ତାଳଚେର ପୌରାଞ୍ଚଳର ରାମଚନ୍ଦ୍ର ବଜାର ପକ୍ଷରୁ ନଗରପାଳ ପବିତ୍ର ଭୂତିଆଙ୍କୁ ସମ୍ୱର୍ଦ୍ଧନା ତାଳଚେର :- ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆଙ୍କୁ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ରାମଚନ୍ଦ୍ର ବଜାର ପକ୍ଷରୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି l ବଜାର କମିଟି ର ସଭାପତି ସୁଧୀର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ବଜାର କମିଟିର କର୍ମକର୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ଏହି ସମ୍ୱର୍ଦ୍ଧନା କରିଥିଲେ l ବଜାର କମିଟିର ସାଧରଣ ସମ୍ପାଦକ ସନ୍ତୋଷ ଅଗ୍ରୱାଲା, ସରୋଜ ମହାରଣା. ଲୁଲୁ ରାଉତ, ଶ୍ରୀନିବାସ ବାରିକ ଆର୍ତ୍ତ ବନ୍ଧୁ ନାୟକ ପ୍ରମୂଖ ଏହି ସମ୍ୱର୍ଦ୍ଧନା କାର୍ଯକ୍ରମରେ ସାମିଲ ହୋଇଥିଲେ l ସେହିପରି ନଅ ନମ୍ବର ୱାର୍ଡ଼ ଜାମ୍ବୁ ବଣିଆ ସାହି ପକ୍ଷରୁ ଶତାଧିକ ୱାର୍ଡବାସି ନଗରପାଳଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ l ଏଠାରେ ସୁଚନାଯୋଗ୍ୟ ଯେ, ଗତ ୨୮ତାରିଖରେ ନଗରପାଳ ଶ୍ରୀ ଭୂତିଆ ବିଜେଡ଼ି ଛାଡ଼ି ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୩ଜଣ କାଉନସିଲରଙ୍କୁ ନେଇ ବିଜେପି ଦଳରେ ସାମିଲ ହୋଇଥିଲେ l ଇତି ମଧ୍ୟରେ ଜିଲ୍ଲା ସଭାପତି ଯଯାତି କେଶରୀ ପଟ୍ଟନାୟକଙ୍କ ସହିତ ଭୁବନେଶ୍ୱର ଯାଇ ରାଜ୍ୟର ମନ୍ତ୍ରୀ ମାନଙ୍କୁ ଭେଟି ତାଳଚେରର ସମସ୍ୟା ଓ ବିକାଶ ମୂଳକ କାର୍ଯ୍ୟର ନୀଳ ନକ୍ସା ପ୍ରସ୍ତୁତ କରି ପ୍ରଦାନ କରିଛନ୍ତି l ତେଣୁ ତାଳଚେରର ସାମଗ୍ରୀକ ବିକାଶ କରିବା ପାଇଁ ଅଣ୍ଟା ଭିଡ଼ିଥିବା ନଗରପାଳଙ୍କୁ ବିଭିନ୍ନ ସଙ୍ଗଠନ, କମିଟି ବଜାର ଓ ୱାର୍ଡ ପକ୍ଷରୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି l

- ବାରିପଦା ସମ୍ବାଦ ବୃଦ୍ଧ ପିତା କହିଲେ ମୋ ପୁଅକୁ ପୋଲିସ ମାରିଦେଲା1
- Post by Sandeep Barla1
- #ତମେଦୁଇତାମହଲେବିବମେଦିଶୁଛ1
- ରାସଗୋବିନ୍ଦପୁର ବ୍ଲକ୍ ରେ ବେଧଡକ ମାଫିଆରାଜ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ, କାହା ଛତ୍ର ଛାୟା ତଳେ ଚାଲିଛି ଚୋରା ଚାଲାଣ,1
- କପିଳାସ ହ୍ୟାପିମାରାଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା1
- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ରେ ବାଲି, ମୋରମ, ମାଟି ମାଫିଆ ସକ୍ରିୟ, ପ୍ରଶାସନ କୁ ଖାତିର ନାହିଁ, ଆଗମୀ ଦିନର ଆଇନ ଶ୍ରୁଖୋଳ। ପରିସ୍ଥିତି କୁ ଏଡାଇ ଦିଆଯାଇ ନ ପାରେ।1