logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଖରଝୁରା ଗ୍ରାମ ପଞ୍ଚାୟତର ସିଆଲଝୁଲି ଗ୍ରାମରେ ୪୪° ଖରା ଅନୁଭୂତ ହୋଇଛି।

1 hr ago
user_Braja kishor meher
Braja kishor meher
Photographer ସୋନପୁର, ସୋନପୁର, ଓଡ଼ିଶା•
1 hr ago
e50ea47f-d580-4007-9aa9-edacb10869d1

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଖରଝୁରା ଗ୍ରାମ ପଞ୍ଚାୟତର ସିଆଲଝୁଲି ଗ୍ରାମରେ ୪୪° ଖରା ଅନୁଭୂତ ହୋଇଛି।

More news from ଓଡ଼ିଶା and nearby areas
  • ଗତ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ତାଣ୍ଡବ ଯୋଗୁଁ ସୋନପୁର ସହରରେ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ଏହି ଝଡ଼ ପରେ, ରାସ୍ତା ଘାଟରେ ବହୁ ବଡ଼ ବଡ଼ ଗଛ ଉପୁଡି ପଡିବାରୁ ବିଦ୍ୟୁତ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।
    1
    ଗତ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ତାଣ୍ଡବ ଯୋଗୁଁ ସୋନପୁର ସହରରେ ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ଏହି ଝଡ଼ ପରେ, ରାସ୍ତା ଘାଟରେ ବହୁ ବଡ଼ ବଡ଼ ଗଛ ଉପୁଡି ପଡିବାରୁ ବିଦ୍ୟୁତ ସେବା ବହୁ ମାତ୍ରାରେ ପ୍ରଭାବିତ ହୋଇଛି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • Post by Ram Shankar Bhoi
    1
    Post by Ram Shankar Bhoi
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    5 hrs ago
  • ଏକ ପୋଷ୍ଟରେ ଏହି ପ୍ରଶ୍ନ ଉଠାଯାଇଛି ଯେ ମୋଦି ସୁନା କିଣିବା ଏବଂ ବିଦେଶ ଯାତ୍ରା କରିବାକୁ କାହିଁକି ମନା କରୁଛନ୍ତି। ଏହି ପ୍ରମୁଖ ବିଷୟ ଉପରେ ଅଧିକ ଜାଣିବାକୁ ପୋଷ୍ଟରେ ଆହ୍ୱାନ କରାଯାଇଛି।
    1
    ଏକ ପୋଷ୍ଟରେ ଏହି ପ୍ରଶ୍ନ ଉଠାଯାଇଛି ଯେ ମୋଦି ସୁନା କିଣିବା ଏବଂ ବିଦେଶ ଯାତ୍ରା କରିବାକୁ କାହିଁକି ମନା କରୁଛନ୍ତି। ଏହି ପ୍ରମୁଖ ବିଷୟ ଉପରେ ଅଧିକ ଜାଣିବାକୁ ପୋଷ୍ଟରେ ଆହ୍ୱାନ କରାଯାଇଛି।
    user_Ranjan hota
    Ranjan hota
    Sonepur, Odisha•
    12 hrs ago
  • ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍‌କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍‌ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ। ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍‌ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।
    2
    ବୌଦ୍ଧ ଜିଲ୍ଲାର ମୁଣ୍ଡିପଦର ଗ୍ରାମରେ ଥିବା ଏକ କେନାଲ ବ୍ରିଜ୍‌କୁ ନେଇ ଗ୍ରାମବାସୀ ଦୀର୍ଘ ଚାରି ବର୍ଷ ହେବ ସମସ୍ୟା ଭୋଗୁଛନ୍ତି। ଗ୍ରାମର ମୁଖ୍ୟ ରାସ୍ତା ଉପର ଦେଇ ଯାଇଥିବା ଏହି କେନାଲ ବ୍ରିଜ୍‌ଟି ଏବେ ସମ୍ପୂର୍ଣ୍ଣ ଭଗ୍ନ ଅବସ୍ଥାରେ ରହିଛି। ସମସ୍ତ ସମ୍ପୃକ୍ତ ବିଭାଗ ଏହି ସମସ୍ୟା ବିଷୟରେ ଅବଗତ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କୌଣସି ଧ୍ୟାନ ଦିଆଯାଇ ନାହିଁ।

ଏହି କେନାଲରେ ପାଣି ଆସିବା ମାତ୍ରେ ସମଗ୍ର ଗ୍ରାମ ଜଳମୟ ହୋଇଯାଉଛି, ଯାହା ଗ୍ରାମବାସୀଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରୁଛି। ଆଗକୁ ବର୍ଷା ଦିନ ଆସୁଥିବାରୁ, ଯଦି ଏହି ବ୍ରିଜ୍‌ର ନିର୍ମାଣ ବା ମରାମତି ନ କରାଯାଏ, ତେବେ ଗ୍ରାମବାସୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେଣୁ, ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ କରିବାକୁ ଦାବି କରାଯାଇଛି।
    user_Hemananda karna
    Hemananda karna
    ବାଉଁସୁଣି, ବୌଦ୍ଧ, ଓଡ଼ିଶା•
    14 hrs ago
  • ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧ ଓ ବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି।
    1
    ସୁବର୍ଣ୍ଣପୁର ଜିଲ୍ଲାର ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ଆଇଁଲାମୁଣ୍ଡା ଗ୍ରାମର ଅନେକ ବୃଦ୍ଧ ଓ ବୃଦ୍ଧା ଗତ ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି।
    user_ସାମ୍ବାଦିକ Gurudeb Meher
    ସାମ୍ବାଦିକ Gurudeb Meher
    Local News Reporter ସୋନପୁର, ସୋନପୁର, ଓଡ଼ିଶା•
    1 hr ago
  • ଜଣେ ନବ ବିବାହିତା ମହିଳା ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଏକ ମୋଟରସାଇକେଲରେ ଆସି ମହାନଦୀ ସେତୁ ଉପରୁ ନଦୀକୁ ଡେଇଁଥିଲେ। ତେବେ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
    1
    ଜଣେ ନବ ବିବାହିତା ମହିଳା ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ଏକ ମୋଟରସାଇକେଲରେ ଆସି ମହାନଦୀ ସେତୁ ଉପରୁ ନଦୀକୁ ଡେଇଁଥିଲେ। ତେବେ ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
    user_SONEPUR NEWS
    SONEPUR NEWS
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.