logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଚାନ୍ଦବାଲି ବ୍ଲକ ମନ୍ତେଇ ନଦୀରେ ବାଲିଆପାଳ ଘାଟରେ ଡ଼ଙ୍ଗା ଓଲଟି ଜଣେ ଶ୍ରମିକ ନିଖୋଜ ଦୁଇ ଶ୍ରମିକ ଉଦ୍ଧାର l ମନ୍ତେଇ ନଦୀରେ ବାଲିଆପାଳ ଘାଟରେ ଘଟିଛି ଅଘଟଣ, ନିର୍ମାଣଧିନ ବ୍ରିଜ଼ରେ କାର୍ଯ୍ୟରତ ଶ୍ରମିକ ମାନେ ନଦୀ ମଧ୍ୟରେ ଡ଼ଙ୍ଗା ମାଧ୍ୟ୍ୟମରେ ସର୍ଭେ କରୁଥିବା ବେଳେ ଡ଼ଙ୍ଗା ଓଲଟି ପଡିବାରୁ ଦୁଇ ଶ୍ରମିକ ଉଦ୍ଧାର ହୋଇ ଭଦ୍ରକ ସ୍ଥାନାନ୍ତର ହୋଇଛନ୍ତି ହେଲେ ଜଣେ ଶ୍ରମିକ ନଦୀ ମଧ୍ୟରେ ନିଖୋଜ ଅଛନ୍ତି l ନିଖୋଜ ଶ୍ରମିକ ହେଉଛନ୍ତି ଯଶିପୁର ପଂଚାୟତର ବିଜୟବେହେରା ବୋଲି ସୂଚନା ମିଳିଛି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଘଣ୍ଟେଶ୍ୱର ଫାଣ୍ଡି ଓ ନାୟକାଣୀ ଡିହ ଥାନାରେ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l

1 hr ago
user_Bhadrak bulletin
Bhadrak bulletin
ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
1 hr ago

ଚାନ୍ଦବାଲି ବ୍ଲକ ମନ୍ତେଇ ନଦୀରେ ବାଲିଆପାଳ ଘାଟରେ ଡ଼ଙ୍ଗା ଓଲଟି ଜଣେ ଶ୍ରମିକ ନିଖୋଜ ଦୁଇ ଶ୍ରମିକ ଉଦ୍ଧାର l ମନ୍ତେଇ ନଦୀରେ ବାଲିଆପାଳ ଘାଟରେ ଘଟିଛି ଅଘଟଣ, ନିର୍ମାଣଧିନ ବ୍ରିଜ଼ରେ କାର୍ଯ୍ୟରତ ଶ୍ରମିକ ମାନେ ନଦୀ ମଧ୍ୟରେ ଡ଼ଙ୍ଗା ମାଧ୍ୟ୍ୟମରେ ସର୍ଭେ କରୁଥିବା ବେଳେ ଡ଼ଙ୍ଗା ଓଲଟି ପଡିବାରୁ ଦୁଇ ଶ୍ରମିକ ଉଦ୍ଧାର ହୋଇ ଭଦ୍ରକ ସ୍ଥାନାନ୍ତର ହୋଇଛନ୍ତି ହେଲେ ଜଣେ ଶ୍ରମିକ ନଦୀ ମଧ୍ୟରେ ନିଖୋଜ ଅଛନ୍ତି l ନିଖୋଜ ଶ୍ରମିକ ହେଉଛନ୍ତି ଯଶିପୁର ପଂଚାୟତର ବିଜୟବେହେରା ବୋଲି ସୂଚନା ମିଳିଛି l ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ ଘଣ୍ଟେଶ୍ୱର ଫାଣ୍ଡି ଓ ନାୟକାଣୀ ଡିହ ଥାନାରେ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l

More news from ଓଡ଼ିଶା and nearby areas
  • ଭଦ୍ରକ ପୌରାଞ୍ଚଳ ରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ପୂର୍ବରୁ ପୌରାଧ୍ୟାକ୍ଷା ଉଦଘାଟନ କରିବା ପ୍ରସଙ୍ଗ ରେ ଜିଲ୍ଲାପାଳ ଙ୍କୁ ଭେଟିଲେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର
    1
    ଭଦ୍ରକ ପୌରାଞ୍ଚଳ ରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ପୂର୍ବରୁ ପୌରାଧ୍ୟାକ୍ଷା ଉଦଘାଟନ କରିବା ପ୍ରସଙ୍ଗ ରେ ଜିଲ୍ଲାପାଳ ଙ୍କୁ ଭେଟିଲେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
  • ଭଦ୍ରକ ସାଂସଦ ରାଜନୀତିକୁ ଏକ ବିଚିତ୍ର ଜୀବ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ନିଜର ରାଜନୈତିକ ଫାଇଦା ପାଇଁ ଏଠାରେ ନାଟକ ଓ ଅଭିନୟ ଚାଲିଛି।
    1
    ଭଦ୍ରକ ସାଂସଦ ରାଜନୀତିକୁ ଏକ ବିଚିତ୍ର ଜୀବ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ନିଜର ରାଜନୈତିକ ଫାଇଦା ପାଇଁ ଏଠାରେ ନାଟକ ଓ ଅଭିନୟ ଚାଲିଛି।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • #ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ଚାମେଲି। #samasyanewsodia #ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ଚାମେଲି। #samasyanewsodia
    1
    #ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ଚାମେଲି।
#samasyanewsodia 
#ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଲେ ଚାମେଲି।
#samasyanewsodia
    user_Samasya News Odia
    Samasya News Odia
    Local News Reporter ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ସରସଦା ପଞ୍ଚାୟତର ଉତରାଗଡିଆ (କଟରାଗଡିଆ) ଗ୍ରାମର ୱାର୍ଡ ସଭ୍ୟ ଜଗନ ସାହୁଙ୍କ ହତ୍ୟା ମାମଲାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
    1
    ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ସରସଦା ପଞ୍ଚାୟତର ଉତରାଗଡିଆ (କଟରାଗଡିଆ) ଗ୍ରାମର ୱାର୍ଡ ସଭ୍ୟ ଜଗନ ସାହୁଙ୍କ ହତ୍ୟା ମାମଲାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
    user_MB tv
    MB tv
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିମାପଡ଼ାଠାରେ ଚାଲିଥିବା 'ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ' ସମାପ୍ତ ହୋଇଛି। ଚାରି ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
    1
    ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିମାପଡ଼ାଠାରେ ଚାଲିଥିବା 'ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ' ସମାପ୍ତ ହୋଇଛି। ଚାରି ଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବର ଉଦ୍‌ଘାଟନୀ ସନ୍ଧ୍ୟାରେ ରାଜ୍ୟର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    3 hrs ago
  • home gat bj nmnbm mnh vbvbvhhhvnjhjjbbnfghbhbggghghhh indianews bjgknfumncbn bbkjlhmhu vnbkhmkkhuu nmmmlk jnnmkkgbfbjhkjhjdfbbbbbbvvvvvvggh
    1
    home gat bj nmnbm    mnh vbvbvhhhvnjhjjbbnfghbhbggghghhh
indianews bjgknfumncbn
bbkjlhmhu
vnbkhmkkhuu
nmmmlk
jnnmkkgbfbjhkjhjdfbbbbbbvvvvvvggh
    user_PRASHANTA MALIK
    PRASHANTA MALIK
    ବାସୁଦେବପୁର, ଭଦ୍ରକ, ଓଡ଼ିଶା•
    20 hrs ago
  • ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ବଦଳି ନେବା ଷଡ଼ଯନ୍ତ୍ର ମାମଲାରେ ପୋଲିସ କେନ୍ଦୁଝର ହରିଚନ୍ଦନପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ୱ୍ରମଙ୍କୁ ଗିରଫ କରିଛି। ଏହି ଷଡ଼ଯନ୍ତ୍ରରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଜାଲ୍ ଦସ୍ତଖତ କରାଯାଇଥିଲା। ଏହି ଘଟଣାରେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି। ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।
    1
    ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ବଦଳି ନେବା ଷଡ଼ଯନ୍ତ୍ର ମାମଲାରେ ପୋଲିସ କେନ୍ଦୁଝର ହରିଚନ୍ଦନପୁରର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ୱ୍ରମଙ୍କୁ ଗିରଫ କରିଛି। ଏହି ଷଡ଼ଯନ୍ତ୍ରରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଜାଲ୍ ଦସ୍ତଖତ କରାଯାଇଥିଲା।

ଏହି ଘଟଣାରେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ସୂଚନା ମିଳିଛି। ପୋଲିସ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    3 hrs ago
  • ଭଦ୍ରକ ପୌରାଞ୍ଚଳ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ର ଫଳକ ଉଦଘାଟନ କଲେ ପୌରାଧ୍ୟାକ୍ଷା ଗୁଳ୍ମମକି ହବିବ
    1
    ଭଦ୍ରକ ପୌରାଞ୍ଚଳ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ର ଫଳକ ଉଦଘାଟନ କଲେ ପୌରାଧ୍ୟାକ୍ଷା ଗୁଳ୍ମମକି ହବିବ
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.