Shuru
Apke Nagar Ki App…
👇 🚨 ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଚରମ ସୀମାରେ! 🚨 😡 ଅବହେଳା ଏମିତି ଯେ, ରୋଗୀ ହେଉଛନ୍ତି ଅସହାୟ… 😡 ଚିକିତ୍ସା ପାଇଁ ଘୁରୁଛନ୍ତି, କିନ୍ତୁ ମିଳୁନି ସଠିକ୍ ସେବା… 📉 “ନାହିଁ, ନାହିଁ”ରେ ଚାଲିଛି ସମ୍ପୂର୍ଣ୍ଣ ବ୍ୟବସ୍ଥା —କେତେବେଳେ ପାଣି ନାହିଁତ, କେତେବେଳେ ରେଫର ଜୋନ, ଆଉ କେତେବେଳେ ଡାକ୍ତର ଆଉଟଡୋର ରେ ରୋଗୀ ନଦେଖି ପକୋଡା ଖାବା ତ, ଆଉ କେତେବେଳେ, ବିଦ୍ୟୁତ ସମସ୍ୟା, ନାହିଁ ରୋଗୀ ଙ୍କ ପାଇଁ ନାହିଁ ସୁବିଧା ବିଶ୍ରାମ ଗାର ! ସମସ୍ୟା ର ଗନ୍ତାଘର ... 🔥 ସହି ସହି ଜନତା ଏବେ ଅତିଷ୍ଟ! ପ୍ରଶ୍ନ ଉଠୁଛି — 👉 ଏଭଳି ସ୍ୱାସ୍ଥ୍ୟ ସେବାରେ କେମିତି ବଞ୍ଚିବେ ସାଧାରଣ ଲୋକ? 👉 କେବେ ଆସିବ ସୁଧାର? କେବେ ଜାଗିବ ପ୍ରଶାସନ? ⚠️ ଏହା କେବଳ ଅସୁବିଧା ନୁହେଁ, ଏହା ଲୋକଙ୍କ ଜୀବନ ସହ ଖେଳ! 🙏 ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରୁଛନ୍ତି ସ୍ଥାନୀୟ ଲୋକମାନେ। 🔥 #HealthCrisis #Odisha #HealthcareFail #PublicIssue #GroundReality #NeedAction #SystemFailure
Rajib Behera

More news from ଓଡ଼ିଶା and nearby areas
- Post by Rajib Behera1
- Post by Khabar1
- ଜୟ ଶ୍ରୀ ରାମ! ଆଜିର ପବିତ୍ର ଦିନରେ, ସାରା ରାଜ୍ୟରେ ଶୁଣାଯାଉଛି ବଜରଙ୍ଗବଲୀଙ୍କ ଜୟଗାନ। ଏହି ବିଶେଷ ଦିନରେ, ବିଶେଷ କରି ମୟୂରଭଞ୍ଜର ବାରିପଦା ସହରରେ ଏକ ଅଭୂତପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।"1
- ମୟୂରଭଞ୍ଜ ଜିଲ୍ଲା ଲଙ୍ଗଳକଟା ସ୍ଥିତ ଶକ୍ତିମାନ୍ ଜିମ୍ ପକ୍ଷରୁ ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏ ଅବସରରେ ଅନୁଷ୍ଠାନର ପ୍ରତଷ୍ଠାତା ପରେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଏକ ବିଶାଳ କ୍ରୀଡା ଓ ସାଂସ୍କୃତିକ ଶୋଭାଯାତ୍ରା ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଭଞ୍ଜପୁର ସ୍ଥିତ ଜଗଦ୍ଧାତ୍ରୀ ପଡିଆ ଠାରେ ସମାପ୍ତ ହୋଇଥିଲା। ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ରାଜ କିଶୋର ଦାସ, ବିଶିଷ୍ଟ ଶୀଳ୍ପପତି ଗିରିଶ ଚନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରକାଶ ଥାଉ କି ଏହି ଜିମ୍ ରୁ ତାଲିମ ପ୍ରାପ୍ତ ହୋଇ ଅନେକ ଛାତ୍ର ଛାତ୍ରୀ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନିଜ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି। ଏଥି ସହିତ କିଛି ଶିକ୍ଷାର୍ଥୀ ଅନେକ ବିଭାଗରେ ଚାକିରି ମଧ୍ୟ କରିଛନ୍ତି। #mayurbhanj #odia #shaktimaan #gym #annualfunction #baripada #mayurbhanjnews #dlhkhabar1
- #news #barapada #baripada #latestnews #mayurabhanj #mayurbhanj #mayurbhanjia #mayurbhanjpublicnews #odia #odianewstoday #speednews #update #rairangpurnews #jashipur #udalanews ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ଖବର ଆପଣଙ୍କ ପାଖରେ ପହଞ୍ଚାଇବାକୁ ଆମର ଏକ ଛୋଟ ପ୍ରୟାସ। ଆମକୁ ଯୋଗାଯୋଗ କରନ୍ତୁ - 70089447031
- Gud Gud Santali trading reels video Kedar Kalundia 🙏❤️👍1
- ବାଲେଶ୍ବର ବୈଶାଖୀ ମହୋତ୍ସବ1
- Post by Mahima tv Rajesh Kumar Giri1