ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ସାମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଲେଭେଲ IV ସ୍ନାତକ ଶିକ୍ଷକ ଶ୍ରୀ ନିରଞ୍ଜନ ଜେନା ୧୯୯୭ ମସିହା ଡିସେମ୍ବର ୨୫ ରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l ସୁବର୍ଣ୍ଣପୁର ---ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ର ସାମ୍ପୋଚ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଲେଭେଲ IV ସ୍ନାତକ ଶିକ୍ଷକ ଶ୍ରୀ ନିରଞ୍ଜନ ଜେନା ୧୯୯୭ ମସିହା ଡିସେମ୍ବର ୨୫ ରେ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ଏହି ଗୋଟିଏ ବିଦ୍ୟାଳୟରେ ୨୮ବର୍ଷ ୭ମାସ ୬ଦିନ କାର୍ଯ୍ୟ କରି ୨୦୨୬ ମସିହା ଜୁଲାଇ ୩୧ ତାରିଖରେ ସ୍ନାତକ ଶିକ୍ଷକ ଭାବରେ ଅବସର ଗ୍ରହଣ କରିଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ଗଜାନନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବର୍ଣ୍ଣାଢ଼୍ୟ ଉତ୍ସବ ଆୟୋଜନ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଙ୍କ ସହ ବିଦ୍ୟାଳୟ ର ପରିଚାଳନା କମିଟି,ଅଭିଭାବକ ଅଭିଭାବିକା , ପୁରାତନ ଛାତ୍ର ଛାତ୍ରୀ, ସାମ୍ପୋଚ ଗ୍ରାମବାସୀ ମାନେ ଅନେକ ଉପହାର ଦେଇ ଜେନା ସାର୍ ବିଦ୍ୟାଳୟ ପାଇଁ କରିଥିବା ଉନ୍ନତି ମୂଳକ କାର୍ଯ୍ୟ ର ସ୍ମରଣ କରି ତାଙ୍କର ଆଚରଣ,କାର୍ଯ୍ୟ ଶୈଳୀ, ଶିକ୍ଷଣ କୌଶଳ କୁ ଉଚ୍ଚ ପ୍ରଶଂସା କରିଥିଲେ। ଉକ୍ତ ଉତ୍ସବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବରୁଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ରଜନୀକାନ୍ତ ପ୍ରଧାନ, ସିଆରସିସି ଶ୍ରୀ ନୀଳାଚଳ ବିହାରୀ ମିଶ୍ର, କମିଟି ସଭାପତି ଶ୍ରୀ ଅଶୋକ କୁମାର ପ୍ରଧାନ,ରାମଗଡ଼ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଯୋଶୀ ଯୋଗଦେଇଥିଲେ। ସାର୍ ଙ୍କ ଅନୁପସ୍ଥିତି ବିଦ୍ୟାଳୟ ପାଇଁ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିବ ବୋଲି ସମସ୍ତେ ନିଜନିଜ ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ। ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ନିଜ ଗ୍ରାମ ବୀରନରସିଂହପୁର ସ୍ଥିତ ବାସଭବନରେ ମେଲାଣି ଦେଇ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ବିଜୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ପ୍ରଫୁଲ୍ଲ କୁମାର ପ୍ରଧାନ, ସନ୍ତୋଷ ସ୍ବାଇଁ, ଧରଣୀଧର ସାହୁ, କ୍ଷେତ୍ରବାସୀ ବାହୁକ, ସୁନିଲ ମହାକୁଡ଼, ରୋଜାଲିନ ପ୍ରଧାନ, ତପସ୍ଵିନୀ ମେହେର, ପ୍ରିୟଙ୍କା ଚମ୍ପତ୍ତି ରାୟ, ବିଭୂତି ଭୂଷଣ ପ୍ରଧାନ, ବିଶ୍ୱଜିତ୍ ଲଉରିଆ, ବଂଶୀଧର ପାଢ଼ୀ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ l ରିପୋର୍ଟ -- ଉଗ୍ରସେନ କର୍ମୀ

- ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଅଭିଯୋଗ ନା ଧମକ.ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟା କରିଦେବି । (ରିପୋର୍ଟ, ବିଭୁ ପ୍ରସାଦ ଶତପତି) ଢେଙ୍କାନାଳ ସଦର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ପହଞ୍ଚି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ମୋ ପ୍ରେମିକକୁ HIV ମୋତେ ବି HIV,ଆମକୁ ବାହା କରିଦିଅ ନ ହେଲେ ଆତ୍ମହତ୍ୟାର ଧମକ ମଧ୍ୟ ଦେଇଛନ୍ତି। ସୁଚନା ମୁତାବକ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅଞ୍ଚଳର ଜନୈକା ମହିଳା ସେହି ଥାନା ଅଞ୍ଚଳ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଯୁବକ ବିବାହର ପ୍ରତିଶୃତି ଦେବାରୁ ତାଙ୍କ ସହିତ ମହିଳା ଶାରୀରିକ ସମ୍ପର୍କ ରଖିଥିଲେ। ହେଲେ କିଛି ଦିନ ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା HIV ସଂକ୍ରମିତ ଅଛନ୍ତି। ଏହାପରେ ଯୁବକ ମଧ୍ୟ HIV ସଂକ୍ରମିତ ହୋଇଥିବା ଜଣାପଡିଥିଲା। ହେଲେ ଯୁବକ ମହିଳାଙ୍କୁ ବିବାହ କରିବାକୁ ନାରାଜ।ଯୁବକ ଜଣଙ୍କ ଅନ୍ୟ ଯୁବତୀ ଓ ମହିଳାଙ୍କ ସହିତ ସମ୍ପର୍କ ରଖି ଏବେ କାମାକ୍ଷାନଗର ଅଞ୍ଚଳରେ HIV ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲାଣି ବୋଲି ମହିଳା ଅଭିଯୋଗ କରିଛନ୍ତି। ପୂର୍ବେ ବିବାହ ପାଇଁ ପ୍ରତିଶୃତି ଦେଇ ଥିବା ବେଳେ ଏଚ ଆଇବି ରେ ଆକ୍ରାନ୍ତ ଜାଣି ବିବାହ ପାଇଁ ଏବେ ରାଜି ନ ଥିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।1
- ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ। ଲଗାଣ ବର୍ଷାରେ ଧୋଇଗଲା ଧାନ ପହ୍ଲା।ଚାଷ କୁ ନେଇ ଚାଷୀଙ୍କ ଙ୍କ ଚିନ୍ତା। ସରକାରୀ ସହାୟତା ପାଇଁ ସରକାରଙ୍କୁ ନିବେଦନ।1
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- କାନ୍ଥ ପଡ଼ି ବୁଧାଗୁରୁତ୍ତର, ଉଧାର କଳା ଅଗ୍ନିଷ। ବାହୀନି l ଏଭଳି ଏକ ଘଟଣା ଘଟୁଛି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ୍ ପଡ଼ା ଗ୍ରାମରେ1