Shuru
Apke Nagar Ki App…
ଶ୍ରୀରାମ ଡିଗ୍ରୀ କଲେଜରେ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
AK14TV
ଶ୍ରୀରାମ ଡିଗ୍ରୀ କଲେଜରେ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
More news from ଓଡ଼ିଶା and nearby areas
- Post by AK14TV1
- ପରିବହନ ମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ପେଟ୍ରୋଲ ପମ୍ପରେ ତୈଳ ପକାଇବା ପାଇଁ ପୋଲ୍ୟୁସନ୍ ପ୍ରମାଣପତ୍ର ବାଧ୍ୟତାମୂଳକ #live_odisha_news_update #published_from #Brahamapur1
- Post by Subrat Behera1
- Post by Jay kala _ jay Kalinga1
- ବାଂଲାଦେଶ ରେ ହିନ୍ଦୁ ଯୁବକ ଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ପ୍ରତିବାଦରେ ଭିଏଚପି ଓ ବଜରଙ୍ଗ ଦଳର ବିକ୍ଷୋଭ - ବଂଲାଦେଶ ପ୍ରଧାନମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ- ଜି.ଉଦୟଗିରି, ୨୭/୧୨ ବାଂଲାଦେଶ ର ହିନ୍ଦୁ ଯୁବକ ଦୀପୁ ଦାସ ଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥା ରେ ସର୍ବସମ୍ମୁଖରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣା କୁ ନେଇ ସାରା ଭାରତରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଶନିବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି।ଭାରତ କୁ ବାଂଲାଦେଶ ରୁ ବେଆଇନ ଭାବେ ଆସିଥିବା ମୁସଲମାନ ଓ ରୋହିଙ୍ଗିଆ ମାନଙ୍କୁ ଦେଶ ତଥା ଆମ ଅଞ୍ଚଳ ରୁ ବାହାରି ଯିବା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଶେଷରେ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଜିଲ୍ଲା ସଭାପତି ମୃତ ହିନ୍ଦୁ ଯୁବକ ଦୀପୁ ଦାସ ଙ୍କ ପ୍ରତି ହୋଇଥିବା ଅମାନୁଷିକ ହତ୍ୟା ବିଷୟରେ କହିବା ସହ ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ କର୍ମକର୍ତ୍ତା ମହମ୍ମଦ ୟୁନୁସ ଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବାଂଲାଦେଶୀ ହିନ୍ଦୁ ମାନଙ୍କ ଉପରେ ଇସଲାମ କଟରବାଦୀ ମାନଙ୍କ ଅତ୍ୟାଚାର ନେଇ ଘୋର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଛି।2
- Post by ମକୁନ୍ଦ ନାଏକ3
- Post by Bighne Rana1
- Post by AK14TV1