ପୁଣି ବନ୍ଧା ହେଲେ ପିଉସାର ହତ୍ୟା କାରି ପର୍ଦ୍ଦାଫାସ, ମୋଟ ୮ ଗିରଫ ଦାରିଙ୍ଗବାଡ଼ି, ୨୬/୮ (ଫାଷ୍ଟ୍ ନ୍ୟୁଜ ଓଡ଼ିଶା): ଗୁଣିଗାରେଡ଼ି ସନ୍ଦେହ ଓ ଜମିଜମା ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ିଦେବା ଘଟଣାର ପର୍ଦ୍ଦାଫାସ କରିଛି ଦାରିଙ୍ଗବାଡ଼ି ଥାନା ପୋଲିସ। ଏହି ଘଟଣାରେ ପୂର୍ବରୁ ୨ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୬ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମୋଟ ସଂଖ୍ୟା ୮ରେ ପହଞ୍ଚିଛି। ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ସିକନବାଡ଼ି ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୂର୍ବରୁ ସଞ୍ଜୟ ଦିଗାଳ ଓ ସିଦ୍ଧାନ୍ତ ଦିଗାଳଙ୍କୁ ପୋଲିସ ଗିରଫ କରିଥିଲା। ତଦନ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ଦିଗାଳ, ବିଜୁ ଦିଗାଳ, ଶ୍ରୀକାନ୍ତ ଦିଗାଳ, ହରିଶ ଚନ୍ଦ୍ର ଦିଗାଳ, ସୁରଞ୍ଜନ ଦିଗାଳ ଓ କାଳିଆ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସୂଚନା ମୁତାବକ, ସିକନବାଡ଼ି ଗାଁର ମିଶ୍ର ପ୍ରଧାନ (୪୫)ଙ୍କ ସହ ତାଙ୍କର ଦୁଇ ପୁତୁରାଙ୍କର ପୂର୍ବରୁ ଜମିଜମାକୁ ନେଇ ତିକ୍ତତା ରହିଥିଲା। ଏହାସହିତ ମିଶ୍ର ପ୍ରଧାନ ଗୁଣିଗାରେଡ଼ି କରୁଥିବା ନେଇ ମଧ୍ୟ ପୁତୁରାମାନେ ସନ୍ଦେହ କରୁଥିଲେ। ଏହି ସନ୍ଦେହ ଓ ପୂର୍ବ ଶତ୍ରୁତା କ୍ରମେ ଉଗ୍ର ରୂପ ନେଇଥିଲା। ପୋଲିସର ତଦନ୍ତ ଅନୁଯାୟୀ, ମୃତକଙ୍କ ଦୁଇ ପୁତୁରା କିଛି ସହଯୋଗୀଙ୍କ ସହ ମିଶି ମିଶ୍ର ପ୍ରଧାନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପୋଡ଼ିଦିଆଯାଇଥିଲା। ଘଟଣା ସମ୍ପର୍କରେ ଏତଲା ପାଇବା ପରେ ଦାରିଙ୍ଗବାଡ଼ି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରଥମେ ଦୁଇ ପୁତୁରାଙ୍କୁ ଗିରଫ କରି ଅଦାଲତକୁ ପଠାଯାଇଥିଲା। ପରବର୍ତ୍ତୀ ତଦନ୍ତ ଓ ପଚରାଉଚରାରୁ ମିଳିଥିବା ତଥ୍ୟ ଆଧାରରେ ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ ଆଉ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ଧବିଶ୍ୱାସ ଓ ଜମିଜମା ବିବାଦକୁ କେନ୍ଦ୍ର କରି ନିଜ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ଭଳି ଘଟଣା ୨୧ଶ ଶତାବ୍ଦୀରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି I

- जेसीबी घेऊन घरावर धाड! महिला बाऊंसर अन् मारहाणीचा आरोप; भूमिपुत्र संतप्त #धाडसमहाराष्ट्रन्यूज #DhadassMaharashtraNews #डोंबिवली #सोनारपाडा #मानपाडा #जेसीबी #महिलाबाऊंसर #मारहाण #भूमिपुत्र #बिल्डर #महाराष्ट्रन्यूज #BreakingNews #MarathiNews1
- ଦୂଷିତ ପାଣି ପିଇ ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ,ବାରମ୍ବାର ଅବିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ସୂନ@first news ଦୂଷିତ ପାଣି ପିଇ ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ,ବାରମ୍ବାର ଅବିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ସୂନ@first news1
- ন্যায় সংহিতা প্রদর্শনীতে অংশ নিতে মঙ্গলবার সকালে কালচিনি ব্লকের শ্রী বিদ্যালয় ও লতাবাড়ি হাইস্কুলের শিক্ষার্থীরা শিলিগুড়ির কাওয়াখালির উদ্দেশে রওনা দেয় ন্যায় সংহিতা প্রদর্শনীতে অংশ নিতে মঙ্গলবার সকালে কালচিনি ব্লকের শ্রী গণেশ বিদ্যালয়ের ৫৪ জন এবং লতাবাড়ি হাইস্কুলের ৩০ জন পড়ুয়া, মোট ৮৪ জন শিক্ষার্থী শিলিগুড়ির কাওয়াখালির উদ্দেশে রওনা দেয়। অনুষ্ঠানে যাত্রার সূচনা করেন রাজ্যের প্রতিমন্ত্রী বিশাল লামা। উপস্থিত ছিলেন এসডিপিও, কালচিনি সার্কেলের সিআই এবং সংশ্লিষ্ট বিদ্যালয়ের শিক্ষক-শিক্ষিকারা। যাতায়াতের পথে শিক্ষার্থীদের নিরাপত্তা ও সহায়তার জন্য প্রতিটি বাসে পুলিশ আধিকারিক ও সিভিক ভলান্টিয়ার মোতায়েন করা হয়েছে1
- Kaveri Ne lagai jaam banjar Baba 2 kilometer aage1
- वृंदावन में दबंगों का आतंक, बुजुर्ग से मारपीट रोकना दो युवकों को पड़ा भारी1
- नगर परिषद का नोटिस भी बेअसर नोटिस के बाद भी निर्माण कर बड़ा दस्तूर जारी नगर परिषद द्वारा जारी नोटिस के बाद इंदरगढ़ नगर मेन बाजार में अतिक्रमण आज दिनांक 25.8. 2026 तक निर्माण कार्य किया जा रहा है नगर परिषद की कार्रवाई ने इन दुकानदारों को को निर्माण पक्का करने के लिए पर्याप्त वक्त दिया इस कारण नगर में अतिक्रमणकारियों के हौसले बुलंद है गोदी मीडिया की मिली भगत के कारण किसी भी अखबार में यह खबर नहीं छपी इससे यह साफ होता है की नगर में कोई भी कहीं अतिक्रमण कर सकता है शासकीय भवन हो या शासकीय जमीन हो प्रशासन हमेशा की तरह गूंगा बहरा बना बैठा है प्रशासन को अपनी स्थिति प्रेस के सामने स्पष्ट करना चाहिए कि अतिक्रमण किन परिस्थितियों में कराया जा रहा है1
- यह घटना बिहार मुजफ्फरपुर जिला गांव मोहम्मदपुर का है इस लेडिस के साथ बहुत नाइंसाफी हो रहा है 🙏🥀1
- ଡାବ୍ରୀ ଗୁଡା ଠାରୁ କଲୋନୀ ପଡ଼ା କୁ ସଂଯୋଗ କରୁଥିବା କାଚନୀ ଗାଡ଼ ରେ ପୋଲ ତିଆରି ପାଇଁ ଦାବି @first news odisha ଡାବ୍ରୀ ଗୁଡା ଠାରୁ କଲୋନୀ ପଡ଼ା କୁ ସଂଯୋଗ କରୁଥିବା କାଚନୀ ଗାଡ଼ ରେ ପୋଲ ତିଆରି ପାଇଁ ଦାବି @first news odisha1