ଡୁମାଳ ପରିଷଦ ର ସାଂଗଠାନିକ ବୈଠକ ରାଜ୍ୟ ଡୁମାଲ୍ ପରିଷଦ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ଅଶ୍ଵିନୀ ମହାକୁର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବାଗବର, ହିଲୁଙ୍ଗ ଓ କାନପୁର କେନ୍ଦ୍ର ସାଂଗଠନିକ ବୈଠକ ଦେଉଳମୁଣ୍ଡା ମାହେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ରାଜ୍ୟ ପରିଷଦ, ଜିଲ୍ଲା ଶାଖା,କେନ୍ଦ୍ର କମିଟି କାର୍ଯ୍ୟକର୍ତ୍ତା ଯୋଗଦେଇ ଡୁମାଲ ସମାଜ କୁ ଶୃଙ୍ଖଳିତ, ସଂସ୍କାରିତ ଓ ସଂଗଠିତ କରି ଗଢି ତୋଳିବା ପାଇଁ ମତ ମନ୍ତବ୍ୟ ରଖିଥିଲେ। ଏକ ଭବ୍ୟ ନୂତନ ମାହେଶ୍ଵରୀ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ଉକ୍ତ ସାଂଗଠନିକ ବୈଠକ ରେ ରାଜ୍ୟ ପରିଷଦ ଉପସଭାପତି ଲୋକନାଥ ମାହାର, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର, ଜିଲ୍ଲା ଉପସଭାପତି ଲକ୍ଷ୍ମଣ ବସ୍ତିଆ, ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ୟ ମୀନକେତନ ମହାକୁର,ଜିଲ୍ଲା ଆଇନ ସେଲ ସଦସ୍ୟ କୃଷ୍ଣଚନ୍ଦ୍ର କମ୍ପ, ମାହେଶ୍ଵରୀ ସେନା ଜିଲ୍ଲା ସଭାପତି ସୁଧାଂଶୁ କର୍ଣ୍ଣ, ସାଂଗଠନିକ କେନ୍ଦ୍ର ସଭାପତି ସର୍ବଶ୍ରୀ ଭଗବାନ କର୍ଣ୍ଣ, କାର୍ତ୍ତିକ ଖଣ୍ଡଗିରୀ, ଅଯତ୍ନ କଲତ।, କଳ୍ପ ମହାକୁର, ରବି ବାଘାର, ଜଗନ୍ନାଥ୍ ପାତ୍ର, ରଘୁନାଥ ମହାକୁର, କାହ୍ନୁ ମହାକୁର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୁରନ୍ଦର ଦେହେରୀ ,କ୍ଷୀରାର୍ଣ୍ଣବ ମହାକୁର, ସଞ୍ଜୟ ଛନ୍ଦ, ଶ୍ରୀତମ ମହାକୁର, ଅର୍ଜୁନ ଛନ୍ଦ, ନିରଞ୍ଜନ ଛନ୍ଦ, ଯଦୁମଣି ଛନ୍ଦ, ମଧୁସୂଦନ ପଧାନ, ରାଜ କୁମାର ମହାକୁର ପ୍ରମୁଖ ସହଯୋଗ କରିଥିଲେ। ବାଗବାର କେନ୍ଦ୍ର ସମ୍ପାଦକ ହରିହର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

- ସୁବର୍ଣ୍ଣପୁର: "ମହିମା" ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ କୋରାପୁଟର ଢେମସା ନୃତ୍ୟର ତାଳେ ତାଳେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଓ ଏସ୍ପି ନାରାୟଣ ନାୟକ ଝୁମିଲେ।1
- ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦର୍ଶକଙ୍କ ମନମହିଲା କୋରାପୁଟ କଳାକାରଞ୍ଜ ଢେମସା ନୃତ୍ୟ l କଳାକାରଙ୍କ ଏହା ନୃତ୍ୟ କଲେ ଜିଲ୍ଲାପାଳ ଓ ଏସପି1
- ଅଦ୍ଭୁତ ପ୍ରକାର ର ଏକ ଛେଳି ଛୁଆ ଜନ୍ମ ନେଇଛି l ମୁହଁ ଟି ମାଙ୍କଡ଼ ପରି ଦେଖା ଯାଉଛି l ଏହା ଅଧା ଛେଳି ଏବଂ ଅଧା ମାଙ୍କଡ଼ ସଦୃଶ ପରି ଜନ୍ମ l1
- Post by Meena1
- सोशल मीडिया पर एक बच्चे का मज़ेदार वीडियो वायरल हो रहा है, जिसमें उसके एक्सप्रेशन पर यूज़र्स ने लिखा, अब होगी पूरी फैमिली की फील्डिंग सेट।वीडियो को ह्यूमर और रिएक्शन मीम के तौर पर खूब शेयर किया जा रहा है। #Viral #TrendingReels #InternetBuzz #FunnyVideo #MemeCulture #Reels1
- भुवनेश्वर के भरतपुर स्थित कलिंगा स्टूडियो चौक पर एक अमा बस में आग लगने की घटना हुई। तमंदो फायर स्टेशन ने तुरंत कार्रवाई करते हुए सहायक अग्निशमन दल (एसएफएफ सीआर) की सहायता से आग पर सफलतापूर्वक काबू पा लिया। अग्निशमन अभियान का नेतृत्व भुवनेश्वर के सहायक अग्निशमन अधिकारी श्री मनोरंजन राउत ने किया। इस घटना में किसी के हताहत होने या घायल होने की कोई खबर नहीं है। #amobus #bhubaneswar #Fire1
- ସମ୍ବଲପୁରରେ ଇ-ବସ୍ ସେବା ଆରମ୍ଭ1
- ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ଲୋକ ମହୋତ୍ସବ "ମହିମା"ର ଚତୁର୍ଥ ଦିବସର ସନ୍ଧ୍ୟାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋପ ପ୍ରଦର୍ଶନର ନେତୃତ୍ୱ ନେଇଥିବା ପ୍ରଦ୍ୟୁମ୍ନ ପାଢ଼ୀ ଆଜି ସୋନପୁର ଥାନାରୁ ଅଟକରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି।1