logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

accident

on 16 December
user_Somnath Rana .#💌💞💖#
Somnath Rana .#💌💞💖#
Jayapatna, Kalahandi•
on 16 December

accident

  • user_Shyam
    Shyam
    Kendujhar Town, Odisha
    🙏
    on 22 December
  • user_Shuru User
    Shuru User
    Bisra, Sundargarh
    🙏
    on 18 December
More news from ଓଡ଼ିଶା and nearby areas
  • ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ଉଦଘାଟିତ #Deshduniyakhabar24 #kakatpur #dilapurnima #puri #Odisha #OdishaNews
    1
    ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ଉଦଘାଟିତ #Deshduniyakhabar24 #kakatpur #dilapurnima #puri #Odisha #OdishaNews
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    5 hrs ago
  • କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ୫୭ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦାମନଯୋଡି ସୁରକ୍ଷା ବିହାର ଠାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ନାଲକୋର ବିଭିନ୍ନ ବିଭାଗର ଚିଫ୍ ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଶିଳ୍ପ ନିରାପତ୍ତା ସହ ଦେଶର ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନଙ୍କ କାର୍ଯ୍ୟଶୈଳୀ ଅତୀବ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ସମଗ୍ର ଦେଶରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ,ବିମାନବନ୍ଦର,ମେଟ୍ରୋ ଏବଂ ଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ସିଆଇଏସଏଫ ଯବାନଙ୍କ କାର୍ଯ୍ୟ ଦକ୍ଷତା ଉପରେ କମାଣ୍ଡାଣ୍ଟ ଶ୍ରୀ ଆର୍ଯ୍ୟ ଆଲୋକପାତ କରିଥିଲେ।ସେହିପରି ଅଗ୍ନି ନିରାପତ୍ତା କ୍ଷେତ୍ରରେ ଅଗ୍ନିଶମ ଯବାନଙ୍କ ସାହସିକତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାସହିତ ବିଗତ ଦିନରେ ନାଲକୋ ମାଇନ୍ସ ନକ୍ସଲ ଆଟାକରେ ପ୍ରାଣବଳି ଦେଇଥିବା ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଆଖିରେ କଳା ପଟି ବାନ୍ଧି ଯବାନଙ୍କ ରାଇଫଲ୍ସ ଚାଳନା, ଶକ୍ତି ପ୍ରଦର୍ଶନ ଏବଂ ଯବାନ ପରିବାର ପିଲାମାନଙ୍କ ତାଇକୋଣ୍ଡ ମାର୍ଶାଲ ଆର୍ଟ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣୀୟ କରିଥିଲା।
    1
    କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ୫୭ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ପାଳିତ ହୋଇଛି। ସିନିଅର କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଦାମନଯୋଡି ସୁରକ୍ଷା ବିହାର ଠାରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ନାଲକୋ ଖଣି ଓ ପରିଶୋଧନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ନାଲକୋର ବିଭିନ୍ନ ବିଭାଗର ଚିଫ୍ ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଶିଳ୍ପ ନିରାପତ୍ତା ସହ ଦେଶର ସୁରକ୍ଷା ପାଇଁ ସିଆଇଏସଏଫ ଯବାନମାନଙ୍କ କାର୍ଯ୍ୟଶୈଳୀ ଅତୀବ ପ୍ରଶଂସନୀୟ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ସମଗ୍ର ଦେଶରେ ବିଭିନ୍ନ ସରକାରୀ ପ୍ରତିଷ୍ଠାନ,ବିମାନବନ୍ଦର,ମେଟ୍ରୋ ଏବଂ ଭିଆଇପିଙ୍କ ସୁରକ୍ଷା କ୍ଷେତ୍ରରେ ସିଆଇଏସଏଫ ଯବାନଙ୍କ କାର୍ଯ୍ୟ ଦକ୍ଷତା ଉପରେ କମାଣ୍ଡାଣ୍ଟ ଶ୍ରୀ ଆର୍ଯ୍ୟ ଆଲୋକପାତ କରିଥିଲେ।ସେହିପରି ଅଗ୍ନି ନିରାପତ୍ତା କ୍ଷେତ୍ରରେ ଅଗ୍ନିଶମ ଯବାନଙ୍କ ସାହସିକତାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହାସହିତ ବିଗତ ଦିନରେ ନାଲକୋ ମାଇନ୍ସ ନକ୍ସଲ ଆଟାକରେ ପ୍ରାଣବଳି ଦେଇଥିବା ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଆଖିରେ କଳା ପଟି ବାନ୍ଧି ଯବାନଙ୍କ ରାଇଫଲ୍ସ ଚାଳନା, ଶକ୍ତି ପ୍ରଦର୍ଶନ ଏବଂ ଯବାନ ପରିବାର ପିଲାମାନଙ୍କ ତାଇକୋଣ୍ଡ ମାର୍ଶାଲ ଆର୍ଟ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷଣୀୟ କରିଥିଲା।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    17 hrs ago
  • ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଈ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡ଼ଃ ରାଜେନ୍ଦ୍ର ପାତ୍ର
    1
    ବିଜେଡ଼ି ଛାଡ଼ି ବିଜେପିରେ ଯୋଗଦେଈ ପ୍ରତିକ୍ରିୟା ରଖିଛନ୍ତି ସୁନାବେଡ଼ା ମୁନସିପାଲଟି ଚେୟାରମେନ ଡ଼ଃ ରାଜେନ୍ଦ୍ର ପାତ୍ର
    user_Koraput News
    Koraput News
    ସାମ୍ବାଦିକ କୋରାପୁଟ, କୋରାପୁଟ, ଓଡ଼ିଶା•
    18 hrs ago
  • ବର୍ଷ ବିଜେଡି ଶାସନ ଭିତରେ ତୁଙ୍ଗନେତା ଜନକଲ୍ୟାଣ ନାମ ରେ ନିଜ ଦଳର କର୍ମୀଙ୍କୁ ଆର୍ଥୀକ ସମ୍ବଳ ଯୋଗାଇ କଲ୍ୟାଣହି କାଗଜ କଲମରେ ଲିପିବଦ୍ଧ ହେ।ଇ ରହିଗଲା। ଯେଉଥି ପାଇଁ ଜନତା ଜନାର୍ଦନ ବିଜେଡି ସରକାରକୁ ପଦଚ୍ୟୁତ କଲେ। ହେଲେ ଓଡିଶାରେ ବିଜେପି ସରକାରର ଶାସନ ଚାଲୁଥିବା ବେଳେ ରାୟଗଡା ଜିଲ୍ଲାର ଏକ ପ୍ରକାର କଂଗ୍ରେସ ସରକାର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
    1
    ବର୍ଷ ବିଜେଡି ଶାସନ ଭିତରେ ତୁଙ୍ଗନେତା ଜନକଲ୍ୟାଣ ନାମ ରେ ନିଜ ଦଳର କର୍ମୀଙ୍କୁ ଆର୍ଥୀକ ସମ୍ବଳ ଯୋଗାଇ କଲ୍ୟାଣହି କାଗଜ କଲମରେ ଲିପିବଦ୍ଧ ହେ।ଇ ରହିଗଲା। ଯେଉଥି ପାଇଁ ଜନତା ଜନାର୍ଦନ ବିଜେଡି ସରକାରକୁ ପଦଚ୍ୟୁତ କଲେ। ହେଲେ ଓଡିଶାରେ ବିଜେପି ସରକାରର ଶାସନ ଚାଲୁଥିବା ବେଳେ ରାୟଗଡା ଜିଲ୍ଲାର ଏକ ପ୍ରକାର କଂଗ୍ରେସ ସରକାର ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
    user_Keshab Saraka
    Keshab Saraka
    Local News Reporter ରାୟଗଡା, ରାୟଗଡା, ଓଡ଼ିଶା•
    19 hrs ago
  • ଦେଖନ୍ତୁ
    1
    ଦେଖନ୍ତୁ
    user_TV5ODIA 9556605993
    TV5ODIA 9556605993
    ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    9 hrs ago
  • Post by Bighne Rana
    1
    Post by Bighne Rana
    user_Bighne Rana
    Bighne Rana
    Dancer ମଦନପୁର ରାମପୁର, କଳାହାଣ୍ଡି, ଓଡ଼ିଶା•
    20 hrs ago
  • ନିମାପଡା : ପୋଲିସର ନିର୍ଯ୍ୟାତନା ସହି ନ ପାରି ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ଉତ୍ତ୍ୟକ୍ତ ଲୋକେ
    1
    ନିମାପଡା : ପୋଲିସର ନିର୍ଯ୍ୟାତନା ସହି ନ ପାରି ଯୁବକଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ଉତ୍ତ୍ୟକ୍ତ ଲୋକେ
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    6 hrs ago
  • କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    1
    କଣ୍ଟାବାଞ୍ଜି ର ଭାଇରାଲ ଭିଡ଼ିଓ ଅଧିକାରୀଙ୍କୁ ହଟହଟା କଲେ ବିଜେଡ଼ି ନେତା 
ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ରେ ପୋଲ ନିର୍ମାଣ ସମୟରେ ସରକାରୀ ନିୟମ ଉଲ୍ଲଂଘନ କରି ଜନ ସାଧାରଣ ଙ୍କୁ ହରିଆଣା କରୁଥିବା ଅଭିଯୋଗ ରେ ଅଧିକାରୀ ଙ୍କୁ ହଟହଟା କଲେ ବିଜେଡ଼ି ନେତା ଗିରିରାଜ ସିଂ ମାଝୀ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    20 hrs ago
  • ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l
    1
    ନୂଆପଡ଼ାରେ ଉଦ୍ୟାନ କୃଷି ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ, ପାଞ୍ଚ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ବର୍ଦ୍ଧନା l
    user_Hareram karuan
    Hareram karuan
    ସାମ୍ବାଦିକ Nuapada, Odisha•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.