logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୁବନେଶ୍ୱର ରେ ସମ୍ବାଦିକ ସମ୍ମିଳନୀ ପରେ କଟକ OMP ରେ ପ୍ରଭାତ ବିଶ୍ୱାଳ ଙ୍କୁ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଭୁବନେଶ୍ୱର ରେ ସମ୍ବାଦିକ ସମ୍ମିଳନୀ ପରେ କଟକ OMP ରେ ପ୍ରଭାତ ବିଶ୍ୱାଳ ଙ୍କୁ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଶତାଧିକ ମହିଳା ଯୁବକ ଏହି ସମ୍ବର୍ଦ୍ଧନା ରେ ସାମିଲ ହୋଇଥିଲେ। ତେବେ ପ୍ରଭାତ କହିଛନ୍ତି ଧଳା ପୋଷାକ ବହୁତ ପ୍ରେରଣା ଦେଉଛି।10 ବର୍ଷ ପରେ ନାଲି ପୋଷାକ ଓଲ୍ହାଇଲି। ସମସ୍ତ ଙ୍କ ଭଲ ପାଇବା ରହିଛି। ଯେଉଁମାନେ ଖଇରିଆ ପୋଷାକ ତୁ ପିନ୍ଧାଇ ଥିଲେ ତାଙ୍କୁ ପ୍ରଭୁ ଶାସ୍ତି ଦେଇଛନ୍ତି ଓ ଆହୁରି ଦେବେ। କିଛି କୁଚକ୍ରି ଗୋଷ୍ଟି ଙ୍କ ପାଇଁ ରାଜନୀତି ରୁ ବଞ୍ଚିତ ହୋଇଥିଲି। ଚୌଦ୍ଵାର କଟକ ର ଜନତା ବହୁତ ଭଲ ପାଇବା ଦେଇଛନ୍ତି। ଏବେ ପ୍ରତ୍ୟେକ୍ଷ ରାଜନୀତି କୁ ଓଲ୍ହେଇବି।। ଶୁଭେଛୁ ମାନେ ଯାହା କହିବେ ଆଗକୁ ସେହି ନିଷ୍ପତ୍ତି ନେବି ।

21 hrs ago
user_Sibanava Panda
Sibanava Panda
Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
21 hrs ago
b33c9fc7-749a-41c4-bfa9-d3d568653e23
933a652d-2831-4f30-8a3e-9c450ad0216d

ଭୁବନେଶ୍ୱର ରେ ସମ୍ବାଦିକ ସମ୍ମିଳନୀ ପରେ କଟକ OMP ରେ ପ୍ରଭାତ ବିଶ୍ୱାଳ ଙ୍କୁ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଭୁବନେଶ୍ୱର ରେ ସମ୍ବାଦିକ ସମ୍ମିଳନୀ ପରେ କଟକ OMP ରେ ପ୍ରଭାତ ବିଶ୍ୱାଳ ଙ୍କୁ ସମର୍ଥକ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି। ଶତାଧିକ ମହିଳା ଯୁବକ ଏହି ସମ୍ବର୍ଦ୍ଧନା ରେ ସାମିଲ ହୋଇଥିଲେ। ତେବେ ପ୍ରଭାତ କହିଛନ୍ତି ଧଳା ପୋଷାକ ବହୁତ ପ୍ରେରଣା ଦେଉଛି।10 ବର୍ଷ ପରେ ନାଲି ପୋଷାକ ଓଲ୍ହାଇଲି। ସମସ୍ତ ଙ୍କ ଭଲ ପାଇବା ରହିଛି। ଯେଉଁମାନେ ଖଇରିଆ ପୋଷାକ ତୁ ପିନ୍ଧାଇ ଥିଲେ ତାଙ୍କୁ ପ୍ରଭୁ ଶାସ୍ତି ଦେଇଛନ୍ତି ଓ ଆହୁରି ଦେବେ। କିଛି କୁଚକ୍ରି ଗୋଷ୍ଟି ଙ୍କ ପାଇଁ ରାଜନୀତି ରୁ ବଞ୍ଚିତ ହୋଇଥିଲି। ଚୌଦ୍ଵାର କଟକ ର ଜନତା ବହୁତ ଭଲ ପାଇବା ଦେଇଛନ୍ତି। ଏବେ ପ୍ରତ୍ୟେକ୍ଷ ରାଜନୀତି କୁ ଓଲ୍ହେଇବି।। ଶୁଭେଛୁ ମାନେ ଯାହା କହିବେ ଆଗକୁ ସେହି ନିଷ୍ପତ୍ତି ନେବି ।

More news from ଓଡ଼ିଶା and nearby areas
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    54 min ago
  • Post by NEWS MANORANJAN
    1
    Post by NEWS  MANORANJAN
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    20 hrs ago
  • ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    1
    ଵଦଳିଲା ପ୍ରଭାତ ବିଶ୍ବାଳଙ୍କ ପୋଷାକର ରଙ୍ଗ।ଖଇରିଆରୁ ଧଳା ହେଲା ପୋଷାକ। ସାମ୍ବାଦିକ ସମ୍ମିଳନୀ କରି କହିଲେ କାହିଁକି ପିନ୍ଧୁଥିଲେ ଖଇରିଆ ପୋଷାକ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେଉଁ ନେତାଙ୍କ ପାଇଁ ଖଇରିଆ ପୋଷାକ ପିନ୍ଧୁଥିଲେ ।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    21 hrs ago
  • Post by Prabhati Sahoo
    1
    Post by Prabhati Sahoo
    user_Prabhati Sahoo
    Prabhati Sahoo
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    2 hrs ago
  • Post by ମନୋଜ କୁମାର ପୁଣ୍ଟିଆ
    1
    Post by ମନୋଜ କୁମାର ପୁଣ୍ଟିଆ
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ବାଲିପାଟଣା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
  • ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    1
    ନୂଆ ରଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ।ନାଲି ଛାଡ଼ି ଧଳା ପୋଷାକ ପିନ୍ଧିଲେ ପ୍ରଭାତ। ଧଳା ପୋଷାକ ପିନ୍ଧି କଟକ ଆସିବାପରେ ସ୍ଵାଗତ କରିଥିଲେ ଶତାଧିକ କର୍ମୀ ମାନେ।
    user_Amrit Prasad Das
    Amrit Prasad Das
    Social worker କଟକ (ଏମ୍.କର୍ପ.) ପି.ଏସ୍., କଟକ, ଓଡ଼ିଶା•
    9 hrs ago
  • Post by ନିଷ୍ଠୁର ଦୁନିଆ Live
    1
    Post by ନିଷ୍ଠୁର ଦୁନିଆ Live
    user_ନିଷ୍ଠୁର ଦୁନିଆ Live
    ନିଷ୍ଠୁର ଦୁନିଆ Live
    Nischintakoili, Cuttack•
    7 hrs ago
  • Post by Gagan Bhoi
    1
    Post by Gagan Bhoi
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    3 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.