ଓଡ଼ିଆ ନବବର୍ଷରେ ଉଦଳାର ଗୌରବ – ବିଜୟ କମିଳାଙ୍କ ସଫଳତା! 🏆 ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଉଦଳା ମାଟିର ପ୍ରତିଭାଶାଳୀ ଯୁବ ଶିଳ୍ପୀ ବିଜୟ କମିଳା ନିଜ କଳା କୌଶଳରେ ବିଜୟର ପଦକ ହାସଲ କରି ସମ୍ମାନର ଅଧିକାରୀ ହୋଇଛନ୍ତି। 🎖️ 🥥 ନଡ଼ିଆ ସଢ଼େଇ କଳାରେ ତାଙ୍କର ଅପୂର୍ବ ଦକ୍ଷତା ଓ ସୃଜନଶୀଳତା ତାଙ୍କୁ ଏହି ସଫଳତାର ଶିଖରକୁ ନେଇଛି। 🌟 ଉଦଳା ସହିତ ସମଗ୍ର ଅଞ୍ଚଳ ପାଇଁ ଏହା ଗର୍ବର ମୁହୂର୍ତ୍ତ। 👏 ପ୍ରତ୍ୟେକ ମହଲରୁ ତାଙ୍କ ପାଇଁ ଛୁଟୁଛି ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା। ଏହି ସଫଳତା ଅନ୍ୟ ଯୁବ ପିଢି ପାଇଁ ପ୍ରେରଣା ହେବା ନିଶ୍ଚିତ। 🎉 ଓଡ଼ିଆ ନବବର୍ଷରେ ଉଦଳାର ଗୌରବ – ବିଜୟ କମିଳାଙ୍କ ସଫଳତା! 🏆 ଓଡ଼ିଆ ନବବର୍ଷର ପବିତ୍ର ଅବସରରେ ଉଦଳା ମାଟିର ପ୍ରତିଭାଶାଳୀ ଯୁବ ଶିଳ୍ପୀ ବିଜୟ କମିଳା ନିଜ କଳା କୌଶଳରେ ବିଜୟର ପଦକ ହାସଲ କରି ସମ୍ମାନର ଅଧିକାରୀ ହୋଇଛନ୍ତି। 🎖️ 🥥 ନଡ଼ିଆ ସଢ଼େଇ କଳାରେ ତାଙ୍କର ଅପୂର୍ବ ଦକ୍ଷତା ଓ ସୃଜନଶୀଳତା ତାଙ୍କୁ ଏହି ସଫଳତାର ଶିଖରକୁ ନେଇଛି। 🌟 ଉଦଳା ସହିତ ସମଗ୍ର ଅଞ୍ଚଳ ପାଇଁ ଏହା ଗର୍ବର ମୁହୂର୍ତ୍ତ। 👏 ପ୍ରତ୍ୟେକ ମହଲରୁ ତାଙ୍କ ପାଇଁ ଛୁଟୁଛି ଅଭିନନ୍ଦନ ଓ ଶୁଭେଚ୍ଛାର ବାର୍ତ୍ତା। ଏହି ସଫଳତା ଅନ୍ୟ ଯୁବ ପିଢି ପାଇଁ ପ୍ରେରଣା ହେବା ନିଶ୍ଚିତ। 💐 ଏଭଳି ଅଗ୍ରଗତି କରନ୍ତୁ, ଆଉ ରାଜ୍ୟ ଓ ଦେଶର ନାମ ଉଜ୍ଜ୍ୱଳ କରନ୍ତୁ — ଏହାଇ ଆମର କାମନା। #ଓଡ଼ିଆନବବର୍ଷ #UdalaPride #YoungTalent #Victory #OdishaCulture #ProudMoment

- ଏପ୍ରିଲ 16ରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ ବୁଢାରାଉଳ ମଠରେ ଓଡ଼ିଆ ନବବର୍ଷ ପାଳନ ସହ ପ୍ରସ୍ତୁତି ବୈଠକ ବାରିପଦା ତା 14/4 (ପି.ଏନ.ଏସ.) ମୟୁରଭଞ୍ଜ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 24ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2026 ଆସନ୍ତା ଏପ୍ରିଲ 16ରୁ 22 ତାରିଖ ପର୍ଯ୍ୟନ୍ତ 7ଦିନ ଧରି ପାଳିତ ହେବ. ଏହି ଅବସରରେ ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଉପଲକ୍ଷେ ବାବା ବୁଢାରାଉଳ ମଠରେ ମହୋତ୍ସବ କମିଟି ତରଫରୁ ବିଧିବଦ୍ଧ ସଂକ୍ରାନ୍ତି ପୂଜା ଅନୁଷ୍ଠିତ ହୋଇ ଯାଇଛି. ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ସଭାପତି ଅଧ୍ୟକ୍ଷ୍ୟ ଅରବିନ୍ଦ ଦାସ, ଉପାଧ୍ୟକ୍ଷ୍ୟ ରାଜୀବ ଲୋଚନ ସେନାପତି, ବରିଷ୍ଠ ସଦସ୍ୟ ମନୋଜ କୁମାର କୁଅଁର, ଡ଼. ଶଶୀଧର ବିଶ୍ୱାଳ, ଭାଗବତ ପଣ୍ଡା, ଇନ୍ଦୁମତି ମହାନ୍ତି, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ମିଶ୍ର, ସଦସ୍ୟ ପିତାମ୍ବର ମଲ୍ଲିକ, ନିରୋଜ ପୋଥାଳ, ପ୍ରାଧ୍ୟାପକ ସୁନୀଲ କୁମାର ନାୟକ, ସୋମନାଥ ସିଂହ, ମିଥୁନ ବାରିକ, ସନତ କୁମାର ବାରିକ, ଦିଲ୍ଲୀପ ପାତ୍ର, ଗୋଲୋକ ମହାନ୍ତି, ରଞ୍ଜିତ ପଲେଇ, ବିଜୁ ଜିତ, ରାଜ କିଶୋର ମହାନ୍ତ ପ୍ରମୁଖ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ଚଳିତ ବର୍ଷ ମେଳା କିଭଳି ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ ହେବ ସେବାବଦରେ ମତାମତ ରଖିଥିଲେ. ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନିତ କରାଯିବା ସହ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ଏବଂ ମହୋତ୍ସବ ସ୍ଥଳରେ ମୟୁରଭଞ୍ଜ ଐତିହ୍ୟ ନେଇ ଏକ ସ୍ପଟ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ବୋଲି ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ନାୟକ କହିଛନ୍ତି.1
- ବିକାଶ'ର ଆଇନା ଦେଖାଇଲେ ଯୋଗୀ: ସଭାରେ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ବିକାଶର ତୁଳନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେଉଁଠି ଉତ୍ତର ପ୍ରଦେଶରେ "ଡବଲ ଇଞ୍ଜିନ ସରକାର" ଯୋଗୁଁ 'ମାଫିଆ ରାଜ' ଶେଷ ହୋଇଛି ଏବଂ ବିକାଶ ତ୍ୱରାନ୍ୱିତ ହୋଇଛି, ସେଠି ପଶ୍ଚିମବଙ୍ଗରେ ଟିଏମସି ଶାସନରେ କେବଳ ଭ୍ରଷ୍ଟାଚାର ଏବଂ ହିଂସା ବୃଦ୍ଧି ପାଇଛି। ସେ ମମତା ସରକାରଙ୍କୁ "ତୁଷ୍ଟିକରଣ" ରାଜନୀତିର ସୌଦାଗର ବୋଲି ଆଖ୍ୟା ଦେଇଛନ୍ତି।1
- Post by Jitendra raj1
- ପାଣି ଛତ୍ର ଭଦ୍ରକ ଛତାବର୍ ଚକାଡଳା ଛତୁ କମ୍ପାନୀ Pani chatra Bhadrak chatabar /chakadala bottom chatu company1
- 14/04/2026 ଖଇରା, ଗଣ୍ଡିବବଡ଼ , ମାର୍କେଟ ପଡିଆ ରେ ପାଳିତ ହେଲା ନିଆଁ ପାଟୁଆ ଏଥିରେ ଶହ ଶହ ପାଟୁଆ ଜଳନ୍ତା ନିଆଁ ରେ ଚାଳୁଥିଲେ1
- #ସମ୍ବିଧାନ_ପ୍ରଣେତା_ଡଃ_ବି_ଆର୍_ଆମ୍ବେଦକରଙ୍କ_ଜୟନ୍ତୀ_ପାଳିତ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ ତାରିଣୀ କଲ୍ୟାଣମଣ୍ଡପ ଠାରେ ଆମ୍ବେଦକର ବିଚାର ମଞ୍ଚ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।1
- ବଲାଙ୍ଗିର ଜିଲ୍ଲା ଶି୍ଧେକେଲା ଥାନା ଆନ୍ତରଗତ ସୁଧୀମୁଣ୍ଡା ଗଁl ନିକଟରେ ସରଶାରକିଟ ଯୋଗୁ ହୁତୁହୁତୁ ହୋଇ ଜଳିଗଲା କାର1
- Post by Jitendra raj1