logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାରିପଦାର ବିଶିଷ୍ଟ ବ୍ୟକ୍ତି କୁଳଧର ଦାସଙ୍କ ପରଲୋକ; ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ବାରିପଦା ଷ୍ଟେସନ ବଜାର ବନ୍ଧ ନିକଟସ୍ଥ ୱାର୍ଡ଼ ନମ୍ୱର ୧୧, ଢ଼ିପାସାହିର ବାସିନ୍ଦା ତଥା ଜଣାଶୁଣା ବ୍ୟକ୍ତିତ୍ୱ କୁଳଧର ଦାସଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସୋମବାର (୨୪/୦୮/୨୦୨୬) ସନ୍ଧ୍ୟା ୬ ଘଟିକା ୪୨ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଜନ୍ମ ୧୪ ଜାନୁଆରୀ ୧୯୪୪ ମସିହାରେ ହୋଇଥିଲା। ସେ ଜଣେ ମେଳାପୀ, ପରୋପକାରୀ ଓ ସ୍ନେହୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ଝିଅ ନମିତା ରାଣୀ ଦାସ, ଜ୍ୱାଇଁ ଜୟନ୍ତ ଦାସ, ବଡ଼ ପୁଅ ସଂଗ୍ରାମ ଦାସ, ବଧୂ ଶୁଭଲକ୍ଷ୍ମୀ ଦାସ, ମଝି ପୁଅ ସମର ରଞ୍ଜନ ଦାସ, ବଧୂ ସବିତା ଦାସ, ସାନ ପୁଅ ଅରବିନ୍ଦ ଦାସ, ବଧୂ ଦିପ୍ତିମୟୀ ଦାସ ଏବଂ ସମସ୍ତ ନାତି-ନାତୁଣୀ ତଥା ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ରାଜନେତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମଧୁବନ ସ୍ଥିତ ବାରୁଣୀ ସ୍ମଶାନ ଘାଟକୁ ମରଶରୀର ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

10 hrs ago
user_Mayurbhanj Public News
Mayurbhanj Public News
ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
10 hrs ago
0543fb82-d1d7-4160-a9d1-c63dbc15e471

ବାରିପଦାର ବିଶିଷ୍ଟ ବ୍ୟକ୍ତି କୁଳଧର ଦାସଙ୍କ ପରଲୋକ; ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ବାରିପଦା ଷ୍ଟେସନ ବଜାର ବନ୍ଧ ନିକଟସ୍ଥ ୱାର୍ଡ଼ ନମ୍ୱର ୧୧, ଢ଼ିପାସାହିର ବାସିନ୍ଦା ତଥା ଜଣାଶୁଣା ବ୍ୟକ୍ତିତ୍ୱ କୁଳଧର ଦାସଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସୋମବାର (୨୪/୦୮/୨୦୨୬) ସନ୍ଧ୍ୟା ୬ ଘଟିକା ୪୨ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ

edbd4f45-23b5-4197-bea9-92911e41f0a9

କରିଛନ୍ତି। ତାଙ୍କ ଜନ୍ମ ୧୪ ଜାନୁଆରୀ ୧୯୪୪ ମସିହାରେ ହୋଇଥିଲା। ସେ ଜଣେ ମେଳାପୀ, ପରୋପକାରୀ ଓ ସ୍ନେହୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଏକମାତ୍ର ଝିଅ ନମିତା ରାଣୀ ଦାସ, ଜ୍ୱାଇଁ ଜୟନ୍ତ ଦାସ, ବଡ଼ ପୁଅ ସଂଗ୍ରାମ ଦାସ, ବଧୂ ଶୁଭଲକ୍ଷ୍ମୀ ଦାସ, ମଝି ପୁଅ ସମର ରଞ୍ଜନ ଦାସ, ବଧୂ ସବିତା ଦାସ, ସାନ ପୁଅ ଅରବିନ୍ଦ ଦାସ, ବଧୂ ଦିପ୍ତିମୟୀ ଦାସ ଏବଂ ସମସ୍ତ ନାତି-ନାତୁଣୀ ତଥା

5bbe9493-ede7-4e62-b660-5cbc4fcacade

ପରିବାରବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ରାଜନେତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମଧୁବନ ସ୍ଥିତ ବାରୁଣୀ ସ୍ମଶାନ ଘାଟକୁ ମରଶରୀର ନିଆଯାଇ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ସମସ୍ତେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

More news from ଓଡ଼ିଶା and nearby areas
  • ବାରିପଦା ରେ ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ ବାରିପଦା, ତା ୨୫.୮.୨୬.... ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାରକୁ କବର ଦେଇ, ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ( ଏମ୍ ଏମ୍ ଡ ଆର୍) ସଂଶୋଧନ ଆଇନ୍ -୨୦୨୬ ପ୍ରଣୟନ କରି ସ୍ଵର୍ଣ୍ଣ ପ୍ରସୂ ଓଡ଼ିଶା ଗର୍ଭକୁ ଚିରି ଖଣିଜ ସମ୍ପଦର ମାଲିକାନା ଛଡାଇ ନେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ଵାଧୀନ ବିଜେପି ସରକାର । ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା କରାଗଲା। ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ ବିଲ୍ ବିରୋଧରେ ମୁହଁ ଖୋଲିବା ପରିବର୍ତ୍ତେ ଓଡ଼ିଶାରୁ ସଂସଦକୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ସ୍ବାର୍ଥ ବିରୋଧୀ ବିଜେପି ସାଂସଦମାନେ ଖଣି ଲୁଣ୍ଠନ ର ଭାଗିଦାରୀ ହୋଇଛନ୍ତି। ବିଶ୍ୱାସଘାତକ ଜନପ୍ରତିନିଧି ମାନଂକୁ ରାଜ୍ୟବାସୀ କ୍ଷମା କରିବେ ନାହିଁ। ଏହାକୁ ନେଇ ରାଜ୍ୟବ୍ୟାପୀ ଆଜି ପ୍ରତିରୋଧ ଦିବସ ପାଳନର ଅଂଶବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡି ବ୍ଲକ୍ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ପ୍ରତିରୋଧ ବିକ୍ଷୋଭ କଂଗ୍ରେସ (ପୂର୍ବ) ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳଂକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଏମ୍ ଏମ୍ ଡି ଆର୍ ଆଇନ୍ ସମ୍ପର୍କରେ ଆଲୋଚନା ପାଇଁ ତୁରନ୍ତ ସ୍ଵତନ୍ତ୍ର ବିଧାନସଭା ଅଧିବେଶନ ଡକାଇବା ପାଇଁ ଦୃଢ ଦାବି କରାଯାଇଛି। ପ୍ରତିରୋଧ ସଭାରେ କଂଗ୍ରେସ ( ପଶ୍ଚିମ ) ସଭାପତି ଶ୍ରୀ ଭୁବନବିହାରୀ ସାହୁ, ଜ୍ୟୋତି ପ୍ରକାଶ ରଥ, ନାରାୟଣ ପଟ୍ଟନାୟକ, ଚୈତନ୍ୟ ହାଁସଦା, ସବିତା ସୋରେନ୍, ସୁନିତା ନାଏକ, ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ପରମେଶ୍ବର ମହାନ୍ତ, ସିପିଏମ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା, ରବି ଗୋସ୍ୱାମୀ,ଅମଲ ଦେ କଳା ଆଇନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କଂଗ୍ରେସର ଶ୍ରୀ ଶାନ୍ତନୁ ପାଲ୍ ସଭା ପରିଚାଳନା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସମେତ ରାଜ୍ୟ ସ୍ବାର୍ଥ ବିରୋଧୀ ୨୦ ସାଂସଦ ଓ ଶ୍ରୀ ମୋହନ ଚରଣ ମାଝି, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଶେଷରେ ସୁସ୍ମିତା ଘୋଷାଲ ଧନ୍ୟବାଦ ଦେଇଥିଲେ। ଆଜିର ପ୍ରତିରୋଧ ସଭାରେ କଂଗ୍ରେସ ତରଫରୁ ମାଧବୀ ସେନାପତି, ଗୌରୀ ନାୟକ, ଭୁବନେଶ୍ୱରୀ ଜେନା, ଜ୍ୟୋତି ରଞ୍ଜନ ଦାସ, ଅସିତ ଦାସ, ସେକ ରଖିମ, ସେକ ଏକବାଲ, ପ୍ରଫୁଲ୍ଲ ଦାସ, ଦୁଃଖୀ ଶ୍ୟାମ ମୁର୍ମୁ, ନିହାର ରଞ୍ଜନ ମଢୁଆଳ, ଠାକୁର ସୋରେନ, ଦିଲ୍ଲୀପ ନାୟକ, ଜବା ମଣି ଟୁଡୁ, ସ୍ୱରୂପ ମିଶ୍ର, ପ୍ରଦୀପ ମିଶ୍ର, ରବୀନ୍ଦ୍ର ଗିରି,ପ୍ରଫୁଲ୍ଲ ନାୟକ, ପ୍ରଦୀପ ଦାସ, ସେକ କାଲୁମୁଦ୍ଦିନ, ଭବାନୀ ଶଙ୍କର ସାହୁ, ଜୀବନ ବାରିକ, ମାଣିକ, ସତ୍ୟକାମ ରଣା, ବିଜୟ ସିଂହ, ଉତ୍ତମ ବେହେରା, କହେଁଇ ମହାନ୍ତ, ବିକାଶ ମହାଭୋଇ, ଭାରତୀ ପାତ୍ର,ସିପିଆଇ ପକ୍ଷରୁ ସାଥୀ ଶ୍ରୀକାନ୍ତ ସାମଲ, ନାରାୟଣ ଟୁଡୁ, କାହ୍ନୁଚରଣ ବେହେରା,ପାରାଉ ହାଁସଦା, ଦୁର୍ଗା ମାରାଣ୍ଡି, ମହେଶ୍ୱର ବେହେରା, ଶତୃଘ୍ନ ନାଏକ,ରୁପାଇ ମାଝି, ସିପିଏମ ପକ୍ଷରୁ ହରିଶ ଚନ୍ଦ୍ର ସିଂ, ବିକର୍ତ୍ତନ କବି, ମାଧବ ସିଂ, ବନମାଳୀ ପ୍ରଧାନ, ମଙ୍ଗଳ ମାର୍ଣ୍ଡି, ରଘୁନାଥ ପଣ୍ଡା, କ୍ଷିତୀଶ ଚନ୍ଦ୍ର ସାସମଲ, ଏସ କେ ରିଜୱାନ, ମନ୍ଦର ପରିଡା, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ, ରବି ବେହେରା, ପ୍ରସାଦ କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ।
    2
    ବାରିପଦା ରେ ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ 
ଏମ୍ ଏମ୍ ଡି ଆର୍ କଳା ଆଇନ୍-୨୦୨୬ ରଦ୍ଦ ଦାବିରେ ବିକ୍ଷୋଭ 
ବାରିପଦା, ତା ୨୫.୮.୨୬.... ରାଜ୍ୟର ଖଣି ସମ୍ପଦ, ରାଜସ୍ୱ ଅଧିକାର ଓ ସଂଘୀୟ ବ୍ୟବସ୍ଥାର ଅଧିକାରକୁ କବର ଦେଇ, ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାଶ ଏବଂ ନିୟନ୍ତ୍ରଣ ( ଏମ୍ ଏମ୍ ଡ ଆର୍) ସଂଶୋଧନ ଆଇନ୍ -୨୦୨୬ ପ୍ରଣୟନ କରି ସ୍ଵର୍ଣ୍ଣ ପ୍ରସୂ ଓଡ଼ିଶା ଗର୍ଭକୁ ଚିରି ଖଣିଜ ସମ୍ପଦର ମାଲିକାନା ଛଡାଇ ନେଲେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ଵାଧୀନ ବିଜେପି ସରକାର । ମାନ୍ୟବର ସୁପ୍ରିମକୋର୍ଟଙ୍କ ୯ ଜଣିଆ ଡିଭିଜନ ବେଞ୍ଚଙ୍କ ଜୁଲାଇ ୨୦୨୪ ନିର୍ଦେଶ ଅନୁସାରେ ଓଡ଼ିଶାକୁ ପିଛିଲା ଖଣିଜ ଟିକସ ରୁ ଅନ୍ୟୁନ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଓ ଆଗକୁ ମିଳିବାକୁ ଥିବା ବାର୍ଷିକ ଅନ୍ୟୁନ ୧୨ ହଜାର କୋଟି ଟଙ୍କାର ଟିକସ ନିର୍ଦେଶକୁ ଅକାମୀ କରି ଲୁଟ୍ କରିବା ପାଇଁ ଏ କଳା ଆଇନ୍ ର ବ୍ୟବସ୍ଥା କରାଗଲା। ରାଜ୍ୟ ସ୍ବାର୍ଥ ରକ୍ଷା ପାଇଁ ବିଲ୍ ବିରୋଧରେ ମୁହଁ ଖୋଲିବା ପରିବର୍ତ୍ତେ ଓଡ଼ିଶାରୁ ସଂସଦକୁ ପ୍ରତିନିଧିତ୍ବ କରୁଥିବା ରାଜ୍ୟ ସ୍ବାର୍ଥ ବିରୋଧୀ ବିଜେପି ସାଂସଦମାନେ ଖଣି ଲୁଣ୍ଠନ ର ଭାଗିଦାରୀ ହୋଇଛନ୍ତି। ବିଶ୍ୱାସଘାତକ ଜନପ୍ରତିନିଧି ମାନଂକୁ ରାଜ୍ୟବାସୀ କ୍ଷମା କରିବେ ନାହିଁ। ଏହାକୁ ନେଇ ରାଜ୍ୟବ୍ୟାପୀ ଆଜି ପ୍ରତିରୋଧ ଦିବସ ପାଳନର ଅଂଶବିଶେଷ ଭାବେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡି ବ୍ଲକ୍ କଂଗ୍ରେସ, ସିପିଆଇ ଓ ସିପିଏମ ପକ୍ଷରୁ ପ୍ରତିରୋଧ ବିକ୍ଷୋଭ କଂଗ୍ରେସ (ପୂର୍ବ) ସଭାପତି ଶ୍ରୀ ପୂର୍ଣଚନ୍ଦ୍ର ବିଶ୍ୱାଳଂକ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଏମ୍ ଏମ୍ ଡି ଆର୍ ଆଇନ୍ ସମ୍ପର୍କରେ ଆଲୋଚନା ପାଇଁ ତୁରନ୍ତ ସ୍ଵତନ୍ତ୍ର ବିଧାନସଭା ଅଧିବେଶନ ଡକାଇବା ପାଇଁ ଦୃଢ ଦାବି କରାଯାଇଛି। ପ୍ରତିରୋଧ ସଭାରେ କଂଗ୍ରେସ ( ପଶ୍ଚିମ ) ସଭାପତି ଶ୍ରୀ ଭୁବନବିହାରୀ ସାହୁ, ଜ୍ୟୋତି ପ୍ରକାଶ ରଥ, ନାରାୟଣ ପଟ୍ଟନାୟକ, ଚୈତନ୍ୟ ହାଁସଦା, ସବିତା ସୋରେନ୍, ସୁନିତା ନାଏକ, ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ପରମେଶ୍ବର ମହାନ୍ତ, ସିପିଏମ ପକ୍ଷରୁ ଜିଲ୍ଲା ସମ୍ପାଦକ ସାଥୀ ମୃତ୍ୟୁଞ୍ଜୟ ବେହେରା, ରବି ଗୋସ୍ୱାମୀ,ଅମଲ ଦେ କଳା ଆଇନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କଂଗ୍ରେସର ଶ୍ରୀ ଶାନ୍ତନୁ ପାଲ୍ ସଭା ପରିଚାଳନା କରିଥିଲେ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସମେତ ରାଜ୍ୟ ସ୍ବାର୍ଥ ବିରୋଧୀ ୨୦ ସାଂସଦ ଓ ଶ୍ରୀ ମୋହନ ଚରଣ ମାଝି, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।ଶେଷରେ ସୁସ୍ମିତା ଘୋଷାଲ ଧନ୍ୟବାଦ ଦେଇଥିଲେ। ଆଜିର ପ୍ରତିରୋଧ ସଭାରେ କଂଗ୍ରେସ ତରଫରୁ ମାଧବୀ ସେନାପତି, ଗୌରୀ ନାୟକ, ଭୁବନେଶ୍ୱରୀ ଜେନା, ଜ୍ୟୋତି ରଞ୍ଜନ ଦାସ, ଅସିତ ଦାସ, ସେକ ରଖିମ, ସେକ ଏକବାଲ, ପ୍ରଫୁଲ୍ଲ ଦାସ, ଦୁଃଖୀ ଶ୍ୟାମ ମୁର୍ମୁ, ନିହାର ରଞ୍ଜନ ମଢୁଆଳ, ଠାକୁର ସୋରେନ, ଦିଲ୍ଲୀପ ନାୟକ, ଜବା ମଣି ଟୁଡୁ, ସ୍ୱରୂପ ମିଶ୍ର, ପ୍ରଦୀପ ମିଶ୍ର, ରବୀନ୍ଦ୍ର ଗିରି,ପ୍ରଫୁଲ୍ଲ ନାୟକ, ପ୍ରଦୀପ ଦାସ, ସେକ କାଲୁମୁଦ୍ଦିନ, ଭବାନୀ ଶଙ୍କର ସାହୁ, ଜୀବନ ବାରିକ, ମାଣିକ, ସତ୍ୟକାମ ରଣା, ବିଜୟ ସିଂହ, ଉତ୍ତମ ବେହେରା, କହେଁଇ ମହାନ୍ତ, ବିକାଶ ମହାଭୋଇ, ଭାରତୀ ପାତ୍ର,ସିପିଆଇ ପକ୍ଷରୁ ସାଥୀ ଶ୍ରୀକାନ୍ତ ସାମଲ, ନାରାୟଣ ଟୁଡୁ, କାହ୍ନୁଚରଣ ବେହେରା,ପାରାଉ ହାଁସଦା, ଦୁର୍ଗା ମାରାଣ୍ଡି, ମହେଶ୍ୱର ବେହେରା, ଶତୃଘ୍ନ ନାଏକ,ରୁପାଇ ମାଝି, ସିପିଏମ ପକ୍ଷରୁ  ହରିଶ ଚନ୍ଦ୍ର ସିଂ, ବିକର୍ତ୍ତନ କବି, ମାଧବ ସିଂ, ବନମାଳୀ ପ୍ରଧାନ, ମଙ୍ଗଳ ମାର୍ଣ୍ଡି, ରଘୁନାଥ ପଣ୍ଡା, କ୍ଷିତୀଶ ଚନ୍ଦ୍ର ସାସମଲ, ଏସ କେ ରିଜୱାନ, ମନ୍ଦର ପରିଡା, ଅଶୋକ ଭଞ୍ଜଦେଓ, ସୁବାସ ତ୍ରିପାଠୀ, ରବି ବେହେରା, ପ୍ରସାଦ କିସ୍କୁ ପ୍ରମୁଖ ଉପସ୍ଥିତ ଥିଲେ।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    12 hrs ago
  • ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି.. .......................
    1
    ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି..
.......................
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
  • ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ । ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    2
    ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
ଗିରଫ ହୋଇ ଜେଲ ଗଲେ ମଦ ମାଫିଆ ସେକ ସାଜନ, ବେଆଇନ ଭାବେ ଚୋରା ଦେଶୀ ମଦ କାରବାର କରୁଥିବା ଅଭିଯୋଗରେହେଲେ ଗିରଫ ।
    user_Mahima tv Rajesh Kumar Giri
    Mahima tv Rajesh Kumar Giri
    Voice of people ବାସ୍ତା, ବାଲେଶ୍ୱର, ଓଡ଼ିଶା•
    20 min ago
  • କାର କାଚ ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ଖୋର୍ଦ୍ଧା କୋର୍ଟ ସମ୍ମୁଖ ରାସ୍ତାରେ ଘଟିଛି ଘଟଣା। ସନ୍ଧ୍ୟା ସମୟ ରେ ଜନ ଗହଳି ବେଳେ ଦୁର୍ବୃତ୍ତଙ୍କ ଆତଙ୍କ।
    1
    କାର କାଚ ଭାଙ୍ଗି ତିନି ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ। ଖୋର୍ଦ୍ଧା କୋର୍ଟ ସମ୍ମୁଖ ରାସ୍ତାରେ ଘଟିଛି ଘଟଣା। ସନ୍ଧ୍ୟା ସମୟ ରେ ଜନ ଗହଳି ବେଳେ ଦୁର୍ବୃତ୍ତଙ୍କ ଆତଙ୍କ।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    8 hrs ago
  • ସିମୁଳିଆ ବ୍ଲକ ସମ୍ମିଳନୀ କକ୍ଷରେ ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ
    1
    ସିମୁଳିଆ ବ୍ଲକ ସମ୍ମିଳନୀ କକ୍ଷରେ ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ 
ଜରୁରୀ କାଳୀନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ l ସିମୁଳିଆ
    user_PP NEWS ODISHA
    PP NEWS ODISHA
    ସିମିଳିଆ, ବାଲେଶ୍ୱର, ଓଡ଼ିଶା•
    17 hrs ago
  • ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ ବାଲେଶ୍ଵର Dist. ସିମୁଳିଆ Block Sabang ଗ୍ରାମ ପଞ୍ଚାୟତ ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ
    1
    ବାଲେଶ୍ଵର Dist. ସିମୁଳିଆ Block
Sabang ଗ୍ରାମ ପଞ୍ଚାୟତ
ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ 
ବାଲେଶ୍ଵର Dist. ସିମୁଳିଆ Block
Sabang ଗ୍ରାମ ପଞ୍ଚାୟତ
ବସ ଦୁର୍ଗଟଣା ହେହିଛି 🙏 ରାସ୍ତା ରୁ ବିଲ ବିତରକୁ କଶୀ ଛି ବସ
    user_SHAURAV 2.0
    SHAURAV 2.0
    Farmer ଠାକୁରମୁଣ୍ଡା, ମୟୂରଭଞ୍ଜ, ଓଡ଼ିଶା•
    20 hrs ago
  • ଆମେ କଣ ସରକାରୀ ସ୍କୁଲରେ ପାଠ ପଢ଼ୁଛୁ ବୋଲି ମୂର୍ଖ ହେବୁ ! ଆମକୁ ଶିକ୍ଷକ ଦିଅ l
    1
    ଆମେ କଣ ସରକାରୀ ସ୍କୁଲରେ ପାଠ ପଢ଼ୁଛୁ ବୋଲି ମୂର୍ଖ ହେବୁ ! ଆମକୁ ଶିକ୍ଷକ ଦିଅ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    17 hrs ago
  • ଉଦଳା ନାଗପାଳ ୨ ନମ୍ବର ୱାର୍ଡ ରୁ ଜଣଙ୍କ ଘର ବାଥ ରୁମ ରୁ ଏକ ବିରଳ ବିଷଧର ବାରହା ଚିତିସାପ କୁ ଉଦ୍ଧାର କଲା ବନବଭାଗ......
    2
    ଉଦଳା ନାଗପାଳ ୨ ନମ୍ବର ୱାର୍ଡ ରୁ ଜଣଙ୍କ ଘର ବାଥ ରୁମ ରୁ ଏକ ବିରଳ ବିଷଧର ବାରହା ଚିତିସାପ  କୁ ଉଦ୍ଧାର କଲା ବନବଭାଗ......
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.