ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷେତ୍ର ପରିଦର୍ଶନ। ନୂଆପଡ଼ା -୧୩/୧ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ସମ୍ପଦ କେନ୍ଦ୍ର, ଗଡ଼ତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ନେତୃତ୍ବରେ ଅଧିକାର ମିତ୍ରଗଣ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ପରିଦର୍ଶନ ନିମନ୍ତେ ଯାଇଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଶୁଷ୍କ ଓ ଓଦା ଆବର୍ଜନାର ପ୍ରକାର, ପୃଥକୀକରଣ ବିଷୟରେ ତାଲିମ ଦେଇଥିଲେ । ସେ ମଧ୍ଯ ଏକକ-ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ କରାଯାଉଥିବା ସଚେତନତା ଓ ଖିଲାପ କଲେ ଆଦାୟ କରାଯାଉଥିବା ଜରିମାନା ବିଷୟରେ ଧାରଣା ଦେଇଥିଲେ । ତାପରେ ପରିଷଦର ବର୍ଯ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଅଧିକାର ମିତ୍ରଗଣଙ୍କୁ ସମ୍ପଦ କେନ୍ଦ୍ର, ଗଡତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ ପାଇଁ ନେଇଯାଇଥିଲେ । ସେଠାରେ ସେ ଏକକ-ବ୍ୟବହାର ପ୍ଲାଷ୍ଟିକ ପୃଥକୀକରଣ, ଖତ ପ୍ରସ୍ତୁତି ପ୍ରଣାଳୀ, ଆବର୍ଜନାର ପୁନଃବ୍ୟବହାର ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷେତ୍ର ପରିଦର୍ଶନ। ନୂଆପଡ଼ା -୧୩/୧ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର
ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ସମ୍ପଦ କେନ୍ଦ୍ର, ଗଡ଼ତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ ଆୟୋଜିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ
ନବନୀତା ଦାଶଙ୍କ ନେତୃତ୍ବରେ ଅଧିକାର ମିତ୍ରଗଣ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ପରିଦର୍ଶନ ନିମନ୍ତେ ଯାଇଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଶୁଷ୍କ ଓ ଓଦା ଆବର୍ଜନାର ପ୍ରକାର, ପୃଥକୀକରଣ ବିଷୟରେ ତାଲିମ ଦେଇଥିଲେ
। ସେ ମଧ୍ଯ ଏକକ-ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ କରାଯାଉଥିବା ସଚେତନତା ଓ ଖିଲାପ କଲେ ଆଦାୟ କରାଯାଉଥିବା ଜରିମାନା ବିଷୟରେ ଧାରଣା ଦେଇଥିଲେ । ତାପରେ ପରିଷଦର ବର୍ଯ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଅଧିକାର ମିତ୍ରଗଣଙ୍କୁ ସମ୍ପଦ କେନ୍ଦ୍ର, ଗଡତୋର,
ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ ପାଇଁ ନେଇଯାଇଥିଲେ । ସେଠାରେ ସେ ଏକକ-ବ୍ୟବହାର ପ୍ଲାଷ୍ଟିକ ପୃଥକୀକରଣ, ଖତ ପ୍ରସ୍ତୁତି ପ୍ରଣାଳୀ, ଆବର୍ଜନାର ପୁନଃବ୍ୟବହାର ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ।
- Post by Hareram karuan1
- #_ବ୍ୟାସନଗର_କହ୍ନେଇପୁର_ସ୍ଥିତ_ସ୍ୱାମୀ_ବିବେକାନନ୍ଦ_ଇନଷ୍ଟିଚୁଟ_ର_ବାର୍ଷିକ_ଉତ୍ସବ_ଅନୁଷ୍ଠିତ !1
- सड़क किनारे का यह अनोखा नज़ारा सोशल मीडिया पर तेज़ी से वायरल हो रहा है। वीडियो में कुछ कुत्ते एक कुत्ते के सामने बैठकर ऐसे दिखाई दे रहे हैं जैसे आशीर्वाद ले रहे हों। लोग इसे मज़ाक में “बाबा डॉगेश्वर जी” कह रहे हैं। मासूमियत और भावनाओं से भरा यह दृश्य लोगों को खूब पसंद आ रहा है और इंटरनेट पर हंसी के साथ पॉजिटिव वाइब्स फैला रहा है। #ViralVideo #DogLovers #InternetSensation #FunnyReels #CuteAnimals #WholesomeContent1
- ରାଜ୍ୟ ସରକାର ଙ୍କ ପଂଚାୟତ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଟିଟିଲାଗଡ଼ ବ୍ଲକ ଗସ୍ଥ କରିବା ସହିତ ଅନେକ ପଂଚାୟତ କୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ l ଏହି ସମୟରେ ଗ୍ରାମାଞ୍ଚଳ ର ଲୋକେ ପାନୀୟଜଳ ସମସ୍ୟା ନେଇ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଓଭରହେଡ଼ ଟ୍ୟାଙ୍କ ନିର୍ମାଣ ହୋଇ ବର୍ଷ ବର୍ଷ ଗଡୁଥିଲେ ମଧ୍ୟ ଲୋକେ ପାଣି ପାଉନଥିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀ ଙ୍କୁ ତାଗିଦ କରିବା ସହିତ ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି.5
- gdjkjdkndd3
- Post by Bighne Rana1
- ପଲସାଗୋରାରେ ମକରଯାତ୍ରା ଆରମ୍ଭ ହୋଇଛି1
- jay hind 🙏1