Shuru
Apke Nagar Ki App…
ବିଜୁ ଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଡିସେମ୍ବର ୨୪ ତାରିଖ ଦିନ ପୋଲସରା ଏନଏସି ବିଜେଡି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
Ganjam Khabar

More news from Odisha and nearby areas
- ବୁଗୁଡ଼ା ର ଖୋଳଖାଳି ଗ୍ରାମର ପାଞ୍ଚଘନିଆ ବିଲ ମାଳରେ ଏକ କଳାବଉଦିଆ କୃଷ୍ଣ ସାର ମୃଗ ଅସୁସ୍ଥ ହୋଇଥିବା ଖବର ପାଇ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ନିର୍ଦ୍ଦେଶ କ୍ରମେ ବନକର୍ମଚାରୀ ମାନେ ଖୋଳଖାଳି ଗ୍ରାମବାସୀ ଙ୍କ ସହାୟତା ରେ ଉଦ୍ଧାର କରିଛନ୍ତି।1
- dance1
- jiripada waterpraal1
- ବାପିଭାଇ ମେମୋରିଆଲ କିର୍କେଟ ଟୁର୍ନାମେଣ୍ଟ ପଞ୍ଚମଦିନରେ କୁକୁଡାଖଣ୍ଡି ଗ୍ରସ୍ତରେ ବ୍ରହ୍ମପୁର ସାଂସଦ1
- Post by Subrat Behera1
- Jay Jagannath 🙏1
- Post by User5115 Susanta Kumar Pattnaik1
- ବୁଗୁଡ଼ା ବଡ଼ ଦାଣ୍ଡ ଠାରେ ବିଜେପି ର ମହାମିଶ୍ରଣ ପର୍ବ ଓ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ା ସହର ବଡ଼ଦାଣ୍ଡ ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ବଡ଼ ଧାରଣର ମିଶ୍ରଣ ପର୍ବ ନଗର ସଭାପତି କେଦାରନାଥ ମହାରଣା ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଥିଲେ ।1