଇନ ବିରୋଧରେ କଂଗ୍ରେସର ବିକ୍ଷୋଭ ଓ ମଶାଲ ଶୋଭାଯାତ୍ରା
​
କେନ୍ଦ୍ର ସରକାରଙ୍କ MMDR ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ)ସଂଶୋଧନ ଆଇନ  ୨୦୨୬କୁ ନେଇ ସାରା ରାଜ୍ୟରେ ରାଜନୀତି ପ୍ରସଙ୍ଗ ଗରମ ହେବାରେ ଲାଗିଛି। ଓଡ଼ିଶାର ଖଣି ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାରା ରାଜ୍ୟରେ ଜନଜାଗରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଲକାନଗିରିରେ ମଧ୍ୟ କଂଗ୍ରେସ ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇ କେନ୍ଦ୍ର ସରକାର ଏବଂ ଓଡ଼ିଶାର ୨୦ ଜଣ ବିଜେପି ସାଂସଦଙ୍କ ବିରୋଧରେ ଜୋରଦାର ପ୍ରତିବାଦ କରାଯାଇଛି।

ଓଡ଼ିଶାର ସ୍ୱାର୍ଥ ହାନି କରୁଥିବା ଏହି ସଂଶୋଧିତ MMDR ବିଲ୍ ଯୋଗୁଁ ରାଜ୍ୟ ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଉଥିବା କଂଗ୍ରେସ ଅଭିଯୋଗ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦ ଉପରେ କବଜା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନେତାମାନେ ଦାବି କରିଛନ୍ତି।
​ବାଇଟ୍-୧- G . ଶ୍ରୀନିବାସ ରାଓ(ଜିଲ୍ଲା କଂଗ୍ରେସ ସଭାପତି)
​
ରାଜ୍ୟର ଖଣି ଓ ରାଜସ୍ୱ ଅଧିକାରକୁ କେନ୍ଦ୍ର ହାତକୁ ନେଉଥିବାରୁ ଏହା ଓଡ଼ିଶାର ଆର୍ଥିକ ସ୍ୱାଧୀନତା ପ୍ରତି ଏକ ବଡ଼ ଧକ୍କା ବୋଲି ପ୍ରତିବାଦକାରୀମାନେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦାବି ପୂରଣ ନହେଲେ ବିଧାନସଭା ଓ ଭୁବନେଶ୍ୱର ଘେରାଉ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।
​ବାଇଟ୍ -୨-  ଗୋବିନ୍ଦ ପାତ୍ର (କଂଗ୍ରେସ ନେତା)
​
ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଏହିପରି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଜନଜାଗରଣ ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଜାରି ରହିବ।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    10 hrs ago
  • #କଂଗ୍ରେସ_ମଶାଲ_ଶୋଭାଯାତ୍ରା_MMDR_ଆଇନ_ବିରୋଧରେ #ପ୍ରତିବାଦ MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ମଶାଲ ଧରି କଂଗ୍ରେସ କର୍ମୀମାନେ ଆଇନ ବିରୋଧରେ ନାରାବାଜି କରି ପ୍ରତିବାଦ ଜଣାଇଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ଦଳ ପକ୍ଷରୁ MMDR ଆଇନକୁ ନେଇ ନିଜର ବିରୋଧ ପ୍ରକାଶ କରାଯାଇଛି।
    1
    #କଂଗ୍ରେସ_ମଶାଲ_ଶୋଭାଯାତ୍ରା_MMDR_ଆଇନ_ବିରୋଧରେ #ପ୍ରତିବାଦ
MMDR ଆଇନ ବିରୋଧରେ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଛି। ମଶାଲ ଧରି କଂଗ୍ରେସ କର୍ମୀମାନେ ଆଇନ ବିରୋଧରେ ନାରାବାଜି କରି ପ୍ରତିବାଦ ଜଣାଇଥିଲେ। ଏହି ଆନ୍ଦୋଳନ ମାଧ୍ୟମରେ ଦଳ ପକ୍ଷରୁ MMDR ଆଇନକୁ ନେଇ ନିଜର ବିରୋଧ ପ୍ରକାଶ କରାଯାଇଛି।
    user_ଆଦର୍ଶ ନ୍ୟୁଜ live
    ଆଦର୍ଶ ନ୍ୟୁଜ live
    Business Centre ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    12 hrs ago
  • *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରି, ୨୫/୮/୨୬:* ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ, ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    4
    *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*
*ମାଲକାନଗିରି, ୨୫/୮/୨୬:*
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ,  ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    user_Malkangiri Update news
    Malkangiri Update news
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    17 hrs ago
  • ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା. ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    1
    ମାଲକାନଗିରି. ମାଥିଲି. ସିଙ୍ଗଲ. ବେଚା.  ଶ୍ରୀ ଗଣେଶ. ପୂଜା. ପହିଲି. ପୂଜା. ଅଧିକ ଜାଣିବାକୁ. ବୋଲ କରି. ଟେକର ସନ. ଗାହା. ଲୋକ. ସାନ. ମୁଖ୍ୟ. ଶ୍ରୀ. ଶିବ ନାୟକ.2026.ସୁହାଗତ. ଜାହାନହିଲେ. ଏବର୍ଷ. କୁ. ନେହିକି
    user_Siba.nayak
    Siba.nayak
    ମାଥିଲି, ମାଲକାନଗିରି, ଓଡ଼ିଶା•
    10 hrs ago
  • ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ* *ମାଲକାନଗିରି, ୨୫/୮/୨୬:* ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ, ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    4
    ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*

*ମାଲକାନଗିରିରେ ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଉଦଘାଟିତ: ଆଦିବାସୀ କାରିଗର ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜୀବିକାକୁ ମିଳିବ ପ୍ରୋତ୍ସାହନ*
*ମାଲକାନଗିରି, ୨୫/୮/୨୬:*
ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଆନୁକୂଲ୍ୟରେ ମାଲକାନଗିରି ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟରେ ଏକ ସ୍ୱତନ୍ତ୍ର ହସ୍ତତନ୍ତ ରାଖୀ ପ୍ରଦର୍ଶନୀ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀ ଓ ବିକ୍ରୟ କେନ୍ଦ୍ରକୁ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥୀ ସରାବୁ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତିର ଉପମୁଖ୍ୟ ନିର୍ବାହୀ ଅଧିକାରୀ ସ୍ୱସ୍ତିକା ପ୍ରଧାନ, ଅର୍ଥ ପରିଚାଳକ ମାନସ ମିଶ୍ର, ଜୀବିକା ପ୍ରକଳ୍ପ ପରିଚାଳକ ବାଲାଜୀ ପଟ୍ଟନାୟକ ଏବଂ ଦକ୍ଷତା ପ୍ରକଳ୍ପ ପରିଚାଳକ ହିମାଂଶୁ ଭୂଷଣ ମହାରଣାଙ୍କ ସମେତ ସଂଗଠନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ସ୍ୱତନ୍ତ୍ର ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ, ଯେଉଁଠାରେ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବଣ୍ଡା ସମ୍ପ୍ରଦାୟର ଆଦିବାସୀ କାରିଗର ଏବଂ ଅନ୍ୟ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଆକର୍ଷଣୀୟ ହସ୍ତତନ୍ତ ରାଖୀ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ସମ୍ପୂର୍ଣ୍ଣ ପ୍ରାକୃତିକ ତଥା ସ୍ଥାନୀୟ ସାମଗ୍ରୀ ଯେପରିକି ନଡ଼ା, କପଡ଼ା, ତାଳପତ୍ର ଏବଂ କାଗଜ ବ୍ୟବହାର କରି ପରିବେଶ ଅନୁକୂଳ ରାଖୀ ପ୍ରସ୍ତୁତ କରାଯାଇଛି। ସରକାରୀ ସଂଗଠନର ଏହି ପ୍ରଶଂସନୀୟ ଆଭିମୁଖ୍ୟ ଗ୍ରାମାଞ୍ଚଳର ମହିଳା ଓ ଆଦିବାସୀ କାରିଗରମାନଙ୍କ ମଧ୍ୟରେ ଲୁଚି ରହିଥିବା ସୃଜନଶୀଳତା ଏବଂ ଦକ୍ଷତାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଏକ ବଡ଼ ମାଧ୍ୟମ ସାଜିବ। ଅନ୍ୟ ମାନଙ୍କ ମଧ୍ୟରେ ହର୍ଷାନନ୍ଦ ପ୍ରଧାନ,  ଜିତେନ୍ଦ୍ର କୁମାର ପାତ୍ର ଏବଂ ଅମିତ୍ କୁମାର୍ ଉପସ୍ଥିତ ଥିଲେ।
    user_ମାନସ ରଞ୍ଜନ ଜେନା
    ମାନସ ରଞ୍ଜନ ଜେନା
    Fitness Trainer ଏମ.ଭି. 79, ମାଲକାନଗିରି, ଓଡ଼ିଶା•
    11 hrs ago
  • ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
    1
    ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ

ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
ଜୟପୁରରେ ପବିତ୍ର ଇଦ୍-ଇ-ମିଲାଦ୍ ଧୁମଧାମରେ ପାଳନ
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    25 min ago
  • #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    1
    #ପେଟ୍ରୋଲିଂ_ବେଳେ_ପୋଲିସକୁ_ଆକ୍ରମଣ
ପେଟ୍ରୋଲିଂ ବେଳେ ପୋଲିସକୁ ଆକ୍ରମଣ କଲେ ଡକାୟତ,ଗାଡିରୁ ବାହାରିଲା ଗଞ୍ଜେଇ #Boriguma #National24
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    10 hrs ago
  • ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ୫ ଫୁଟର ମଗର କୁମ୍ଭୀର ଉଦ୍ଧାର ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ୫ ଫୁଟର ମଗର କୁମ୍ଭୀର। ଗତକାଲି ୨୪.୦୮.୨୦୨୬ ରାତିରେ କୁମ୍ଭୀରଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସୁରକ୍ଷିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଲିମେଳା-ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ୫ ଫୁଟର ମଗର କୁମ୍ଭୀର ଉଦ୍ଧାର ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ୫ ଫୁଟର ମଗର କୁମ୍ଭୀର। ଗତକାଲି ୨୪.୦୮.୨୦୨୬ ରାତିରେ କୁମ୍ଭୀରଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସୁରକ୍ଷିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଲିମେଳା-ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇବା କ୍ଷଣି ବନ ବିଭାଗର ସ୍ପେଶାଲ ଫିଲ୍ଡ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ। ​ଅନେକ ପରିଶ୍ରମ ପରେ କୁମ୍ଭୀରଟିକୁ କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ କାବୁ କରାଯାଇଛି। ଉଦ୍ଧାର ହୋଇଥିବା କୁମ୍ଭୀରଟିକୁ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣ ରେ ରଖାଯାଇଛି। ସରକାରୀ ନିୟମ ଓ SOP ଅନୁଯାୟୀ, ସ୍ୱାସ୍ଥ୍ୟ ପରୀକ୍ଷା ପରେ କୁମ୍ଭୀରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହେଲେ ତାକୁ ପୁଣି ଥରେ ତାର ପ୍ରାକୃତିକ ପରିବେଶକୁ ଛାଡ଼ିଦିଆଯିବ।
    1
    ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ୫ ଫୁଟର ମଗର କୁମ୍ଭୀର ଉଦ୍ଧାର

ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ୫ ଫୁଟର ମଗର କୁମ୍ଭୀର। ଗତକାଲି ୨୪.୦୮.୨୦୨୬ ରାତିରେ କୁମ୍ଭୀରଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସୁରକ୍ଷିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଲିମେଳା-ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ୫ ଫୁଟର ମଗର କୁମ୍ଭୀର ଉଦ୍ଧାର
ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ୫ ଫୁଟର ମଗର କୁମ୍ଭୀର। ଗତକାଲି ୨୪.୦୮.୨୦୨୬ ରାତିରେ କୁମ୍ଭୀରଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅତି ସୁରକ୍ଷିତ ଭାବେ କୁମ୍ଭୀରଟିକୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ବାଲିମେଳା-ଚିତ୍ରକୋଣ୍ଡା ଘାଟି ନିକଟରେ ଏକ ୫ ଫୁଟ ଲମ୍ବର ମଗର କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇବା କ୍ଷଣି ବନ ବିଭାଗର ସ୍ପେଶାଲ ଫିଲ୍ଡ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ୍ ଆରମ୍ଭ କରିଥିଲେ।
​ଅନେକ ପରିଶ୍ରମ ପରେ କୁମ୍ଭୀରଟିକୁ କୌଣସି କ୍ଷତି ନପହଞ୍ଚାଇ ସୁରକ୍ଷିତ ଭାବେ କାବୁ କରାଯାଇଛି। ଉଦ୍ଧାର ହୋଇଥିବା କୁମ୍ଭୀରଟିକୁ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣ  ରେ ରଖାଯାଇଛି। ସରକାରୀ ନିୟମ ଓ SOP ଅନୁଯାୟୀ, ସ୍ୱାସ୍ଥ୍ୟ ପରୀକ୍ଷା ପରେ କୁମ୍ଭୀରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହେଲେ ତାକୁ ପୁଣି ଥରେ ତାର ପ୍ରାକୃତିକ ପରିବେଶକୁ ଛାଡ଼ିଦିଆଯିବ।
    user_Daily Malkangiri
    Daily Malkangiri
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    19 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.